ପାଣି ମୁନ୍ଦିଏ ପାଇଁ କେତେବେଳେ ବ୍ଲକ୍ ଘେରାଓ ତ, ଆଉ କେତେବେଳେ ରାସ୍ତାରୋକ
ସୁବର୍ଣ୍ଣପୁର: କେତେବେଳେ ବ୍ଲକ୍ ଘେରାଓ ତ, ଆଉ କେତେବେଳେ ରାସ୍ତାରୋକ । ପାଣି ମୁନ୍ଦିଏ ପାଇଁ କେତେ ଦୁଃଖ । ସେଇଥିପାଇଁ ଡହ ଡହ ଖରାରେ ରାଜ ରାସ୍ତାରେ ଗଛ ପକାଇ ରାସ୍ତା ଅବରୋଧ କରୁଛନ୍ତି ମହିଳା ମାନେ । ଦାବି ଗାଁକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଉ । ଜଳ ଯାତନକୁ ସହ୍ୟ କରିନପାରି…