Browsing Tag

daily lifestyle

ଶରୀରର ଏହି ସ୍ଥାନରେ ଯନ୍ତ୍ରଣା ଅନୁଭବ ହେଉଥିଲେ ହୋଇଥାଏ ହାଇ କୋଲେଷ୍ଟ୍ରଲ, ଜାଣନ୍ତୁ ଲକ୍ଷଣ

ହାଇ କୋଲେଷ୍ଟ୍ରଲ ବିଷୟରେ ଆପଣ ଶୁଣିଥିବେ ନିଶ୍ଚିତ । ଯାହାକି ଶରୀରରେ ଅଧିକ ଚର୍ବି ହେବା ଦ୍ଵାରା ହୋଇଥାଏ ଏବଂ ଶରୀରରେ ମଧ୍ୟ ପ୍ରବଳ ଯନ୍ତ୍ରଣା ହୋଇଥାଏ। କହିବାକୁ ଗଲେ ଏହାର କୌଣସି ଲକ୍ଷଣ ପ୍ରଥମେ ଜଣା ପଡେନାହିଁ କିନ୍ତୁ ଏହା ମଣିଷ ଜୀବନ ପାଇଁ ଘାତକ ହୋଇଥାଏ। 'କୋଲେଷ୍ଟ୍ରୋଲ୍' ର ମାନେ…

ପ୍ରତିଦିନ ଏହି ଉପାୟରେ ପିଆନ୍ତୁ ଜାଇଫଳ ପାଣି, ଏସିଡ଼ିଟି ଏବଂ ବ୍ଲଡ଼ ପ୍ରେସର ଭଳି ସମସ୍ୟାରୁ ମିଳିବ ମୁକ୍ତି

ବର୍ତ୍ତମାନ ଯେଭଳି ପାଗ ରହୁଛି ସେଥିରେ ଥଣ୍ଡା କାଶ ଏବଂ ପେଟ ସମ୍ବନ୍ଧୀୟ ଆଦି ରୋଗ ହେବା ସ୍ବାଭାବିକ । ଅନେକ ଲୋକ ଏହି ରୋଗରେ ଏବେ ପୀଡ଼ିତ । କିଏ ଔଷଧ ଖାଇ ଶୀଘ୍ର ନିଜକୁ ସୁସ୍ଥ କରିବାକୁ ପସନ୍ଦ କରେ ତ ଆଉ କେହି ଔଷଧକୁ ଏଡ଼ାଇ ଯାନ୍ତି । ପୁଣି କିଛି ଲୋକ ଘରୋଇ ଉପଚାର ଉପରେ ନିର୍ଭର କରନ୍ତି ।…

କିଡନୀ ଷ୍ଟୋନ, ଚର୍ମ ରୋଗ ଓ ହେୟାର ଫଲ୍ ଦୂର କରିବ ଆମ୍ବ ପତ୍ର, ଏପରି କରନ୍ତୁ ବ୍ୟବହାର

ମଣିଷ ସ୍ବାସ୍ଥ୍ୟ ପାଇଁ କେବଳ ଫଳ ନୁହେଁ ସେହି ଫଳର ପତ୍ର ମଧ୍ୟ ବ୍ୟବହାର ହୁଏ। ହୁଏତ ଅନେକ ଲୋକଙ୍କୁ ଏହା ଜଣା ନଥିବ। ଆମ୍ବ ଖାଇବା ପାଇଁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ ଆପଣ ଆମ୍ଭ ପତ୍ରର ଉପକାରିତା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଆମ୍ବ ପତ୍ରର ଅନେକ ସ୍ୱାସ୍ଥ୍ୟ…

ମଧୁମେହ ଏବଂ ମୋଟାପଣରେ ପୀଡିତ ଲୋକଙ୍କଠାରେ ରକ୍ତ ଚର୍ବି ହେବାର ଅଧିକଥାଏ ଆଶଙ୍କା, ଯାହା ସୃଷ୍ଟି କରାଏ ବଡ଼ ରୋଗ

