Below header
Browsing Tag

ganjam

ଟମାଟୋ ଚାଷୀଙ୍କ ଉପରେ କରୋନା ମାଡ଼, ବିଲରେ ହିଁ ପଚି ଷଢିଯାଉଛି ଟମାଟୋ

ଗଞ୍ଜାମ (କେନ୍ୟୁଜ୍ ): କରୋନା ଭାଇରସକୁ ନେଇ ଏବେ ସାରା ଦେଶ ଲକ୍ ଡାଉନ୍ । ଗଞ୍ଜାମ ଜିଲ୍ଲାରେ ମଧ୍ୟ ଲକ୍ ଡାଉନକୁ କଡ଼ାକଡି ଭାବେ ପାଳନ କରାଯାଉଛି । ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି । ଯାହାକୁ ନେଇ ଏହାର ପ୍ରଭାବ ସମସ୍ତଙ୍କ ଉପରେ ପଡିଛି । କରୋନା କଟକଣା ସିଧା ସଳଖ ଭାବେ ଗଞ୍ଜାମ…

କାଠ ମାଫିଆଙ୍କ ଆକ୍ରମଣରେ ଫରେଷ୍ଟ ଗାର୍ଡ ଆହାତ, ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ହେଲେ ଭର୍ତ୍ତି

ବ୍ରହ୍ମପୁର(କେନ୍ୟୁଜ୍) କେ.ନୁଆଗାଁ ଥାନା ଦିଗପହଣ୍ଡି ବନାଞ୍ଚଳ ର ବନମାଳୀ ଗାଁ ରେ ଏକ ଘରେ ଚୋରା କାଠ ଥିବା ସଂପର୍କରେ ଖବର ପାଇ ନୂଆପଡା ଫରେଷ୍ଟ ଗାର୍ଡ ଓ ବନ ବିଭାଗ ପାରା କର୍ମଚାରୀ ଗୁରୁନାଥ ଗୌଡ ଗାଁରେ ପହଞ୍ଚି ଅନୁସନ୍ଧାନ କରୁଥିବା ବେଳେ ହଠାତ୍ କିଛି ଦୁର୍ବୃତ୍ତ ଆକ୍ରମଣ କରି ଫେରାର…

ଗଞ୍ଜାମ ଜିଲ୍ଲା ଆସିକା ଚିନି କଳ ପରିସରରେ ଟ୍ୟାଙ୍କ ଫାଟି ଭାସୁଛି ମୋଲାସିସ

ଗଂଜାମ ଜିଲ୍ଲା ଆସିକା ସ୍ଥିତ ଏକ ଚିନିକଳ ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି । ମୋଲାସିସ ଟ୍ୟାଙ୍କର ଏକ ପାଇପରେ ଫାଟ ସୃଷ୍ଟି ହୋଇ ଏପରି ଏକ ବିପଦ ପୂର୍ଣ୍ଣ ଘଟଣା ଘଟିଥିବା ଜଣାଯାଇଛି । ଚିନି କଳର ତିନି ନମ୍ବର ପାଇପରୁ ଭାସୁଥିବା ମୋଲାସିସ ଗୁଡିକୁ ଖୁବ ଶୀଘ୍ର ସଂଗ୍ରହ କରାଯିବା ନେଇ…

ଛଣମେରୀ ଆଦର୍ଶ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ସହ ବିଦ୍ୟାଳୟରେ ସ୍ୱଛତା ରଖିବା ପାଇଁ ପରାମର୍ଶ…

ଗଞ୍ଜାମ(କେନ୍ଯୁଜ୍): ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ସାନଖେମୁଣ୍ଡି ବ୍ଲକ ଛଣମେରୀ ଆଦର୍ଶ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା କରିଥିଲେ। ଏହାସହ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ସହ ବିଦ୍ୟାଳୟରେ ସ୍ୱଛତା ରଖିବା ପାଇଁ…

ଗଂଜାମ: ବେଆଇନ ବିସ୍ଫୋରକ ରଖିବା ଅଭିଯୋଗରେ ଗିରଫ ହେଲେ ଯୁବକ

କେନ୍ୟୁଜ (ବ୍ୟୁରୋ): ବେଆଇନ୍‌ ବିସ୍ଫୋରଣ ରଖିବା ଅଭିଯୋଗରେ ଜଣେ ଗିରଫ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଟିମ । ଗଂଜାମର ରମ୍ଭା ଅଂଚଳରୁ  ଯୁବକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍‌ । ଗିରଫ ହୋଇଥିବା ଯୁବକଙ୍କ ନାଁ ସରୋଜ ପଟ୍ଟନାୟକ ବୋଲି ଜଣାଯାଇଛି । ସେ ଜଣେ ପେସାଦାର ଅପରାଧୀ…

ଗଞ୍ଜାମ: ପୁଣି ଲଜ୍ଜା, ସୋନାପୁର ମେରାଇନ ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ କରି ଗାଁ ନିକଟରେ ଫୋପାଡି ଦେଲେ ଦୁର୍ବୃତ୍ତ

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ସୋନାପୁର ମେରାଇନ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଦୁଇ ଦିନ ତଳେ ନାବାଳିକା ଜଣକ ଶୌଚ ହେବାକୁ ଯାଇଥିବା ବେଳେ କିଛି ଯୁବକ ଦୁଷ୍କର୍ମ କରିବା ପରେ ଗାଁ ନିକଟରେ ଫୋପାଡି ଦେଇଥିଲେ । ଦୀର୍ଘ ୩୬ ଘଣ୍ଟା ପରେ ସ୍ଥାନୀୟ ଲୋକ ନାବାଳିକାକୁ ଉଦ୍ଧାର…

ପଞ୍ଚାୟତ ସେବିକାଙ୍କଠାରୁ ଟଙ୍କା ବ୍ୟାଗ୍‌ ଛଡ଼ାଇ ନେଲେ ଲୁଟେରା, ବାଇକ୍‌ରୁ ଖସିପଡ଼ି ହେଲେ ଗୁରୁତର

ଗଞ୍ଜାମ(କେନ୍ୟୁଜ୍):  ବାଇକରେ ଯାଉଥବା ବେଳେ ଲୁଟର ଶିକାର ହେଲେ  ଦମ୍ପତି। ବ୍ୟାଗ ଛଡାଇନେବା ବେଳେ ବାଇକରୁ ଖସି ଗୁରୁତର ହେଲେ ମହିଳା। ଏଭଳି  ଘଟଣା ଘଟିଛି ଦିଗପହଣ୍ଡି ଥାନା ଅନଙ୍ଗପୁର ଅଞ୍ଚଳରେ। ମିଳିଥିବା ସୂଚନା ମୁତାବକ ଖମ୍ବାରି ଗାଁର ପଞ୍ଚାୟତ ସେବିକା ସସ୍ମିତା ଗୌଡ ନିଜ ସ୍ବାମୀଙ୍କ…

ଗଞ୍ଜାମ ପୋଲିସକୁ ସଫଳତା, ଲୁଟେରା ଗ୍ୟାଙ୍ଗର ୯ ଗିରଫ ୪ବନ୍ଧୁକ ସହ ଗୋଟିଏ ନକଲି ବନ୍ଧୁକ ଓ ମାରାଣାସ୍ତ୍ର ଜବତ

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ପୋଲିସକୁ ମିଳିଛି ବଡ଼ ସଫଳତା । ଜିଲ୍ଲା ଓ ଜିