Browsing Tag

death

ଦୋକାନୀଙ୍କୁ ଲୁହା ରଡ୍‌ରେ ପିଟି ହତ୍ୟା ଘଟଣା:  ଅଭିଯୁକ୍ତ ଟ୍ରକ ହେଲପର ଗିରଫ

ଆନନ୍ଦପୁର (କେନ୍ୟୁଜ୍):  ଦୋକାନୀଙ୍କୁ ରଡ୍‌ରେ ପିଟି ହତ୍ୟା ଘଟଣାରେ ଅଭିଯୁକ୍ତ ଟ୍ରକ ହେଲପର ଗିରଫ। ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ନୂଆଗାଁ ଛକର ଘଟଣା। ମା’ଲକ୍ଷ୍ମୀ ଭେରାଇଟି ଷ୍ଟୋର ମାଲିକ ଦୀଲ୍ଲିପ୍‌ ବେହେରାଙ୍କୁ ରଡ୍‌ରେ ପିଟି ହତ୍ୟା ଘଟଣାରେ ଅଭିଯୁକ୍ତ ନରେନ୍ଦ୍ର ଜେନା ଗିରଫ।…

ପ୍ରତିଶୋଧ ନେଲା ନାଗୁଣୀ, ନାଗକୁ ମାରିଥିବା ବ୍ୟକ୍ତିକୁ କଲାଣି ୭ ଥର ଦଂଶନ

ଆପଣ ନିଶ୍ଚୟ ଏହି କଥା ଶୁଣିଥିବେ, 'ରଖେ ହରି ତ ମାରେ କିଏ ମାରେ ହରି ତ ରଖେ କିଏ' । ଆଜ୍ଞା ହଁ, ଯାହାକୁ ଈଶ୍ୱର ରକ୍ଷା କରିବ ତାର କେହି କିଛି କରିପାରିବେ ନାହିଁ । ଏପରି ଉକ୍ତିର ପ୍ରମାଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ରାମପୁରରେ । ଆମେ କୌଣସି ଫିଲ୍ମର କଥା କହୁନୁ। ଜଣେ ବ୍ୟକ୍ତିଙ୍କ…

ମୃତ୍ୟୁ ଛକିଥିଲା ମହାନଦୀରେ; ଯୋବ୍ରାରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ୩ ସାଙ୍ଗ, ଜଣେ ମୃତ, ଅନ୍ୟ ୨ ନିଖୋଜ

କଟକ (କେନ୍ୟୁଜ): ମୃତ୍ୟୁ ଛକିଥିଲା ମହାନଦୀରେ। ଯୋବ୍ରା ବ୍ୟାରେଜ୍‌ ନିକଟରେ ବୁଡ଼ି ଜଣଙ୍କ ମୃତ୍ୟୁ । ଅନ୍ୟ ୨ ନାବାଳକଙ୍କ ପତ୍ତା ମିଳୁନାହିଁ । ମୃତକ ଚାରିଘରିଆ ଅଞ୍ଚଳର ମହମ୍ମଦ ସାହିଲ । କାଲି ଅପରାହ୍ନରେ ଯୋବ୍ରା ଚୂନଭାଟି ଚାରିଘରିଆ ଅଞ୍ଚଳର ୭ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିଲେ । ସେମାନଙ୍କ…

ଭଞ୍ଜନଗର : ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ; ପୋଲିସର ତଦନ୍ତ ଜାରି

ଭଞ୍ଜନଗର (କେନ୍ୟୁଜ): ଯୁବକକୁ ନୃସଂସ ହତ୍ୟା । ଗାଁ ପାଖ ଏକ ଜମିରୁ ଠାବ ହେଲା ରକ୍ତ ଜୁଡୁବୁଡୁ ମୃତଦେହ । ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ମୁକ୍ତାମାଳାଦେଇପୁର ଶାସନ ଗାଁ ନିକଟରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ମୃତ ଯୁବକ ଅମିତ୍ କୁମାର ଆଚାର୍ଯ୍ୟ ବୋଲି ଜଣାପଡିଛି ।…

ଯାଜପୁର ଖରସ୍ରୋତା ନଦୀରୁ ମିଳିଲା ଆଉ ଜଣଙ୍କ ମୃତଦେହ, ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଲା

ଯାଜପୁର (କେନ୍ୟୁଜ): ଯାଜପୁର ଖରସ୍ରୋତା ନଦୀରୁ ମିଳିଲା ଆଉ ଜଣଙ୍କ ମୃତଦେହ । ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଲା । ଆଜି ସକାଳୁ ଓଡ୍ରାଫ୍‌ ପକ୍ଷରୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଏବେବି ଆଉ ୩ ଜଣ ନିଖୋଜ ଅଛନ୍ତି । ଗତକାଲି ରଙ୍ଗ ଖେଳିସାରି ନଦୀରେ ଗାଧୋଇବା ବେଳେ ବଡ଼ସୁଆର ବନ୍ଧମୁଣ୍ଡା…

୫ ବର୍ଷର ଭାଣିଜୀକୁ ଦୁଷ୍କର୍ମ ପରେ ହତ୍ୟା: ମାମୁକୁ ଫାଶୀ ଦଣ୍ଡାଦେଶ ଦେଲେ କୋର୍ଟ

ଲକ୍ଷ୍ମୌ: ମାମୁ ସାଜିଲା କଂସ। ୫ ବର୍ଷର କୁନି ଭାଣିଜୀକୁ ବଳାତ୍କାର ପରେ ହତ୍ୟା କଲା ମାମୁ। ଭାଣିଜୀକୁ ଆଇସ୍‌କ୍ରିମ୍‌ ଲୋଭ ଦେଖାଇ ଘରୁ ଉଠାଇ ନେବା ପରେ ଜଙ୍ଗଲରେ ତା’ ହାତ ଗୋଡ଼ ବାନ୍ଧି ପ୍ରଥମେ ନିଜ ଦୁସ୍ତ କାବନା ଚରିତାର୍ଥ କଲା। ଭାଣିଜୀ ଯେତେ କାକୁତିମିନତି ହେଲେ ବି ଏହି ପିଶାଚ ମାମୁର…

ମୃତ୍ୟୁର ୧୦ ଦିନ ପୂର୍ବରୁ ସେନ ଓ୍ଵାର୍ଣ୍ଣ ଆରମ୍ଭ କରିଥିଲେ ‘ଅପରେସନ ଶ୍ରେଡ’, ଜୁଲାଇ ବେଳକୁ ନିଜକୁ କରିବାକୁ…

କ୍ରିକେଟ ଜଗତର ମହାନ ସ୍ପିନର ସେନ ଓ୍ଵାର୍ଣ୍ଣଙ୍କର ପରଲୋକ ହୋଇଛି। ମାତ୍ର ୫୨ ବର୍ଷ ବୟସରେ ହୃଦଘାତ ହେବା ଯୋଗୁଁ ତାଙ୍କ ବିୟୋଗ ଗତକାଲି ହୋଇଛି। ସେନ ଓ୍ଵାର୍ଣ୍ଣ ଥାଇଲାଣ୍ଡର ସାମୁଇ ଠାରେ ଏକ ଭିଲ୍ଲାରେ ଥିବା ବେଳେ ତାଙ୍କୁ ହୃଦଘାତ ହୋଇଥିଲା। ସେଠାରେ ତାଙ୍କୁ ତୁରନ୍ତ ଚିକିତ୍ସା ଦିଆଯାଇଥିଲା…

ଅତି ଆପଣାର ‘ଓସ୍କାର’କୁ ହରାଇଲେ ସିଦ୍ଧାର୍ଥ ମାଲହୋତ୍ରା, କିଆରାଠୁ ଆଲିଆ ପର୍ଯ୍ୟନ୍ତ ସମସ୍ତେ ହେଲେ ଇମୋସନାଲ

ନିଜର ଅତି ଆପଣାର ବନ୍ଧୁକୁ ହରାଇଛନ୍ତି ବଲିଉଡ୍‌ର ଚକୋଲେଟ୍‌ ହିରୋ ସିଦ୍ଧାର୍ଥ ମାଲହୋତ୍ରା। ଏହି ଦୁଃଖଦ ଖବରକୁ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ସିଦ୍ଧାର୍ଥ ନିଜ ପୋଷା କୁକୁର ଓସ୍କାରକୁ ହରାଇବା ପରେ ଏକ ମନକୁ ଛୁଇଁଗଲା ଭଳି ଇମୋସନାଲ ପୋଷ୍ଟ ସେୟାର କରିଛନ୍ତି। ନିଜ…

