୯୧ ବର୍ଷ ବୟସରେ ବିକି କୌଶଲଙ୍କ ‘ତୌବା ତୌବା’ ଗୀତରେ ନାଚିଲେ ଆଶା ଭୋସଲେ, ଡ୍ୟାନ୍ସ ଦେଖି ଦିୱାନା ହେଲେ…
ବଲିଉଡର ଲୋକପ୍ରିୟ ଗାୟିକାମାନଙ୍କ ମଧ୍ୟରୁ ଆଶା ଭୋସଲେ ଅନ୍ୟତମ । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ । ସବୁବେଳେ ସେ ନିଜ ସୁନ୍ଦର ସ୍ୱର ଏବଂ ସଙ୍ଗୀତକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସଙ୍ଗୀତ ସହିତ ତାଙ୍କର ସମ୍ପର୍କ ଦଶନ୍ଧି ଦଶନ୍ଧି ଧରି ଚାଲିଆସିଛି । ତାଙ୍କର ୯୧ ବର୍ଷର…