Browsing Tag

fire broke out

କଟକ ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ, ୫ ମହଲା ବିଶିଷ୍ଟ ଲୁଗା ଦୋକାନରେ ନିଆଁ

କଟକ (କେନ୍ୟୁଜ): କଟକରେ ଭୟାବହ ଅଗ୍ନିକାଣ୍ଡ। ଚୌଧୁରୀବଜାର ଗୌରଶଙ୍କର ପାର୍କ ନିକଟ ବିଲ୍ଡିଂରେ ନିଆଁ। ଏକ ଲୁଗା ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ୫ ମହଲା ବିଲ୍ଡିଂର ଗ୍ରାଉଣ୍ଡ ସହ ଫାଷ୍ଟ ଓ ସେକେଣ୍ଡ ଫ୍ଲୋରରେ ନିଆଁ ଲାଗିଛି। ପ୍ରଥମେ ତଳ…

ସମୁଦ୍ର ମଝିରେ କ୍ରୁଜ ଜାହାଜରେ ଲାଗିଲା ଭୟଙ୍କର ନିଆଁ, ୩ ବ୍ରିଟିଶ ପର୍ଯ୍ୟଟକ ନିଖୋଜ…ଘଟଣାର ଭିଡିଓ ଭାଇରାଲ

ମିଶର ଉପକୂଳ ନିକଟ ଲୋହିତ ସାଗରରେ ଯାଉଥିବା ଏକ କ୍ରୁଜ୍‌ ଜାହାଜରେ ଭୟଙ୍କର ନିଆଁ ଲାଗିଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଖବରରୁ ଜଣାପଡ଼ିଛି ଯେ ଗତକାଲି ରବିବାର ଲୋହିତ ସାଗରରେ ଏକ କ୍ରୁଜ୍ ଜାହାଜରେ ଭୀଷଣ ନିଆଁ ଲାଗିଯାଇଥିଲା। ଏହି ଜାହାଜ…

କଲିକତା: ରାଜଭବନ ନିକଟ ସରଫ୍‌ ଭବନରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ଅଗ୍ନିଶମ ଗାଡ଼ି ନିୟୋଜିତ

ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ରାଜଭବନ ନିକଟ ସରଫ୍‌ ଭବନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। କୋଠାର ଉପର ମହଲାରେ ନିଆଁ ଲାଗିଛି। ନିଆଁ ଲାଗିବା ମାତ୍ରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି।…

କପା ପ୍ରୋସେସିଂ ୟୁନିଟରେ ଅଗ୍ନିକାଣ୍ଡ, ବିପୁଳ ପରିମାଣର କପା ନଷ୍ଟ

ଗୁଣପୁର(କେନ୍ୟୁଜ) : ଏକ କପା ପ୍ରୋସେସିଂ ୟୁନିଟରେ ଅଗ୍ନିକାଣ୍ଡ ଘଟି ବିପୁଳ ପରିମାଣର କପା ନଷ୍ଟ ହୋଇଯାଇଥିବା ଜଣାଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ । ପ୍ରାପ୍ତ ସୂଚନା ଅନୁଯାୟୀ, ରାୟଗଡା ଜିଲ୍ଲା ଗୁଣୁପୁର ସହର ନିକଟସ୍ଥ ଏଦୁରୁୱଲସା କପା ପ୍ରୋସେସିଂ ୟୁନିଟରେ ଘଟିଯାଇଛି…

ଶୋଇଥିବା ଅବସ୍ଥାରେ ଘରେ ଲାଗିଲା ନିଆଁ, ୨ ଶିଶୁଙ୍କ ସମେତ ଜୀବନ୍ତ ଜଳିଗଲେ ପରିବାରର ୬ ସଦସ୍ୟ

ନୂଆଦିଲ୍ଲୀ : ଶୋଇଥିବା ଅବସ୍ଥାରେ ଘରେ ଲାଗିଲା ନିଆଁ। ପୋଡ଼ି ହୋଇ ୬ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ତେଲେଙ୍ଗାନାର ମଞ୍ଚରିଆଲା ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ପରିବାରର ୬ ଜଣଙ୍କ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏହି ଭୟଙ୍କର…

ବ୍ରହ୍ମପୁରର ଲଜ୍ ବାଲାଜୀରେ ଅଗ୍ନିକାଣ୍ଡ: ୪ଟି ବାଇକ୍ ସହ ଜଳିଗଲା ଗୋଟେ ସାଇକେଲ

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ସହର ଗେଟ ବଜ଼ାର ଅନ୍ତର୍ଗତ ଲଜ୍ ବାଲାଜୀରେ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଲଜ୍ ର ଆଗ ଗେଟର ଭିତର ଭାଗରେ ଘଟିଥିଲା ଅଗ୍ନିକାଣ୍ଡ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି…

ବୁର୍ଜ ଖଲିଫା ନିକଟ ୩୫ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ; ସମସ୍ତ ମହଲାରୁ ବାହାରୁଛି ନିଆଁ ହୁଳା; ଦେଖନ୍ତୁ Video

ଦୁବାଇରେ ବିଶ୍ୱର ସବୁଠାରୁ ଉଚ୍ଚତମ ବିଲ୍ଡିଂ ବୁର୍ଜ ଖଲିଫା ନିକଟରେ ଥିବା ଏକ ୩୫ ମହଲା ଅଟ୍ଟାଳିକାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ କେହି ମୃତାହତ ହୋଇଥିବା ନେଇ ଖବର ନାହିଁ। ଅଗ୍ନିଶମ ବାହିନୀ ନିଅାଁକୁ ଆୟତ୍ତ କରି ନେଇଛନ୍ତି। କିନ୍ତୁ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

ଆଲ୍‌ମିରା ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ବାସୁଦେବପୁର(କେନ୍ୟୁଜ୍): ଭୟାବହ ଅଗ୍ନିକାଣ୍ଡ । ଆଲ୍‌ମିରା ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ଭଦ୍ରକ ଜିଲ୍ଲା ବାସୁଦେବପୁର ଦେଉଳି ଛକରେ ଥିବା ଆରତୀ ଆଲ୍‌ମିରା ଫ୍ୟାକ୍ଟ୍ରିରେ ନିଆଁ ଲାଗିଛି। ହଠାତ୍‌ ନିଆଁ ଲାଗିଯିବାରୁ କର୍ମଚାରୀ…

ଜଗତପୁରର ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୨୫ ଲକ୍ଷ ଟଙ୍କାର କଞ୍ଚାମାଲ୍‌ ସହ ପ୍ରାୟ ୧ କୋଟି ଟଙ୍କାର ସମ୍ପତ୍ତି…

କଟକ(କେନ୍ୟୁଜ): ଜଗତପୁରର ଏକ କାରଖାନାରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୨୫ ଲକ୍ଷ ଟଙ୍କାର କଞ୍ଚାମାଲ୍‌ ସହ ପ୍ରାୟ ୧ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଖବର ପାଇ ଚାଉଳିଆଗଞ୍ଜର ୨ଟି ଓ ବକ୍ସି ବଜାରର ଗୋଟେି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରୁଛନ୍ତି।…

ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ସ୍ଥିତ କେଶରୀ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ୮ଟି ଦୋକାନ ସମ୍ପୂର୍ଣ୍ଣ ଛାରଖାର

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ସ୍ଥିତ କେଶରୀ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ । ୮ଟି ଦୋକାନ ସମ୍ପୂର୍ଣ୍ଣ ଛାରଖାର । ୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଛି। ଅଗ୍ନିକାଣ୍ଡ ବେଳେ ମଲ୍‌ ବନ୍ଦ ଥିବାରୁ କୌଣସି ଗ୍ରାହକ, ଦୋକାନ ମାଲିକ ଓ କର୍ମଚାରୀ ନଥିଲେ…

କି ରାଗ କେଜାଣି, ପେଟ୍ରୋଲ ପକାଇ ଦୁଇ ଦୁଇଟି ଗାଡ଼ି ଜାଳି ଦେଲେ ଦୁର୍ବୃତ୍ତ

ବାସୁଦେବପୁର(କେନ୍ୟୁଜ): ଗାଡି ଜାଳି ଦେଲେ ଦୁର୍ବୃତ୍ତ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ବିନାୟକପୁର ପଂଚାୟତର ନଳପତି ଦାସ ସାହି ଗ୍ରାମରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଦୁଇଟି ଗାଡିକୁ ନିଆଁ ଲଗାଇଦେଇଥିବା ଦେଖିବାକୁ…

ନୂଆଦିଲ୍ଲୀ: CBI ହେଡକ୍ୱାର୍ଟରରେ ଲାଗିଲା ନିଆଁ, କ୍ଷୟକ୍ଷତିର ସୂଚନାକୁ ଅପେକ୍ଷା

ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। ନୂଆଦିଲ୍ଲୀ ସ୍ଥିତ ଲୋଧି ରୋଡରେ ଥିବା ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଘଟିଛି ଅଗ୍ନିକାଣ୍ଡ। ନିଆଁ ଲିଭାରେ ନିୟୋଜିତ ହୋଇଛନ୍ତି ୫ଟି ଦମକଳ ଗାଡି। ତେବେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ପାର୍କିଂ ଅଞ୍ଚଳରେ ଥିବା ଇଲେକ୍ଟ୍ରିକ…