Browsing Tag

for glowing skin

ଘରେ ତିଆରି କରନ୍ତୁ ଏହିସବୁ ଫେସ୍ ମାସ୍କ, ତ୍ୱଚାରେ ଆସିବ ଚମକ

ମହିଳାମାନେ କାର୍ଯ୍ୟବ୍ୟସ୍ତତା ଯୋଗୁ ନିଜ ପାଇଁ ସମୟ ଦେଇପାରନ୍ତି ନାହିଁ । ଯାହାଫଳରେ ନିଜ ଚେହେରା ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ନିଜର ସ୍କିନ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । ଯଦି ଦିନବେଳେ ନିଜ ସ୍କିନ ପ୍ରତି ଧ୍ୟାନ…

ଗ୍ଲୋଇଙ୍ଗ ସ୍କିନ ପାଇଁ ଲଗାନ୍ତୁ ଅମୃତଭଣ୍ଡା ଏବଂ ହଳଦୀର ଫେସ୍‌ ମାସ୍କ, ମିଳିବ ଅନେକ ଫାଇଦା

ପ୍ରତ୍ୟେକ ବ୍ୟକ୍ତି ହେଲଦି ଏବଂ ଗ୍ଲୋଇଙ୍ଗ ସ୍କିନ ଚାହିଁଥାନ୍ତି । ଏଥିପାଇଁ ବହୁତ ଲୋକ ଅନେକ ପ୍ରକାରର ବ୍ୟୁଟି ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି । ତେବେ ଏହାର ଅଧିକ ବ୍ୟବହାର ସ୍କିନରେ ଅନେକ ସମସ୍ୟା ମଧ୍ୟ ଆଣିପାରେ । କିନ୍ତୁ ଆପଣ ଜାଣିଛନ୍ତି କି, ଆପଣ ଯାହା ଖାଉଛନ୍ତି ସେହି ଜିନିଷକୁ…

କମଳା ଚୋପା ଫୋପାଡ଼ି ଦେଉଛନ୍ତି କି? ଏଥିରେ କରିପାରିବେ ଫେସ୍ ପ୍ୟାକ୍, ମିଳିବ ସୁନ୍ଦର ତ୍ୱଚା

ଅଧିକାଂଶ ଲୋକ କମଳା ଚୋପାକୁ ଫିଙ୍ଗିଦିଅନ୍ତି । କିନ୍ତୁ କ'ଣ ଆପଣ ଜାଣନ୍ତି ଏହି ଚୋପାରେ କେତେ ଲାଭକାରୀ ପୋଷକ ତତ୍ତ୍ୱ ଲୁଚି ରହିଥାଏ! ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବର୍ଜ୍ୟବସ୍ତୁ ଭାବି ଫୋପାଡ଼ି ଦେଉଥିବା କମଳା ଚୋପା ଆପଣଙ୍କ ତ୍ୱଚାର ଚମକକୁ ବଢ଼ାଇବାରେ ପ୍ରଭାବଶାଳୀ ହୋଇପାରେ । ଆପଣ ନିଜ…

ଏହି ୱେଡିଂ ସିଜିନରେ ବାହା ହେଉଛନ୍ତି କି ? ଆପଣାନ୍ତୁ ଏହି ଉପାୟ ତ୍ବଚାରେ ଆସିବ ଗ୍ଲୋ

ବିବାହ ସିଜିନ ଆସିଯାଇଛି। ଯଦି ଆପଣ ଏହି ସିଜିନରେ ବାହା ହେବାକୁ ଯାଉଛନ୍ତି, ତେବେ ନିଜ ତ୍ବଚାର ଧ୍ୟାନ ରଖିବା ମଧ୍ୟ ନତାନ୍ତ ଆବଶ୍ଯକ। ଯଦି ଆପଣ ଚେହେରାରେ ଗ୍ଲୋ ପାଇବାକୁ ଚାହୁଁଚନ୍ତି, ତେବେ ଆଜିଠାରୁ ଏହାର ଟ୍ରିଟମେଣ୍ଟ ଆରମ୍ଭ କରିଦିଅନ୍ତୁ। ଆଜିକାଲି ବିୟୁଟିପାର୍ଲରରେ ବିବାହ ପୂର୍ବରୁ…

