Browsing Tag

death

ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ଓ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କର ଦେହାନ୍ତ

ଭୁବନେଶ୍ୱର/ନୂଆପଡ଼ା (କେନ୍ୟୁଜ୍‌) : ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ଏବେ…

ଫିଲିପାଇନ୍ସରେ ତାଣ୍ଡବ ରଚିଲା ରାଇ, ମୃତ୍ୟୁ ସଂଖ୍ୟା ୨୦୦କୁ ଛୁଇଁଲା

ନୂଆଦିଲ୍ଳୀ: ଫିଲିପାଇନ୍ସରରେ ପ୍ରକୃତିର ତାଣ୍ଡବ ରଚିଛି ସାମୁଦ୍ରିକ ବାତ୍ୟା ରାଇ । ଏହି ବାତ୍ୟା ପ୍ରଭାବରେ ମୃତ୍ୟୁ ସଂଖ୍ୟା ୨୦୦କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୫୨ ଜଣ ନିଖୋଜ ଅଛନ୍ତି। ବିଗତ ୩ ଦିନ ଧରି ଏହି ଟାଇଫୁନ୍ ତାଣ୍ଡବ ମଚାଇଛି । କହିବାକୁ ଗଲେ ଫିଲିପାଇନ୍ସରେ ଗୁରୁବାର ଏବଂ…

ମୃତ୍ୟୁର ଠିକ୍‌ ପୂର୍ବରୁ କ’ଣ କହିଥାନ୍ତି ଲୋକେ? ଭିଡିଓ ସେୟାର କରି ନର୍ସ ବଖାଣିଲେ ଅଙ୍ଗେନିଭା କଥା

ମୃତ୍ୟୁ ଚିରନ୍ତନ ସତ୍ୟ। ଜୀବନ ଅଛି ମାନେ ମୃତ୍ୟୁ ବି ସୁନିଶ୍ଚିତ। କିନ୍ତୁ କିଛି ଲୋକ ମୃତ୍ୟୁ କଥା ଭାବିବା ମାତ୍ରେ ଡରିଯାଆନ୍ତି। ଭୟ କରିଯାଆନ୍ତି ମରଣ କଥା ଶୁଣି। ମୃତ୍ୟୁକୁ ସେମାନେ ସତ ବୋଲି ତ ଜାଣନ୍ତି ମାତ୍ର ଏହି ସତକୁ ସାମ୍ନା କରିବାକୁ ତାଙ୍କ ପାଖରେ ଶକ୍ତି ନଥାଏ। କାରଣ ଆମ…

ଭଞ୍ଜନଗର ବଡକୋଦଣ୍ଡା ଗ୍ରାମରେ ଅଭାବନୀୟ ଘଟଣା: ପୁଅଠାରୁ ଧକ୍କା ଖାଇ ବାପା ମୃତ

ଭଞ୍ଜନଗର(କେନ୍ଯୁଜ୍):ପୁଅଠାରୁ ଧକ୍କା ଖାଇ ଗୁରୁତର ହୋଇପଡିଥିବା ବାପା ମୃତ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବଡକୋଦଣ୍ଡା ଗ୍ରାମରେ ଅଭାବନୀୟ ଘଟଣା । ମୃତକ ହାଡୁବନ୍ଧୁ ନାୟକ । ସାହିର କିଛି ଯୁବକଙ୍କ ସହ ହାଡୁବନ୍ଧୁଙ୍କ ପୁଅର ମାଡପିଟ୍‌ ଚାଲିଥିଲା । ଅଟକାଇବାକୁ ଯାଇଥିବା ବେଳେ ପୁଅ…

ଘାତକ ସାଜିପାରେ ରାତିରେ ବାରମ୍ବାର ନିଦ ଭାଙ୍ଗିବା , ଜାଣନ୍ତୁ କଣ କହିଲେ ଏକ୍ସପଟ

ଏକ ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁ ମହିଳାମାନେ ରାତିରେ ବାରମ୍ବାର ଶୋଇବା ସମୟେ ଉଠନ୍ତି । ସେମାନଙ୍କର ଅଳ୍ପ ବୟସରେ ମୃତ୍ୟୁ ହେବାର ଦୁଇ ଗୁଣ ସମ୍ଭାବନା ରହିଛି । ୮୦୦୦ ପୁରୁଷ ଏବଂ ମହିଳାଙ୍କ ଉପରେ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ରାତିରେ ଉଠିବା ପାଇଁ ଅନେକ କାରଣ ହୋଇପାରେ । ଏହା…

ଅଧାରେ ରହିଗଲା ପାଠପଢା: ମୋବାଇଲରେ ନେଟଓ୍ଵାର୍କ ପାଇଁ ପାହାଡ ଉପରକୁ ଚଢିଥିବା ବେଳେ ଘଟିଲା ଅଘଟଣ

ଗୁଣୁପୁର(କେନ୍ଯୁଜ): ଅଧାରେ ରହିଗଲା ପାଠପଢା । ମୋବାଇଲରେ ନେଟଓ୍ଵାର୍କ ପାଇଁ ପାହାଡ ଉପରକୁ ଚଢିଥିବା ବେଳେ ପଥର ଧସି ଚାଲିଗଲା ଜୀବନ । ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ନୂଆଗଡ ପଞ୍ଚାୟତରେ ଅଭାବନୀୟ ଘଟଣା । ମୃତକ ହେଲେ କନ୍ଧପାଣ୍ଡୁରାଗୁଡା ଗାଁର ଅଦ୍ରିଆ ଜାଗରଙ୍ଗା । ନେଟଓ୍ଵାର୍କ ପାଇଁ…

ଲୋକପ୍ରିୟ ବଲିଉଡ୍‌ ଅଭିନେତା ଅନୁପମ ଶ୍ୟାମ ଓଝାଙ୍କ ପରଲୋକ

ଫିଲ୍ମ ଓ ଛୋଟ ପରଦାର ଲୋକପ୍ରିୟ ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ । ଗତକାଲି ରାତି ୮ଟା ବେଳେ ମାତ୍ର ୬୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅନୁପମ। ତାଙ୍କ ଶରୀରର ବିଭିନ୍ନ ଅଙ୍ଗ କାମ କରୁନଥିବାରୁ ସେ ଗତ ୬ ଦିନ ହେଲା ଲାଇଫ ଲାଇନ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଅନୁପମ…

ପପୁଲାର ହେବାକୁ ୧୬୦ ଫୁଟ୍‌ ଉପରେ ଭିଡିଓ କରୁଥିଲେ ଟିକ୍‌ଟକ୍‌ ଷ୍ଟାର, ଗୋଡ଼ ଖସିଯିବାରୁ ଘଟଣାସ୍ଥଳରେ ଚାଲିଗଲା ପ୍ରାଣ

ସୋସିଆଲ ମିଡିଆରେ ଲୋକପ୍ରିୟ ହେବା ପାଇଁ ତଥା ଫଲୋୟର୍ସ ବଢ଼ାଇବା ପାଇଁ ବର୍ତ୍ତମାନର ଯୁବପିଢ଼ି କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି। ତେଣିକି ସେ ନିଜ ପ୍ରତି ବିପଦ ବି ସୃଷ୍ଟି କରୁନା କାହିଁକି, ସେମାନେ କିଛି ଶୁଣୁ ନାହାନ୍ତି। ଏବେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ଚୀନ୍‌ରେ। ଏଠାରେ…

ଚାଲିଗଲେ ‘ବାଲିକା ବଧୂର ’ଦାଦି ସା’

ବର୍ଷୀୟାନ ଅଭିନେତ୍ରୀ ସୁରେଖା ସିକ୍ରି ଆଉ ନାହାନ୍ତି । ହୃଦଘାତ କାରଣରୁ ଶୁକ୍ରବାର ସକାଳେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସୁରେଖା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଶୁକ୍ରବାର ସକାଳେ ସୁରେଖା ସିକ୍ରି ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାଙ୍କ ମ୍ୟାନେଜର…

ପରଲୋକରେ ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାର

ବଲିଉଡ ପାଇଁ ଏକ ଦୁଃଖଦ ଖବର । ପରଲୋକରେ ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାର । ଦୀର୍ଘଦିନ ହେବ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୮ବର୍ଷ ହୋଇଥିଲା । ଆଜି ସକାଳ ୭:୩୦ ରେ ତାଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦିଲ୍ଲୀପ କୁମାର ମୃତ୍ୟୁ ଖବର ଶୁଣି…

କୋଭିଡ୍ ଟୀକା ନେବା ପରେ ନବ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ

ମୋହନା(କେନ୍ଯୁଜ୍): ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟର ଜଣେ ନବ ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ହରିଶଙ୍କର ପୃଷ୍ଟିଙ୍କ ପତ୍ନୀ ଯେ, ଲକ୍ଷ୍ମୀ ଆଚାରୀ । ଗତକାଲି ଉଭୟ ସ୍ୱାମୀ ଓ ସ୍ତ୍ରୀ ମୋହନାରେ ପ୍ରଥମ ଡୋଜ କୋଭିଡ ଟୀକା ନେଇଥିଲେ । ଏହା ପରେ ତାଙ୍କ…

ନୟାଗଡ: ବାହାଘର ଭୋଜି ଖାଇ ୨୦ରୁ ଅଧିକ ଅସୁସ୍ଥ, ଜଣଙ୍କ ମୃତ୍ୟୁ

ନୟାଗଡ: ଭୋଜି ଖାଇ ଗଲା ଜୀବନ । ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଅସୁସ୍ଥ ହୋଇଛନ୍ତି । ନୟାଗଡ ଓଡ଼ଗାଁ ବ୍ଳକ କୁରୁମ ବାଙ୍କତାରା ଗାଁରେ ବାହାଘର ଭୋଜି ଖାଇ ହଠାତ୍‌ ସମସ୍ତେ ଅସୁସ୍ଥ ହୋଇପଡିଥିଲେ । ସମସ୍ତଙ୍କୁ ଓଡ଼ଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ…