Browsing Tag

dance video

ବିପଦପୂର୍ଣ୍ଣ ଭିଡିଓ: କୁକୁର ସାମ୍ନାରେ ଯୁବକ କରୁଥିଲେ ଅଜବ ପ୍ରକାରର ଡ୍ୟାନ୍ସ, ରାଗି ଯିବାରୁ ଯୁବକଙ୍କ ପଛଭାଗକୁ…

ସୋସିଆଲ ମିଡିଆରେ ଜଣେ ଯୁବକଙ୍କ ଅଜବ ପ୍ରକାରର ଡ୍ୟାନ୍ସ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏଥିରେ ଯୁବକଙ୍କ ଡ୍ୟାନ୍ସ ଦେଖି ପାଖରେ ଛିଡ଼ା ହୋଇଥିବା ଡଗି ବି ଦ୍ୱନ୍ଦ୍ୱରେ ପଡ଼ି ଯାଉଛି ଏବଂ ଏହାପରେ ସେ ଯାହା କରୁଛି, ତାହାକୁ ଦେଖି ଲୋକେ ଏକଦମ୍‌ ଚକିତ ହୋଇଯାଇଛନ୍ତି। ଅପଲୋଡ୍‌ ହେବାର ମାତ୍ର କିଛି…

ଭାଇରଲ ହେଉଛି ୨ ବର୍ଷର ଦୁଇ ଶିଶୁଙ୍କ ଡ୍ଯାନ୍ସ ଭିଡିଓ, ଲୋକେ ଦେଖି ହୋଇଗଲେ ତାଜୁବ

ସୋସିଆଲ ମିଡିଆରେ କିଏ କେବେ ଭାଇରଲ ହୋଇଯିବ ତାହା ଜଣାନାହିଁ। ଏମିତି ଅନେକ ଲୋକ ରହିଛନ୍ତି, ଯିଏକି ସୋସିଆଲ ମିଡିଆ ଯୋଗୁଁ ରାତାରାତି ଷ୍ଟାର ପାଲଟିଯାଇଛନ୍ତି। ଏବେ ଇଣ୍ଟରନେଟରେ ଦୁଇଜଣ ପିଲାଙ୍କ ଡ୍ଯାନ୍ସ ଭିଡିଓ ଭାଇରଲ ହେବାରେ ଲାଗିଛି। ପ୍ରଥମ ଭିଡିଓ ଦୁଇବର୍ଷ ପିଲାର ଡ୍ଯାନ୍ସ ଦେଖିବାକୁ…

‘ଆଜି ମୋ ସାଙ୍ଗ ବାହାଘର…’ ଗୀତରେ ନାଚି ନାଚି ସାତଫେରା ନେଲେ ବର-କନ୍ୟା, ଲୋକେ ଦେଉଛନ୍ତି ଜବରଦସ୍ତ ଗାଳି

ବାହାଘର ସମୟରେ ବନ୍ଧୁବାନ୍ଧବ, ସାଙ୍ଗସାଥୀ, ପରିବାର ଲୋକେ ଢେର୍‌ ମସ୍ତି କରିବା ସାଧାରଣ କଥା। କିନ୍ତୁ କେବେ ଦେଖିଛନ୍ତି କି, ବର-କନ୍ୟା ମସ୍ତି କରି କରି ବେଦୀ ପରିକ୍ରମା କରୁଥିବାର? ହଁ, ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଘଟଣାଟି ବାସ୍ତବରେ ଘଟିଛି। ଏପରିକି, ଏହାର ଏକ…

ହ୍ରିତିକ୍ ରୋସନଙ୍କ ଗୀତରେ ବୟଫ୍ରେଣ୍ଡ ଭିକ୍କୀ ଜୈନଙ୍କ ସହ ଠୁମ୍‌କା ଲଗାଇଲେ ଅଙ୍କିତା, ଭାଇରାଲ୍ ହେଉଛି ଭିଡିଓ

ଟେଲିଭିଜନ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ବୟଫ୍ରେଣ୍ଡ ଭିକ୍କୀ ଜୈନ୍ ଙ୍କ ସହ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥାନ୍ତି। ଏସବୁ ମଧ୍ୟରେ ଅଙ୍କିତା ଏବେ ବୟଫ୍ରେଣ୍ଡ ଭିକ୍କୀଙ୍କ ସହ ଏକ ଡ୍ୟାନ୍ସ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଉଭୟ ହ୍ରିତିକ ରୋସନଙ୍କ ଫିଲ୍ମ…

