Below header
Browsing Tag

dr achyut samant

କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନୀ ପ୍ରଚାର

ଫୁଲବାଣୀ(କେନ୍ଯୁଜ୍): କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନୀ ପ୍ରଚାର। ଫୁଲବାଣୀ ବ୍ଲକ ୧୪ନଂ ଜୋନ ଜିଲ୍ଲା ପରିଷଦର ଦଡକୀ ଗାଁ ଠାରେ ଭୋଟ ପ୍ରଚାରରେ ଯାଇ କର୍ମୀ ସମିଳନୀରେ ଯୋଗଦେଇଥିଲେ ସାଂସଦ ଡ. ସାମନ୍ତ। ୧୪ନଂ ଜିଲ୍ଲ ପରିଷଦ ଜୋନ ପ୍ରାର୍ଥୀ ଚନ୍ଦ୍ରମା…

କିସ୍‌ରେ “ଫୁଟ୍‍ବଲ୍‍ ଫର୍‍ ସ୍କୁଲ୍‍” କାର୍ଯ୍ୟକ୍ରମ, ଉଦ୍‍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଫିଫା ଓ କିସ୍‍ର ମିଳିତ ସହଯୋଗରେ ଆସନ୍ତାକାଲି କିସ୍‌ରେ ଉଦ୍‍ଘାଟିତ ହେବାକୁ ଯାଉଛି ଫୁଟ୍‍ବଲ୍‍ ଫର୍‍ ସ୍କୁଲ୍‍ କାର୍ଯ୍ୟକ୍ରମ। ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲରେ ଉଦ୍‍ଘାଟନ କରିବେ। ଭାରତରେ ଫିଫା ସହଯୋଗରେ ଏହି କାର୍ଯ୍ୟକ୍ରମ ପ୍ରଥମଥର ଲାଗି ଆରମ୍ଭ…

ଲୋକସଭାରେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କପ୍ରଶ୍ନ, ୨୦୧୪ ପରଠାରୁ ଦେଶରେ କେତେ ସଂଖ୍ୟକ ଜବାହର ନବୋଦୟ ବିଦ୍ୟାଳୟ…

କେନ୍ୟୁଜ୍(ବ୍ୟୁରୋ):  ଲୋକସଭାରେ ଆଜି କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ଢେଙ୍କାନାଳ ସାଂସଦ ମହେଶ ସାହୁ କେନ୍ଦ୍ରୀୟ ବିଦ୍ୟାଳୟ KV ଓ ଜବାହର ନବୋଦୟ ବିଦ୍ୟାଳୟ,JNV ପ୍ରସଙ୍ଗ ଉଠାଇଥିଲେ। ଉଭୟଙ୍କ ଅଣତାରକା ପ୍ରଶ୍ନ ଥିଲା, ୨୦୧୪ ପରଠାରୁ ଦେଶରେ…

କନ୍ଦମୂଳ ପ୍ରକ୍ରିୟାକରଣ ଉଦ୍ୟୋଗ କରି ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପ୍ରୟାସ ଆରମ୍ଭ କଲେ କନ୍ଧମାଳ ସାଂସଦ ଅଚ୍ୟୁତ…

କନ୍ଧମାଳ(କେନ୍ୟୁଜ୍):  କନ୍ଦମୂଳ ପ୍ରକ୍ରିୟାକରଣ ଉଦ୍ୟୋଗ କରି ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ପ୍ରୟାସ ଆରମ୍ଭ କରିଛନ୍ତି। ଇଣ୍ଟରନ୍ୟାସନାଲ ପଟାଟୋ ସେଣ୍ଟର (ସିଆଇପି) ସହଯୋଗରେ ଭୁବନେଶ୍ୱରଠାରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ମହିଳା ସ୍ୱୟଂ ସହାୟକ…