ବର୍ତ୍ତମାନ ଲୋକ ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ହେଉଛନ୍ତି। ଯାହା ତାଙ୍କ ଜୀବନ ଶୈଳୀ ପାଇଁ ହେଉଛି। ପୁଣି ମଧୁମେହ ଏବଂ ମୋଟାପଣ ବର୍ତ୍ତମାନ ଅଧିକ ମାତ୍ରାରେ ବଢ଼ିବାରେ ଲାଗିଛି। ଯାହା ରୋଗୀଙ୍କ କ୍ଷେତ୍ରରେ ଅଧିକ ଗୁରୁତର ହେଉଛି। ତେବେ ମଧୁମେହ ରୋଗୀଙ୍କ ପାଇଁ ରକ୍ତ ଚର୍ବିର ଅଧିକ ବିପଦ…

ଆପଣଙ୍କ ପିଲା ସ୍କୁଲ ନଯିବା ପାଇଁ ଜିଦ୍‌ କରୁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ

ଆପଣମାନେ ଜାଣଥିବେ ଯେ ବାପା ଓ ମା’ ହେବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ଖୁସିର ମୁହୂର୍ତ୍ତ । ଏପରି ପରିସ୍ଥିତିରେ, ପ୍ରତ୍ୟେକ ମା’ ଓ ବାପା ଚାହିଁଥାନ୍ତି ଯେ ପିଲାଟି ପିଲାଦିନରୁ ବୁଦ୍ଧିମାନ ଏବଂ ସଂସ୍କାରୀ ହେବା ଜରୁରୀ । ଏଥିପାଇଁ ସେମାନେ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାନ୍ତି ।…

ପ୍ରତିଦିନ ବ୍ଲାକ୍ କଫି ପିଉଥିଲେ ହୋଇଯାନ୍ତୁ ସାବଧାନ! ହୋଇପାରେ ଅନେକ ଗଭୀର ସମସ୍ୟା

କିଛି ଲୋକ ବ୍ଲାକ୍ କଫି ପିଇବାକୁ ବହୁତ ପସନ୍ଦ କରନ୍ତି । ସେଥିପାଇଁ ଦିନକୁ ଅନେକ ଥର ବ୍ଲାକ୍ କଫି ପିଇଥାନ୍ତି । କିନ୍ତୁ ଯଦି ଆପଣ ଆବଶ୍ୟକତାଠାରୁ ଅଧିକ କଳା କଫି ପିଉଛନ୍ତି, ତେବେ ଆପଣ ନିଶ୍ଚୟ ଭାବରେ ସତର୍କ ହେବା ଉଚିତ୍, ନଚେତ୍ ଆପଣଙ୍କ ସ୍ୱାସ୍ଥ୍ୟର ଅନେକ କ୍ଷତି ହୋଇପାରେ । ବ୍ଲାକ୍ କଫି…

ଫ୍ରିଜରେ ରଖାଯାଇଥିବା ଅଟାରୁ ରୁଟି ତିଆରି କରୁଛନ୍ତି କି? ହୋଇପାରେ ଅନେକ କ୍ଷତି

ବିଶେଷଜ୍ଞମାନେ ସର୍ବଦା ଅଟା ଚକଟିବା ପରେ ଏହାକୁ ତୁରନ୍ତ ରୁଟି କରି ଖାଇବା ପାଇଁ ପରାମର୍ଶ ଦିଅନ୍ତି । କିନ୍ତୁ ପ୍ରାୟତଃ ଅଳସୁଆମି ହେତୁ ଲୋକମାନେ ଏକାସହିତ ଅଧିକ ଅଟା ଚକଟି ଫ୍ରିଜରେ ରଖନ୍ତି ଏବଂ ପରେ ଏହି ରଖାଯାଇଥିବା ଅଟାରୁ ରୁଟି ତିଆରି କରି ଏହାକୁ ଖାଆନ୍ତି । ଯଦି ଆପଣ ମଧ୍ୟ ଏଭଳି…

ପ୍ରତିଦିନ ପ୍ରାଣାୟାମ କଲେ ଶରୀରକୁ ମିଳିବ ଲାଭ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଯୋଗ ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଯେଉଁଥିରେ ସବୁଠାରୁ ଭଲ ଅପ୍ସନ ହେଉଛି ପ୍ରାଣାୟାମ୍ । ଏହା ଏଭଳି ଏକ ପ୍ରକ୍ରିୟା ଯେଉଁଥିରେ ଶ୍ୱାସକ୍ରିୟା ଉପରେ ବିଶେଷ ଧ୍ୟାନ ଦିଆଯାଏ । ଅନେକ ପ୍ରକାରର ପ୍ରାଣାୟାମ ଅଛି ଯେପରିକି ସୂର୍ଯ୍ୟଭେଦନ, ଉଜାୟୀ, ସୀତ୍କାରୀ, ଶିତଳି ପ୍ଲାଭିନି ଏବଂ…

