Browsing Tag

delhi

କାର ଅଟକାଇ ପରିବାରକୁ ଅତି ନିର୍ମମ ଭାବେ ମାଡ଼ ମାରିଲେ ଦୁବୃର୍ତ୍ତ, ମୋବାଇଲରେ କଏଦ ହେଲା ଦୃଶ୍ୟ

ମଣିପୁରର ଦୁଇ ଜଣ ପୁରୁଷ ଏବଂ ଦୁଇଜଣ ମହିଳାଙ୍କୁ ଦକ୍ଷିଣ-ପୂର୍ବ ଦିଲ୍ଲୀର ସନ୍‌ ଲାଇଟ୍‌ କଲୋନୀ ସାମ୍ନାରେ ପାଖାପାଖି ଆଠ-ନଅ ଜଣ ଦୁବୃର୍ତ୍ତ ଆକ୍ରମଣ କରିଛନ୍ତି। ଏଭଳି ଘଟଣା ଘଟୁଥିବା ସମୟରେ ନିକଟସ୍ଥ ଏକ ଘରର ବାଲକୋନିରୁ ଜଣେ ବ୍ୟକ୍ତି ଘଟଣାକୁ ମୋବାଇଲରେ କଏଦ କରିଥିବା ଜଣା ଯାଇଛି । ଯାହାର…

ଜୋତା ଚୋରି କଲା ଡେଲିଭରି ବଏ, ସିସିଟିଭି ଫୁଟେଜ ଭାଇରାଲ

ନିକଟରେ ଦିଲ୍ଲୀରେ ଘଟିଥିବା ଏକ ଘଟଣା ଜଣେ ମହିଳାଙ୍କୁ ସଙ୍କଟପୂର୍ଣ୍ଣ ପରିସ୍ଥିତିରେ ପକାଇଦେଇଛି ।  ବ୍ଲିଙ୍କିଟ ଏକ ଅନଲାଇନ୍ ଗ୍ରୋସରୀ ଷ୍ଟୋରର ଡେଲିଭରି ବଏ ଅର୍ଡର ଦେବା ପାଇଁ ଆସିଥିବା ଏହି ମହିଳାଙ୍କ ଜୋତା ଚୋରି କରିନେଇଛନ୍ତି କେବଳ ସେତିକି ନୁହେଁ ଏହା ପରେ ସେ ତାଙ୍କ ଘର ଆଖପାଖରେ ଘୁରି…

୩୫୦ ଟଙ୍କା ଦେଲାନି ବୋଲି ନାବାଳକକୁ ଅତି ନୃଶଂସ ଭାବେ ହତ୍ୟା କଲା ଦୁର୍ବୁତ୍ତ

ଦିଲ୍ଲୀର ୱେଲକମ ଅଞ୍ଚଳରୁ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଥିବା ହୃଦୟ ବିଦାରକ ଘଟଣାର ସମ୍ପୂର୍ଣ୍ଣ କାହାଣୀ ସାମ୍ନାକୁ ଆସିଛି । ଏହି ବିଷୟ ଏତେ ଗମ୍ଭୀର ଯେ ପ୍ରତ୍ୟେକ ପିତାମାତା ଏହି ବିଷୟରେ ଭାବିବାକୁ ବାଧ୍ୟ ହେବେ । ଜଣେ ନାବାଳକ ସମାନ ବୟସର ନାବାଳକକୁ ହତ୍ୟା କରିଛି କାରଣ ହେଉଛି…

ରାଜଧାନୀର ଏକ ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ଡେଇଁପଡିଲେ ଲୋକେ, ମହିଳା ମୃତ

ଦିଲ୍ଲୀର ଶକରପୁର ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏକ ଆବାସିକ ବିଲିଡିଂରେ ୬୦ ଜଣ ଲୋକ ଫସିଥିଲେ । ଏମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଅଗ୍ନିଶମ କର୍ମଚାରୀଙ୍କ କହିବା ମୁତାବକ, ବିଲିଡିଂରେ ୬୦ରୁ ଅଧିକ…

ଦୀପାବଳି ପାଳନ ଅଧାରେ ରହିଗଲା, ଘରକୁ ଯାଉଥିବା ବେଳେ କାର୍‌ ଏବଂ ପିକ୍‌ଅପ୍‌ ଧକ୍କା : ୪ ମୃତ

ଦିଲ୍ଲୀ-ଜୟପୁର ହାଇୱେରେ ଏକ ମର୍ମନ୍ତୁଦ ଦୁର୍ଘଟଣା । ଶୁକ୍ରବାର ରାତିରେ ଦିଲ୍ଲୀ-ଜୟପୁର ହାଇୱେରେ ଗୁରୁଗ୍ରାମର ସିଦ୍ଧ୍ରାୱାଲି ଗ୍ରାମ ନିକଟରେ ଏକ ତେଲ ଟ୍ୟାଙ୍କର ଡିଭାଇଡର ସହିତ ପିଟି ହୋଇଥିଲା । ଗାଡିଟି ଡିଭାଇଡରରେ ପିଟି ହୋଇ ଏକ କାର ଏବଂ ପିକଅପ୍ ଭ୍ୟାନକୁ ଧକ୍କା ଦେଇଛି। ଘଟଣାରେ ୪…

