Below header
Browsing Tag

cyclone alert

ଆମେରିକୀୟ ସଂସ୍ଥା GFS ପକ୍ଷରୁ ପୂର୍ବାନୁମାନ, ଆସନ୍ତା ୨୦ ତାରିଖ ମାଡି ଆସୁଛି ଆଉ ଏକ ବାତ୍ୟା

ଭୁବନେଶ୍ୱର(କେ ନ୍ୟୁଜ): ଆସନ୍ତା ୨୦ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର- ବଙ୍ଗୋପସାଗରରେ ପହଞ୍ଚିବ। ଆମେରିକୀୟ ମଡେଲ GFS ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି । ମିଆଁମାରକୁ ମୁହାଁଇବ ସମ୍ଭାବ୍ୟ ବାତ୍ୟା।…

ଆସୁଛି ବାତ୍ୟା : ୪ରେ ଛୁଇଁବ ସ୍ଥଳଭାଗ, ୩ରୁ ରାଜ୍ୟରେ ପବନ ସହ ବର୍ଷା ଆରମ୍ଭ

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ବାତ୍ୟା । ଡିସେମ୍ବର ୪ ବେଳକୁ ଓଡ଼ିଶା ଉପକୂଳରେ ବାତ୍ୟା ସମ୍ଭାବନା। ଦକ୍ଷିଣ ଥାଇଲାଣ୍ଡ ଓ ସଂଲଗ୍ନ କ୍ଷେତ୍ରରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର। ଆସନ୍ତା ୧୨ଘଣ୍ଟାରେ ଏହା ଆଣ୍ଡାମାନ ସାଗରରେ ପ୍ରବେଶ କରିବ । କ୍ରମଶଃ ଏହା ପଶ୍ଚିମ ଉତ୍ତରପଶ୍ଚିମ…

ଆସନ୍ତାକାଲି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ନେଇପାରେ ବାତ୍ୟାର ରୂପ! ପଡିବନି ଓଡ଼ିଶା ଉପରେ ସିଧାସଳଖ ପ୍ରଭାବ

କେନ୍ଯୁଜ୍: ଦକ୍ଷିଣପୂର୍ବ ଭାରତକୁ ବାତ୍ୟା ବିପଦ । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୁର୍ଣ୍ଣିବଳୟ । ଆସନ୍ତା ୯ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ବାତ୍ୟାର ରୂପ ନେଇପାରେ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଜିଏଫଏସ୍‌ ଓ NCMRWF ର…

ଦକ୍ଷିଣ ଚୀନ ସାଗରରେ ୨୪ ଘଣ୍ଟାରେ ବାତ୍ୟା ! ଭିଏତନାମ, ଥାଇଲାଣ୍ଡ, ମିଆଁମାର ଅତିକ୍ରମ କରି ବଙ୍ଗୋପସାଗରରେ କରିବ…

କେନ୍ଯୁଜ୍: ଦକ୍ଷିଣ ଚୀନ ସାଗରରେ ୨୪ ଘଣ୍ଟାରେ ଏକ ବାତ୍ୟା ସୃଷ୍ଟି ହେବ । ଏହା ଭିଏତନାମ, ଥାଇଲାଣ୍ଡ, ମିଆଁମାର ଅତିକ୍ରମ କରିବ ଓ ବଙ୍ଗୋପସାଗରରେ ପ୍ରବେଶ କରିବ । ଏଭଳି ପୂର୍ବାନୁମାନ କରିଛି ଅର୍ନ୍ତଜାତୀୟ ପାଣିପାଗ ସଂସ୍ଥା ସ୍କାଏମେଟ୍‌ । ‘ଗୁଲାବ’ର ଅବଶିଷ୍ଟାଂଶ ଯେମିତି ଆରବ ସାଗରରେ…

ବାତ୍ୟା ଗୁଲାବର ଅବଶିଷ୍ଟାଂଶ ପୁଣି ନେବ ବାତ୍ୟାର ରୂପ, ପରବର୍ତ୍ତୀ ୨୪ ଘଣ୍ଟାରେ ପରିଣତ ହେବ ସାମୁଦ୍ରିକ ଝଡ଼ରେ

