Browsing Tag

dr achyut samant

ସିନିଅର ନ୍ୟାସନାଲ ଭଲିବଲ ଚାମ୍ପିଅନସିପ କ୍ୱାର୍ଟର ଫାଇନାଲରେ ପ୍ରବେଶ କଲା ଓଡିଶା ମହିଳା ଭଲିବଲ୍‌ ଟିମ୍‌, ଶୁଭେଚ୍ଛା…

ଗୌହ୍ଵାଟୀରେ ଆୟୋଜିତ ଜାତୀୟ ଭଲିବଲ୍‌ ଚାମ୍ପିଅନସିପରେ ଇତିହାସ ରିଚଲା ଓଡିଶା ମହିଳା ଭଲିବଲ୍‌ ଟିମ୍‌ । କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିଛି ଓଡିଶା ମହିଳା ଭଲିବଲ୍‌ ଟିମ୍‌ । ଓଡିଶା ପ୍ରଥମ ଥର ପାଇଁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ।  ୭୧ ତମ ସିନିଅର ଜାତୀୟ ଭଲିବଲ ଚାମ୍ପିଅନସିପ…

କିଟ୍ ଓ କିସ୍ ପରିଦର୍ଶନ କଲେ ୱେଲସ୍ ହକି ଟିମ୍, ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ କଲେ ପ୍ରଶଂସା

ଭୁବନେଶ୍ୱର(କେନ୍ୟୁଜ ବିରୋ) : ପୁରୁଷ ହକି ବିଶ୍ୱକପ୍ ଚାମ୍ପିଅନ୍ସିପରେ ଭାଗ ନେବାକୁ ଆସିଥିବା ୱେଲସ୍ ହକି ଟିମ୍ ମଙ୍ଗଳବାର କିଟ୍ ଓ କିସ୍ ପରିଦର୍ଶନ କରିଛନ୍ତି । କିସ୍ ପରିଦର୍ଶନ ସମୟରେ କିସରେ ପାଠ ପଢୁଥିବା ୩୦ ହଜାର ଛାତ୍ରଛାତ୍ରୀଙ୍କୁ ଦେଖି ୱେଲସ୍ ହକି ଟିମର ସମସ୍ତ ଖେଳାଳି ଓ ଅଫିସିଆଲ୍…

ଡ. ଅଚ୍ୟୁତ ସାମନ୍ତଙ୍କୁ ୫୦ତମ ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ

ଭୁବନେଶ୍ୱର(କେନ୍ୟୁଜ୍): ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍‌, ସାଂସଦ ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ…

ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ: ୫୦ତମ ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରୀ ପାଇବେ ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ । କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଧ୍ୟକ୍ଷତାରେ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ…

ଆଫ୍ରିକାର ସର୍ବୋଚ୍ଚ ପର୍ବତରେ ତିରଙ୍ଗା ଉଡ଼ାଇଲେ କିଟ୍ ଛାତ୍ରୀ ୟାସିନ୍‌ ଜୈନ, ଶୁଭେଚ୍ଛା ଜଣାଇଲେ କିଟ୍ ଓ କିସ୍…

କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀ ୟାସିନ୍ ଜୈନ ଆଫିକ୍ରାର ସର୍ବୋଚ୍ଚ ପର୍ବତ ଏବଂ ପୃଥିବୀର ସମୁଦ୍ର ପତନଠାରୁ ସର୍ବୋଚ୍ଚ ମୁକ୍ତ ପର୍ବତ ମାଉଣ୍ଟ କିଲିମାନଜାରୋରେ ତିରଙ୍ଗା ସହ କିଟ୍ ବିଶ୍ୱବିଦ୍ୟାଳୟର ପତାକା ମଧ୍ୟ ଉଡ଼ାଇଛନ୍ତି । ଆଜି ଭାରତୀୟ ସମୟ ସକାଳ ୭ଟାରେ ସେ ତିରଙ୍ଗା ଓ କିଟ୍ ଧ୍ଵଜା…

ଅଲ୍ଟିମେଟ୍ ଖୋ ଖୋ ଚାମ୍ପିଅନ୍‌ ଓଡ଼ିଶା ଜଗରନଟ୍ସ ଦଳ ସଦସ୍ୟ କିସ୍‌ ଛାତ୍ର ଅର୍ଜୁନଙ୍କୁ ଶୁଭେଚ୍ଛା ଜଣାଇଲେ ଡ. ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ୍‌) : ଅଲ୍ଟିମେଟ୍ ଖୋ ଖୋ ପ୍ରତିଯୋଗିତାରେ ଚାମ୍ପିଅନ୍‌ ହୋଇଥିବା ଓଡ଼ିଶା ଜଗରନଟ୍ସ ଦଳକୁ ସବୁ ଜାଗାରେ ଏବେ ପ୍ରଶଂସା ମିଳୁଛି । ଏହି ପ୍ରଥମ ସିଜିନ୍‌ରେ ବିଜେତା ଦଳକୁ ୧ କୋଟି ଟଙ୍କାର ନଗଦ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ସେହି ଭାବରେ ବିଭିନ୍ନ ଖେଳାଳିଙ୍କୁ…

ଜାତୀୟ ଖେଳ ଦିବସରେ କ୍ରୀଡାବିତ୍‌ଙ୍କୁ ଶୁଭେଚ୍ଛା ଜଣାଇଲେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ୍‌) : ବୋଧହୁଏ ଏମିତିକା ଖେଳାଳି କ୍ରୀଡ଼ା ଇତିହାସରେ ଜନ୍ମ ନେଇ ନାହାନ୍ତି । ସେ ହେଉଛନ୍ତି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ହକି ଖେଳାଳି ମେଜର ଧ୍ୟାନଚାନ୍ଦ । ଯାହାଙ୍କ ଅବଦାନକୁ ସମ୍ମାନ ଦେଇ ଦେଶରେ ପାଳନ କରାଯାଉଛି ଜାତୀୟ କ୍ରୀଡ଼ା ଦିବସ । ତାଙ୍କ ଜନ୍ମ ଦିନ ଅଗଷ୍ଟ ୨୯…

ଏଫ୍‌ଆଇଭିବିର ସାଧାରଣ ପରିଷଦ ବୈଠକରେ ଯୋଗଦାନ କଲେ ଡ. ଅଚ୍ୟୁତ ସାମନ୍ତ, ଭାରତରେ ଭଲିବଲ୍‌ର ବିକାଶ ନେଇ ଆଲୋଚନା

କେନ୍ୟୁଜ(ବ୍ୟୁରୋ): ଫିଲିପାଇନ୍ସର ମନିଲାଠାରେ ଫେଡେରେସନ୍‌ ଇଣ୍ଟରନ୍ୟାସନାଲ୍‌ ଭଲିବଲ୍‌ର ବାର୍ଷିକ ସାଧାରଣ ପରିଷଦ ବୈଠକ ଆରମ୍ଭ ହୋଇଛି । FIVBର ଆମନ୍ତ୍ରଣ କ୍ରମେ ଭାରତୀୟ ଭଲିବଲ୍‌ ସଂଘର ସଭାପତି ଡ. ଅଚ୍ୟୁତ ସାମନ୍ତ ବୈଠକରେ ଯୋଗ ଦେଇଛନ୍ତି । ପ୍ରଥମ ଥର ଲାଗି ଭାରତୀୟ ଭଲିବଲ୍‌ ସଂଘର…

ଉଦ୍‌ଯାପିତ ହେଲା ୪୩ତମ ବୈଶାଖୀ ମହୋତ୍ସବ, ଯୋଗ ଦେଲେ ରାଜ୍ୟପାଳ ଗଣେଶୀ ଲାଲ

ଭୁବନେଶ୍ବର(କେନ୍ୟୁଜ୍): ୪୩ତମ ବୈଶାଖୀ ମହୋତ୍ସବ ଆଜି ଉଦ୍‌ଯାପିତ ହୋଇ ଯାଇଛି । ଏପ୍ରିଲ୍‌ ୧୫ରୁ ଚିନ୍ତା ଓ ଚେତନା ପକ୍ଷରୁ ଜୟଦେବ ଭବନରେ ବୈଶାଖୀ ମହୋତ୍ସବ ଚାଲିଥିଲା । ଆଜି ଉଦଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଦୈନିକ…

ୱାର୍ଲଡ ଲିଡରସିପ୍‌ ଏକାଡେମୀ ଓ କିଟ୍‌ ବିଶ୍ୱବିଦ୍ୟାଳୟର ଦିନିକିଆ ଆଲୋଚନାଚକ୍ର, ବିଷୟବସ୍ତୁ ଥିଲା “ଚିରନ୍ତନ…

ଭୁବନେଶ୍ବର(କେନ୍ୟୁଜ୍):ୱାର୍ଲଡ ଲିଡରସିପ୍‌ ଏକାଡେମୀ ଓ କିଟ୍‌ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ରବିବାର ଦିନିକିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରର ବିଷୟବସ୍ତୁ ଥିଲା "ଚିରନ୍ତନ ସମାଜ ଗଠନରେ ଶିକ୍ଷାର ପ୍ରାସଙ୍ଗିକତା"। କାର୍ଯ୍ୟକ୍ରମରେ ସଭାପତି ଅଭିଭାଷଣ ପ୍ରଦାନ…

କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ.ସାମନ୍ତଙ୍କ ସହାୟତାରେ ସୁସ୍ଥ ହୋଇ ଫେରିଲେ ପିଙ୍କି, ଅର୍ଦ୍ଧଦଗ୍ଧ ଅବସ୍ଥାରେ ଏସସିବିରେ…

କଟକ(କେନ୍ୟୁଜ): ସୁସ୍ଥ ହୋଇ ଘରକୁ ଫେରିଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ଝିଞ୍ଜିରିଗୁଡ଼ା ପଞ୍ଚାୟତ ଗଡ଼ମା ଗାଁର ପିଙ୍କି ମଲ୍ଲିକ। ପାଖାପାଖି ମାସକ ତଳେ ଅର୍ଦ୍ଧଦଗ୍ଧ ଅବସ୍ଥାରେ କଟକ ଏସସିବିରେ ଭର୍ତ୍ତି ହୋଇଥିଲେ। କନ୍ଧମାଳ ସାଂସଦ ତଥା କିଟ୍‌ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ…

ବାଲିଗୁଡା NACର ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଓ ମନ୍ତ୍ରୀ ପ୍ରତାପ…

କନ୍ଧମାଳ(କେନ୍ୟୁଜ୍): ପୌର ନିର୍ବାଚନ ନେଇ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦରେ ପ୍ରଚାର । ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦର ଅଧକ୍ଷ୍ୟ ପାର୍ଥି ଗୋବିନ୍ଦ ପ୍ରଧାନଙ୍କ ପାଇଁ ପ୍ରଚାର କରିଛନ୍ତି କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଓ…