Browsing Tag

elephant

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୧୮ଟି ହାତୀ ପଲ, ପାଚେରୀ ଭାଙ୍ଗିବା ସହିତ ଖେଳାଉଛନ୍ତି ଆତଙ୍କ

ଖୋର୍ଦ୍ଧା: ମେଡିକାଲ ପରିସରରେ ହାତୀ ପଲ । ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ୧୮ଟି ହାତୀ ପଲଙ୍କ ଉପଦ୍ରବ । ଏହି ହାତୀ ପଲ ପାଚେରୀ ଭାଙ୍ଗି ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ଗତକାଲି ଜରିପୁଟ ନିକଟ ଚନ୍ଦକା ଜଙ୍ଗଲରୁ ଏହି ହାତୀ ପଲ ମେଡିକାଲ କ୍ୟାମ୍ପସକୁ ପଶି…

ତାମିଲନାଡୁ: ୧୬ ଘଣ୍ଟାର ଅପରେସନ୍‌ ପରେ କୂଅରୁ ଉଦ୍ଧାର ହେଲା ହାତୀ, ସାରା ରାତି ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଥିଲା…

ତାମିଲନାଡୁ : ଅପରେସନ୍‌ ଗଜରାଜ। ୧୬ ଘଣ୍ଟା ପରେ କୂଅରୁ ଉଦ୍ଧାର ହେଲା ହାତୀ । ରାତି ସାରା ଅଗ୍ନିଶମ ବିଭାଗ ପକ୍ଷରୁ ହାତୀ ଛୁଆକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରହିଥିଲା। ଶେଷରେ ସୁରକ୍ଷିତ ଭାବେ ତାକୁ କୂଅରୁ ବାହାର କରାଯାଇଛି। ତାମିଲନାଡୁ ଧର୍ମପୁରୀ ଜିଲ୍ଲା ପଞ୍ଚପାଲି ଗାଁରେ…

ବାଲେଶ୍ୱର ନୀଳଗିରିକୁ ମାଡି ଆସୁଛନ୍ତି ଝାଡଖଣ୍ଡୀ ହାତୀ ପଲ, ବ୍ୟାପକ ଧାନ ଫସଲକୁ ଦଳି କରୁଛନ୍ତି ନଷ୍ଟ

ବାଲେଶ୍ୱର: ସହର ମୁହାଁ ହାତୀପଲ। ବାଲେଶ୍ୱର ନୀଳଗିରିକୁ ମାଡି ଆସୁଛନ୍ତି ଝାଡଖଣ୍ଡୀ ହାତୀ ପଲ। ଗତକାଲି ରାତିରେ ପ୍ରାୟ ୪୦ଟି ହାତୀ ନୀଳଗିରି ଅଞ୍ଚଳର ଗୋପାଳପୁର ଜଙ୍ଗଲରେ ରହିଛନ୍ତି। ପ୍ରତିବର୍ଷ ଫସଲ ଅମଳ ସମୟରେ ଝାଡଖଣ୍ଡରୁ ହାତୀ ପଲ ଆସି ବ୍ୟାପକ ଫସଲ ନଷ୍ଟ କରିଥାନ୍ତି। ଗାଁରେ ପଶି…

ଖୋର୍ଦ୍ଧା ମୁକୁନ୍ଦ ପ୍ରସାଦ ରାସ୍ତା ଦେଇ ସହର ମୁହାଁ ହାତୀ, ଭୟଭିତ ଲୋକେ

ଖୋର୍ଦ୍ଧା : ଖୋର୍ଦ୍ଧା ସହର ଭିତରେ ହାତୀ। ଗତ କିଛିଦିନ ଧରି ହାତୀ ଖୋର୍ଦ୍ଧା ସହର ଉପାନ୍ତ ବିଭିନ୍ନ ଧାନ କିଆରୀରେ ପଶି କ୍ଷୟକ୍ଷତି କଲାପରେ ବର୍ତ୍ତମାନ ସହର ମୁଁହା ହୋଇଛି। ଗତକାଲି ଅପରାହ୍ନରେ କୁମାର ବସ୍ତ ଗାଁର କାଜୁ ଜଙ୍ଗଲ ଭିତରେ ଥିବାବେଳେ ଲୋକେ ହାତୀଟିକୁ ଦେଖି ହୋ ହାଲ୍ଲା କରିବାରୁ,…

ସୁବର୍ଣ୍ଣପୁର ଉଲୁଣ୍ଡା ଅଂଚଳରେ ବଢିବାରେ ଲାଗିଛି ହାତୀଙ୍କ ପ୍ରାଦୁର୍ଭାବ: ସପ୍ତାହକ ଭିତରେ ଭାଙ୍ଗି ସାରିଲେଣି ୫ ବଖରା…

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ଜଉଁରା ଭଉଁରା ପଂଚାୟତର ଅଗନା ଅଗନି ଜଙ୍ଗଲ ଭିତରେ ରହିଥିବା ହତୀ ପାହୁଲ ଗାଁର । ଗାଁର ଉଗ୍ରେସେନ ଭୋଇ ଏବଂ ତାଙ୍କର ଦୁଇ ବଡ ପୁଅ ଧାନ ଜଗିବାକୁ ସିହାସନ ଜଙ୍ଗଲରେ ଥିବା ବିଲକୁ ଯାଇଥିଲେ । ହାତୀ ଘଉଡାଇଲାବେଳେ ହାତୀ ହାବୁଡରେ…

ହାତୀ ମାନଙ୍କୁ ଚିଡାଇବା ସହ ସେଲଫି ନେବାରେ ବ୍ଯସ୍ତ କିଛି ଯୁବକ, ଭିଡିଓ ଭାଇରାଲ୍ ପରେ ଏବେ ଅମାନିଆଙ୍କ ବିରୋଧରେ ଦୃଢ…

ଆଠଗଡ଼ : ହାତୀ ସହ ସେଲଫି । ହାତୀ ସହ ଫଟୋ ଉଠାଇବାକୁ ଯୁବକଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ଏଭଳି ଦୃଶ୍ଯ ଦେଖିବାକୁ ମିଳିଛି ଆଠଗଡ଼ରେ । ହାତୀ ସହ ସେଲଫି ଉଠାଉଛନ୍ତି କିଛି ଅମାନିଆ । ଏଭଳି ଦୃଶ୍ୟ ଭାଇରାଲ ହେବାପରେ ହାତୀ ସହ ସେଲ୍‌ଫି ନେଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି…

କରଞ୍ଜିଆ: ହାତୀ ପଲକୁ ଘୌଡାଇଲେ ଗାଇଗୋଠ ପଲ, ଭୟରେ ଛତ୍ରଭଙ୍ଗ ଦେଲେ ହାତୀ, ଦେଖନ୍ତୁ କୌତୁକିଆ ଭିଡିଓ

କରଞ୍ଜିଆ(କେନ୍ୟୁଜ୍):  କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ୨୦ ଦିନ ହେଲାଣି  ହାତୀ ଉପଦ୍ରବ ଜାରି ରହିଛି । ଗତ ୨୦ ଦିନ ମଧ୍ୟରେ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହିତ କିଛି ଘର ଭାଙ୍ଗିଲେଣି ହାତୀପୋଲ ।ତେବେ ଗତକାଲି ଦୁଧିଆଣି ରେଞ୍ଜ ଅନ୍ତର୍ଗତ ଦରି ଗ୍ରାମପଞ୍ଚାୟତ ତଟାସାହିରେ ଏକ ଅଭାବନୀୟ ଘଟଣା…

କରଞ୍ଜିଆ ବନଖଣ୍ଡରେ ୨୨ ଟିକିଆ ହାତୀ ପଲଙ୍କ ଆତଙ୍କ, ଧାନ ଫସଲ ନଷ୍ଟ କରି ସହିତ କରୁଛନ୍ତି ଅନେକ କ୍ଷୟକ୍ଷତି

କରଞ୍ଜିଆ : କରଞ୍ଜିଆ ବନଖଣ୍ଡରେ ଦୁଇ ସପ୍ତାହ ହେଲାଣି ହାତୀ ଆତଙ୍କ ଲାଗି ରହିଛି । ଗତକାଲି ବିଳମ୍ବିତ ରାତ୍ରରେ କୁରଲିଆ ନିକଟରେ ଥିବା ଘୁଷୁରୀ ଫାର୍ମରେ ଅନେକ କ୍ଷୟକ୍ଷତି କରିଥିବାର ଦେଖିବାକୁ ମିଳିଥିଲା । ଦୁଇ ଦିନ ତଳେ ମଧ୍ୟ ଏଠାରେ ଅନେକ କ୍ଷୟକ୍ଷତି କରିଥିଲେ ହାତୀପଲ । ଏହି ହାତୀପଲ ରେ…

କାମାକ୍ଷାନଗର ଅଁଳାବେରେଣୀ ଫରେଷ୍ଟ ସୋଗର ଗାଁରେ ୨୩ ଟିକିଆ ହାତୀ ପଲଙ୍କ ଆତଙ୍କ

କାମାକ୍ଷାନଗର: କାମାକ୍ଷାନଗରରେ ହାତୀ ଆତଙ୍କ । ଅଁଳାବେରେଣୀ ଫରେଷ୍ଟ ସୋଗର ଗାଁରେ ୨୩ ଟିକିଆ ହାତୀଙ୍କ ଆତଙ୍କ ଦେଖିବାକୁ ମିଳିଛି । ଗାଁରେ ହାତୀ ଉପଦ୍ରବରେ ପ୍ରାୟ ଶହ ଶହ ଏକର ଚାଷ ଜମି ନଷ୍ଟ ହୋଇଛି । ଲୋକଙ୍କ ବର୍ଷକର ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବନ ବିଭାଗ ପକ୍ଷରୁ ହାତୀ…

ମୟୁରଭଞ୍ଜ: ଫୁଲ ତୋଳିବାକୁ ଯାଇଥିବାବେଳେ ବୃଦ୍ଧାଙ୍କୁ ଦଳିଦେଲା ହାତୀ

ମୟୁରଭଞ୍ଜ: ଦଳିଦେଲା ଦନ୍ତା। ହାତୀ ଆକ୍ରମଣରେ ମୟୁରଭଞ୍ଜ ମୋରଡ଼ା ଥାନା ପଳାଶମୁଣ୍ଡଳୀ ଗାଁର ସୁଭଦ୍ରା ରଣା ମୃତ। ସୁଭଦ୍ରା ଫୁଲ ତୋଳିବାକୁ ଯାଇଥିବାବେଳେ ହାତୀ ଶୁଣ୍ଡରେ ଟେକିଦେଇ କଚାଡି ଦେଇଥିଲା। ଫଳରେ ଘଟମାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି।…

କରଞ୍ଜିଆ ଘରମାବେଡାରେ ହାତୀପଲଙ୍କୁ ଦେଖିବାକୁ ଜମିଲା ହଜାର ହଜାର ଲୋକଙ୍କ ଭିଡ, ଜୀବନକୁ ବାଜି ଲଗାଇ ନେଲେ ସେଲ୍ଫି

କରଞ୍ଜିଆ: ଓଡ଼ିଶାରେ ସବୁଠାରୁ ଅଧିକ ହାତୀ ଉପଦ୍ରବ କରୁଥିବା ଅଂଚଳ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆର ଘରମାବେଡା। ଏହି ଅଞ୍ଚଳକୁ ପୁଣି ଫେରିଛନ୍ତି ୨୨ଟିକିଆ ହାତୀପଲ। ଏହି ହାତୀପଲକୁ ଦେଖିବା ପାଇଁ ରୁଣ୍ଡ ହେଇଛନ୍ତି ହଜାର ହଜାର ଲୋକ । କାହା ମୁହଁରେ ମାସ୍କ ନାହିଁ କି ସାମାଜିକ ଦୂରତା ନାହିଁ ।…

ବାଙ୍କୀ-କଟକ ମୁଖ୍ୟ ରାସ୍ତାର ଗୟଳବାଙ୍କଠାରେ ଆତଙ୍କ ଖେଳାଛନ୍ତି ୨୧ଟି ହାତୀପଲ, ଭୟଭୀତ ଲୋକେ

ବାଙ୍କୀ: ଚନ୍ଦକା-ଡମପଡା ଅଭୟାରଣ୍ୟରୁ ୨୧ଟି ହାତୀପଲ ପାଣି ପିଇବାକୁ ପାଥପୁର ନିକଟସ୍ଥ ମହାନଦୀକୁ ଆସିଥିବା ବେଳେ ଆଉ ଫେରିନାହାଁନ୍ତି । ଗତ ରବିବାରଠୁ ଆସିଥିବା ବେଳେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ବାଙ୍କୀ-କଟକ ମୁଖ୍ୟ ରାସ୍ତାର ଗୟଳବାଙ୍କଠାରେ ବୁଲୁଥିବାରୁ ରାସ୍ତାରେ ଯାଉଥିବା ଲୋକେ…