ପୁଣି ଜଣେ ପ୍ରତିଭାଙ୍କ ବଦଳିବ ଭାଗ୍ୟ, ସାହାଯ୍ୟର ହାତ ବଢ଼ାଇଲେ ଡାଃ ଅଚ୍ୟୁତ ସାମନ୍ତ

କନ୍ଧମାଳ (କେନ୍ୟୁଜ) : ପ୍ରତିଭାର ପରିପ୍ରକାଶ ପାଇଁ ସବୁବେଳେ ସାହାରା ଦେଇ ଆସିଛନ୍ତି କନ୍ଧମାଳ ସାଂସଦ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ। ଏହି କ୍ରମରେ ଏବେ ସେ ଜଣେ ଉଦୀୟମାନ ଖେଳାଳିଙ୍କ ପାଇଁ ବଢ଼ାଇଛନ୍ତି ସହାୟତାର ହାତ । ଅନେକ ଖେଳାଳିଙ୍କ ପୃଷ୍ଠପୋଷକ ସାଜିଥିବା ଡ.…

ଆଇଭିଏଫର ସଭାପତି ନିର୍ବାଚିତ ହୋଇଥିବାରୁ ବିଭିନ୍ନ ସଂଘ ପକ୍ଷରୁ କିସ୍‌ ଓ କିଟ୍‌ ପ୍ରତିଷ୍ଠାତା ଡକ୍ଚର ଅଚ୍ୟୁତ…

କେନ୍ୟୁଜ (ବ୍ୟୁରୋ): ଭାରତୀୟ ଭଲିବଲ୍‌ ମହାସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ କିସ୍‌ ଓ କିଟ୍‌ ର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କୁ ବିଭିନ୍ନ ସଂଘ ପକ୍ଷରୁ କିସ୍‌ ପରିସରରେ ସମ୍ବର୍ଦ୍ଧନା। ଓଡିଶାର ପ୍ରଥମ ବ୍ୟକ୍ତି ଭାବେ ଡକ୍ଟର ସାମନ୍ତ ଏହି ପଦ ହାସଲ କରିଥିବାରୁ ସମସ୍ତେ ନିଜର…

VFIର ସଭାପତି ଭାବେ ନିର୍ବାଚିତ ହେବା ପରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଚର ଅଚ୍ୟୁତ ସାମନ୍ତଙ୍କ ନିକଟକୁ ଛୁଟୁଛି…

ଭୁବନେଶ୍ୱର(କେ ନ୍ୟୁଜ): କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଚର ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ ମହାସଂଘର ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି । ସର୍ବଭାରତୀୟ ସ୍ତରରେ ବିଭିନ୍ନ କ୍ରୀଡା ଅନୁଷ୍ଠାନ,…

ଓଡିଶାରେ ଦୀର୍ଘ ମିଆଦୀ ବିପର୍ଯ୍ୟୟ ସ୍ଥିତି ସ୍ଥାପକ ଭିତ୍ତିଭୂମି ନିର୍ମାଣ ପାଇଁ ଲୋକସଭାରେ ଡ. ଅଚ୍ୟୁତ ସାମନ୍ତ କଲେ…

କେନ୍ୟୁଜ୍(ବ୍ୟୁରୋ):  ଓଡିଶାରେ ଦୀର୍ଘ ମିଆଦୀ ବିପର୍ଯ୍ୟୟ ସ୍ଥିତି ସ୍ଥାପକ ଭିତ୍ତିଭୂମି ନିର୍ମାଣ ପାଇଁ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବାକୁ ଲୋକସଭାରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଦାବି କରିଛନ୍ତି । ଡ. ସାମନ୍ତ କହିଲେ, ଓଡିଶା ସର୍ବାଧିକ ବାତ୍ୟା ଓ ବିପର୍ଯ୍ୟୟ ପ୍ରଭାବିତ ରାଜ୍ୟ…

ବାପା ମା ଚାଲିଗଲା ପରେ ଅନାଥ ହୋଇଯାଇଥିଲେ ୪ ଭାଇଭଇଣୀ, କିସ୍‌ରେ ପାଠ ପଢାଇ ମଣିଷ କରାଇବେ ଡ.ଅଚ୍ୟୁତ ସାମନ୍ତ

