Browsing Tag

fraud

ଋଣ ଦେବେ କହି ଲୁଟିନେଲେ ଲକ୍ଷାଧିକ ଟଙ୍କା, ଜାଣନ୍ତୁ ପୁରା ମାମଲା

ବଢ଼ିଚାଲିଛି ଠକଙ୍କ ଉତ୍ପାତ । କୌଣସି ନା କୌଣସି ବାହାନା କରି ଠକମାନେ ଅନେକ ଲୋକଙ୍କୁ ଠକୁଥିବା ଅଭିଯୋଗ ଆସେ । ତେବେ ମହିଳାମାନେ ସ୍ୱାବଲମ୍ବୀ ହେବା ପାଇଁ ଅନେକ ଚେଷ୍ଟା କରୁଛନ୍ତି । କିନ୍ତୁ ବେଳେବେଳେ ଅନେକ ମହିଳା ଠକମାନଙ୍କ ଶିକାର ହୁଅନ୍ତି । ଆଉ ରୋଜଗାର କରିବେ କଣ ଓଲଟା ଠକାମିର ଶିକାର…

ମ୍ୟାଜିକ୍ ମିରର୍ ବିକ୍ରି ନାଁରେ ଠକେଇ: ଲକ୍ଷ ଲକ୍ଷ ଟଙ୍କା ଚୂନା ଲଗେଇଥିବା ୩ ବଙ୍ଗୀୟ ଧୂର୍ତ୍ତ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ମ୍ୟାଜିକ୍ ମିରର୍ ବା ଯାଦୁ ଦର୍ପଣ ବିକ୍ରି ନାଁରେ ବଡ଼ ଧରଣର ଠକେଇ । ଇଷ୍ଟ ଇଣ୍ଡିଆ କମ୍ପାନୀ ଅମଳର ଦର୍ପଣ କହି ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚୂନା ଲଗାଉଥିଲା ଠକ । ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ୟୁପି କାନପୁପରର ଅବିନାଶ ଶୁକ୍ଳା ଅଭିଯୋଗ କରିବା ପରେ କମିଶନରେଟ୍…

Tpcodl ରେ ଚାକିରି କରାଇବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ, ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଭୁବନେଶ୍ୱର (କେନ୍ୟୁଜ): Tpcodl ରେ ଚାକିରି କରାଇବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ। ଅଭିଯୁକ୍ତ ଚନ୍ଦ୍ରଶେଖର ପ୍ରଧାନକୁ ଗିରଫ କଲା ପୋଲିସ। ସହିଦନଗର ଥାନାରେ ଏ ନେଇ ଅଭିଯୋଗ କରିଥିଲା Tpcodl। ଘଟଣଶର ତଦନ୍ତ କରି ଆଜି ଚନ୍ଦ୍ରଶେଖରଙ୍କୁ ଗିରଫ କରିଛି ପୋଲିସ । ସଂସ୍ଥାର ଲେଟରପ୍ୟାଡ଼ ,…

ଅମିଷା ପଟେଲଙ୍କ ନାମରେ ଓ୍ଵାରେଣ୍ଟ ଜାରି, ଜାଣନ୍ତୁ କ’ଣ ରହିଛି ମାମଲା

ଦୀର୍ଘଦିନ ପରେ ପରଦାକୁ ଫେରୁଛନ୍ତି ଗଦର ଫେମ୍‌ ଅମିଷା ପଟେଲ । ଫିଲ୍ମ ‘ଗଦର ୨’କୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅମିଷା । କିନ୍ତୁ ଫିଲ୍ମ ନୁହେଁ ଠକେଇ ଓ ଚେକ୍‌ ବାଉନ୍ସ ମାମଲାରେ ଅମିଷା ପଟେଲଙ୍କ ନାମରେ ଓ୍ଵାରେଣ୍ଟ ଜାରି ହୋଇଛି । ଅଭିନେତ୍ରୀ ଅମିଷା ପଟେଲ ଏବଂ ବିଜନେସ ପାର୍ଟନର କୁନାଲଙ୍କ…

