Browsing Tag

flight

ପାଇଲଟଙ୍କ ହାର୍ଟଆଟାକ ପରେ ସମବେଦନା ଜଣାଇଲା LATAM ଏୟାରଲାଇନ୍ସ

ମୃତ୍ୟୁ କେତେବେଳେ ଆସେ କେହି ବି କହି ପାରିବେନି । ଏହା ପାଇଁ କୌଣସି ନିଶ୍ଚିତ ସ୍ଥାନ କି ସମୟ ନଥାଏ । ତେବେ ବିମାନ ଯାତ୍ରା କରୁଥିବା ସମୟରେ ଅନେକ ଯାତ୍ରୀଙ୍କ ମୃତ୍ୟୁ ହେବା ଖବର ତ ଆପଣ ଶୁଣିଥିବେ । କିନ୍ତୁ ଯଦି ବିମାନର ପାଇଲଟର ମୃତ୍ୟୁ ହୋଇଯାଏ ତେବେ ଯାତ୍ରୀଙ୍କର କଣ ହେବ । କିନ୍ତୁ…

ଖୁବଶୀଘ୍ର କଳାହାଣ୍ଡିରୁ ଉଡ଼ିବ ବିମାନ, DGCA ପକ୍ଷରୁ ମିଳିଲା ଅନୁମତି

କେନ୍ୟୁଜ୍(ବ୍ୟୁରେ): ଖୁବଶୀଘ୍ର କଳାହାଣ୍ଡିରୁ ଉଡ଼ିବ ବିମାନ । କଳାହାଣ୍ଡିର ଉତକେଲା ବିମାନ ବନ୍ଦରରୁ ଭୁବନେଶ୍ବରକୁ ବିମାନ ଉଡ଼ିବ । ଏଥିପାଇଁ DGCA ପକ୍ଷରୁ ଅନୁମତି ମିଳିଛି । ଉତକେଲା ବିମାନ ବନ୍ଦରରୁ ବିମାନ ଉଡ଼ାଣ ନେଇ ଅନୁମତି ପରେ ଟ୍ବିଟ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ଲ୍ୟାଣ୍ଡିଂ କରୁଥିବା ବେଳେ ରନୱେରେ ଖସିଲା ବିମାନ, ଭୟରେ ଚିତ୍କାର କଲେ ଯାତ୍ରୀ: ଭିଡିଓ ଭାଇରଲ

ଲ୍ୟାଣ୍ଡିଂ କରୁଥିବା ସମୟରେ ରନୱେରେ ଖସିଲା ବିମାନ ଚକ । ବିମାନର ଚକା ରନୱେରୁ ଖସୁଥିବାର ଭିଡିଓ ଜଣେ ଯାତ୍ରୀଙ୍କ ମୋବାଇଲ କ୍ୟାମେରାରେ କଏଦ ହୋଇଛି । ବ୍ରାଜିଲରେ ଲଟମ ଏୟାରଲାଇନ୍ସର ବିମାନ ନମ୍ବର LA ୩୩୦୦, ସାଓ ପାଉଲୋ-ଗୁଆରୁଲହୋସ ବିମାନ ବନ୍ଦରରୁ ସକାଳ ପ୍ରାୟ ୯:୨୦ ସମୟରେ ଉଡ଼ାଣ ଆରମ୍ଭ…

ଉଡାଣ ଭରିବା ବେଳେ ଫାଟିଗଲା ବିମାନର ଚକା, ୧୧ ଯାତ୍ରୀ ଆହତ

ହଂକଂ ଏୟାରଲାଇନ୍ସ କ୍ୟାଥେ ପାସିଫିକ୍ ଏକ ବିମାନ ଦୁର୍ଘଟଣାର ଶିକାର ହୋଇଛି । ବିମାନରେ ବୈଷୟିକ ତ୍ରୁଟି ଯୋଗୁଁ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଉଡ଼ାଣ ବନ୍ଦ ହୋଇଯାଇଥିଲା। ଜରୁରୀକାଳୀନ ସ୍ଥାନାନ୍ତର ଯୋଗୁଁ ୧୧ ଜଣ ଯାତ୍ରୀ ଆହତ ହୋଇଥିଲେ। ହଂକଂରୁ ଲସ୍ ଏଞ୍ଜେଲ୍ସକୁ ଯାଉଥିବା ବିମାନ…

ଫ୍ଲାଇଟରେ ଥର୍ମୋମିଟର କାହିଁକି ମନା ?