ୱେଡିଂ ସିଜିନରେ ଗ୍ଲୋ କରିବ ସ୍କିନ୍, ଆପଣାନ୍ତୁ ଏହିସବୁ ଘରୋଇ ଉପଚାର

ଖୁବ ଶୀଘ୍ର ୱେଡିଂ ସିଜିନ ଆରମ୍ଭ ହେବାକୁ ଯାଉଛି । ଆପଣ ମଧ୍ୟ ନିଶ୍ଚିତ ଭାବରେ ନିଜ ପରିବାର ବର୍ଗ କିମ୍ବା ବନ୍ଧୁଙ୍କ ବିବାହ ପାଇଁ ନିମନ୍ତ୍ରଣ ପାଇଥିବେ । ପ୍ରତ୍ୟେକ ମହିଳା ବିବାହକୁ ଯିବାବେଳେ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି । ଯେଉଁଥିପାଇଁ ମହିଳାମାନେ ସବୁଠାରୁ ବେଷ୍ଟ ଏବଂ ଟ୍ରେଣ୍ଡିଂ…

ଶୀତଦିନେ ପିଅନ୍ତୁ ଏହି ସବୁ ଜୁସ୍, ମିଳିବ ନ୍ୟାଚୁରାଲ ଗ୍ଲୋଇଂ ସ୍କିନ୍

ଶୀତଦିନ ଆସିବା ମାତ୍ରେ ହି ଆମ ତ୍ୱଚା ଶୁଷ୍କ ହୋଇଯାଏ । କାରଣ ଥଣ୍ଡା ପବନ ତ୍ୱଚାର ମଶ୍ଚରାଇଜ ଗୁଣ ଟାଣି ନେଇଥାଏ, ଯାହାଦ୍ୱାରା ତ୍ୱଚା ଶୁଷ୍କ ଏବଂ ରୁକ୍ଷ ହୋଇଯାଏ । ଏହି ଋତୁରେ ଉପଲବ୍ଧ ଫଳ ଏବଂ ପନିପରିବା ଆମ ଚର୍ମ ଏବଂ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ତେଣୁ ଯଦି ଆପଣ ମଧ୍ୟ ନିଜର…

ବାଦାମ ତେଲରେ ଲୁଚି ରହିଛି ଗ୍ଳୋଇଂ ସ୍କିନର ରାଜ, ମିଳିବ ଅନେକ ଫାଇଦା

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଆମେ ନିଜର ତ୍ୱଚାର ଯତ୍ନ ନେବାକୁ ଭୁଲିଯାଉଛେ । ପ୍ରଦୂଷଣ ହେତୁ ତ୍ୱଚା ଖରାପ ଏବଂ ରୁକ୍ଷ ହୋଇଯାଉଛି ଏବଂ ସୁନ୍ଦର ତ୍ୱଚା ପାଇବା ପାଇଁ ଆମେ ଦାମୀ ବ୍ୟୁଟି ଟ୍ରିଟମେଣ୍ଟ କରି ନିଜର ଟଙ୍କା ନଷ୍ଟ କରୁଛୁ । ତ୍ୱଚାର ଯତ୍ନ ନ ନେବା କିମ୍ବା ସ୍କିନ୍ ସମ୍ବନ୍ଧୀୟ ଅନେକ…

ବିନା ପାର୍ଲର ଯାଇ ଘରେ ମିଳିବ ଇନଷ୍ଟାଣ୍ଟ ଗ୍ଲୋ, ଆପଣାନ୍ତୁ ଏହିସବୁ ଟିପ୍ସ

ଆସିଛି ଆଲୋକର ପର୍ବ ଦୀପାବଳି । ୩୧ ଅକ୍ଟୋବର ଗୁରୁବାର ଅର୍ଥାତ ଆଜି ସବୁଠି ଖୁବ ଉତ୍ସାହର ସହ ଦୀପାବଳି ପାଳନ କରାଯାଉଛି । ବର୍ଷର ସବୁଠାରୁ ବଡ ପର୍ବରେ ସମସ୍ତେ ଭଲ ଲୁକ୍ ପାଇବାକୁ ଚାହାଁନ୍ତି । ସମସ୍ତେ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି । କିନ୍ତୁ ବିଶେଷକରି ମହିଳାମାନେ ଘର ଏବଂ ବାହାର…