ଚୀନରେ ମାଷ୍ଟରମାଇଣ୍ଡ ଓଡ଼଼ିଶାରେ ନେଟୱର୍କ: ଡିଜିଟାଲ ଲୋନ ଆପରେ ଚାଲିଛି ଠକେଇର ସାମ୍ରାଜ୍ୟ

ନୂଆଦିଲ୍ଲୀ : ଫେକ୍‌ ଲୋନ ଆପ୍ଲିକେସନର ମାଷ୍ଟର ମାଇଣ୍ଡ ଚାଇନିଜ ଯୁବକ ଲିୟୁ କୁ ଖୋଜୁଛି EOW । ଲୁକ୍‌ ଆଉଟ ସରକୁଲାର ଜାରି ହୋଇଛି । ଭାରତର ସମସ୍ତ ବିମାନ ବନ୍ଦରରେ ଲିୟୁ ଉପରେ ନଜର ରଖିବା ପାଇଁ ଏହି ସର୍କୁଲାର ଜାରି କରାଯାଇଛି । ୨୦୧୯ରୁ ଏହି ଚାଇନିଜ ଯୁବକ ଲିୟୁ ଫେକ୍‌ ଲୋନ ଆପ୍‌ର…

ବ୍ୟାଙ୍କ ମ୍ୟାନେଜରଙ୍କ ମୁଣ୍ଡରେ ଚଢ଼ିଲା ପ୍ରେମ ଭୂତ; ଅଜଣା ପ୍ରେମିକାଙ୍କୁ ପଠାଇଦେଲେ ଗ୍ରାହକଙ୍କ ଏତେ କୋଟି ଟଙ୍କା!

କର୍ଣ୍ଣାଟକରୁ ସାମ୍ନାକୁ ଆସିଛି ଏକ ଅଜବ ମାମଲା। ଏଠାରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଠକେଇ ଅଭିଯୋଗରେ ଗିରଫ କରାଯାଇଛି। ଅଭିଯୋଗ ମୁତାବକ, ବ୍ୟାଙ୍କ ମ୍ୟାନେଜର ଜଣକ ନିଜ ଅଜଣା ପ୍ରେମିକାଙ୍କୁ ଖୁସି କରିବା ପାଇଁ ଗ୍ରାହକମାନଙ୍କ ଆକାଉଣ୍ଟରୁ ମୋଟା ଅର୍ଥରାଶି ତାଙ୍କ ପାଖକୁ ପଠାଇ ଦେଇଛନ୍ତି।…

କୋକାକୋଲା କମ୍ପାନୀର ଫ୍ରାଞ୍ଚାଇଜ୍‌ ଦେବାକୁ କହି ୧୭ ଲକ୍ଷ ଚଳୁ, ଠକ ବିଶ୍ୱନାଥକୁ ଗିରଫ କଲା ନାୟପଲ୍ଲୀ ପୋଲିସ୍

ଭୁବନେଶ୍ବର(କେନ୍ଯୁଜ୍): କୋକାକୋଲା କମ୍ପାନୀର ଫ୍ରାଞ୍ଚାଇଜ୍‌ ଦେବାକୁ କହି ୧୭ ଲକ୍ଷ ଟଙ୍କା ଠକେଇ । ଢେଙ୍କାନାଳ ଅଞ୍ଚଳର ବିଶ୍ୱନାଥ ନାୟକକୁ ଗିରଫ କଲା ନାୟପଲ୍ଲୀ ପୋଲିସ । ଏକାଧିକ ଲୋକଙ୍କୁ ଠକିଛି ବିଶ୍ୱନାଥ । ସୌମ୍ୟ ରଞ୍ଜନ ଖଣ୍ଡେଇ ନାମକ ଜଣେ ଯୁବକଙ୍କ ଅଭିଯୋଗ ଆଧାରରେ ବିଶ୍ୱନାଥକୁ ଗିରଫ…

ଜାଣନ୍ତୁ ହ୍ବାଟସ୍-ଆପ୍ ଠକେଇରୁ କିପରି ନିଜକୁ ବଞ୍ଚାଇ ପାରିବେ, ଆପଣାନ୍ତୁ କମିସନରେଟ୍ ପୋଲିସର ଏହି ପଦକ୍ଷେପ

ଭୁବନେଶ୍ବର(କେନ୍ଯୁଜ୍): ଏବେ ମାତିଛନ୍ତି ସାଇବର ଲୁଟେରା। ହ୍ବାଟସ୍-ଆପ୍ ହ୍ଯାକ୍ କରି ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏହି ହ୍ବାଟସ୍-ଆପ୍ ଠକେଇରୁ ବଞ୍ଚିବା ପାଇଁ ଏବେ କମିସନରେଟ୍ ପୋଲିସ୍ ଜାରି କରିଛି ସତକର୍ତା। ଆପଣାନ୍ତୁ ଏହିସବୁ ପଦକ୍ଷେପ । ଯାହାଦ୍ବାରା ଠକାମୀ ଠାରୁ  ନିଜକୁ  ଦୁରେଇ…