ଯଦି ଆପଣ କେବେ ବିମାନରେ ଯାତ୍ରା କରିଛନ୍ତି, ତେବେ ଆପଣ ଜାଣିଥିବେ ଯେ ଯାତ୍ରା ସମୟରେ ବିମାନରେ ଅନେକ ଜିନିଷ ନେବା କରିବା ନିଷେଧ। ନିୟମ ଅନୁଯାୟୀ, ଆପଣ ବିମାନରେ କୌଣସି ତୀକ୍ଷ୍ଣ ବସ୍ତୁ ନେଇପାରିବେ ନାହିଁ। ଏହା ସହିତ, ଆହୁରି ଅନେକ ଜିନିଷ ଅଛି ଯାହାକୁ ଆପଣ ବିମାନରେ ଯାତ୍ରା କରିବା ସମୟରେ…

ପୁଣି ବିମାନରେ ପରିସ୍ରା କାଣ୍ଡ, ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବିମାନରେ ସହଯାତ୍ରୀଙ୍କ ଉପରକୁ ପରିସ୍ରା କଲେ ବ୍ୟକ୍ତି

ବିମାନରେ ପୁଣି ଥରେ ଜଣେ ଯାତ୍ରୀ ସହଯାତ୍ରୀଙ୍କ ଉପରକୁ ପରିସ୍ରା କରିବା ଘଟଣା ସାମନାକୁ ଆସିଛି। ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏକ ଆମେରିକା ବିମାନରେ ଏଭଳି ଘଟଣା ଘଟିଛି । ଅଭିଯୋଗ ପରେ ଦିଲ୍ଲୀର ଇନ୍ଦିରାଗାନ୍ଧି ଏୟାରପୋର୍ଟରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଖବର ମୁତାବକ, ଆମେରିକା…

ପୁଣି ବିମାନରେ ଯାତ୍ରୀଙ୍କ ଉପରେ ପରିସ୍ରା ଅଭିଯୋଗ, ଦିଲ୍ଲୀ ଏୟରପୋର୍ଟରେ ଗିରଫ ଭାରତୀୟ ନାଗରିକ

ନୂଆଦିଲ୍ଲୀ: ପୁଣି ବିମାନରେ ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଅଭିଯୋଗ । ଆମେରିକାନ ଏୟାରଲାଇନ୍ସ ବିମାନରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଘଟଣାରେ ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଛି । ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବେଳେ ଜଣେ ଭାରତୀୟ ନାଗରିକଙ୍କୁ ଦିଲ୍ଲୀ ଏୟରପୋର୍ଟରେ ଗିରଫ କରାଯାଇଛି…

ମଝି ଆକାଶରେ ଜଳିଲା ବିମାନ, ଅଳ୍ପକେ ବର୍ତ୍ତିଲେ ୧୭୩ ଯାତ୍ରୀ

ମଝି ଆକାଶରେ ବିମାନରେ ଲାଗିଲା ନିଆଁ । ଆମେରିକାର ଓହିଓ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ପରେ ପକ୍ଷୀ ସହିତ ଧକ୍କା ଖାଇ ଇଞ୍ଜିନରେ ନିଆଁ ଲାଗିଯାଇଥିବା ଜଣାପଡିଥିଲା । ପରେ ବିମାନଟି ନିରାପଦରେ ଅବତରଣ କରିଥିବା ସୂଚନା ମିଳିଛି । ପକ୍ଷୀ ମାଡ ହେବା ପରେ ଏକ ଇଞ୍ଜିନରୁ ନିଆଁ ବାହାରିବା…

ବିମାନରେ ପୁରୁଷ ଆଟେଣ୍ଡାଣ୍ଟଙ୍କୁ କିସ୍‌ କଲେ ନିଶାରେ ଚୁର୍‌ ଥିବା ବୟସ୍କ ବ୍ୟକ୍ତି, କହିଲେ ‘ତୁମେ ବହୁତ ସୁନ୍ଦର’