ଚମକଦାର ତ୍ୱଚା ପାଇଁ ଲଗାନ୍ତୁ ଅଟା ଫେସ୍ ପ୍ୟାକ୍, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଆପଣ ପ୍ରତି ମାସରେ ବ୍ୟୁଟି ଟ୍ରିଟମେଣ୍ଟ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି କି? ଯଦି ହଁ, ତେବେ ବର୍ତ୍ତମାନ ଆପଣଙ୍କର ଖର୍ଚ୍ଚ କମ୍ ହେବାକୁ ଯାଉଛି କାରଣ ଆପଣ ନିଜ ଘରର ରୋଷେଇ ଘରେ ସହଜରେ ଉପଲବ୍ଧ କିଛି ଜିନିଷ ବ୍ୟବହାର କରି ଏକ କେମିକାଲ ଫ୍ରି ଫେସ୍ ମାସ୍କ ତିଆରି କରିପାରିବେ । ଯାହା…

ରାତିରେ ଶୋଇବା ପୂର୍ବରୁ ବ୍ୟବହାର କରନ୍ତୁ ଏହି ତେଲ, ପାଇବେ ଚମକଦାର ତ୍ୱଚା

ଯେପରି ମର୍ନିଙ୍ଗ ସ୍କିନକେୟାର ଗୁରୁତ୍ୱପୂର୍ଣ୍ଣ, ସେହିଭଳି ନାଇଟ୍ ସ୍କିନକେୟାର ମଧ୍ୟ ଆମ ତ୍ୱଚା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନେକ ଥର ଲୋକମାନେ ଅଳସୁଆମି ହେତୁ ରାତିରେ ସେମାନଙ୍କର ତ୍ୱଚାର ଯତ୍ନ ନିଅନ୍ତି ନାହିଁ । ରାତିରେ ଆପଣଙ୍କ ସ୍କିନର ଯତ୍ନ ନେବା ପାଇଁ ଆପଣଙ୍କୁ କୌଣସି ଦାମୀ…

ତ୍ୱଚା ପାଇଁ ବରଦାନ ସଦୃଶ ହୋଇଥାଏ କଞ୍ଚା କ୍ଷୀର, ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ଫେସ୍ ପ୍ୟାକ୍

ଗ୍ଳୋଇଂ ସ୍କିନ୍ ପାଇଁ ପାର୍ଲରକୁ ଯାଇ ଟଙ୍କା ଖର୍ଚ୍ଚ କରିବାର ଆବଶ୍ୟକତା କ’ଣ! ଯେତେବେଳେ କି ଆପଣ ଘରେ ବସି ଅତି ସହଜରେ ଗ୍ଳୋଇଂ ସ୍କିନ୍ ପାଇପାରିବେ । ବଜାରରେ ମିଳୁଥିବା କେମିକାଲ ଫେସ୍ ପ୍ୟାକ୍ ଠାରୁ ଘରେ ତିଆରି ପ୍ରାକୃତିକ ଫେସ୍ ପ୍ୟାକ୍ ଆମ ତ୍ୱଚା ପାଇଁ ଅଧିକ ଲାଭଦାୟୀ ହୋଇପାରେ ।…

ଜାଣିଛନ୍ତି କି ଜାପାନୀ ମହିଳାଙ୍କ ସୌନ୍ଦର୍ଯ୍ୟର ରାଜ? ଏଭଳି ରଖନ୍ତି ନିଜ ତ୍ୱଚାର ଧ୍ୟାନ

ଆପଣ ନିଶ୍ଚୟ ଶୁଣିଥିବେ ସୁନ୍ଦର ମହିଳାମାନଙ୍କୁ ଜାପାନୀ ଗୁଡିୟା କୁହାଯାଏ । ଏହାର କାରଣ ହେଉଛି ସେମାନଙ୍କର ସ୍କିନ ବହୁତ ଗ୍ଲୋଇଂ ଏବଂ ହେଲ୍ଦି ଦେଖାଯାଏ । ଯଦି ଆପଣ ମଧ୍ୟ ତାଙ୍କ ସ୍କିନ୍ କେୟାର ରୁଟିନ୍ ଜାଣିବାକୁ ଚାହାଁନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ ଜଣାଇବୁ । ପ୍ରତିଦିନ…