Below header
Browsing Tag

drowning death

ଯାଜପୁର: ଖରସ୍ରୋତା ନଦୀରେ ଗାଧୋଇବା ହେଲା କାଳ, ନଦୀରେ ବୁଡି ଦୁଇ ଭାଇଙ୍କ ସଲୀଳ ସମାଧି

ଯାଜପୁର (କେନ୍ୟୁଜ): ଗାଧୋଇବା ବେଳେ ଖରସ୍ରୋତା ନଦୀରେ ବୁଡି ଗଲେ ଦୁଇ ଭାଇ। ଓଡ୍ରାଫ ଟିମ ସାହାଯ୍ୟରେ ଉଭୟଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି  ଯାଜପୁର ବ୍ଲକ ବେରୁଦା ପଞ୍ଚାୟତ ଚିନ୍ତାପଲି…

ମାଲକାନଗିରି ତାରଲାକଟା-C କଲୋନୀ ଗାଁରେ ଅଭାବନୀୟ ଘଟଣା, ପୋଖରୀରେ ବୁଡ଼ି ୨ଶିଶୁ ପୁତ୍ର ଏବଂ ଶିଶୁ କନ୍ୟାଙ୍କ ମୃତ୍ୟୁ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ତାରଲାକଟା-C କଲୋନୀ ଗାଁରେ ଅଭାବନୀୟ ଘଟଣା। ପୋଖରୀରେ ବୁଡ଼ି ଦୁଇ ଶିଶୁ ପୁତ୍ର ଏବଂ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ବୟସ ୭ରୁ ୮ ବର୍ଷ ହେବ। ମୃତ ଶିଶୁ ପୁତ୍ର ହେଲେ ମେଘ ଖରା ଓ ଶିଶୁ କନ୍ୟା ରଞ୍ଜତା ଗଲରି । ସାଙ୍ଗ…

ବାଙ୍କୁଆଳ କୁଆଖାଇ ନଦୀରେ ଗାଧୋଉଥିବା ବେଳେ ବୁଡିଗଲେ ୪ ସାଙ୍ଗ: ବଞ୍ଚିଗଲେ ତିନି, ଜଣେ ମୃତ

ଭୁବନେଶ୍ବର: ବାଙ୍କୁଆଳ କୁଆଖାଇ ନଦୀରେ ଅଘଟଣ । ୪ ଜଣ ସାଙ୍ଗ ନଦୀରେ ଗାଧୋଉଥିବାବେଳେ ବୁଡିଯାଇଥିଲେ । ୩ ଜଣ ଯୁବକ କୂଳକୁ ଚାଲି ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ବୁଡି ଯାଇ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁସାରେ, ଭୁବନେଶ୍ୱର ଲକ୍ଷ୍ମୀ ସାଗର ଅଞ୍ଚଳରୁ ଚାରିଜଣ ବାଳକ…

ଗୁଜୁରାଟ: ଗାଧୋଉଥିବା ବେଳେ କେନାଲରେ ବୁଡି ଓଡିଆ ଯୁବକ ମୃତ

ଗୁଜୁରାଟ: ଗାଧୋଉଥିବା ବେଳେ କେନାଲରେ ବୁଡି ଯୁବକ ମୃତ । ମୃତକ ଜଣକ ହେଉଛନ୍ତି ସୋର ଥାନା ବର୍ତ୍ତନା ଗାଁର ଶମ୍ଭୁନାଥ ନାୟକଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର । ଗୁଜୁରାଟର ମୁରବି ଜିଲ୍ଲା ଲଗଜିପୁର ରୋଡ଼ର ଏକ ଟାଇଲସ କମ୍ପାନୀରେ ଶ୍ରମିକ ଭାବେ କାମ କରନ୍ତି ପୂର୍ଣ୍ଣଚନ୍ଦ୍ର । ଗତ ୨ ତାରିଖ ଦିନ…

