Browsing Tag

EPFO

କରୋନାରେ କର୍ମଚାରୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୃଷ୍ଟିରେ ରଖି ୭ଲକ୍ଷ ଟଙ୍କାର କୋଭିଡ ଇନସୁରାନ୍ସ କଭର

କର୍ମଚାରୀଙ୍କ ଭବିଷ୍ୟ ନିଧି ସଙ୍ଗଠନ ବା EPFO ନିଜ ସଦସ୍ୟଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିଛି । କରୋନ ମହାମାରୀକୁ ଦୃଷ୍ଟିରେ ରଖି ସାତ ଲକ୍ଷ ଟଙ୍କାର କୋଭିଡ ବୀମାର ସୁବିଧା ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ଅଧିକରୁ ଅଧିକ ଲୋକ ଉପକୃତ ହୋଇପାରିବେ । ଏହାଦ୍ୱାରା କୋଭିଡ ରୋଗୀଙ୍କ…

PF Account ସହିତ ନୂଆ ବ୍ୟାଙ୍କ ଖାତା ଲିଙ୍କ୍‌ କରେଇବାର ଅଛି କି? ଏ ହେଉଛି ପ୍ରକ୍ରିୟା

ବେତନଭୋଗୀ କର୍ମଚାରୀ ବିଶେଷ ପରିସ୍ଥିତିରେ ଆବଶ୍ୟକ ପଡ଼ିଲେ କିଛି ସର୍ତ୍ତ ସହିତ ନିଜ ଇପିଏଫ୍‌ ଆକାଉଣ୍ଟରୁ ଉଠାଣ କରିପାରିବେ। କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ(EPFO) ଏଥିପାଇଁ ଅନୁମତି ଦେଉଛି। ଅନେକ ବାର କର୍ମଚାରୀମାନଙ୍କୁ ଆକାଉଣ୍ଟରୁ ଟଙ୍କା ଉଠାଣରେ ସମସ୍ୟା ହୋଇଥାଏ, ଯାହାର ମୁଖ୍ୟ କାରଣ…

PPO ନମ୍ବର ହଜିଗଲେ EPFO ପେନ୍‌ସନ ଭୋଗୀ ହୁଅନ୍ତୁ ନାହିଁ ଚିନ୍ତିତ, ବହୁତ ସହଜ ଉପାୟରେ ଏମିତି କରନ୍ତୁ ହାସଲ

କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ(EPFO)ର କର୍ମଚାରୀ ପେନ୍‌ସନ ସ୍କିମ୍‌ ଅଧୀନରେ ଆସୁଥିବା କୌଣସି ବି ପେନ୍‌ସନ ଭୋଗୀଙ୍କର ଯଦି ପେନ୍‌ସନ ପେମେଣ୍ଟ ଅର୍ଡର(PPO) ନମ୍ବର ହଜିଯାଏ, ତ ଚିନ୍ତା କରିବାର ଆବଶ୍ୟକ ନାହିଁ। ଏହାକୁ ପୁଣିଥରେ ହାସଲ କରାଯାଇପାରିବ। ପେନ୍‌ସନ ଭୋଗୀଙ୍କର ପିପିଓ ନମ୍ବର…

ବହୁତ ସହଜରେ କରିପାରିବେ ନିଜର ଦୁଇଟି PF ଆକାଉଣ୍ଟକୁ ସମ୍ମିଶ୍ରଣ, ଏ ହେଉଛି ତରିକା

PF ଆକାଉଣ୍ଟକୁ ନେଇ ଯଦି ଆପଣଙ୍କ ମନରେ କୌଣସି ପ୍ରଶ୍ନ ଥାଏ, ତ ଆମେ ଏ ସବୁର ସମାଧାନ ବତାଇବୁ। ଆପଣଙ୍କ ପାଖରେ ଯଦି ଦୁଇଟି PF ଆକାଉଣ୍ଟ ଅଛି ଏବଂ ଆପଣ ତାହାକୁ ମର୍ଜ ବା ସମ୍ମିଶ୍ରଣ କରିବାକୁ ଚାହୁଁଛନ୍ତି, ତ ଏହା ବହୁତ ସହଜ। ଆଜି ଆମେ ଦୁଇଟି PF ଆକାଉଣ୍ଟକୁ ମର୍ଜ କରିବାର ତରିକା ବିଷୟରେ…

ପୁଣି କର୍ମଚାରୀଙ୍କ ପାଇଁ ଖୁସି ଖବର ଦେଲେ କେନ୍ଦ୍ର ସରକାର, କାଲି ସୁଦ୍ଧା EPFO ଆକାଉଣ୍ଟରେ ଜମା ହେବ ଏତିକି ଟଙ୍କା

କେନ୍ୟୁଜ୍(ବ୍ୟୁରୋ): ନୂଆବର୍ଷରେ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଦେଲେ ବଡଖବର। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ) ଉପରେ ୮.୫% ସୁଧ ଦେବାକୁ ସରକାର ଏକ ପ୍ରସ୍ତାବ ଗ୍ରହଣ କରିଛନ୍ତି।  ଏହା ପୁଣି ଆସନ୍ତାକାଲି ଅର୍ଥାତ ୩୧ ଡିସେମ୍ବର  ୨୦୨୦  ସୁଦ୍ଧା…

୨ ବର୍ଷ ଯାଏଁ ନୂଆ ଚାକିରିଆଙ୍କ EPF ପୈଠ କରିବେ କେନ୍ଦ୍ର ସରକାର, ଜାଣନ୍ତୁ କେତେ ସଂଖ୍ୟକ କର୍ମଚାରୀ ଥିବା ସଂସ୍ଥା…

କେନ୍ୟୁଜ୍(ବ୍ୟୁରୋ):  କରୋନା ସଙ୍କଟ ସମୟରେ  ଦେଶରେ ରୋଜଗାର ବୃଦ୍ଧି ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି କେନ୍ଦ୍ର ସରକାର । ବୁଧବାର ଦିନ ଆତ୍ମନିର୍ଭରଶୀଳ ଭାରତ ନିଯୁକ୍ତି ଯୋଜନାକୁ ଅନୁମୋଦନ କରିଛନ୍ତି। ଏହା ଅଧୀନରେ ସରକାର ଉଭୟ ନୂଆ ଚାକିରି ପାଇଥିବା  ଏବଂ ନୂଆ…

ପେନସନଧାରକଙ୍କ ପାଇଁ ଖୁସି ଖବର ! ଆସନ୍ତା ଫେବୃୟାରୀ ୨୮ ପର୍ଯ୍ୟନ୍ତ ଜମା କରିପାରିବେ ଜୀବନ ପ୍ରମାଣପତ୍ର

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ‘ଇପିଏଫଓ’ ପେନସନଧାରକଙ୍କୁ ଆସ୍ୱସ୍ତ ଦେବା ସହିତ ଜୀବନପ୍ରମାଣପତ୍ର ଜମା କରିବାର ସମୟସୀମାକୁ ଆସନ୍ତା ୨୮ ଫେବୃୟାରୀ ୨୦୨୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହାଦ୍ୱାରା ପ୍ରାୟ ୩୫ ଲକ୍ଷ ପେନସନଧାରକ ଲାଭାନ୍ଵିତ ହେବେ। ଇପିଏଫଓ ତାର ବୟାନରେ ଜଣାଇଛି ଯେ କରୋନା…

ଅସଙ୍ଗଠିତ ଶ୍ରମିକ ଏବଂ ଛୋଟ ଦୋକାନୀଙ୍କ ପାଇଁ ଖୁସି ଖବର, ଏମାନଙ୍କ ପାଇଁ ସରକାର ଆଣୁଛନ୍ତି ଏହି ଯୋଜନା

ଅସଙ୍ଗଠିତ କ୍ଷେତ୍ରରେ ଶ୍ରମିକ ଓ ଛୋଟ ଦୋକାନୀଙ୍କ ପାଇଁ ଖୁସି ଖବର। ସରକାର ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କୁ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ (PM-SYM) ଯୋଜନା ଓ ଛୋଟ ବ୍ୟବସାୟୀଙ୍କ ପାଇଁ ଆରମ୍ଭ କରାଯାଇଥିବା ନ୍ୟାସନାଲ ପେନସନ୍ ସ୍କିମ୍ (ଏନପିଏସ୍)କୁ କର୍ମଚାରୀ ଭବିଷ୍ୟନିଧି…

ଆସିଲା ଇପିଏଫଓ ହ୍ଵାଟସଆପ୍‌ ହେଲପଲାଇନ ନମ୍ବର, ଏବେ ମେସେଜ ଦ୍ୱାରା କରିପାରିବେ ସବୁ ସମସ୍ୟାର ସମାଧାନ

ଇପିଏଫଓ ଆକାଉଣ୍ଟ ସବସ୍କ୍ରାଇବ କରିବା ପାଇଁ ହ୍ଵାଟସଆପ୍‌ ହେଲପଲାଇନ ସର୍ଭିସ ଲଞ୍ଚ କରିଛି। ଏହି ସେବା ଲଞ୍ଚ ହେବା ଫଳରେ ଇପିଏଫଓ ସଦସ୍ୟ ନିଜର ଅଭିଯୋଗର ସମାଧାନ କରିପାରିବେ। ଏହି ସୁବିଧା ଇପିଏଫଓ ପୂର୍ବରୁ ବିଭିନ୍ନ ଅଭିଯୋଗ ନିବାରଣ ମାଧ୍ୟମ ଯେପରି EPFiGMS ପୋର୍ଟାଲ, CPGRAMS, ସୋସିଆଲ…

PF ଧାରୀଙ୍କ ପାଇଁ ଖୁସି ଖବର, ଦିପାବଳୀ ପୂର୍ବରୁ ସରକାର ଦେବେ ଉପହାର

ଏମପ୍ଲୟୀ ପ୍ରଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ (EPFO) ଜଣାଇଛି ଯେ ସେ ଆର୍ଥିକ ବର୍ଷ ୨୦୧୯-୨୦ ର ପ୍ରଥମ ସୁଧକୁ ଦିପାବଳୀ ପୁର୍ବରୁ ପିଏଫ ସବସ୍କ୍ରାଇବର୍ସଙ୍କ ଖାତାରେ ଜମା କରିବ। ଏକ ଜାତୀୟ ଗଣମାଧ୍ୟମକୁ ଇପିଏଫ ଏ ବିଷୟରେ ସୂଚନା ଦେଇ ଜଣାଇଛି। ଇପିଏଫ ପକ୍ଷରୁ ସେପ୍ଟେମ୍ବରରେ କୁହାଯାଇଥିଲା ଯେ…

ଆପଣଙ୍କର ଇପିଏଫ୍‌ ଖାତା ରହିଛି କି? ତେବେ ନିଶ୍ଚିତ ଜାଣିନିଅନ୍ତୁ ଏହି ପାଞ୍ଚଟି ଫାଇଦା

ପ୍ରତ୍ୟେକ କମ୍ପାନୀ ନିଜ କର୍ମଚାରୀଙ୍କ ବେତନରୁ ପ୍ରତି ମାସରେ କର୍ମଚାରୀ ଭବିଷ୍ୟ ନିଧି(EPF) ଖାତା ପାଇଁ ପଇସା କାଟ୍‌ କରିଥାଏ। ଏଥିରେ ଗୋଟେ ଭାଗ କର୍ମଚାରୀଙ୍କ ଦରମା ଆଉ ଅନ୍ୟ ଭାଗ କମ୍ପାନୀର ରହିଥାଏ। ଇପିଏଫକୁ ପିଏଫ ଭାବେ ମଧ୍ୟ ଜଣାଯାଏ। ଏହା ସଂଗଠିତ କ୍ଷେତ୍ର କର୍ମଚାରୀଙ୍କ ପାଇଁ ସରକାର…

ଇପିଏଫଓ ରେ ଅନଲାଇନ ରୁଜୁ କରିପାରିବେ କୌଣସି ବି ଅଭିଯୋଗ, ଘରେ ବସିବେ ମିଳିବ ସବୁ କଥାର ସମାଧାନ

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) କରୋନା କାଳରେ ଲୋକଙ୍କୁ ଖୁବ୍ ସାହାଯ୍ୟ କରିଛି। ତେବେ ଏହା ସତ୍ତ୍ୱେ ମଧ୍ୟ କୋଟି କୋଟି ଅଂଶଧାରକଙ୍କୁ ଛୋଟ ବଡ ସମସ୍ୟାକୁ ସାମ୍ନା କରିବାକୁ ପଡୁଛି। ତେବେ ସେମାନେ ଏହା ଜଣାପାରୁନାହାନ୍ତି ଯେ ଏହାର ସମାଧାନ କେଉଁଠୁ ମିଳିବ। ତେବେ ଏହିସବୁକୁ ଲକ୍ଷ୍ୟ…