କାମ କରୁ କରୁ ହଠାତ ଥାନାରେ ନାଚିବାକୁ ଲାଗିଲେ ପୋଲିସ କର୍ମୀ, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରଲ

କରୋନା ଲଢେଇରେ କେବଳ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଫ୍ରଣ୍ଟଲାଇନରେ ଲଢ଼ୁନାହାନ୍ତି, ବରଂ ପୋଲିସ ମଧ୍ୟ ନିଜ କାମ ଦାୟିତ୍ୱର ସହ ସମ୍ପାଦନ କରୁଛି। ଲୋକଙ୍କ ସୁରକ୍ଷା ପାଇଁ ଦିନରାତି ଡ୍ୟୁଟି କରୁଛି। ଦେଶରେ କରୋନା ସ୍ଥିତିକୁ କାବୁ କରିବା ପାଇଁ କର୍ତ୍ତବ୍ୟରେ କଦାପି ହେଳା କରୁନାହିଁ। ତଥାପି…

ମାଧୁରୀ ଦୀକ୍ଷିତଙ୍କ ପୁଅ ବଜାଇଲେ ତବଲା, ଏମିତି ଡ୍ୟାନ୍ସ କଲେ ମମ୍ମି, ଭାଇରଲ ହେଉଛି ଏହି Video

ମାଧୁରୀ ଦୀକ୍ଷିତ ବର୍ତ୍ତମାନ ସେଲ୍ଫ ଆଇସୋଲେସନରେ ଅଛନ୍ତି। ନିକଟରେ ସେ ଏକ ଭିଡ଼ିଓ ଇନଷ୍ଟାଗ୍ରାମରେ ସେୟାର କରିଥିଲେ, ଯାହାକୁ ୟୁଜରମାନେ ଖୁବ ପସନ୍ଦ କରିଛନ୍ତି। ଭିଡ଼ିଓରେ ମାଧୁରୀଙ୍କ ପୁଅ ତବଲା ବଜାଉଥିବା ବେଳେ ସେ ସେହି ତାଳରେ ନୃତ୍ୟ ପରିବେଷଣ କରୁଛନ୍ତି। ଭିଡ଼ିଓ ସେୟାର ହେବାର ମାତ୍ର…

ସୁନିତା ବେବିଙ୍କ ‘ତେରେ ଇସ୍କ ମେ ନାଚେଙ୍ଗେ’ ଡ୍ୟାନ୍ସ ଦେଖି ଟଙ୍କା ବର୍ଷା କଲେ ଲୋକ 

ହରିୟାଣୀ ଡ୍ୟାନ୍ସର ସପନା ଚୌଧୁରୀଙ୍କୁ ଏବେ ସୁନିତା ବେବି ଜବରଦସ୍ତ ଟକ୍କର ଦେଉଛନ୍ତି। ସପନା ନିଜ ଡ୍ୟାନ୍ସକୁ ନେଇ ଲୋକପ୍ରିୟ ଥିବା ବେଳେ ଏବେ ସୁନିତା ବେବି ମଧ୍ୟ ନିଜ ଡ୍ୟାନ୍ସକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଡ୍ୟାନ୍ସ ଭିଡ଼ିଓ ସୋସିଆଲ ମିଡିଆରେ ଗୋଟେ ପରେ ଗୋଟେ…

ପଞ୍ଜାବୀ ଗୀତରେ ନାଚିଲେ ଐଶ୍ୱର୍ଯ୍ୟା, ଭାଇରାଲ ହେଉଛି ଭିଡ଼ିଓ

ଲକଡାଉନ କାରଣରୁ ସମସ୍ତେ ନିଜ ନିଜ ଘରେ ବନ୍ଦ ହୋଇରହିଛି। ଏଥିପାଇଁ ଲୋକମାନେ ଘରେ ରହି ନିଜ ପସନ୍ଦର କାମ କରିବା ସହ ପରିବାର ସଦସ୍ୟଙ୍କୁ ମଧ୍ୟ ସାହାଯ୍ୟ କରୁଛନ୍ତି। ଖାଲି ସାଧାରଣ ଲୋକମାନେ ନୁହଁନ୍ତି ବଲିଉଡ ଷ୍ଟାର୍ସମାନେ ମଧ୍ୟ ନିଜ ଘର ଲୋକଙ୍କୁ କାମରେ ସାହାଯ୍ୟ କରୁଛନ୍ତି। ଏହାବ୍ୟତୀତ…

