ବିନା ଆରଏନଆଇ ରେ ଖବରକାଗଜ ବା ଚ୍ୟାନେଲ ଚଲାଉଥିବା ବ୍ୟକ୍ତିଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ଏମିତି କହିଲେ…
ନୂଆଦିଲ୍ଲୀ : ନକଲି ସାମ୍ବାଦିକ ଓ ନକଲି ଚ୍ୟାନେଲ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର । ଏଥିପାଇଁ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ବୋଲି କହିଛନ୍ତି ଭାରତ ସୂଚନା ପ୍ରସାରଣ ମନ୍ତ୍ରାଳୟ । ଯେଉଁମାନେ ବିନା ଆରଏନଆଇ ନମ୍ବରରେ ଖବରକାଗଜ ବା ଚ୍ୟାନେଲ ଚଲାଉଛନ୍ତି,…