Browsing Tag

fraud

Trading Scam: ଟ୍ରେନିଂ ଆଳରେ ଅଢ଼େଇ କୋଟି ଚଳୁ, ଜଣେ ଗିରଫ

ଭୁବନେଶ୍ୱର: ଟ୍ରେନିଂ ଆଳରେ ଅଢ଼େଇ କୋଟି ଚଳୁ । ଦେଢ଼ ବର୍ଷ ପରେ ଜଣେ ଗିରଫ । ମୁଖ୍ୟ ଅଭିଯୁକ୍ତ ସମେତ ୪ ଫେରାର । ଟ୍ରେଡିଂରେ ଟଙ୍କା ନିବେଶ କରାଇବା ନାଁରେ ଅଢ଼େଇ କୋଟି ଟଙ୍କାର ଚଳୁ ଅଭିଯୋଗ । ଟ୍ରେନିଂ ଦେବା ଆଳରେ ୩୦ରୁ ଅଧିକ ଲୋକଙ୍କଠାରୁ ଟଙ୍କା ନେଇ ଠକେଇ କରିଥିବା ଅଭିଯୋଗ । ମାମଲାରେ…

Financial fraud: ସରକାରୀ ଚାକିରି କରାଇଦେବା କହି ଦେଢ଼ କୋଟି ଟଙ୍କା ଠକେଇ, ଦମ୍ପତିଙ୍କ ସହ ୫ ଗିରଫ

ବ୍ରହ୍ମପୁର : ସରକାରୀ ଚାକିରି କରାଇଦେବା କହି ଦେଢ଼ କୋଟି ଟଙ୍କା ଠକେଇ । ସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଆଶାୟୀଙ୍କ ଠାରୁ ଦେଢ଼ କୋଟି ଟଙ୍କା ଲୁଟ ।  ଅଭିଯୋଗ ପାଇବା ପରେ ବ୍ରହ୍ମପୁର ବୈଦ୍ୟନାଥ ଥାନା ପୋଲିସ ଜଗଦୀଶ ବେହେରା ଓ ତାଙ୍କର ୪ ସହଯୋଗୀଙ୍କୁ ଗିରଫ କରି କୋର୍ଟ…

IHM ପରୀକ୍ଷାରେ ବଡ଼ ଜାଲିଆତି, ନକଲି ପରୀକ୍ଷାର୍ଥୀ ଦେଇ ଧରାପଡ଼ିଲେ ଅସଲି ପରୀକ୍ଷାର୍ଥୀ

ଭୁବନେଶ୍ବର: ପରୀକ୍ଷାରେ ପାସ କରିବାକୁ ଜାଲିଆତି । ଅସଲ ବଦଳରେ ପରୀକ୍ଷ ଦେଲା ନକଲି ପରିକ୍ଷାର୍ଥୀ । ଧରାପଡ଼ିଲା କାରସାଦି ବାନ୍ଧିଲା ପୋଲିସ । ସର୍ବଭାରତୀୟ ଶିକ୍ଷାନୁଷ୍ଠାନ IHM ରେ ଅସଲି  ପରୀକ୍ଷାର୍ଥି ବଦଳରେ ନକଲି ପରୀକ୍ଷାର୍ଥୀ ପରୀକ୍ଷା ଦେଇ ଧରାପଡ଼ିବା ପରେ ପୋଲିସ ଜଣଙ୍କୁ ଗିରଫ…

ଚାକିରି କରାଇ ଦେବାକୁ କହି ୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ତଦନ୍ତ କରୁଛି ପୋଲିସ

ସୁନ୍ଦରଗଡ: ଚାକିରି କରାଇ ଦେବାକୁ କହି ୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ସୁନ୍ଦରଗଡ ଜିଲ୍ଲା ବଣାଇ ଥାନାରେ ଏନେଇ ଲିଖିତ ଅଭିଯୋଗ ହୋଇଛି । ସଦର ମହାନ୍ତିପଡ଼ାର ଉମା ନାୟକ ଓ ତାଙ୍କ ସ୍ୱାମୀ ଲିଙ୍ଗରାଜ ନାୟକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କର ସମ୍ପର୍କୀୟ ଝିଆରୀ ଭାନୁମତୀ ନାୟକ ତାଙ୍କ ଝିଅଙ୍କୁ…

ବ୍ୟାଙ୍କରେ ଖାତା ଖୋଲି ୪୪ ଜଣ ଶ୍ରମିକ ଠକେଇର ଶିକାର, ଆକାଉଣ୍ଟରେ ହୋଇଛି କୋଟି କୋଟି ନେଣଦେଣ

ଢେଙ୍କାନାଳ : ଚାକିରି ଲୋଭରେ ବ୍ୟାଙ୍କରେ ଖାତା ଖୋଲି ୪୪ ଜଣ ଶ୍ରମିକ ଠକେଇର ଶିକାର । ରାଜ୍ୟ ଓ ରାଜ୍ୟ ବାହାରୁ ଆକାଉଣ୍ଟରେ ହୋଇଛି କୋଟି କୋଟି ନେଣଦେଣ । ଏଭଳି ଠକାମୀର ଶିକାର ହୋଇଛନ୍ତି ଢେଙ୍କାନାଳ କଙ୍କଡ଼ାହାଡ଼ ବ୍ଲକର ବିଭିନ୍ନ ଗାଁର ୪୪ ଜଣ ଶ୍ରମିକ। ସୂଚନା ଅନୁସାରେ, କଟକ ଜିଲ୍ଲାରେ…

ଲଭ୍, ସେକ୍ସ ଓ ଧୋକା, ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ୩୦ ଲକ୍ଷର ଗହଣା ଠକିନେଲା ରସିକିଆ ଡାକ୍ତର

ଭୁବନେଶ୍ୱର : ଲଭ-ସେକ୍ସ-ଧୋକା । ମହିଳାଙ୍କ ଟଙ୍କାରେ ବିଦେଶ ବୁଲୁଥିବା ରସିକିଆ ଡାକ୍ତର ଗିରଫ । ଡାକ୍ତର ଅବିନାଶ ମହାନ୍ତିଙ୍କୁ ଉମର କୋଟରୁ ଗିରଫ କଲା ପୋଲିସ । ଭୁବନେଶ୍ବର ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ ପୀଡିତା । ଶାରୀରିକ ସମ୍ପର୍କ ରଖିବା ସହ ବିବାହର ପ୍ରଲୋଭନ ଦେଖାଇ…

ଏଚଡିଏଫସି ବ୍ୟାଙ୍କରେ ନକଲି ସୁନାକୁ ନିଲାମ କରି ଠକେଇ ଅଭିଯୋଗ, ବ୍ୟାଙ୍କ ଭିତରେ ହୋହାଲ୍ଲା

ଚାନ୍ଦବାଲି: ଚାନ୍ଦବାଲି ଏଚଡିଏଫସି ବ୍ୟାଙ୍କରେ ନକଲି ସୁନାକୁ ନିଲାମ କରି ଠକେଇ ଅଭିଯୋଗ । ବ୍ୟାଙ୍କ ଭିତରେ ହୋହାଲ୍ଲା କଲେ ଠକାମୀର ଶିକାର ଦମ୍ପତି। ଏନେଇ ଚାନ୍ଦବାଲି ଥାନାରେ ଏତଲା ଦେଇଛନ୍ତି କୃଷ୍ଣନଗର ଗାଁର ପଞ୍ଚାନନ ସାହୁ । ସେ ଏତଲାରେ ଉଲ୍ଲେଖ କରିଛନ୍ତି, ଏଚଏଫଡିସି ବ୍ୟାଙ୍କ…

ଜମି କିଣାବିକାରେ ଆଉ ହୋଇପାରିବନି ଠକେଇ, ଆସିବ ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋଡ ପଟ୍ଟା

ଭୁବନେଶ୍ୱର : ଜମି କିଣାବିକାରେ ଆଉ ହୋଇପାରିବନି ଠକେଇ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସିବ ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋଡ ପଟ୍ଟା ।  ପଟ୍ଟାରେ ଥିବା କ୍ୟୁଆର କୋଡକୁ ସ୍କାନ କଲେ ପଟ୍ଟାର ସମ୍ପୂର୍ଣ୍ଣ ଇତିହାସ ବାହାରିବ । ଏହା ଦ୍ଵାରା ଲୋକଙ୍କୁ ଭୁତାଇ ଆଉ ଜମି…

