ଆଖିତଳ କଳା ପଡୁଛିକି? ଆପଣାନ୍ତୁ ଏହି ଘରୋଇ ଟିପ୍ସ
ବର୍ତ୍ତମାନ ସମୟରେ ଆଖିତଳ କଳା ପଡିବା ସମସ୍ୟା ବେସ୍ ବଢ଼ିଚାଲିଛି । ଖାସ୍ କରି ଝିଅମାନେ ଏହି ସମସ୍ୟାକୁ ନେଇ ବହୁ ଟେନସନରେ ମଧ୍ୟ ରହୁଛନ୍ତି । କାହିଁକି ନା ଅଧିକ ସମୟ କମ୍ପ୍ୟୁଟରରେ କାମ କରିଲେ, ଫୋନ ଅଧିକ ସମୟ ବ୍ୟବହାର କଲେ ଏବଂ ଅନ୍ୟାନ୍ୟ କାରଣ ଯୋଗୁ ଆଖିତଳ କଳା ପଡିବା ଆରମ୍ଭ ହୋଇଥାଏ ।…