Browsing Tag

elephant attack

ଅନୁଗୁଳରେ ଥମୁନି ହାତୀ ଉପଦ୍ରବ, ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା

ଅନୁଗୁଳ (କେନ୍ୟୁଜ): ଦଳିଦେଲା ଦନ୍ତା। ଅନୁଗୁଳ ଜିଲ୍ଲାରେ ଥମୁନି ହାତୀ ଆତଙ୍କ। ଆକ୍ରମଣରେ ବାରମ୍ବାର ଲୋକଙ୍କ ଜୀବନ ଯାଉଛି। ଅନୁଗୁଳ ବନଖଣ୍ଡ କୁମୁରିସିଂହା ପଞ୍ଚାୟତ ପାତେଳି ଗାଁରେ ହାତୀ ଆକ୍ରମଣରେ ଦୁଇ ମୃତ ଜଣେ ଗୁରୁତର। ମୃତକ ଦୁଇ ଜଣ ହେଲେ ଶଙ୍କର ବିଶ୍ୱାଳ ଓ ଝିଲି ମାଝୀ । ଜଣେ…

ଶୁଣ୍ଢରେ ଉଠାଇ କଚାଡ଼ି ଦେଲା ହାତୀ, ମହିଳା ମୃତ

ରାଉରକେଲା : ହାତୀ ଆକ୍ରମଣରେ ମହିଳା ମୃତ। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁର ସୀମନଟୋଲରେ ହାତୀ ଆକ୍ରମଣରେ ମହିଳା ମୃତ । ମୃତ ମହିଳାଙ୍କ ନାଁ ସୁମନ ଗୁଡ଼ିଆ । ତାଙ୍କ ଘର ନୂଆଗାଁର ସୀମନଟୋଲି ଅଞ୍ଚଳରେ । ଶୌଚ ପାଇଁ ଯାଇଥିବା ବେଳେ ସେ ହାତୀ ହାବୁଡ଼ରେ ପଡ଼ିଥିଲେ ।…

ଘରକୁ ଫେରୁଥିବା ବେଳେ ମା’କୁ ଦଳିଦେଲା ହାତୀ, ପୁଅ ଅଳ୍ପକେ ରକ୍ଷା ପାଇଲେ

ଉମରକୋଟ :  ହାତୀ ଆକ୍ରମଣରେ ଆଜି ଜଣଙ୍କର ମୃତ୍ୟୁ ହୋଇଛି । ଏହି ଅଘଟଣ ଘଟିଛି ଝରିଗାଁ ବ୍ଲକ ଜଗିପଦର ଗାଁରେ । ଏକ ଏକଉସିଆ କାର୍ଯ୍ୟ ସାରି ଥାଟବେଡ଼ା ଗାଁର ମା’- ପୁଅ ଘରକୁ ଫେରୁଥିବା ସମୟରେ ଦନ୍ତା ହାତୀ ଆକ୍ରମଣ କରିଥିଲା । ହାତୀ ଆକ୍ରମଣରେ ଆସମତି ଭତ୍ରା ନାମକ ଜଣେ ୭୦ ବର୍ଷୀୟ ବୃଦ୍ଧା…

ହାତୀ କରୁଛି ଉପଦ୍ରବ, ଅଧିକାରୀ ନଶୁଣିବାରୁ ବିଭାଗ ବନ କର୍ମଚାରୀଙ୍କ ଉପରେ ଆକ୍ରମଣ କଲେ ଲୋକେ

କରଞ୍ଜିଆ (କେନ୍ୟୁଜ୍):  ଶିମିଳିପାଳରେ ବନ କର୍ମଚାରୀଙ୍କ ଉପରେ ଆକ୍ରମଣ । ହାତୀ ଉପଦ୍ରବ କରୁଥିବାରୁ ଲୋକମାନେ ଅତିଷ୍ଠ ହେଇ ବନ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଛନ୍ତି । ଦୁଧିଆଣି ରେଞ୍ଜ ଅଞ୍ଚଳରେ ୨୩ ଟିକିଆ ହାତୀପଲକୁ ଘଉଡାଇବା ବେଳେ ବନ ବିଭାଗ କର୍ମଚାରୀ ଗାଡି ଉପରକୁ ଆକ୍ରମଣ…

ବୃଦ୍ଧଙ୍କୁ ଦଳି ଦେଲା ହାତୀ 

ନବରଙ୍ଗପୁର  :  ଗଜରାଜଙ୍କ ଆକ୍ରମଣ ରେ ବୃଦ୍ଧ ମୃତ । ବୃଦ୍ଧଙ୍କୁ ଦଳି ଦେଲା ହାତୀ  ।  ମୃତକ ହେଲେ ବୁଦନ ସୌରା । ଗାଁ ରେ ପହରା ଦେଉଛନ୍ତି ବନ କର୍ମଚାରୀ । ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଣ୍ଟାଗାଁ ରେ ।  ହାତୀ ଆତଂକରେ ଆତଙ୍କିତ 10 ଖଣ୍ଡ ଗାଁ ର…

ସୀମା ଲଂଘୁଛି ହାତୀ ଆକ୍ରମଣ : ଭିନ୍ନ ଭିନ୍ନ ସ୍ଥାନରେ ୨ଜଣଙ୍କ ଜୀବନ ନେଇଛି ଦନ୍ତା

ସମ୍ବଲପୁର /ରେଢାଖୋଲ (କେନ୍ୟୁଜ): ସମ୍ବଲପୁର ଯୁଯୁମୁରାରେ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ଯୁଯୁମୁରା ସରପଞ୍ଚଙ୍କ ସ୍ୱାମୀ ଗୋପାଳ ପ୍ରଧାନ। ରାତିରେ ନିଜ ଢ଼ାବା ସମ୍ମୁଖରେ ସୋଇଥିବା ବେଳେ ଦଳିଦେଲା ଜଙ୍ଗଲୀ ହାତୀ। ଖବର ଅନୁଯାୟୀ, ମଙ୍ଗଳବାର…

ବଢୁଛି ହାତୀ ଉପଦ୍ରବ, ଦନ୍ତା ଆକ୍ରମଣରେ ଜଣେ ଶ୍ରମିକ ମୃତ

ଟାଙ୍ଗୀ (କେନ୍ୟୁଜ): ଦଳିଦେଲା ଦନ୍ତା, ଶ୍ରମିକଙ୍କ ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲା କମାଗୁରୁ ଗାଁରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ସତ୍ୟ ବେହେରା । ରଣପୁର ବ୍ଲକ ନାଟିନୀ ଗାଁର ୩ଜଣ ବ୍ୟକ୍ତି କମାଗୁରୁ ଗାଁକୁ ସାଇକେଲରେ କୂଅ ଖୋଳିବାକୁ ଆସୁଥିବା ବେଳେ ଗାଁ ନିକଟ ଜଙ୍ଗଲ ରାସ୍ତାରେ ଏକ…

ଆମ୍ବ ଗୋଟେଇବା ହେଲା କାଳ, ହାତୀ ଆକ୍ରମଣରେ ମହିଳା ୱାର୍ଡ ମେମ୍ବରଙ୍କ ମୃତ୍ୟୁ

ବାଂଶପାଳ(କେନ୍ୟୁଜ୍): ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ସେକ୍ସନ ବନବିହାରିପୁର ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।ମୃତ ମହିଳା ଜଣକ ଏହି ଗାଁର ଦ୍ବିତୀକୃଷ୍ଣ ନାୟକଙ୍କ ସ୍ତ୍ରୀ ଦ୍ରୌପଦୀ ନାୟକ।ସେ ଆକୁଳ ପଞ୍ଚାୟତ ୧୦ ନଂ ୱାର୍ଡର ୱାର୍ଡ ମେମ୍ବର ମଧ୍ୟ ରହିଥିବା…

ଆମ୍ବ ଗୋଟାଇବା ବେଳେ ଦଳିଦେଲା ହାତୀ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଆଠଗଡ଼ (କେନ୍ୟୁଜ): ତିଗିରିଆ ବନାଞ୍ଚଳ ବଡ଼ଭେଜିଆ ନିକଟରେ ଦଳିଦେଲା ହାତୀ। ଘଟଣା ସ୍ଥଳରେ ଜଣେ ମୃତ । ଆମ୍ବ ବଗିଚାରେ ଆମ୍ବ ଗୋଟାଇବା ପାଇଁ ଯାଇଥିବା ବେଳେ ହଠାତ୍ ଏକ ଦନ୍ତା ହାବୁଡ଼ରେ ପଡିଯାଇଥିଲେ ବୃଦ୍ଧ। ମୃତକ ଜଣକ ହେଲେ ଗୋକର୍ଣ୍ଣଖାଲ ଗ୍ରାମର କରୁଣା କର ରାଉତ । ଘଟଣା ସ୍ଥଳରେ ତିଗିରିଆ…

ହାତୀ ଆକ୍ରମଣରେ ଜଣେ ମୃତ, ଶୌଚ ହେବାକୁ ଯିବାବେଳେ ଦଳିଦେଲା ଦନ୍ତା

ଢେଙ୍କାନାଳ (କେନ୍ୟୁଜ): ଦଳିଦେଲା ଦନ୍ତା । ଦନ୍ତା ଆକ୍ରମଣରେ ଜଣେ ମୃତ। ଢେଙ୍କାନାଳ ହିନ୍ଦୋଳ ରେଞ୍ଜ ଜରଡା ପଞ୍ଚାୟତ ବାଲିକିଆରୀ ଗାଁରେ ହାତୀ ଆତଙ୍କ । ମୃତକ ସେହି ଗାଁର ଲକ୍ଷ୍ମୀଧର ସାହୁ । ଲକ୍ଷ୍ମୀଧର ଗା ନିକଟ ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା। ଏନେଇ ବନ…

ଢେଙ୍କାନାଳ: ଯୁବକଙ୍କୁ ଦଳିଦେଲା ଦନ୍ତା, ଡାଳୁଅ ଧାନ ଜଗିବା ପାଇଁ ଚାଷ ଜମିକୁ ଯାଇଥିଲେ

ଢେଙ୍କାନାଳ(କେନ୍ୟୁଜ୍): ହାତୀ ଆକ୍ରମଣରେ ଯୁବକ ମୃତ। ଢେଙ୍କାନାଳ ସଦର ରେଞ୍ଜ ବଳଦିଆ ବନ୍ଧ ଗ୍ରାମପଞ୍ଚାୟତ କୁରୁମଟାଙ୍ଗର ଗାଁରେ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ମୃତକ ହେଲେ ଶ୍ରୀକାନ୍ତ ପରିଡା । ଗତ ରାତିରେ ଘରୁ ଖାଇସାରି ଗାଁ ନିକଟରେ ଚାଷ ହୋଇଥିବା ଡାଳୁଅ ଧାନ ଜଗିବା ପାଇଁ ଶ୍ରୀକାନ୍ତ…

ଶୌଚ ହେବାକୁ ଯାଇଥିବା ବେଳେ ଦଳିଦେଲା ଦନ୍ତା, ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

ଅନୁଗୁଳ (କେନ୍ୟୁଜ): ହାତୀ ଆକ୍ରମଣରେ ଗଲା ବୃଦ୍ଧାଙ୍କର ଜୀବନ । ଅନୁଗୁଳ ଜିଲ୍ଲା ବନ୍ତଳା ରେଞ୍ଜ ମରଣ୍ଡା ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ଝଟକ ବେହେରା । ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ମୃତ୍ୟୁ ପରେ ଗାଁରେ ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ବନ…