ରାଉରକେଲା: ନଦୀରେ ଗାଧୋଇବା ହେଲା କାଳ, କୋଏଲ ନଦୀରେ ବୁଡ଼ି ୩ ନାବାଳକ ମୃତ

ରାଉରକେଲା(କେନ୍ୟୁଜ୍): ଅକାଳରେ ଚାଲିଗଲା ୩ ପିଲାଙ୍କ ଜୀବନ । ବୈକୁଣ୍ଠ ଘାଟ ନିକଟ କୋଏଲ ନଦୀରେ ବୁଡି ପ୍ରାଣ ହରାଇଛନ୍ତି ୩ ନାବାଳକ । ତେବେ ନଦୀ ପାଖ ଅଞ୍ଚଳର ପିଲା ନଦୀକୁ ଗାଧୋଇବାକୁ ଆସି ବୁଡି ଯାଇଥିବା ନେଇ ଅନୁମାନ କରାଯାଉଛି । ଏବେବି ତିନି ଜଣଙ୍କୁ ଚିହ୍ନଟ କରାଯାଇପାରି ନାହିଁ ।…

ଶୌଚ ହେବାକୁ ଯାଇଥିଲେ ବ୍ୟକ୍ତି, ପୋଖରୀରେ ବୁଡି ଗଲା ଜୀବନ

ସାଲେପୁର (କେନ୍ୟୁଜ୍‌) : ପୋଖରୀରେ ବୁଡି ଗଲା ଜୀବନ । ମୃତକ କଟକ କିଶନନଗର ଥାନା ଅଧୀନ ସାମନ୍ତରାପୁର ଅଞ୍ଚଳର ଚିନ୍ତାମଣି ବେହେରା । ସକାଳୁ ସେ ଶୌଚ ହେବା ପାଇଁ ଯାଇଥିବାବେଳେ ଗୋଡ ଖସିଯାଇ ପୋଖରୀରେ ବୁଡି ଯାଇଥିଲେ । ପୋଲିସ ପୋଖରୀରୁ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି ।

କଟକ ସାମନ୍ତରାପୁର ଅଞ୍ଚଳରେ ପୋଖରୀରେ ବୁଡି ଗଲା ଯୁବକଙ୍କ ଜୀବନ

କଟକ: ପୋଖରୀରେ ବୁଡି ଗଲା ଜୀବନ। କଟକ କିଶନନଗର ଥାନା ଅଧୀନ ସାମନ୍ତରାପୁର ଅଞ୍ଚଳରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଚିନ୍ତାମଣି ବେହେରା। ସକଳୁ ସେ ଶୌଚ ହେବା ପାଇଁ ଯାଇଥିବାବେଳେ ଗୋଡ ଖସିଯାଇ ପୋଖରୀରେ ବୁଡି ଯାଇଥିଲେ। ଦୀର୍ଘ ଘଣ୍ଟା ଧରି ଘରକୁ ନଫେରିବାରୁ ପରିବାରଲୋକେ…

ପୁରୀ: ଗତକାଲି ଗାଧୋଉଥିବା ବେଳେ ନିଖୋଜ ଥିଲେ ୧୭ ବର୍ଷୀୟ ବାଳକ, ଆଜି ମୃତଦେହ ହେଲା ଉଦ୍ଧାର

ପୁରୀ(କେନ୍ୟୁଜ୍): ଗତକାଲି ପୁରୀ ପିଙ୍କ୍ ହାଉସ୍ ସମ୍ମୁଖ ବେଳାଭୂମିରେ  ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିବା ବାଳକଙ୍କ ମରଶରୀର ଉଦ୍ଧାର ହୋଇଛି। ଗତକାଲି  ଝାଡଖଣ୍ଡ ବୋକାରୋର ଦୀପକ କୁମାର ନାମକ ଜଣେ  ୧୭ ବର୍ଷୀୟ ବାଳକ ଗାଧୋଉଥିବା ବେଳେ  ନିଖୋଜ ହୋଇଯାଇଥିଲେ । ଆଜି ତାଙ୍କ ମୃତଦେହ ସେହି…

ଦଶାହ କର୍ମ ବେଳେ ମହାନଦୀରେ ବୁଡ଼ି ପୁରୋହିତଙ୍କ ମୃତ୍ୟୁ

ସାଲେପୁର (କେନ୍ୟୁଜ୍‌) : ଏମିତି ବି ମୃତ୍ୟୁ ଆସେ । ସେ ଆସିଥିଲେ ଶୁଦ୍ଧିକ୍ରିୟା କାମରେ । ତେବେ ଦଶକ୍ରିୟା ତୁଠରେ ଯେମିତି ଜଗି ବସିଥିଲା ଯମ । ଦଶାହ କର୍ମ ପରେ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ଭାସିଗଲେ ପୁରୋହିତ । ପରେ ନିଖୋଜ ବୃଦ୍ଧଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ…

ତିନି ଦିନ ପରେ ମିଳିଛି ଛାତ୍ରଙ୍କ ମୃତଦେହ, ପାରାଦୀପ ଭୋସକାଲିସ ପଏଣ୍ଟ ସମୁଦ୍ରରେ ଭାସି ଯାଇଥିଲେ

ପାରାଦୀପ (କେ ନ୍ୟୁଜ୍‌) : ତିନି ଦିନ ପରେ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ । ପାରାଦୀପ ଭୋସକାଲିସ ପଏଣ୍ଟ ସମୁଦ୍ରରେ ସିଦ୍ଧାନ୍ତ ନାମକ ଏହି ଛାତ୍ର ନିଖୋଜ ଥିଲେ । ସମୁଦ୍ର କୂଳରେ ଖେଳୁଥିବା ବେଳେ ଭାସିଯାଇଥିଲେ । ୧୪ ବର୍ଷ ବୟସ୍କ ଛାତ୍ର ସିଦ୍ଧାନ୍ତ ପ୍ରଧାନଙ୍କ ମୃତଦେହ ସାଉଥ ଗେଟ ନିକଟରୁ…

ଖେଳୁଥିବା ବେଳେ ପୋଖରୀରେ ଖସିପଡିଲେ କୁନି ଭାଇ ଭଉଣୀ,ମୃତ ଦେହ ଉଦ୍ଧାର କଲେ ଗ୍ରାମବାସୀ

ଆଳି(କେନ୍ୟୁଜ୍): କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଡାଆଣିଗିରି ଗାଁରେ ପୋଖରୀରେ ବୁଡି ଭାଇ ଭଉଣୀଙ୍କର ମୃତ୍ୟୁ ଘଟିଛି।ଡାଆଣିଗିରି ଗାଁର ବିନୋଦ ବେହେରାଙ୍କ ୭ବର୍ଷର ଝିଅ ମାମୁନି ଓ ୩ବର୍ଷର ଝିଅ ବିଶ୍ଵଜିତ ଘର ପାଖରେ ଥିବା ଏକ  ପୋଖରୀ ନିକଟରେ ଖେଳୁଥିବା ବେଳେ ଦୁଇଜଣ…

ମୋବାଇଲ ଫୋନକୁ ରକ୍ଷା କରିବା ଚକ୍କରରେ ପାଲଝାରା ଡ୍ୟାମରେ ନିଜେ ବୁଡିଗଲେ ଯୁବ ଇଞ୍ଜିନିୟର

ବୌଦ୍ଧ: ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅର୍ନ୍ତଗତ ପାଲଝାରା ଡ୍ୟାମକୁ ଗାଧୋଇବାକୁ ଯାଇଥିଲେ ବୁଡିଗଲେଯୁବ ଇନଂଜିନିୟର । ତାମିଲନାଡୁର ଆର ମୁକୁନ୍ଦମ ନାମକ ଯୁବକ ନିଜ ବନ୍ଧୁ ମାନଙ୍କ ସହିତ ଡ୍ୟାମକୁ ଗାଧୋଇବାକୁ ଯାଇଥିବା ସମୟରେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ତାମିଲନାଡୁର ଆର…