Browsing Tag

ENTERTAINMENT

ଟମ୍ କ୍ରୁଜ୍ ହେଉଛନ୍ତି ଦୁନିଆର ସବୁଠୁ ଦାମୀ ଅଭିନେତା, ଗୋଟିଏ ଫିଲ୍ମ ପାଇଁ ନିଅନ୍ତି ୮୦୦ କୋଟିରୁ ଅଧିକ

କେବଳ ଭାରତୀୟମାନେ ନୁହନ୍ତି, ସାରା ଦୁନିଆରେ ଅଧିକାଂଶ ଲୋକ ଫିଲ୍ମ ତାରକାଙ୍କ ବିଷୟରେ ସବୁ କିଛି ଜାଣିବା ପାଇଁ ଭାରି ଆଗ୍ରହ ରଖନ୍ତି । ଆଉ ସେହି ଅନୁସାରେ ଫିଲ୍ମ ନିର୍ମାଣରେ ସବୁଠାରୁ ଆଗୁଆ ହେଉଛି ହଲିଉଡ୍‌ । ଏଇ ହଲିଉଡ୍‌କୁ ଲୋକେ କପି କରି ଭାରତରେ ନାଁ ଦେଲେ ବଲିଉଡ୍‌, ଟଲିଉଡ୍‌ ଓ…

KGF ଫେମ୍ ୟଶଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଗୁଗଲି’ ର ହେବ ରିମେକ୍, ଜଲଦି ଆରମ୍ଭ ହେବ ସୁଟିଂ

KGF ଷ୍ଟାର୍ ୟଶଙ୍କୁ ସମସ୍ତେ ଜାଣନ୍ତି। ୟଶଙ୍କ ବିପରୀତରେ ୨୦୧୩ ରେ କ୍ରିତି ଖରବନ୍ଦା 'ଗୁଗଲି' ଫିଲ୍ମରେ ଅଭିନୟ କରିଥିଲେ। କନ୍ନଡ ଭାଷାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ବହୁତ ହିଟ୍ ହୋଇଥିଲା। ଭଲ ରୋଜଗାର କରିବା ସହିତ ଏହା ଅନେକ ପୁରସ୍କାର ମଧ୍ୟ ପାଇଲା। ଏହି ଚଳଚ୍ଚିତ୍ରର…

ପଦେ କଥା ନ କହି TikTok ରେ ମୋଷ୍ଟ ଫୋଲୋୟେଡ ଆକାଉଣ୍ଟ୍ ଭାବରେ ରେକର୍ଡ଼ ସୃଷ୍ଟି କଲେ ଖାବି ଲେମ୍

ବର୍ତ୍ତମାନ ସୋସିଆଲ୍ ମିଡ଼ିଆ ଆପ୍ ଭାବେ ଇନଷ୍ଟାଗ୍ରାମ ଓ ୟୁଟ୍ୟୁବକୁ ଅଧିକ ବ୍ୟବହାର କରୁଛନ୍ତି ୟୁଜର। ତେବେ ଟିକଟକ୍ ପରେ ହିଁ ଇନଷ୍ଟାଗ୍ରାମ ବ୍ୟବହାର ବଢ଼ିଛି ରିଲ୍ ଆସିବା ପରେ। ହେବେ ଏହି ଟିକଟକ୍ ସୋସିଆଲ ଆପ୍ ରେ ଡିଜିଟାଲ କ୍ରିଏଟର ଖାବି ଲେମ ସବୁଠୁ ଅଧିକ ଲୋକପ୍ରିୟ କ୍ରିଏଟର ଭାବେ…

ସଲମାନଙ୍କ ଇଦ୍ ପାର୍ଟିରେ ଯୋଗୋ ଦେଇଥିବାରୁ ଟ୍ରୋଲ୍ ହେଲେ କଙ୍ଗନା

ବଲିଉଡ୍ କୁଇନ୍ କୁହାଯାଉଥିବା କଙ୍ଗନା ରାନାୱତ ସବୁ ବେଳେ ନିଜ କଥାକୁ ନେଇ ପ୍ରାୟ ସବୁବେଳେ ବିବାଦରେ ଥାଆନ୍ତି। ଏମିତିକି ତାଙ୍କ ସାମ୍ନାରେ କେହି ମୁହଁ ଖୋଲିବାକୁ ମଧ୍ୟ ଡରନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କୁ ଲୋକେ ଟ୍ରୋଲ କରିବାକୁ ଲାଗିଲେଣି । ନିକଟରେ ସଲମାନ ଖାନଙ୍କ ଇଦ୍ ପାର୍ଟିରେ…

