Below header
Browsing Tag

fire mishap

ଭୁବନେଶ୍ୱର: ରାମ ମନ୍ଦିର ପଛ ପଟ ଏକ ଫୁଲ ଦୋକାନରେ ଲାଗିଲା ନିଆଁ,ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ପାଉଁଶ

ଭୁବନେଶ୍ୱର(କେନ୍ୟୁଜ୍):  ଭୁବନେଶ୍ୱର ରାମ ମନ୍ଦିର ପଛ ପଟ ଏକ ଫୁଲ ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ପାଉଁଶ । ପାଖାପାଖି ୫ ଟା ସମୟରେ ନିଆଁ ଲାଗିଥିବା ସୂଚନା ମିଳିଛି। ନିଆଁ ଲାଗିବା ଖବର ପାଇ କଳ୍ପନା ଦମକଳ ବାହିନୀ  ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।…

ଖୋର୍ଦ୍ଧା: ଚିଲିକା ସାନ ନାଇରୀ ଦଣ୍ଡା ସାହିରେ ଅଘଟଣ, ଗ୍ୟାସ ଲିକରୁ ନିଆଁ ଲାଗି ମହିଳା ଗୁରୁତର

ଟଙ୍ଗୀ(କେନ୍ୟୁଜ୍):  ଖୋର୍ଦ୍ଧା  ଜିଲ୍ଲା ଚିଲିକା ବ୍ଲକ୍ ସାନ ନାଇରୀ ଦଣ୍ଡା ସାହିରେ ଘଟିଛି ଅଘଟଣ । ନିଆଁରେ ପୋଡ଼ି ଗୁରୁତର ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ମହିଳାଙ୍କ ନାମ ଇନ୍ଦୁମତି ବେହେରା ।  ଇନ୍ଦୁମତି ଘରେ ରୋଷେଇ କରୁଥିବା ବେଳେ ଅଚାନକ ରୋଷେଇ ଗ୍ୟାସରୁ…

ଭଦ୍ରକ: ଚାନ୍ଦବାଲି ନଳଗୋହିରା ନୂଆଗାଁରେ ଭୟାବହ ଅଗ୍ନିକାଣ୍ଡ, ୪ ବଖରା ଘର ପୋଡ଼ିଯିବା ସହ ୫ ଗୋରୁ ଜୀବନ୍ତ ଦଗ୍ଧ

ଚାନ୍ଦବାଲି(କେନ୍ୟୁଜ୍): ଚାନ୍ଦବାଲି ବ୍ଲକ ନଳଗୋହିରା ପଞ୍ଚାୟତ ନୂଆଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର ଭୟାବୟ ଏତେ ଥିଲା ଯେ ଏଥିରେ ୫ ଗୋରୁ ନିଆଁରେ ଜଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହି ଅଗ୍ନି କାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ…

ସେରମ୍‌ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ ଘଟଣା: ଚାଲିଗଲା ୫ ଜଣଙ୍କ ଜୀବନ

କେନ୍ୟୁଜ୍(ବ୍ୟୁରୋ):  ମହାରାଷ୍ଟ୍ର ପୁନେର ସେରମ୍‌ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ସୂଚନା। ଇନଷ୍ଟିଚ୍ୟୁଟର ନୂଆ ବିଲ୍ଡିଂରେ ଲାଗିଥିଲା ନିଆଁ । ଏସଇଜେଡ ବିଲିଂର ନୂଆ ପ୍ଲାଣ୍ଟର ଚତୁର୍ଥ ଓ ପଞ୍ଜମ ମହଲାରେ ନିଆଁ ଲାଗିଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର…

ଦିଲ୍ଲୀ ସଫଦରଗଞ୍ଜ ହସ୍ପିଟାଲରେ ଅଗ୍ନିକାଣ୍ଡ, ନିଆଁକୁ କରାଯାଉଛି ଆୟତ୍ତ

ନୂଆଦିଲ୍ଲୀ : ଆଜି ଅପରାହ୍ନରେ ସଫଦରଗଞ୍ଜ ହସ୍ପିଟାଲରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ସର୍ଟ ସର୍କିଟ୍ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଜଣା ପଡିଛି। ତେବେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ସୂଚନା…

ଭୁବନେଶ୍ବର: ଗ୍ରୀନଚିଲି ଫାଷ୍ଟଫୁଡ଼୍ ଷ୍ଟଲରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ

ଭୁବନେଶ୍ବର(କେନ୍ୟୁଜ୍): ଫାଷ୍ଟଫୁଡ଼୍ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଘଟଣା ଘଟିଛି ଭୁବନେଶ୍ବର ଗୋପବନ୍ଧୁ ନଗର ସ୍ଥିତ ଗ୍ରୀନ ଚିଲି ଫାଷ୍ଟଫୁଡ଼୍ ଦୋକାନରେ । ଫାଷ୍ଟଫୁଡ଼୍ ତିଆରି କରୁଥିବା ସମୟରେ ପ୍ରଥମେ ତେଲ କଡେଇରୁ ନିଆଁ ବାହାରି…

ଯାଜପୁର: ଆର.ଏମ.ସି ମାର୍କେଟରେ ଅଗ୍ନିକାଣ୍ଡ, ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ବ୍ୟାପକ ସମ୍ପତ୍ତି ନଷ୍ଟ

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁର ସହରର ଆର ଏମ ସି ମାର୍କେଟ ନିକଟରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଯାଇଛି। ବିଦ୍ୟୁତ ଟ୍ରାନ୍ସଫର୍ମରରୁ ତେଲ ବାହାରି ପରିବା-ଟ୍ରେରେ ପ୍ରଥମେ ନିଆଁ ଲାଗି ଯାଇଥିଲା ଓ ପରେ ଏକ ଟ୍ରକରେ ମଧ୍ୟ ନିଆଁ ଲାଗି…

୪୦ରୁ ଅଧିକ ଚାଳିଆ ଘର ଜଳିପୋଡି ପାଉଁଶ

ଜଗତସିଂହପୁର (କେନ୍ୟୁଜ) : ଜଗତସିଂହପୁର ସୋମନାଥ ହାଟରେ ଭୟାବହ ଅଗ୍ନିକାଣ୍ଡ। ୪୦ରୁ ଅଧିକ ଚାଳିଆ ଘର ଜଳିପୋଡି ପାଉଁଶ। ତେବେ ଏତେ ବଡ ଅଗ୍ନିକାଣ୍ଡର କାରଣ ଏଯାଏଁ ଅସ୍ପଷ୍ଟ ରହିଛି।

୩୩ ମହଲା କୋଠାରେ ଲାଗିଲା ଭୟଙ୍କର ନିଆଁ, ଉଦ୍ଧାର ପାଇଁ ଲୋକେ କରୁଛନ୍ତି ପ୍ରାର୍ଥନା

ଏ ଭିଡିଓକୁ ଥରେ ଦେଖନ୍ତୁ। ହୁତୁହୁତୁ ହୋଇ ଜଳୁଛି ଅଟ୍ଟାଳିକା। ଦକ୍ଷିଣ କୋରିଆର ଉଲସାନ ସହରରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ଏଠାରେ ଏକ ୩୩ ମହଲା ଆପାର୍ଟମେଣ୍ଟରେ ଶୁକ୍ରବାର ସକାଳ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଏଥିରେ ୮୮ ଜଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି।…

ଭୁବନେଶ୍ବର: ପେଟ୍ରୋଲ ପମ୍ଫ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର

କେନ୍ୟୁଜ୍(ବ୍ୟୁରୋ):  ରାଜଭବନ ନିକଟ ପେଟ୍ରୋଲ ପମ୍ଫ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ସଚିବଙ୍କୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। ଏହା ସହ ରାଜ୍ୟ ସରକାରଙ୍କ…

ପେଟ୍ରୋଲ ପମ୍ପ ଅଗ୍ନିକାଣ୍ଡ ଘଟଣା: ଆହତଙ୍କୁ ମାଗଣା ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ  ଭୟାବହ ଅଗ୍ନିକାଣ୍ଡ ଘଟଣା । ଆହତଙ୍କୁ ମାଗଣା ଚିକିତ୍ସା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆହତ ବ୍ୟକ୍ତିଙ୍କ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ । ରାଜଧାନୀ ଭୁବନେଶ୍ବରର ରାଜଭବନ ଛକରେ ଥିବା ପେଟ୍ରୋଲ୍‌…

ଭୁବନେଶ୍ୱରରେ ଅଗ୍ନିକାଣ୍ଡ : ରୂପାଲି ଛକରେ ଥିବା ଦୁଇ ଚାଟ୍‌ ଦୋକାନ୍‌ ପୋଡ଼ି ପାଉଁଶ

ଭୁବନେଶ୍ୱର(କେନ୍ୟୁଜ୍‌) : ଭୁବନେଶ୍ୱରରେ ଭୟାବହ ଅଗ୍ନିକାଣ୍ଡ ଘଟିଯଇଛି । ରୂପାଲି ଛକରେ ଥିବା ଦୁଇଟି ଚାଟ୍‌ ଦୋକାନରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି । ଦୋକାନରେ ଥିବା ସମସ୍ତ ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିବା ଜଣାଯାଇଛି । ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ ହୋଇ ଏହି ଅଗ୍ନିକାଣ୍ଡ…