କୋରିଓଗ୍ରାଫରଙ୍କ ସହ ଧମାକାଦାର ଡ୍ୟାନ୍ସ କରୁଛନ୍ତି ସାରା, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ସାରା ଅଲ୍ଲୀ ଖାନ୍‌ ନିଜ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌’କୁ ନେଇ ଆଜିକାଲି ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି। ସାରା ଓ କାର୍ତ୍ତିକ ଆଯ୍ୟର୍ନ୍‌ଙ୍କ ଏହି ଫିଲ୍ମ ଓ୍ଵିକେଣ୍ଡରେ ରିଲିଜ୍‌ ହୋଇଥିଲା, ଯାହାକି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। କିନ୍ତୁ ଏହାରି ଭିତରେ ସାରାଙ୍କର ଏକ ଭିଡିଓ ସୋସିଆଲ…

‘ଆଁଖ ମାରେ…’ ଗୀତରେ ଅନନ୍ୟା ପାଣ୍ଡେଙ୍କ ଧାଁସୁ ଡ୍ୟାନ୍ସ, ଭିଡିଓ ଦେଖିଲେ ଆପଣ ବି ନାଚିଉଠିବେ

ଆଜିକାଲି ବଲିଉଡ୍‌ରେ ଷ୍ଟାର୍‌ କିଡ୍‌ସଙ୍କର ଜଲଓ୍ଵା ଚାଲିଛି। ଅନନ୍ୟା ପାଣ୍ଡେ ସେମାନଙ୍କ ମଧ୍ୟରୁ ଅନ୍ୟତମ। ଏହି ଅଭିନେତ୍ରୀ ଜଣକ ତାଙ୍କ ଆକ୍ଟିଂ ଦ୍ୱାରା ଫ୍ୟାନ୍‌ମାନଙ୍କୁ ବେଶ୍‌ ପ୍ରଭାବିତ କରିଛନ୍ତି। ଫିଲ୍ମ ବ୍ୟତୀତ ସେ ସୋସିଆଲ ମିଡିଆ ମାଧ୍ୟମରେ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ଏଥର…

‘ଘୁଙ୍ଗୁରୁ ଟୁଟ୍‌ ଗଏ…’ ଗୀତରେ ହ୍ରିତିକ୍‌ ରୋଶନଙ୍କ ମା’ ପିଙ୍କି ରୋଶନ କଲେ କ୍ଲାସିକ୍‌ ଡ୍ୟାନ୍ସ, ଦେଖନ୍ତୁ ଭିଡିଓ

ବଲିଉଡ୍‌ ଷ୍ଟାର୍‌ ହ୍ରିତିକ୍‌ ରୋଶନ୍‌ ନିଜ ଡ୍ୟାନ୍ସ ଷ୍ଟାଇଲ୍‌ ପାଇଁ ବେଶ୍‌ ଲୋକପ୍ରିୟ। ଏବେ ତାଙ୍କ ମା’ ପିଙ୍କି ରୋଶନଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଖୁବ୍‌ ସୁନ୍ଦର ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି। ହ୍ରିତିକ୍‌ ରୋଶନଙ୍କ ଫିଲ୍ମ ‘ଓ୍ଵାର୍‌’ର ଏକ ଗୀତ(ଘୁଙ୍ଗୁର)ରେ…

ବରର ‘ଡିଜେତୋଡ୍’ ଡ୍ୟାନ୍ସ ଭିଡିଓ ଭାଇରାଲ, ‘ଖୁସିର ଶେଷ ଦିନ‘ କହି କମେଣ୍ଟ କରୁଛନ୍ତି ଲୋକେ

ଟିକ୍ ଟକ୍ ପୂରା ସୋସିଆଲ ମିଡିଆକୁ ନିଜ କବ୍ଜାକୁ ନେଇଯାଇଛି। ଫେସବୁକ୍, ଟୁଇଟର ହେଉ କି ହ୍ବାଟସଆପ୍ ଯେଉଁଠି ବି ଦେଖ, ଟିକ୍ ଟକର ମଜାଦାର ଭିଡିଓ ଛାଇଯାଇଛି, ଯେପରି ଫନି ଭିଡିଓର ଅର୍ଥ ଏବେ ଟିକ୍ ଟକ ହିଁ ହୋଇଯାଇଛି। ଠିକ୍ ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ…