Browsing Tag

deepika padukone

ଆକ୍ସନ ଅବତାରରେ ନଜର ଆସିବେ ଦୀପିକା ପାଦୁକୋନ

ମୁମ୍ବାଇ : ବଲିଉଡ୍ ନାୟିକା ଦୀପିକା ପାଦୁକୋନ ହଲିଉଡରେ ବି ନିଜ ଅଭିନୟର ଯାଦୁ ଦେଖାଇ ସାରିଲେଣି । ତେବେ କୁହାଯାଉଛି କି ଦୀପିକା ପ୍ରଥମଥର ଲାଗି ବଲିଉଡ୍‌ରେ କିଛି ଆକ୍ସନ ସିନରେ ନଜର ଆସିବେ । ଯାହାର କିଛି ଝଲକ ହଲିଉଡ୍ ମୁଭି ‘ଏକ୍ସଏକ୍ସଏକ୍ସ: ରିଟର୍ଣ୍ଣ ଅଫ୍ ଜେଣ୍ଡର କେଜ’ ରେ ଦେଖିବାକୁ…

ହ୍ରିତିକ ରୋଶନ-ଦୀପିକା ପାଦୁକୋନ୍‌ଙ୍କ Fighter ହେବ ଭାରତର ପ୍ରଥମ ଏରିୟଲ ଆକ୍ସନ୍‌ ଫିଲ୍ମ, ବଜେଟ୍‌ ରହିବ ୨୫୦ କୋଟି!

ଖୁବ୍‌ଶୀଘ୍ର ଏକାଠି ନଜର ଆସିବାକୁ ଯାଉଛନ୍ତି ହ୍ରିତିକ୍‌ ରୋଶନ୍‌ ଓ ଦୀପିକା ପାଦୁକୋନ୍‌। ଫ୍ୟାନ୍‌ଙ୍କର ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଏହି ଦୁଇ ଷ୍ଟାର ଗୋଟିଏ ଫିଲ୍ମରେ ସ୍କ୍ରିନ୍‌ ସେୟାର କରିବେ। ଖୁବ୍‌ଶୀଘ୍ର ଏହି ଦୁଇ ତାରକାଙ୍କୁ ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ‘ଫାଇଟର’ରେ ଦେଖିବାକୁ…

‘ପଠାନ’ ଫିଲ୍ମର ସୁଟିଂ ଆରମ୍ଭ କଲେ ଦୀପିକା ପାଦୁକୋନ

ସୁପରଷ୍ଟାର ଶାହରୁଖ ଖାନ 'ପଠାନ' ଫିଲ୍ମ ଜରିଆରେ ବଡ ପରଦାକୁ ଫେରିବେ । ଯେଉଁଥିରେ ଜନ ଆବ୍ରାହମ୍, ଦୀପିକା ପାଦୁକୋନ, ଡିମ୍ପଲ କାପାଡିଆ ମଧ୍ୟ ଅଭିନୟ କରିବେ ବୋଲି ଜଣାଯାଇଛି । ଏନେଇ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ହେଲେ ଫିଲ୍ମ ପାଇଁ ଦୀପିକା ରବିବାର ଠାରୁ ସୁଟିଂ ଆରମ୍ଭ…

ପୁଣି ଥରେ ଧମାଲ କରିବେ ଦୀପିକା ଓ ଭନଶାଲୀ, ଡକାୟତ ଭୂମିକାରେ ନଜର ଆସିବେ ଦୀପିକା

ପରଦାରେ ଅଲଗା ଅଲଗା ଭୂମିକା ନିର୍ବାହ କରି ଲୋକଙ୍କ ବେଶ୍ ମନୋରଞ୍ଜନ କରିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ। ଏବେ କିଛି ଅଲଗା ଚରିତ୍ରରେ ପୁଣି ନଜର ଆସିବାକୁ ଯାଉଛନ୍ତି ଦୀପିକା। ଖୁବଶୀଘ୍ର ଡକାୟତ ହୋଇ ଲୋକଙ୍କୁ ଲୁଟିବାକୁ ପ୍ରସ୍ତୁତ ହେଉଛନ୍ତି। ଖବର ମୁତାବକ ଦୀପିକା ସଞ୍ଜୟ ଲୀଳା…

ଭାଇରସକୁ ହରାଇଲେ ଦୀପିକା ପାଦୁକୋନଙ୍କ ବାପା

ବଲିଉଡରେ ବି କରୋନା ତାର ସ୍ଥାନକୁ କାୟମ ରଖିଛି। ଲଗାତାର ଭାବେ ଅନେ କଳକାର ଏହି ମହାମାରୀରେ ସଂକ୍ରମିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ କରୋନାକୁ ମାତ୍ ଦେଇଥିବାବେଳେ ଆଉ କିଛି କଳାକାରଙ୍କ ଜୀବନକୁ କରୋନା ନେଇଗଲା। ବର୍ତ୍ତମାନ କରୋନାକୁ ପରାସ୍ତ କରିବା ତାଲିକାରେ ଦୀପିକା ପାଦୁକୋନଙ୍କ…

ଦୀପିକା ପାଦୁକୋନ କ୍ୟାଟ୍ରିନା କୈଫଙ୍କୁ ନିଜ ବିବାହରେ ଡାକିଲା ପରେ ଜାଣନ୍ତୁ କ’ଣ ହେଲା?

ବଲିଉଡ଼ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀ ଦୀପିକା ପାଦୁକୋନ ଓ କ୍ୟାଟ୍ରିନା କୈଫଙ୍କ ସଂପର୍କ ଏତେ ଭଲ ନଥିବାର ଦେଖାଯାଏ । ଏହାର କାରଣ କିଛି ଜଣ ରଣବୀର କପୁରଙ୍କୁ କହୁଛନ୍ତି। କାରଣ ଏହି ୨ ଅଭିନେତ୍ରୀ ରଣବୀର କପୁରଙ୍କ ଏକ୍ସ ଗାର୍ଲଫ୍ରେଣ୍ଡସ ଥିଲେ । ଖବର ଅନୁଯାୟୀ ବଲିଉଡ଼ରେ ରଣବୀର କପୁରଙ୍କ ପ୍ରଥମ…

ଦୀପିକାଙ୍କୁ କରୋନା, ବାପା ହସ୍ପିଟାଲରେ ଭର୍ତ୍ତି ପରେ ଝିଅ ହେଲେ କରୋନାର ଶିକାର

କରୋନା ଭାଇରସର ଦ୍ବିତୀୟ ଲହର ଥମିବାର ନାମ ହିଁ ନେଉନାହିଁ । ବିଭିନ୍ନ ପ୍ରକାର ନୀତି ନିୟମ ଜାରି ହେବା ପରେ ବି କରୋନା ଭାଇରସ୍ ଆତଙ୍କ ଖେଳାଇ ଚାଲିଛି । କିଛି ଦିନ ପୂର୍ବେ ଦୀପିକା ପାଦୁକୋନଙ୍କ ପିତା ପ୍ରକାଶ ପାଦୁକୋନ କରୋନା ସଂକ୍ରମିତ ହେବା ଖବର ସାମନାକୁ ଆସିଥିଲା । ଏବେ ଦୀପିକା…

ପିଲାବେଳର ଫଟୋ ସେୟାର କଲେ ଦୀପିକା ପାଦୁକୋନ୍‌, କହିଲେ-‘ମୁଁ ଇନ୍ଦିରାନଗରର ଗୁଣ୍ଡି’

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପାଦ ରଖିବା ଦିନଠୁ ଆଉ ପଛକୁ ଫେରି ଚାହିଁନାହାନ୍ତି। ସେ ଇତି ମଧ୍ୟରେ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ଏଥିସହ ଦୀପିକା ପାଦୁକୋନ୍‌ ସୋସିଆଲ ମିଡିଆରେ ମଧ୍ୟ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି ଓ ପ୍ରାୟତଃ ନିଜ ଭିଡିଓ ଓ ଫଟୋ…

ଟିସୁ ବିକିବା ବାହାନାରେ ଦୀପିକା ପାଦୁକୋନଙ୍କ ପର୍ସ ଚୋରି କରିବାକୁ ଉଦ୍ଯମ, ଭିଡିଓ ଭାଇରଲ

ନିଜର ପସନ୍ଦିତା ସେଲିବ୍ରିଟିଙ୍କର ଟିକେ ଝଲକ ପାଇବା ପାଇଁ ଫ୍ଯାନ ପାଗଳ ହୋଇଯାଆନ୍ତି। କିନ୍ତୁ ବେଳେ ବେଳେ ଏମିତି ପରିସ୍ଥିତି ସେଲିବ୍ରିଟିଙ୍କୁ ଅସୁବିଧାରେ ପକାଇଦିଏ। ଠିକ୍ ଏମିତି କିଛି ଘଟିଛି ବଲିଉଡର ‘ମସ୍ତାନୀ’ ଅର୍ଥାତ୍ ଦୀପିକା ପାଦୁକୋନଙ୍କ ସହ ହୋଇଛି। ଦୀପିକାଙ୍କର ଏକ ଭିଡିଓ…

ପୁଣିଥରେ ଆଗରେ ରହିଲେ ଦୀପିକା ପାଦୁକୋନ, ସବୁ ସେଲିବ୍ରିଟିଙ୍କୁ ପଛରେ ପକାଇ ନିଜ ନାଁରେ କଲେ ଏହି ଟାଇଟଲ

Duff & Phelps ଦ୍ୱାରା ଜାରି 'Celebrity Brand Valuation Study 2020'ରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣିଥରେ 'Most Valued Celeb' ଟାଇଟଲ ହାସଲ କରିଛନ୍ତି। ଦୀପିକା ଲଗାତାର ବ୍ରାଣ୍ଡର ପସନ୍ଦର ଅଭିନେତ୍ରୀ ରହି ଆସିଛନ୍ତି ଏବଂ ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌…

ଲାଜ କରୁଥିବା ଫଟୋ ସେୟାର କଲେ ଦୀପିକା ପାଦୁକୋନ୍‌, ଫ୍ୟାନ୍‌ ପଚାରିଲେ-ପ୍ରେଗନାଣ୍ଟ ଅଛ କି?

ଦୀପିକା ପାଦୁକୋନ୍‌ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି। ୨୦୨୧ ମସିହା ଆରମ୍ଭ ବେଳେ ନିଜର ସମସ୍ତ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ ଡିଲିଟ୍‌ କରିଦେଇଥିବା ଦୀପିକା ଆଜି ଏକ ନୂଆ ଫଟୋ ସେୟାର କରିଛନ୍ତି। ଫେବ୍ରୁଆରୀ ମାସର ପ୍ରଥମ ଦିନରେ ସେ ବେଶ୍‌ ଖୁସି ଥିବା ନଜର ଆସୁଛନ୍ତି। ଏହି ଫଟୋରେ…

ଦୀପିକା ପାଦୁକୋନଙ୍କ ବ୍ରେସ୍‌ଲେଟର ଦାମ୍‌ ଉଡ଼ାଇ ଦେବ ଆପଣଙ୍କ ହୋଶ୍‌, ଏତିକି ପଇସାରେ ଆପଣ ବୁଲି ପାରିବେ ଅନେକ ଦେଶ !

ବଲିଉଡ୍‌ ସେଲିବ୍ରିଟିମାନେ ମହଙ୍ଗା ଜିନିଷ ପିନ୍ଧିଥାଆନ୍ତି, ଏହା ସମସ୍ତଙ୍କୁ ଜଣା। କିନ୍ତୁ କେବେ କେବେ ସେମାନଙ୍କ ସଉକ ଏତେ ମହଙ୍ଗା ହୋଇଥାଏ କି, ତାହା ବିଷୟରେ ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଏହି ସେଲିବ୍ରିଟିମାନଙ୍କ ମଧ୍ୟରେ ଦୀପିକା ପାଦୁକୋନ ଏମିତି ଜଣେ ଅଭିନେତ୍ରୀ,…