ତାଳଚେର: ମନ୍ଦିର ଘଣ୍ଟିରେ ଝୁଲୁଥିବା ଯୁବକଙ୍କ ମୃତଦେହ ଉଦ୍ଧାର
ତାଳଚେର(କେନ୍ୟୁଜ୍): ତାଳଚେର ଗୋଡିବନ୍ଧ ନିକଟସ୍ଥ ଶିବରାମପୁର ଗାଁ ଶିବମନ୍ଦିର ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଲେ ଏକଡାଳ ଗ୍ରାମର କାଳିଆ ବେହେରା। ଆଜି ସକାଳେ ମନ୍ଦିରର ପୂଜକ ପୂଜା ପାଇଁ ମନ୍ଦିର ଆସିବା ପରେ ବୃଷଭଙ୍କ ଉପରେ ବନ୍ଧା ହୋଇଥିବା…