ଥାଇରଏଡକୁ ନେଇ ଚିନ୍ତିତ କି ? ଏହି ସବୁ ଯୋଗାସନ ଦ୍ୱାରା ଦୂର ହେବ ସମସ୍ୟା

ଆମର ବ୍ୟସ୍ତବହୁଳ ଜୀବନ ଏବଂ ଅସ୍ୱାସ୍ଥ୍ୟକର ଖାଇବା ଅଭ୍ୟାସ ପାଇଁ ଆମେ ଅନେକ ଗମ୍ଭୀର ରୋଗର ଶିକାର ହେଉଛୁ । ଥାଇରଏଡ୍ ସମସ୍ୟା ମଧ୍ୟ ଏହି ସମସ୍ୟା ମଧ୍ୟରୁ ଅନ୍ୟତମ କାରଣ ଏହି ରୋଗରେ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଆଜି ସଂଘର୍ଷ କରୁଛନ୍ତି । ଥାଇରଏଡକୁ ସାଇଲେଣ୍ଟ କିଲର ମଧ୍ୟ କୁହାଯାଏ । କାରଣ…

ଶୁଖିଲା ଫଳର ରାଜା ଅଖରୋଟ, ନିୟମିତ ଖାଇଲେ ଦୂର ହେବ ଅନେକ ସ୍ୱାସ୍ଥ୍ୟ ସମସ୍ୟା

ଅଖରୋଟ ବା ଓ୍ଵାଲନଟର ନାଁ ଶୁଣିବା ମାତ୍ରେ ସ୍ମୃତି ଶକ୍ତି ବଢ଼ିବା କଥା ମନକୁ ଆସେ । କିନ୍ତୁ ଆପଣ ଜାଣିଛନ୍ତି କି ଏହି ସ୍ୱାଦିଷ୍ଟ ଶୁଖିଲା ଫଳ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ? ଅଖରୋଟରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ଥାଏ, ଯାହା ଆମ ଶରୀରକୁ ଅନେକ ଲାଭ ଦେଇଥାଏ । ଅଖରୋଟକୁ ଶୁଖିଲା…

ଜାଣନ୍ତୁ ‘ସିଜୋଫ୍ରେନିଆ’ କଣ ? କିପରି ଜାଣିବେ ଏହାର ଲକ୍ଷଣ

ବର୍ତ୍ତମାନ ସମୟରେ ଖରାପ ଲାଇଫ୍‌ ଷ୍ଟାଇଲ ଯୋଗୁ ଆମ ବିଶ୍ୱରେ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦେଖିବା ପାଇଁ ମିଳୁଛି । ଏତେ ସବୁ ସମସ୍ୟା ମଧ୍ୟରେ ‘ସିଜୋଫ୍ରେନିଆ ’ ଏକ ଭିନ୍ନ ସମସ୍ୟା ଭାବେ ସାମ୍ନାକୁ ଆସୁଛି । ତାହେଲେ ଆସନ୍ତୁ ଏହି ସମସ୍ୟା କଣ ହୋଇଥାଏ ଜାଣିବା । ‘ସିଜୋଫ୍ରେନିଆ ’ ଏକ…

ସୁଗାର ଫ୍ରି ଭାବି ଖାଉଛନ୍ତି କି ଏହି ଜିନିଷ ? ଜାଣନ୍ତୁ କେତେ ମାତ୍ରାରେ ରହିଛି ଚିନି

ଆପଣମାନେ ତ ଜାଣିଥିବେ ଆମ ଶରୀର ପାଇଁ ଚିନି କେତେ କ୍ଷତିକାରକ ହୋଇଥାଏ । ତେବେ ଚିନିରେ କୌଣସି ପ୍ରକାରର ପୋଷକ ତତ୍ତ୍ୱ ନଥାଏ । ଏହା କେବଳ ଶରୀର ପାଇଁ କ୍ୟାଲୋରୀର ସ୍ଥର ନିୟନ୍ତ୍ରଣ କରିଥାଏ । ତେବେ ଆପଣମାନେ ତ ଜାଣିଥିବେ ଯେ ଚିନି ଖାଇବା ଦ୍ୱାରା ଆମ ଓଜନ ବଢିଯାଏ । ଏହାସହ ଡାଇବେଟିସ୍‌ ଓ…