କେନ୍ଯୁଜ୍: ବାତ୍ୟା ଗୁଲାବର ଅବଶିଷ୍ଟାଂଶ ପୁଣି ବାତ୍ୟାର ରୂପ ନେବ । ଉତ୍ତର ପୂର୍ବ ଆରବ ସାଗର ଉପରେ ରହିଛି ଗୁଲାବର ଅବଶିଷ୍ଟାଂଶ । ଏବେ ୱେଲ୍‌ ମାର୍କଡ୍‌ ଲୋ ପ୍ରେସର ହୋଇ ଅଛି । ଆଜି ଗୁଜରାଟ ଉପକୂଳରେ ଏହା ଅବପାତର ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ ସାମୁଦ୍ରିକ ଝଡ଼ରେ ପରିଣତ ହେବ ।…

ଲାକ୍ଷାଦ୍ୱୀପ ଉପରେ ବାତ୍ୟା ‘ତାଉ-ତେ’, ଘଣ୍ଟାପ୍ରତି ୭ କିଲୋମିଟର ବେଗରେ କରୁଛି ଗତି

ଲାକ୍ଷାଦ୍ୱୀପ ଉପରେ ବାତ୍ୟା ‘ତାଉ-ତେ’ । ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଗତି କରୁଛି ଏହି ସାଇକ୍ଲୋନିକ ଷ୍ଟର୍ମ । କେରଳର କନ୍ନୁରଠାରୁ ୩୦୦ କିଲୋମିଟର ଓ ଗୁଜରାଟ ଠାରୁ ୯୯୦ କିଲୋମିଟର ଦୂରରେ ରହିଛି ବାତ୍ୟା ‘ତାଉ-ତେ’ । ରବିବାର ଓ ସୋମବାର ଭେରୀ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ ।…

ବାତ୍ୟା ପାଇଁ ଫୁଲିବ ସମୁଦ୍ର : ଜାଣନ୍ତୁ କେଉଁଠି ଉଠିବ କେତେ ଉଚ୍ଚର ଜୁଆର

ଗଞ୍ଜାମ: ବାତ୍ୟା ଆସୁଥିବାରୁ ସମୁଦ୍ରରେ ଜୁଆର ଆସିବା ସହ ସମୁଦ୍ର ଫୁଲିବ । ଗଞ୍ଜାମର ଗୋପାଳପୁର ସମୁଦ୍ରରେ ଆଜି ସକାଳ ୬ଟାରୁ ଆସନ୍ତାକାଲି ରାତି ୧୧ଟା ୩୦ ମଧ୍ୟରେ ୩.୫ ମିଟରରୁ ୭.୨ ମିଟର ପର୍ଯ୍ୟନ୍ତ ଢେଉ ଆସିବା ସହ ୧.୭ ମିଟରରୁ ୩.୫ ମିଟର ପର୍ଯ୍ୟନ୍ତ ସମୁଦ୍ର ଫୁଲିବ । ପୁରୀରେ ୩.୪ ମିଟରରୁ…

ଆସନ୍ତାକାଲି ସକାଳ ୮ଟା ୩୦ପର୍ଯ୍ୟନ୍ତ ରାଜ୍ୟର ୯ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି, ବେଶି ପ୍ରଭାବିତ ହେବ ଏହି…

ଭୁବନେଶ୍ବର: ପ୍ରଳୟଙ୍କରୀ ରୂପ ଧାରଣ କରି ସମୁଦ୍ରରେ ଆଗକୁ ବଢୁଛି ଅମ୍ଫାନ । ବର୍ତ୍ତମାନ ପାରାଦୀପଠାରୁ ୫୭୦ କିଲୋମିଟର ଦୂରରେ ରହିଛି ଅମ୍ଫାନ । ତେବେ ଦୀଘାଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗକୁ ୭୨୦ କିଲୋମିଟର ଏବଂ ବାଂଲାଦେଶ କ୍ଷେପୁପଡ଼ା ଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗକୁ ୮୪୦…

