ବଗିଚା କିମ୍ବା ପାର୍କର ଭ୍ରମ ସୃଷ୍ଟି କରୁଛି ହସ୍ପିଟାଲ, ଲାଗିଛି ହଜାର ହଜାର ସଂଖ୍ୟକ ଔଷଧୀୟ ଗଛ
ଦେଶ ଏବଂ ସମାଜ ପାଇଁ ଯାହାଙ୍କ ସେବା ଏବଂ ଉତ୍ସର୍ଗୀକୃତ ମନୋଭାବ ରହିଛି, ତାଙ୍କୁ ସବୁବେଳେ ସମସ୍ତେ ମନେରଖନ୍ତି । ସେ ବହି ପୃଷ୍ଠାରେ ହେଉ କିମ୍ବା ଫଟୋ ଚିତ୍ରରେ, ପୁଣି କାହାର ସ୍ଥାପିତ ହୋଇଥିବା ପ୍ରତିମୂର୍ତ୍ତିକୁ ଦେଖି ଆମେ ବୀର ପୁରୁଷଙ୍କ ମନେ ପକାଉ । ତେବେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା…