ରାତିରେ ଶୋଇବା ପୂର୍ବରୁ ମୁହଁରେ ଲଗାନ୍ତୁ ଦେଶୀ ଘିଅ, ମିଳିବ ଅନେକ ସ୍କିନ୍ ସମସ୍ୟାରୁ ମୁକ୍ତି
ଦେଶୀ ଘିଅ’ର ଗୁଣ ବିଷୟରେ ଆମ ସମସ୍ତେ ବହୁତ ଭଲ ଭାବେ ଜାଣିଥାଉ । ଏହାକୁ ବ୍ୟବହାର କରିବା କେବଳ ଆପଣଙ୍କ ସ୍ୱାସ୍ଥ୍ୟକୁ ଫିଟ୍ ଏବଂ ହେଲଦି ରଖେ ନାହିଁ ବରଂ ଏହା ଆପଣଙ୍କ ସ୍କିନ୍ର ସୁନ୍ଦରତା ମଧ୍ୟ ବଢାଇଥାଏ । ବାସ୍ତବରେ ଦେଶୀ ଘିଅ ଆପଣଙ୍କ ସ୍କିନ୍, କେଶ ଏବଂ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଭଲ…