Below header
Browsing Tag

exit poll

ଏଗଜିଟ ପୋଲ ଉପରେ ପ୍ରତିବନ୍ଧକ ଲଗାଇଲେ ନିର୍ବାଚନ କମିଶନ, ଏପ୍ରିଲ ୧୯ରୁ ଜୁନ୍‌ ୧ ପର୍ଯ୍ୟନ୍ତ ଏସବୁ ମନା

ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଏଗଜିଟ୍‌ ପୋଲ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । କୌଣସି ସମ୍ବାଦ ସରବରାହ ସଂସ୍ଥା ଏପ୍ରିଲ ୧୦ ତାରିଖ ସକାଳ ୭ରୁ ଜୁନ୍‌ ୧ ସନ୍ଧ୍ୟା ୬.୩୦ ମିନିଟ ପର୍ଯ୍ୟନ୍ତ କୌଣସି ଏଗଜିଟ ପୋଲ ଉପରେ ସମ୍ବାଦ ଦେଖାଇପାରିବେ ନାହିଁ । ଏନେଇ ନୋଟିଫିକେସନ ଜାରି…

ମତଦାନ ଶେଷ ହେବା ପରେ ଆସିଛି କର୍ଣ୍ଣାଟକର ଏକ୍‌ଜିଟ ପୋଲ, ଆଗରେ ରହିଛି କଂଗ୍ରେସ

କେନ୍ୟୁଜ୍(ବ୍ୟୁରୋ):କର୍ଣ୍ଣାଟକରେ କିଏ ଗଢିବ ସରକାର। ମତଦାନ ଶେଷ ହେବା ପରେ ଆସିଛି ଏକ୍‌ଜିଟ ପୋଲ। ୨୦୨୪ ପୂର୍ବରୁ ସେମିଫାଇନାଲରେ କଂଗ୍ରେସ ଆଗରେ ରହିଛି। କଂଗ୍ରେସ ସପକ୍ଷରେ ଅଧିକାଂଶ ଏକ୍‌ଜିଟ ପୋଲ ଆକଳନ ହୋଇଥିବା ବେଳେ ଝୁଲା ବିଧାନସଭାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। ଯଦି ଝୁଲା ବିଧାନସଭା…

ଆସିଲା ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏଗଜିଟ୍‌ ପୋଲ୍‌, ତୃତୀୟ ଥର ପାଇଁ ତାଜ୍‌ ପିନ୍ଧିବେ ମୁଖ୍ୟମନ୍ତ୍ରୀ…

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀରେ ପୁଣି କେଜ୍ରି ରାଜ୍‌ । ହାଟ୍ରିକ୍‌ ମାରିବେ କେଜ୍ରିଓ୍ଵାଲ । ତୃତୀୟ ଥର ପାଇଁ ତାଜ୍‌ ପିନ୍ଧିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ । ଏଗଜାକ୍ଟ ରେଜଲ୍ଟ ପୂର୍ବରୁ ବିଭିନ୍ନ ସଂସ୍ଥା କରିଥିବା ଏଗଜିଟ୍‌ ପୋଲ୍‌ ଏହି ଚିତ୍ର ଦେଇଛି। ବିଜେପି ଠାରୁ ବହୁ ଆଗରେ…

ଆଉ କିଛି ସମୟରେ ପରେ ହେବ ଫଇସଲା ,କଣ ହେବ ଓଡିଶାର ଭବିଷ୍ଯତ ?

ଭୁବନେଶ୍ବର(କେନ୍ଯୁଜ୍) :ବିଭିନ୍ନ ସଂସ୍ଥା ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ଓଡ଼ିଶାରେ ଅଧିକ ଲୋକସଭା ଆସନ ପାଇବ ବିଜେଡି । ତେବେ ୨୦୧୪ ତୁଳନାରେ କମିପାରେ ସଂଖ୍ୟା । ଫାଇଦାରେ ରହିବ ବିଜେପି । କଂଗ୍ରେସ ପୁଣି ନିରାଶ ହେବାକୁ ପଡ଼ିବ । ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ NEWS 18-IPSOSର…

ଏକଜିଟ୍‌ ପୋଲ୍‌ କେତେ ସତ? ଏକଜାଟ୍‌ ରେଜଲ୍ଟ ସହ କେତେ ଖାଇଥାଏ ମେଳ ? ଦେଖନ୍ତୁ ଗତ ୨୦ ବର୍ଷର ଆକଳନ

ଏକଜିଟ୍‌ ପୋଲ୍‌ ଓ ଏକଜାଟ୍‌ ପୋଲ୍‌ । କେତେ ସତ, କେତେ ଭୁଲ୍‌ । ୧୯୯୮ରୁ ୨୦୧୪ ପର୍ଯ୍ୟନ୍ତ କିଛି ରିପୋର୍ଟ ଉପରେ ନଜର ପକାନ୍ତୁ । ୧୯୯୮ ସାଧାରଣ ନିର୍ବାଚନର ଏକଜିଟ୍‌ ପୋଲ୍‌ ରିପୋର୍ଟ କହୁଥିଲା ଏନଡିଏକୁ ୨୩୫ରୁ ୨୪୯ ଆସନ ମିଳିପାରେ । କିନ୍ତୁ ଫଳାଫଳ ଆସିଥିଲା ଓଲଟା । ବଢ଼ିଥିଲା ଏନଡିଏର…

ଫେଲ୍‌ ମାରିବ କି ଓଡ଼ିଶା ପାଇଁ ବିଜେପିର ମିଶନ ୧୨୦ ପ୍ଲସ ? ପୁଣି ମୁଖ୍ୟମନ୍ତ୍ରୀ ହେବେ ନବୀନ

ଫେଲ୍‌ ମାରିବ କି ଓଡ଼ିଶା ପାଇଁ ବିଜେପିର ମିଶନ ୧୨୦ ପ୍ଲସ ? ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ମିଶନ ୧୨୦ ପ୍ଲସର ନାରା ଦେଇଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ହେଲେ ଗତକାଲି ଆସିଥିବା ସମସ୍ତ ଏକଜିଟ୍‌ ପୋଲରେ ବିଜେପିର ମିଶନକୁ ଧକ୍କା ଲାଗିଲା ଭଳି ଆସିଛି ତଥ୍ୟ। କିନ୍ତୁ ରାଜ୍ୟ ବିଜେପି…

ଏକଜିଟ୍ ପୋଲ ରିପୋର୍ଟ, ଓଡ଼ିଶାରେ ଅଧିକ ଆସନ ପାଇବ ବିଜେଡି : ଜାଣନ୍ତୁ କଣ ରହିଛି ଓଡିଶାର ଭାଗ୍ଯ

ବିଭିନ୍ନ ସଂସ୍ଥା ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ଓଡ଼ିଶାରେ ଅଧିକ ଲୋକସଭା ଆସନ ପାଇବ ବିଜେଡି । ତେବେ ୨୦୧୪ ତୁଳନାରେ କମିପାରେ ସଂଖ୍ୟା । ଫାଇଦାରେ ରହିବ ବିଜେପି । କଂଗ୍ରେସ ପୁଣି ନିରାଶ ହେବାକୁ ପଡ଼ିବ । ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ NEWS 18-IPSOSର ରିପୋର୍ଟ ଅନୁସାରେ ବିଜେଡିକୁ…

ସତ୍ତାର ସେମିଫାଇନାଲ୍, ଏକଜାଟ ପୋଲ୍‌ ପୂର୍ବରୁ ଆସିଲା ୫ଟି ରାଜ୍ୟର ଏକଜିଟ୍‌ ପୋଲ୍

ସରିଲା ୫ଟି ରାଜ୍ୟ ବିଧାନସଭା ନିର୍ବାଚନ । ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ, ରାଜସ୍ଥାନ ଓ ତେଲେଙ୍ଗାନା ପାଇଁ ଭୋଟ୍‌ ଗ୍ରହଣ ସରିଛି । ଆସନ୍ତା ୧୧ ତାରିଖରେ ଗଣତି ଓ ଫଳାଫଳ ବାହାରିବ । ଏକଜାକ୍ଟ ପୋଲ୍‌ ପୂର୍ବରୁ ଆସିଲା ଏକଜିଟ୍‌ ପୋଲ୍‌ ରିପୋର୍ଟ । ରାଜସ୍ଥାନ : ବିଭିନ୍ନ ପୋଲ୍‌…