୮୩ ବର୍ଷ ବୟସରେ ବଜାଜ୍‌ ଗ୍ରୁପ୍‌ର ପୂର୍ବ ଚେୟାର ମ୍ୟାନ୍‌ ରାହୁଲ ବଜାଜ୍‌ଙ୍କ ପରଲୋକ

ବଜାଜ୍‌ ଗ୍ରୁପ୍‌ର ପୂର୍ବତନ ଚେୟାରମ୍ୟାନ୍‌ ତଥା ବଜାଜ୍‌ ମୋଟର୍ସର ପ୍ରତିଷ୍ଠାତା ରାହୁଲ ବଜାଜ୍‌ଙ୍କର ୮୩ ବର୍ଷ ବୟସରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ହେଲାଣି କ୍ୟାନ୍‌ସର ରୋଗରେ ପୀଡ଼ିତ ଥିଲେ। ତାଙ୍କର ଚିକିତ୍ସା ଚାଲିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କ ପରଲୋକ ହୋଇଛି। ରାହୁଲ…

ଜାଣନ୍ତୁ କିଏ ଦେଲେ ଲତା ଦିଦିଙ୍କୁ ମୁଖାଗ୍ନି, କ’ଣ ରହିଛି ତାଙ୍କ ସହ ସମ୍ପର୍କ

ପଞ୍ଚଭୂତରେ ବିଲୀନ ହୋଇଛନ୍ତି ସ୍ୱର ସାମ୍ରାଜ୍ଞୀ ତଥା ଭାରତ ରତ୍ନ ଲତା ମଙ୍ଗେସକର । ରବିବାର ଦିନ ମୁମ୍ବାଇର ଶିବାଜୀ ପାର୍କରେ ରାଜକୀୟ ସମ୍ମାନରେ ତାଙ୍କର ଶେଷକୃତ୍ୟ ହୋଇଛି । ଲତାଙ୍କୁ ତାଙ୍କ ଭାଇ ହୃଦୟନାଥ ଛଳଛଳ ଆଖିରେ ମୁଖାଗ୍ନି ଦେଇଥିଲେ । ତାଙ୍କର ଅନ୍ତିମ ସତ୍କାର ପୂର୍ବରୁ ତାଙ୍କର ଶେଷ…

ଆମେରିକାରେ କରୋନର ମୃତ୍ୟୁ ତାଣ୍ଡବ, ଦୈନିକ ମୃତ୍ୟୁ ତାଲିକାରେ ଶୀର୍ଷରେ ଆମେରିକା

ନୂଆଦିଲ୍ଲୀ : ଆମେରିକାରେ କରୋନର ମୃତ୍ୟୁ ତାଣ୍ଡବ। ଦିନକରେ ୨୭୮୦ ସଂକ୍ରମିତଙ୍କ ମୃତ୍ୟୁ। ଗତବର୍ଷ ସେପ୍ଟେମ୍ବରରେ ଆମେରିକାରେ ଦୈନିକ ସର୍ବାଧିକ ୨୧୦୦ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଆମେରିକାରେ ସମୁଦାୟ ୯ଲକ୍ଷ ୧୩ ହଜାର ସଂକ୍ରମିତ ପ୍ରାଣ ହରାଇଲେଣି। ସପ୍ତାହେ ହେବ ପ୍ରତିଦିନ…

ମରିବା ପାଇଁ ସବୁଠୁ ଉତ୍ତମ ହେଉଛି ଏହି ଦେଶ, ଜାଣନ୍ତୁ କେତେ ନମ୍ବର ସ୍ଥାନରେ ରହିଛି ଭାରତ

ବର୍ତ୍ତମାନ ଦୁନିଆରେ ସମସ୍ତେ ଏକ ଭଲ ଜୀବନ ଚାହୁଁଛନ୍ତି। ଭଲରେ ରହିବା, ଖାଇବା ପିଇବା ଆଦିକୁ ଆମେ ଗୁରୁତ୍ୱ ଦେଉଛୁ। ତେବେ କେବଳ ବଞ୍ଚିବା ନୁହେଁ, କ୍ୱାଲିଟି ମୃତ୍ୟୁ (Quality of Death) ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ, ଯାହା ସମସ୍ତେ ଚାହିଁଥାନ୍ତି। ଏଥିପାଇଁ ନିକଟରେ ବୈଜ୍ଞାନିକମାନେ…