Browsing Tag

dr achyuta samant

୪ ଦିନିଆ କନ୍ଧମାଳ ଗସ୍ତରେ ସାଂସଦ ଡ. ଅଚ୍ୟୁତ ସାମନ୍ତ,ଜି. ଉଦୟଗିରି ଦାରିଙ୍ଗିବାଡ଼ି ବ୍ଲକରେ ବଭିନ୍ନ କାର୍ଯ୍ୟକ୍ରମର…

କେନ୍ୟୁଜ୍(ବ୍ୟୁରୋ): ସାଂସଦ ଡ଼ ଅଚ୍ୟୁତ ସାମନ୍ତଙ୍କ ୪ ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତର ଶେଷ ଦିନରେ ସେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ଦାସିଙ୍ଗବାଡ଼ିଠାରେ ଡ. ସାମନ୍ତଙ୍କ ଦ୍ଵାରା ଏକ ମାର୍କେଟ କମ୍ପ୍ଲେକ୍ସ ଓ ଆଞ୍ଚଳିକ ବିକାଶ ପରିଷଦର ନୂତନ…

କନ୍ଧମାଳ: ଚାଷୀ ଘରେ ସାଂସଦ, ଖମନପଡା ଗାଁର ଚାଷୀ ଚପିତ ପାତ୍ରଙ୍କ ଘରେ ମଧ୍ୟାହ୍ନ ଭୋଜନ ଖାଇଲେ କନ୍ଧମାଳ ସାଂସଦ ଡ.…

କନ୍ଧମାଳ(କେନ୍ୟୁଜ୍): ଆଜି ଦିନିକିଆ କଳାହାଣ୍ଡି ଗସ୍ତ ସାରି ଫେରୁଥିବା ବେଳେ ଜଣେ ଚାଷୀଙ୍କ ଘରେ ମଧ୍ୟାହ୍ନ ଭୋଜନ ଖାଇଥିଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ । କନ୍ଧମାଳ ତୁମୁଡିବନ୍ଧ ବ୍ଲକ ଖମନପଡା ଗାଁର ଚାଷୀ ଚପିତ ପାତ୍ରଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ କନ୍ଧମାଳ ସାଂସଦ l ଢିଙ୍କି…

୪ ଦିନିଆ କନ୍ଧମାଳ ଗସ୍ତରେ ସାଂସଦ ଡ.ଅଚ୍ୟୁତ ସାମନ୍ତ, ବିଭିନ୍ନ କ୍ଲବକୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ, SHG ସହ କଲେ ଆଲୋଚନା

କେନ୍ୟୁଜ୍(ବ୍ୟୁରୋ):  କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ୪ ଦିନିଆ କନ୍ଧମାଳ ଗସ୍ତରେ ଆସି ମଙ୍ଗଳବାର ଫୁଲବାଣୀରେ ପହଞ୍ଚିଥିଲେ। ବୁଧବାର ସକାଳେ ଡ. ସାମନ୍ତ ଦାରିଙ୍ଗିବାଡ଼ି ଯାଇ ସେଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ କରାଯାଇଥିବା ଇକୋ ରିଟ୍ରିଟ୍‌ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।…

ଭାରତ-ଜାପାନ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ପୁରୀର କୁନା…

କେନ୍ୟୁଜ୍(ବ୍ୟୁରୋ):  ଭାରତ-ଜାପାନ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରୀର କୁନା ଦାଶଙ୍କୁ ଜାପାନ ବୈଦେଶିକ ମନ୍ତ୍ରାଳୟ ତରଫରୁ ପୁରସ୍କୃତ କରାଯାଇଛି। ୩୦ ବର୍ଷ ଧରି ଜାପାନରେ ରହିବା ସହ ଇଣ୍ଡୋ-ଜାପାନ ଫ୍ରେଣ୍ଡସିପ୍‌ ସେଣ୍ଟର ସ୍ଥାପନ କରିଛନ୍ତି…

ଡ. ଅଚ୍ୟୁତ ସାମନ୍ତଙ୍କ ସହାୟତା, ସ୍ୱାବଲମ୍ବୀ ହେଲେ ଦିବ୍ୟାଙ୍ଗ ଯୁବକଯୁବତୀ

କେନ୍ୟୁଜ ବ୍ୟୁରୋ : ସ୍ୱାବଲମ୍ବୀ ହେଲେ ଦିବ୍ୟାଙ୍ଗ ଯୁବକଯୁବତୀ । କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଦିବ୍ୟାଙ୍ଗମାନେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ ସର୍ବଦା ଯଥାସାଧ୍ୟ ପ୍ରୟାସ କରିଆସୁଛନ୍ତି । ଭୁବନେଶ୍ୱର ଉପକଣ୍ଠ ଭରତପୁର ସ୍ଥିତ…

ଉଲ୍ଲେଖନୀୟ ଅବଦାନ ପାଇଁ  କିଟ୍‌ ଓ କିସ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କୁ ସିକିମର ICFAI (ଇକଫାଇ) ବିଶ୍ୱବିଦ୍ୟାଳୟ…

କେନ୍ୟୁଜ୍(ବ୍ୟୁରୋ):  ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍‌ ଓ କିସ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କୁ ସିକିମର ICFAI (ଇକଫାଇ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଗୁରୁବାର ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରୀ ପ୍ରଦାନ । ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସିକିମ୍‌ ରାଜ୍ୟପାଳ…

କନ୍ଧମାଳରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ୫ ମତ୍ସ୍ୟଜୀବୀଙ୍କୁ ବାଣ୍ଟିଲେ ଅଟୋ

କେନ୍ୟୁଜ୍(ବ୍ୟୁରୋ):  କନ୍ଧମାଳରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ମତ୍ସ୍ୟଜୀବୀଙ୍କୁ ଅଟୋ ଓ ଆଇସ ବକ୍ସ ସହ କୋଭିଡ ସଚେତନତା ପାଇଁ ମାସ୍କ ବଣ୍ଟନ କରିଛନ୍ତି। କନ୍ଧମାଳ ସାଂସଦ ଡକ୍ଟର ସାମନ୍ତ ଆଜି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା…

ଦିବ୍ୟାଙ୍ଗକୁ ପଢାଉଥିବା ଶିକ୍ଷକଙ୍କ ପ୍ରଶିକ୍ଷଣ ପାଇଁ କଣ କରାଯାଉଛି ? ସଂସଦରେ ଶିକ୍ଷାମନ୍ତ୍ରୀଙ୍କୁ ପ୍ରଶ୍ନ କଲେ…

କେନ୍ୟୁଜ୍(ବ୍ୟୁରୋ): ଆଜି ସଂସଦରେ ଦିବ୍ୟାଙ୍ଗଙ୍କୁ ପଢାଉଥିବା ଶିକ୍ଷକଙ୍କ ପ୍ରଶିକ୍ଷଣ ଉପରେ ଏକ ଅଣ ତାରକା ପ୍ରଶ୍ନ ପଚାରି ଥିଲେ କନ୍ଧମାଳ ସାଂସଦ । ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କୁ ପଚାରିଥିଲେ, ଦିବ୍ୟାଙ୍ଗକୁ ପଢାଉଥିବା ଶିକ୍ଷକଙ୍କ ପ୍ରଶିକ୍ଷଣ ପାଇଁ କଣ କରାଯାଉଛି । ତାଙ୍କୁ ଘରେ…

ଲୁହ ଝରା ଆଖିରେ ସୁନେଲୀ ଭବିଷ୍ୟତର ସ୍ବପ୍ନ ପାଇଁ ଆଶା ସଞ୍ଚାର କଲା କିସ୍ ଫାଉଣ୍ଡେସନ, ୪ ଅନାଥ ଭଉଣୀଙ୍କୁ ବଢାଇଲା…