ଶୋ ମଝିରେ ବିଜ୍ଞାପନ ଆରମ୍ଭ କରିବ OTT ପ୍ଲାଟଫର୍ମ ନେଟଫ୍ଲିକ୍ସ, ଯୁଦ୍ଧ ପକାଇଛି ପ୍ରଭାବ

ନେଟଫ୍ଲିକ୍ସ ଖୁବ୍ ଶୀଘ୍ର ନୂଆ କଣ୍ଟେଣ୍ଟ ମଧ୍ୟରେ ବିଜ୍ଞାପନ ଦେଖାଇବା ଆରମ୍ଭ କରିପାରେ। ନେଟଫ୍ଲିକ୍ସ ନିଜର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଦେଖି ଏପରି ନିଷ୍ପତି ନେଇଛି। ନେଟଫ୍ଲିକ୍ସ ବିଶ୍ଵ ସ୍ତରୀୟ ୨୦୦,୦୦୦ ରୁ ଅଧିକ ଗ୍ରାହକଙ୍କୁ ହରାଇଛି। ଯାହା ପରେ ନେଟଫ୍ଲିକ୍ସର ଷ୍ଟକ୍ ୨୦ ପ୍ରତିଶତ…

ମା ହେବା ପରେ ପ୍ରଥମ ଥର ପାଇଁ ନିଜର ଭାବନାକୁ ସେୟାର କଲେ କାଜଲ ଅଗ୍ରୱାଲ, ସୋସିଆଲ ମିଡିଆରେ ପୋଷ୍ଟ କରି କହିଲେ ଏମିତି…

ସାଉଥ୍ ଏବଂ ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ଯାହାକୁ ସେ ନୀଲ ନାମରେ ନାମିତ କରିଥିଲେ। ମା ହେବା ପରେ କାଜଲ ସୋସିଆଲ ମିଡିଆରେ ନିଜର ଭାବନା ପ୍ରକାଶ କରିଛନ୍ତି। ଏକ ଲମ୍ବା ପୋଷ୍ଟ ସେୟାର୍ କରିବାବେଳେ ସେ ପୋଷ୍ଟ ପାର୍ଟମ୍ ଡିପ୍ରେସନ୍…

ଶମିତା ଶେଟ୍ଟୀ ଏବଂ ରାକେଶ ବାପତଙ୍କ ସମ୍ପର୍କରେ ପଡ଼ିଯାଇଛି କି ଫାଟ !

ବିଗ୍ ବସ୍ OTT ପ୍ଲାଟଫର୍ମ ଅନେକ କାରଣରୁ ଚର୍ଚ୍ଚାରେ ରହିଥାଏ । ସେଥିମଧ୍ୟରୁ ପ୍ରତିଯୋଗୀ ଶମିତା ଶେଟ୍ଟୀ ଏବଂ ରାକେଶ ବାପତଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କକୁ ଦେଖିବାକୁ ମିଳିଥିଲା । ଉଭୟ ଏକ କନେକସନ ଭାବରେ ବିଗବସ୍ କୁ ପ୍ରବେଶ କରିଥିଲେ । ରିଆଲିଟି ସୋ ରେ ଶମିତା ଶେଟ୍ଟୀ ଏବଂ ରାକେଶ ଦୁହେଁ…

ବାପା ହେଲେ ସିଙ୍ଗର୍ ଆଦିତ୍ୟ ନାରାୟଣ: କନ୍ୟା ସନ୍ତାନକୁ ଜନ୍ମ ଦେଲେ ପତ୍ନୀ ଶ୍ୱେତା

ବଲିଉଡ ଜଗତର ସିଙ୍ଗର ବା ଅଭିନେତା ଆଦିତ୍ୟ ନାରାୟଣ ଓ ତାଙ୍କ ପତ୍ନୀ ଶ୍ୱେତା ଅଗ୍ରୱାଲଙ୍କ ଘରକୁ ଆସିଛି ଖୁସିଖବର । କାରଣ ସେମାନେ ପିତାମାତା ହୋଇଛନ୍ତି । ପତ୍ନୀଙ୍କ ଔରସରୁ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିବା ନେଇ ଆଜି ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଆଦିତ୍ୟ । ସେମାନଙ୍କର ଝିଅ ମାର୍ଚ୍ଚ…