ଚାକିରି ନାଁରେ ୪୦ ଲକ୍ଷ ଠକେଇ, ଅଭିଯୁକ୍ତ ନିକଟରୁ ନକଲି ନିଯୁକ୍ତିପତ୍ର ଜବତ

ରାଉରକେଲା : ଚାକିରି ନାଁରେ ୪୦ ଲକ୍ଷ ଠକେଇ । କୋରାପୁଟ ଜିଲ୍ଲା ଜୟପୁରରୁ ଠକକୁ ଉଠାଇ ଆଣିଲା ଛେଣ୍ଡ ପୋଲିସ । ଚାକିରି ଦେବା ନାଁରେ ଶିକ୍ଷିତ ଯୁବକଙ୍କଠୁ ୪୦ ଲକ୍ଷ ଠକିଥିଲା। ଅଭିଯୁକ୍ତ ନିକଟରୁ ବହୁ ନକଲି ନିଯୁକ୍ତିପତ୍ର ଜବତ କରିଛି ପୋଲିସ। Also Read : ନିଶା ବେପାରୀଙ୍କ ଘରେ ବୁଲିଲା…

ଖାଦ୍ୟରେ ନିଶା ଦେଇ ଲୁଟ୍, ଘରୁ ନଗଦ ଟଙ୍କା ଓ ସୁନା ନେଇ ଛୁ ମାରିଲେ ୧୨ ବୋହୂ

ଜଣେ କି ଦୁଇ ଜଣ ନୁହେଁ ଏକା ସାଙ୍ଗେ ୧୨ ଜଣ ବୋହୂ ଶାଶୁଘରୁ ଫେରାର ମାରିଛନ୍ତି । ପ୍ରଥମେ ସ୍ବାମୀ, ଶାଶୁ ଓ ଶ୍ବଶୁର ତଥା ପରିବାର ଲୋକଙ୍କ ବିଶ୍ବାସ ଜିତିଲେ । ପୂଜା, ପାଠ ତଥା ରୋଷେଇରେ ପାରଙ୍ଗମ ଥିଲେ ସବୁ ବୋହୂ । କିନ୍ତୁ ଗୋଟିଏ ରାତିରେ ଶାଶୁଘର ଲୋକଙ୍କୁ ଖାଇବାରେ ନିଶା ଦେଇ ଫେରାର…

ପାଠ ପଢାଇବା ଆଳରେ ଯୌନ ନିର୍ଯାତନା ଦେଉଥିଲେ ବାବା, ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ୧୭ ଛାତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀର ଡାର୍ଟି ଆଶ୍ରମ । ପାଠ ପଢାଇବା ଆଳରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିଲେ ବାବା । ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରେ ଥିବା ଏକ ଆଶ୍ରମର ମୁଖ୍ୟ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀଙ୍କ ବିରୋଧରେ ଆସିଛି ଏପରି ସାଂଘାତିକ ଅଭିଯୋଗ । ଜଣେ କି ଦୁଇ ଜଣ ନୁହେଁ ୧୭ ଜଣ ଛାତ୍ରୀ…

ମଟନ ଦେଇ ଭକୁଆ ବନେଇଲେ, ଅନଲାଇନ୍ ଆପ୍ ଲୁଟିନେଲା କୋଟି କୋଟି ଟଙ୍କା

ଚୌଦ୍ବାର: ଲୋକଙ୍କୁ ଚୁନା ଲଗାଇଲା ଅନଲାଇନ୍ କମ୍ପାନୀ । ମାୟାରେ ଫସି ଟଙ୍କା ହରାଇଲେ ଲୋକେ । ଗାଁ ଲୋକଙ୍କୁ ଡାକି ବୈଠକ କଲେ । ମଟନ ଖାଇବାକୁ ଦେଇ ଅନଲାଇନ୍ ଆପ୍ ରେ ଟଙ୍କା  ବିନିଯୋଗ କରିବାକୁ କହିଲେ । ରାତାରାତି ଲକ୍ଷ ପତି ହେବାର  ସ୍ବପ୍ନ ଦେଖାଇଲେ । କିନ୍ତୁ ଏବେ ଲୁହରେ ପରିଣତ ହୋଇଛି…