ଗତ କିଛିଦିନ ହେଲାଣି ବିମାନରେ ବିଭିନ୍ନ ପ୍ରକାରର ଅମାନବୀୟ କାଣ୍ଡ ଘଟଣା ଘଟିଛି । ବିମାନରେ ପରିସ୍ରାକାଣ୍ଡରୁ ଆରମ୍ଭ କରି ଅସଦାଚରଣ ଭଳି ମାମଲା ସାମ୍ନାକୁ ଆସିଛି । ଏହାମଧ୍ୟରେ ଏକ ନୂଆ ଘଟଣା ଘଟିଛି । ଜଣେ ଯାତ୍ରୀ ପୁରୁଷ ଆଟେଣ୍ଡାଣ୍ଟଙ୍କୁ ଜବରଦସ୍ତ କିସ୍‌ କରିଛନ୍ତି । ଆମେରିକାର ଆଲାସ୍କା…

Flight ରେ ବ୍ୟାନ Appleର ଏହି ଡିଭାଇସ୍‌!

ଫ୍ଲାଇଟରେ ଆପଲ ଡିଭାଇସ୍‌ କୁ କରାଯାଇଛି ବ୍ୟାନ। ଯଦି ଆପଣ ବି ଫ୍ଲାଇଟରେ ଯାତ୍ରା କରୁଛନ୍ତି ଆଉ ଆଇଫୋନ ବ୍ୟବହାର କରୁଛନ୍ତି ତେବେ ଏହା ଉପରେ ରୋକ ଲାଗିବ। ଆପଣ ମନଇଚ୍ଚା ଆପଲ ଡିଭାଇସ୍‌ ନେଇ ଫ୍ଲାଇଟରେ ଯାତ୍ରା କରିପାରିବେ ନାହିଁ। ଜାଣନ୍ତୁ ଏହାକୁ ନେଇ ଏବେ ସମ୍ପୂର୍ଣ୍ଣ ଅପଡେଟ। ଆପଲ…

ମଝି ଆକାଶରେ ଜରୁରୀକାଳୀନ ଦ୍ବାର ଖୋଲିବାକୁ ଚେଷ୍ଟା କରୁଥିଲେ ଯାତ୍ରୀ, ମନା କରିବାରୁ କଲେ ଆକ୍ରମଣ

ପୁଣି ବିମାନରେ ଉନ୍ମତ୍ତ କାଣ୍ଡ କଲେ ଯାତ୍ରୀ । ମଝି ଆକାଶରେ ଜରୁରୀକାଳୀନ ଦ୍ବାର ଖୋଲିବାକୁ ଚେଷ୍ଟା କରିବା ସହିତ ଜଣେ ବିମାନ କର୍ମଚାରୀଙ୍କ ବେକରେ ଛୁରୀ ମାରିବା ଉଦ୍ୟମ କରିଥିଲେ । ଏହି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଲସ ଏଞ୍ଜେଲସରୁ ବୋଷ୍ଟନ ଅଭିମୁଖେ ୟୁନାଇଟେଡ୍ ଏୟାରଲାଇନ୍ସର…

ପୁଣି ବିମାନରେ ଯାତ୍ରୀଙ୍କ ଉପରେ ପରିସ୍ରା, ଆମେରିକାର ଏୟାରଲାଇନରେ ନିଶା ଅବସ୍ଥାରେ ଛାତ୍ର କଲେ ଏମିତି କାଣ୍ଡ

ପୁଣି ବିମାନ ଭିତରେ ଯାତ୍ରୀଙ୍କ ଉପରେ ପରିସ୍ରା । ମଝି ଆକାଶରେ ବିମାନ ଉଡୁଥିବା ବେଳେ ଜଣେ ଯାତ୍ରୀଙ୍କ ଉପରେ ପରିସ୍ରା କରି ଦେଲେ ମଦ୍ୟପ ବ୍ୟକ୍ତି । ନ୍ୟୁୟର୍କରୁ ନୂଆଦିଲ୍ଲୀ ଆସୁଥିବା ଆମେରିକା ଏୟାରଲାଇନ୍ସର Del JFL ବିମାନରେ ଏହି ଘଟଣା ଘଟିଛି । ବିମାନ ଦିଲ୍ଲୀ ଇନ୍ଦିରା ଗାନ୍ଧି…