ରେକର୍ଡ ବର୍ଷାରେ ବେହାଲ କୋଲକାତା, ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ୧୧ ଜଣଙ୍କ ମୃତ୍ୟୁ
କୋଲକାତା: ଭୀଷଣ ବର୍ଷାରେ କୋଲକାତା ଠପ୍ । ମାତ୍ର କିଛି ଘଣ୍ଟାର ବର୍ଷା କୋଲକାତା ସହରର ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି । ବର୍ଷା ଯୋଗୁଁ ବିଦ୍ୟୁତ ସର୍ଟସର୍କିଟ ହୋଇ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ରାସ୍ତା ଉପରେ ଚାଲୁଛି ୩ ଫୁଟର ପାଣି । ଏବେ ବି ବର୍ଷା ପାଣି ବିଭିନ୍ନ ଅଞ୍ଚଳରେ ଜମି…