ହାର୍ଟ ସର୍ଜରୀ ପରେ ମଜାକିଆ ଅନ୍ଦାଜରେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଲେ କମେଡି କିଙ୍ଗ ସୁନିଲ ଗ୍ରୋଭର: ଭାଇରାଲ ହେଉଛି…

ଗତ ଦିନରୁ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭରଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା । ନିକଟରେ ତାଙ୍କର ହାର୍ଟ ସର୍ଜରୀ କରାଯାଇଥିଲା, ଯାହା ପରେ ପ୍ରଶଂସକମାନେ ବହୁତ ଚିନ୍ତିତ ଥିଲେ କିନ୍ତୁ ବର୍ତ୍ତମାନ ସୁନୀଲ ନିଜେ ତାଙ୍କ ଅବସ୍ଥା ବିଷୟରେ ସୂଚନା ଦେଇଛନ୍ତି ଓ ବର୍ତ୍ତମାନ ସେ କିପରି ଅନୁଭବ…

ଫେବୃଆରୀ ଶେଷରେ ବାହା ହେବେ ଫରହାନ ଅଖତର ଏବଂ ଶିବାନୀ ଦାଣ୍ଡେକର, ଜାଭେଦ ଅଖତର କହିଲେ ସବୁ ରେଡି

ବର୍ତ୍ତମାନ ବଲିଉଡ଼ରେ ଚାଲିଛି ବିବାହ ସିଜିନ୍। ଯେଉଁମାନେ ସବୁ ବାହାହେବାକୁ ନିଷ୍ପତି ନେଇଥିଲେ କୋଭିଡ ପାଇଁ ରହିଯାଇଥିଲା ବାହାଘର। ତେଣୁ ବର୍ତ୍ତମାନ ବଲିଉଡ଼ କଳାକାରମାନେ ଜଣଙ୍କ ପରେ ଜଣେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି। ଏବେ ବିକି ଓ କ୍ୟାଟ୍ରିନାଙ୍କ ବିବାହ ପରେ ବିବାହ ବନ୍ଧନରେ…

ବହୁ ପ୍ରତୀକ୍ଷିତ ଫିଲ୍ମ RRR ର ଫାଇନାଲ ରିଲିଜ୍ ଡେଟ୍ ଘୋଷଣା, ଦର୍ଶକଙ୍କୁ ଆଖି ଆଗରେ ରଖି ପ୍ରସ୍ତୁତ କରାଯାଇଛି ଫିଲ୍ମ

କରୋନା ପାଇଁ ଫିଲ୍ମ “RRR”କୁ ଥିଏଟରରେ ଅନେକ ଥର ରିଲିଜ୍ ହେବା ପାଇଁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହି ଫିଲ୍ମର ଫାଇନାଲ ଡେଟ୍ ଘୋଷଣା କରିଛନ୍ତି ଫିଲ୍ମ ମେକର। ତେବେ ଏକ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଦୁଇଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ଉପରେ ଆଧାରିତ ଏହା ଏକ କାଳ୍ପନିକ…

ଗୋଟେ ଗୀତ ଗାଇବା ପାଇଁ ଏତିକି ଟଙ୍କା ନିଅନ୍ତି ବଲିଉଡ଼ର ଏହି କଣ୍ଠଶିଳ୍ପୀ

ଆପଣ କେବେ ବିନା ସଙ୍ଗୀତରେ ବଞ୍ଚିପରିବେ କି ? ହୁଏତ ଆପଣ ମନା କରିବେ କାରଣ ଆମ ସମସ୍ତଙ୍କୁ ପସନ୍ଦ ସଙ୍ଗୀତ। ଆମେ ଅନେକ କାମ କରିଥାଉ ଏହି ଗୀତ ଶୁଣି, ଖାସ କରି ବଲିଉଡ ମ୍ୟୁଜିକ୍ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ ଜଣେ କଣ୍ଠଶିଳ୍ପୀ ହେବା ମଧ୍ୟ ଏତେ ସହଜ ନୁହେଁ, ପାଇଁ ମଧ୍ୟ ଅନେକ ପରିଶ୍ରମ…