ଦିଲ୍ଲୀରେ ଏବେ ଲାଗୁ ହେବ ନାହିଁ ‘ଓଡ୍‌-ଇଭେନ୍‌’, ବର୍ଷା ଯୋଗୁ ପ୍ରଦୂଷଣରେ ଆସିଲା ସୁଧାର

ଦିଲ୍ଲୀରେ ନଭେମ୍ବର ୧୩ରୁ ୨୦ ପର୍ଯ୍ୟନ୍ତ ‘ଓଡ୍‌ ଇଭେନ୍‌’ ଲାଗୁ ହେବ ନାହିଁ। ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀରେ ଗତକାଲି ରାତିରୁ ପାଗରେ ପରିବର୍ତ୍ତନ ହୋଇଛି। ବର୍ଷା ଯୋଗୁ ପ୍ରଦୂଷଣରେ ସୁଧାର ଆସିଛି। ଏମିତିରେ ଏବେ ଓଡ୍‌ ଇଭେନ୍‌…

ଧୂଳି ଧୂଆଁରେ ଅସ୍ତବ୍ୟସ୍ତ ଦିଲ୍ଲୀ, ବଢୁଛି ବାୟୁ ପ୍ରଦୂଷଣ, ଆନନ୍ଦ ବିହାରରେ ସ୍ଥିତି ଅସମ୍ଭାଳ

ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଦିନକୁ ଦିନ ବଢିବାରେ ଲାଗିଛି । ଦିଲ୍ଲୀରେ ପୁଣି ଏକ୍ୟୁଆଇ ସ୍ଥିତି ଗମ୍ଭୀର ହୋଇଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ ଆରକେ ପୂରମରେ ୪୩୩, ପଞ୍ଜାବୀ ବାଗରେ ୪୬୦ ଏବଂ ଆଇଟିଓରେ ୪୧୩ ରେକର୍ଡ କରାଯାଇଛି । ପ୍ରଦୂଷଣ ସ୍ଥିତି ଗତକାଲି…

ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା, ତିନି ଦିନରେ ଦ୍ୱିତୀୟ ଥର ଭୂକମ୍ପ

ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା ଅନୁଭୂତ । ତିନି ଦିନରେ ଦ୍ୱିତୀୟ ଥର ଭୂକମ୍ପ ଝଟକା ଲାଗିଛି । ନେପାଳରେ ଭୂକମ୍ପ ଝଟକା ଲାଗିଛି । ଯାହାର ତୀବ୍ରତା ୫.୬ ରହିଛି । ଅପରାହ୍ନ ୪.୧୬ ମିନିଟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ସୂଚନା ଦେଇଛି ।…

ଜାଣନ୍ତୁ ଗ୍ରାଫ୍‌ – ୩ କ’ଣ ହୋଇଥାଏ ? କେଉଁ ପରିସ୍ଥିତିରେ ଏହା ସାରା ଦେଶରେ ଲାଗୁ କରାଯାଏ

ଦିଲ୍ଲୀରେ ପ୍ରଦୂଷଣ ଦ୍ରୁତ ଗତିରେ ବୃଦ୍ଧି ହୋଇଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି । ସେଥିପାଇଁ ଆବଶ୍ୟକ ହେଉଥିବା ପଦକ୍ଷେପ ମଧ୍ୟ ନିଆଯାଉଛି । ବର୍ତ୍ତମାନ ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଗ୍ରାଫ୍‌ – ୩ କାର୍ଯ୍ୟକାରୀ କରିଛନ୍ତି…

ରାସ୍ତା କଡକୁ ମାଡିଗଲା ଡିଟିଏସ ବସ୍‌, ବହୁ ବାଇକ ଧୂଳିସାତ, ଜଣେ ମୃତ

ନୂଆଦିଲ୍ଲୀ: ଦିଲ୍ଲୀରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ । ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେସନ (ଡିଟିଏସ) ର ଏକ ବସ ନିୟନ୍ତ୍ରଣ ହରାଇ ମାଡିଯିବାରୁ କେତେଗୁଡିଏ ବାଇକ ନଷ୍ଟ ହେବା ସହ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଅନ୍ୟ କେତେକ ବ୍ୟକ୍ତି ଏଥିରେ ଆହତ ହୋଇଛନ୍ତି…

ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ: ଉତ୍ତର ପ୍ରଦେଶ, ନୋଏଡା ଓ ଗାଜିଆବାଦରେ ମଧ୍ୟ ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଚିନ୍ତା ବଢ଼ାଉଛି ପ୍ରଦୂଷଣ ବାୟୁ । ଦିଲ୍ଲୀରେ ସ୍ମଗ ଆଉ ଧୁଆଁର ସଙ୍କଟ ଏବେ ଉତ୍ତର ପ୍ରଦେଶରେ ମଧ୍ୟ ଦେଖିବାକୁ ମିଳିଛି । ନୋଏଡା, ଗାଜିଆବାଦରେ ମଧ୍ୟ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଗତକାଲି ଦିଲ୍ଲୀରେ ଏୟାର କ୍ବାଲିଟି ଇଣ୍ଡେକ୍ସ ବା ବାୟୁ ଗୁଣବତ୍ତା…

ବାୟୁ ପ୍ରଦୂଷଣ: ଦିଲ୍ଲୀରେ ଏହି ୧୪ଟି କାର୍ଯ୍ୟ ଉପରେ ସରକାର ଲଗାଇଲେ ପ୍ରତିବନ୍ଧକ

ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଚିନ୍ତାର ବିଷୟ ହୋଇଛି। ଆପ୍‌ ସରକାରରେ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଶୁକ୍ରବାର ପ୍ରଦୂଷଣ ସମ୍ପର୍କିତ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀ ଏବଂ ଉତ୍ତର ଭାରତରେ AQI ଦ୍ରୁତ ଗତିରେ ବୃଦ୍ଧି ପାଇଛି। ସରକାର ଦିଲ୍ଲୀରେ ବଡ଼…