କାଲିମେଳା(କେନ୍ୟୁଜ୍):  ହଟିଲା ଘନଅନ୍ଧକାର ଭଳି ଘୋଟି ଆସୁଥିବା ଦୁଃଖର କଳାବାଦଲ । ବାପା ମା ଚାଲିଯିବା ପରେ ସମ୍ପର୍ଣ୍ଣ ଅନାଥ ହେଇ ପଡିଥିବା ୪ କୁନି କଳିକାକୁ ସୁନେଲି ଭବିଷ୍ୟତ ପଥର ପଥିକ କଲେ କନ୍ଧମାଳ ସାଂସଦ ତଥା  କିଟ୍ ଓ କିସର ପ୍ରତିଷ୍ଠାତା ଡା.ଅଚ୍ୟୁତ ସାମନ୍ତ। ସାପ କାମୁଡ଼ାରେ  …

ନୂଆ ଶିକ୍ଷା ନୀତିକୁ ସ୍ୱାଗତ କଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡ.ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):  ନୂଆ ଶିକ୍ଷା ନୀତିକୁ ସ୍ୱାଗତ କରିଛନ୍ତି ଶିକ୍ଷାବିତ୍‌ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡ.ଅଚ୍ୟୁତ ସାମନ୍ତ। ଗତକାଲି ଶିକ୍ଷାନୀତିକୁ କ୍ୟାବିନେଟ ମଂଜରୀ ମିଳିଥିଲା। ସ୍କୁଲ ଶିକ୍ଷା ଢାଞ୍ଚାରେ ଆସିଛି ପରିବର୍ତ୍ତନ। ୫ ପ୍ଲସ ୩ ପ୍ଲସ ୩ ପ୍ଲସ ୪ ଢାଞ୍ଚାରେ…

ପରିବାର ଓ ନିଜ ଭୋକକୁ ଭୁଲି କରୋନା ଯୁଦ୍ଧରେ ପୋଲିସ ସାଜିଛି ଯୋଦ୍ଧା, କାର୍ଯ୍ୟରତ ୧୨ ଶହ ପୋଲିସ କର୍ମଚାରୀଙ୍କୁ…

କେନ୍ୟୁଜ୍(ବ୍ୟୁରୋ):  କରୋନା ମୁକାବିଲା ପାଇଁ ଡାକ୍ତରଙ୍କ ଭଳି ପୋଲିସ ମଧ୍ୟ କରୋନା ଯୁଦ୍ଧରେ ସାମିଲ ହେଇ ଜନସାଧାରଣଙ୍କ ସୁରକ୍ଷା ଦିଗରେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ସମଗ୍ର ଦେଶରେ ପୋଲିସ କର୍ମଚାରୀ ମାନେ ବ୍ୟାପକ ଭାବେ ଜନସାଧାରଣଙ୍କୁ ସଚେତନ କରୁଛନ୍ତି ଓ ସୁରକ୍ଷା ପାଇଁ କାର୍ଯ୍ୟ…

ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଅପିଲ୍‌, ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ପାଳନ ଆହ୍ଵାନକୁ ସମର୍ଥନ କରିବା ପାଇଁ…

କେନ୍ୟୁଜ୍(ବ୍ୟୁରୋ):  କରୋନା ଭାଇରସ୍‌ ମୁକାବିଲା ପାଇଁ ଜନସାଧାରଣ ସଚେତନ ରହିବା ପାଇଁ ୧୫ ଦିନ ହେଲା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ବିଭିନ୍ନ ଜରିଆରେ ସଚେତନତା ସୃଷ୍ଟି କରି ଆସୁଛନ୍ତି । ଡକ୍ଟର ସାମନ୍ତ କିଟ୍‌ ଓ କିସ୍‌ କର୍ମଚାରୀଙ୍କ ଜରିଆରେ ଓଡ଼ିଶାର ସମସ୍ତ ପଞ୍ଚାୟତ ଓ ବ୍ଲକ…