ହ୍ଵାଟସଆପ ଆକାଉଣ୍ଟ ହ୍ୟାକ ପଛରେ ନାଇଜେରିଆ ଗ୍ୟାଙ୍ଗ ଥିବା ସନ୍ଦେହ, ଠକେଇ ପରେ ବିଭିନ୍ନ ଆକାଉଣ୍ଟକୁ ଯାଇଛି ଟଙ୍କା

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା କଂପ୍ୟୁଟର ଆପ୍ଲିକେସନ ସେଣ୍ଟର-OCAC ସିଇଓ ଓ ଆଇଟି ବିଭାଗ ଅଧିକାରୀଙ୍କ ହ୍ଵାଟସ ଆପ ଆକାଉଣ୍ଟ ହ୍ୟାକ ପଛରେ ନାଇଜେରିଆ ଗ୍ୟାଙ୍ଗ ଥିବା ସନ୍ଦେହ କରାଯାଉଛି । ହ୍ୟାକର ସହ କଥା ହୋଇଛନ୍ତି ତଦନ୍ତକାରୀ ଅଧିକାରୀ । ହ୍ୟାକରଙ୍କ କଥାବାର୍ତ୍ତାରୁ ସେ ନାଇଜେରିଆର…

ରେମଡେସିଭିର ଇଂଜେକସନ କଳାବଜାର: ଇଂଜେକସନ ଦେବା ନାଁରେ ୨୩ ଜଣଙ୍କଠୁ ଠକି ନେଇଥିଲେ ୭.୫୦ ଲକ୍ଷ ଟଙ୍କା, ବିଦେଶୀ ନାଗରିକ…

ଦିଲ୍ଲୀ-ଏନସିଆର ସମେତ ସାରା ଦେଶରେ ରେମଡେସିଭିର ଇଂଜେକସନର କଳାବଜାର ଜାରି ରହିଛି। ମହାମାରୀ ସମୟରେ ଠକମାନେ ଚଢ଼ା ଦାମରେ ରେମଡେସିଭିର ଇଂଜେକସନ ବିକ୍ରି କରୁଛନ୍ତି। ଏବେ ଏହି ଠକେଇରେ ନକଲି ରେମଡେସିଭିର ଇଂଜେକସନ ବି ବିକ୍ରି କରାଯାଉଛି। ଏମିତି ଏକ ମାମଲାରେ ଆଉଟର ଦିଲ୍ଲୀ ପୋଲିସ ଜଣେ…

ବାଙ୍କୀ ଏନ୍‌ଏସିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟଦେଶ ବଣ୍ଟନରେ ବ୍ୟାପକ ଜାଲିଆତିକୁ ନେଇ ଉତ୍ତେଜନା

ବାଙ୍କୀ : କଟକ ବାଙ୍କୀ ଏନ୍‌ଏସିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟଦେଶ ବଣ୍ଟନରେ ବ୍ୟାପକ ଜାଲିଆତି । ଅଭିଯୋଗ ପାଇ ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ପ୍ରଥମେ ବାଙ୍କୀ ଉପଜିଲ୍ଲପାଳଙ୍କୁ ସାକ୍ଷାତ କରି ଦାବିପତ୍ର ଦେଇଥିଲେ । ପରେ ଅପରାହ୍ନରେ ବାଙ୍କୀ ଏନ୍‌ଏସିର…

ବ୍ରହ୍ମପୁର: ବେକାର ଯୁବକ ଓ ଯୁବତୀଙ୍କୁ ଚାକିରି କରିଦେବା କହି ଲକ୍ଷାଧିକ ଟଙ୍କା ଠକେଇ, ମାଷ୍ଟର ମାଇଣ୍ଡ ସମେତ ଦୁଇ ଠକ…

ବ୍ରହ୍ମପୁର(କେନ୍ୟୁଜ୍): ବେକାର ଯୁବକ ଯୁବତୀଙ୍କୁ ବିଭିନ୍ନ ସରକାରୀ ଓ ବେସକାରୀ ସଂସ୍ଥାରେ ଚାକିରି କରେଦେବା କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଏକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ । ଗିରଫ ଅଭିଯୁକ୍ତ ଦୁଇ ଜଣ ହଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ କାଟିକଟା…