କେନ୍ୟୁଜ୍(ବ୍ୟୁରୋ): ବାହୁନି ବାହୁନି କାନ୍ଦୁଥିଲେ ୪ ଭଉଣୀ। ମାଆକୁ ଝୁରି ଝୁରି ଆଖିରୁ ଲୁହ ଶୁଖୁ ନାହିଁ। ଅଫେରା ରାଇଜରେ ମାଆ। ୩ ଦିନ ତଳେ ମାଆକୁ ହରାଇଛନ୍ତି   ୪ ଭଉଣୀ। । ସାତ ବର୍ଷ ତଳେ ଏଡ୍‌ସ ଆକ୍ରାନ୍ତ ବାପା ଆରପାରିକୁ ଚାଲି ଯାଇଥିଲେ। ମାଆ ଉମା ଦାଶ ହିଁ ଥିଲେ ସାହା ଭରସା। କାମ…

ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଇଂରାଜୀ ପତ୍ରିକା ଫୋବ୍‌ସରେ ସ୍ଥାନ ପାଇଲେ ଶିକ୍ଷାବିତ ତଥା କିଟ ଓ କିସ ପ୍ରତିଷ୍ଠାତା ଓ…

କେନ୍ୟୁଜ୍ (ବ୍ୟୁରୋ): ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଇଂରାଜୀ ପତ୍ରିକା ଫୋବ୍‌ସରେ ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ ତଥା କିଟ ଓ କିସ ପ୍ରତିଷ୍ଠାତା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ସ୍ଥାନ ପାଇଛନ୍ତି। ଫୋବ୍‌ସ ଭଳି ଏକ ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ପତ୍ରିକାରେ ଜଣେ ଓଡ଼ିଆ ସ୍ଥାନ…

ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠିକୁ ତିନିମାସର ଦରମା ଦେବା ପରେ କରୋନା ସ୍କ୍ରୀନିଂ ଉପକରଣ କିଣିବାକୁ ୪ ଜିଲ୍ଲାକୁ ୨.୫ କୋଟି…

କେନ୍ୟୁଜ୍(ବ୍ୟୁରୋ):  କରୋନା ସ୍କ୍ରୀନିଂ ଉପକରଣ କିଣିବାକୁ ୪ ଜିଲ୍ଲାକୁ ୨.୫ କୋଟି ଟଙ୍କା ମଞ୍ଜୁର କଲେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ।  ନିଜ  MPLAD ଫଣ୍ଡରୁ ଏହି ଅର୍ଥରାଶିକୁ କନ୍ଧମାଳ, ବୌଦ୍ଧ, ଗଞ୍ଜାମ ଓ ନୟାଗଡ ଜିଲ୍ଲା ପାଇଁ ମଞ୍ଜୁର କରିଛନ୍ତି ଡ.ସାମନ୍ତ। ପୂର୍ବରୁ ମଧ୍ୟ…

କରୋନା ଯୋଗୁଁ ଅନାହାରରେ ବଞ୍ଚୁଛନ୍ତି ବୁଲା କୁକୁର, ଗୋରୁ ଓ ମାଙ୍କଡ, ଏମାନଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ ଆଗେଇ ଆସିଲେ…

କେନ୍ୟୁଜ୍(ବ୍ୟୁରୋ): କରୋନା ଯୋଗୁଁ ବିଭିନ୍ନ ହୋଟେଲ୍‌, ଜଳଖିଆ ଦୋକାନ ଓ ପଯ୍ୟର୍ଟନ ସ୍ଥଳ ଆଦି ବନ୍ଦ ହୋଇଯାଇଥିବା ଯୋଗୁଁ ଏଗୁଡିକ ଉପରେ ନିର୍ଭର କରି ବଞ୍ଚୁଥିବା ବୁଲା କୁକୁର, ଗୋରୁ, ମାଙ୍କଡମାନେ ଖାଦ୍ୟ ଖାଇ ପାରୁନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ବୁଲା ପଶୁଙ୍କୁୂ ଖାଦ୍ୟ ଯୋଗାଇ ଦେବା…