Browsing Tag

education

ବିଶ୍ୱବିଦ୍ୟାଳୟରେ ଅଫଲାଇନ ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ନୋଟିସ ଜାରି କଲା UGC

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(UGC) ଏକ ନୋଟିସ ଜାରି କରି ସମସ୍ତ ବିଶ୍ୱବିଦ୍ୟାଳୟକୁ ମେ'ରେ ଅଫଲାଇନ ପରୀକ୍ଷା ଆୟୋଜିତ ନ କରିବାକୁ କହିଛି। ଏଥି ସହିତ ସ୍ଥାନୀୟ ପରିସ୍ଥିତିକୁ ଆକଳନ କରିବା ପରେ ଅନଲାଇନ ପରୀକ୍ଷା ଆୟୋଜିତ ସଂକ୍ରାନ୍ତରେ ନିର୍ଣ୍ଣୟ ନେବାକୁ କହିଛି। ୟୁଜିସି ଦ୍ୱାରା ଜାରି…

କିଏ ଇଂଜିନିୟର ତ କିଏ ୧୦ମ ପାସ୍‌! ଜାଣନ୍ତୁ କେତେ ପଢିଛନ୍ତି ବଲିଉଡ୍‌ ଜଗତର ଏହିସବୁ କଳାକାର

ଆପଣମାନେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ହିରୋ ହିରୋଇନ୍‌ଙ୍କୁ ଦେଖିଛନ୍ତି କିନ୍ତୁ କେବେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ବା ସେମାନେ କେତେ ପାଠ ପଢ଼ିଛନ୍ତି ସେ ବିଷୟରେ ଜାଣିଛନ୍ତି କି? ତେବେ ଆଜି ଆସନ୍ତୁ ଜାଣିବା ବଲିଉଡ୍ ଜଗତର କିଛି ହିରୋଙ୍କ ବିଷୟରେ, ଯେଉଁମାନେ ଅଭିନୟ ମାଧ୍ୟମରେ ତ ଦର୍ଶକଙ୍କ…

ଜୁଲାଇ ୩୧ ପରେ ସ୍କୁଲ ଖୋଲିବା ନେଇ ନିଆଯିବ ନିଷ୍ପତ୍ତି : ସମୀର ଦାସ

ଭୁବନେଶ୍ବର : ଜୁଲାଇ ୩୧ ପରେ ସ୍କୁଲ ଖୋଲିବା ନେଇ ନିଆଯିବ ନିଷ୍ପତ୍ତି । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପକ୍ଷରୁ ମିଳିଛି ସୂଚନା । ଯୁକ୍ତ ଦୁଇ ଅବଶିଷ୍ଟ ପରୀକ୍ଷା ଜୁଲାଇରୁ ହେବାର ଥିଲା । କିନ୍ତୁ ବର୍ତ୍ତମାନର ପରିସ୍ଥିତି ଦେଖି ସିଏମଓକୁ ମତାମତ ପାଇଁ ପଠାଇଥିବା କହିଛନ୍ତି…

ବଦଳିଲା ନିଷ୍ପତ୍ତି, ଏବର୍ଷ ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ଲାଗୁ ହେବ ନାହିଁ ୩୩ ପ୍ରତିଶତ ପାସ୍‌ ନିୟମ

କେନ୍ୟୁଜ୍(ବ୍ୟୁରୋ): ବଦଳିଲା ନିଷ୍ପତ୍ତି । ଏବର୍ଷ ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ଲାଗୁ ହେବ ନାହିଁ ୩୩ ପ୍ରତିଶତ ପାସ୍‌ ନିୟମ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ଆସନ୍ତା ଶିକ୍ଷାବର୍ଷରୁ ନୂଆ ନିୟମ ଲାଗୁ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ…

ଏଣିକି ଟିକ୍‌ଟକ୍‌ ଭିଡିଓ ମାଧ୍ୟମରେ ଶିକ୍ଷାଦାନ ହେବ, ଆଇଏମଏମ ଇନ୍ଦୋର ପକ୍ଷରୁ ଟିକ୍‌ଟକ୍‌ ସହ ବୁଝାମଣା ପତ୍ର ହୋଇଛି…

ଟିକ୍‌ଟକ୍‌ ଭିଡିଓ ମାଧ୍ୟମରେ ଏଣିକି ଶିକ୍ଷାଦାନ ହେବ । ପାଠ ପଢିବେ ଇନ୍ଦୋରର ଆଇଏମଏମ ଛାତ୍ରଛାତ୍ରୀ । ଏନେଇ ଆଇଏମଏମ ଇନ୍ଦୋର ପକ୍ଷରୁ ଟିକ୍‌ଟକ୍‌ ସହ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଯୁବକ-ଯୁବତୀଙ୍କ ମଧ୍ୟରେ ଟିକଟକର ଆଗ୍ରହକୁ ଦେଖି ମନୋରଞ୍ଜନ ଛଡା ଶିକ୍ଷାଦାନ ପାଇଁ ଏଭଳି ପ୍ରୟାସ…

କିଟ୍‌ ବିଶ୍ୱବିଦ୍ୟାଳୟରେ ପରିସରରେ ଅନୁଷ୍ଠିତ ହେଲା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦିନିକିଆ ଦକ୍ଷତା ବିକାଶ ଟ୍ରେନିଂ

ଭୁବନେଶ୍ବର(କେନ୍ୟୁଜ୍): କିଟ୍‌ ବିଶ୍ୱବିଦ୍ୟାଳୟରେ ପରିସରରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦିନିକିଆ ଦକ୍ଷତା ବିକାଶ ଟ୍ରେନିଂ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତିର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି । କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ କଲେଜର ୧୨୦୦ରୁ ଅଧିକ…

କିସ୍‌ ଛାତ୍ରୀ ସଂଯୁକ୍ତା ସିଂହଙ୍କ କମାଲ, ଆମେରିକାରେ ଉଚ୍ଚଶିକ୍ଷା ପାଇଁ ହେଲେ ମନୋନୀତ

କିସ୍‌ର ମେଧାବୀ ଛାତ୍ରୀ ସଂଯୁକ୍ତା ସିଂହ । ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷାରେ  ୮୦ ପତିଶତ ନମ୍ବର ରଖି ପାସ୍‌ କରିଛନ୍ତି । ନିକଟରେ ହାଇଦ୍ରାବାଦସ୍ଥିତ ଆମେରିକାନ କନସୁଲ ଦ୍ୱାରା ମନୋନୀତ ହୋଇ ଆମେରିକାର ଟେକସାସ ସହରସ୍ଥିତ ଫ୍ଲୁଜରଭିଲେର ୱେଇସ ହାଇସ୍କୁଲରେ ଉଚ୍ଚଶିକ୍ଷା ଗ୍ରହଣ କରିବାର…

ଏମିତି ଭାଇ ଭଉଣୀଙ୍କ ଯୋଡି, ଯିଏ ଏକାସାଙ୍ଗରେ ପଢି ୯୫ ବର୍ଷରେ ପାସ କଲେ ଗ୍ରାଜୁଏସନ୍‌

ଆମେରିକା : ଡେନବର ସହରରେ ରହୁଥିବା ୯୫ ବର୍ଷର ଭାଇ ଓ ୯୪ ବର୍ଷର ଭଉଣୀ ଏକା ସାଙ୍ଗରେ ଗ୍ରାଜୁଏସନ ପାସ କରିଛନ୍ତି। ଏହି ବୟଜ୍ୟେଷ୍ଠ ମହିଳାଙ୍କ ନାମ ଏନୀଟା ରେମିରୋଜ ଓ ପୁରୁଷଙ୍କ ନାମ ଜିଓର୍ଜ ରେମିରୋଜ ଅଟେ । ଦୁଇ ଜଣ ଯାକ ୮୦ ବର୍ଷର ଲମ୍ବା ସମୟ ପୂରଣ କରିବା ପରେ ଗ୍ରାଜୁଏସନ ପଢା ପୂର୍ଣ୍ଣ…

 ସେନାରେ ଚାକିରି ଛାଡି ଗରିବଙ୍କୁ ଶିକ୍ଷା ସହାୟତା ଦେଉଛନ୍ତି ଶରତ

କଟକ ନିଆଳି ବ୍ଳକ୍‌ର ଜଣେ ଆର୍ମି ଅଫିସର । ଯିଏ ଚାକିରି ଛାଡି ନିଜ ଗାଁ ମାଟିରେ ଆରମ୍ଭ କରିଛନ୍ତି ମାଗଣା ବୈଷୟିକ ଶିକ୍ଷାନୁଷ୍ଠାନ । ପ୍ରଥମେ ୮ ବର୍ଷ ଧରି ଭାରତ ମାଆର ସେବା କଲେ , ଆଉ ଏବେ ପିଲାଙ୍କୁ ଶିକ୍ଷିତ କରିବାକୁ ଚାଲିଆସିଛନ୍ତି ଗାଁ ମାଟିକୁ । ଆଉ ଗରିବ ପିଲାଙ୍କୁ ମାଗଣାରେ ପାଠ…