ଏକ୍ସଟ୍ରିମ୍‌ଲି ସିଭିଅର ସାଇକ୍ଲୋନିକ୍‌ ଷ୍ଟ୍ରମ୍‌ର ରୂପ ନେଲା ବାତ୍ୟା ଅମ୍ଫାନ: ବର୍ତ୍ତମାନ ପାରାଦୀପଠାରୁ ୮୨୦ ଓ…

ଭୁବନେଶ୍ବର: ଏକ୍ସଟ୍ରିମ୍‌ଲି ସିଭିଅର ସାଇକ୍ଲୋନିକ୍‌ ଷ୍ଟ୍ରମ୍‌ର ରୂପ ନେଲା ବାତ୍ୟା ଅମ୍ଫାନ । ଏକ୍ସଟ୍ରିମ୍‌ଲି ସିଭିଅର ସାଇକ୍ଲୋନିକ୍‌ ଷ୍ଟ୍ରମ୍‌ର ରୂପ ନେଇ ବଙ୍ଗୋପସାଗରରେ ଆଗକୁ ବଢୁଛି ଅମ୍ଫାନ । ରାତି ୨ଟା ୩୦ରେ ଏକ୍ସଟ୍ରିମ୍‌ଲି ସିଭିଅର ସାଇକ୍ଲୋନିକ୍‌ ଷ୍ଟ୍ରମ୍‌ର ରୂପ ନେଇଛି ବାତ୍ୟା…

ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ ଲଘୁଚାପ, ୧୨ଟି ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି

ଭୁବନେଶ୍ବର: ଏବେ ବି ଅସ୍ପଷ୍ଟ ରହିଛି ବାତ୍ୟାର ଗତିପଥ । ଆଜି ସନ୍ଧ୍ୟାରେ ଅବପାତର ରୂପ ନେବ ଲଘୁଚାପ । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ ଲଘୁଚାପ। ଏଯାଏ ଅବପାତ ହୋଇନାହିଁ ତେଣୁ ଦିଗ ବିଷୟରେ କହିବେନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର…

ଆଜି ଡିପ୍ରେସନ, କାଲି ବାତ୍ୟା ! ଘନୀଭୂତ ହେଉଛି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଭୁବନେଶ୍ବର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହେଉଛି । ଆଜି ଏହା ଡିପ୍ରେସନରେ ପରିଣତ ହେବ । ଆସନ୍ତାକାଲି ସାମୁଦ୍ରିକ ଝଡରେ ପରିଣତ ହେବା ସମ୍ଭାବନା ରହିଛି । ୧୭ ତାରିଖରେ ପ୍ରଥମେ ଉତ୍ତର ପଶ୍ଚିମଦିଗରେ ଗତି କରିବ । ୧୮-୧୯ ତାରିଖ ବେଳକୁ ବଦଳିବ ଗତିପଥ । ପଶ୍ଚିମକେନ୍ଦ୍ର…

ସ୍କାଏମ୍ୟାଟ୍‌ର ଅନୁମାନ, ମେ ୧ରେ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିଝଡ! ଅତି ଭୟଙ୍କର ବାତ୍ୟାରୂପ ନେଇ ମିଆଁମାର ଓ ବାଂଲାଦେଶ…

ନୂଆଦିଲ୍ଲୀ: ମେ ୧ରେ ଘୂର୍ଣ୍ଣି ଝଡ଼ର ଅନୁମାନ । ଦକ୍ଷିଣ ଆଣ୍ଡାମାନ ସାଗରରେ ଏହି ଘୂର୍ଣ୍ଣି ଝଡ଼ର ଅନୁମାନ କରିଛି ସ୍କାଏମ୍ୟାଟ୍‌ । ଘୂର୍ଣ୍ଣି ଝଡ଼ ସୃଷ୍ଟି ହେବାଠାରୁ ଆଣ୍ଡାମାନରେ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ଅନୁମାନ କରାଯାଉଛି । ଏହା ଅଧିକ ଘନୀଭୂତ ହୋଇ ଆଗକୁ ବଢିବ। କିନ୍ତୁ ଏହା…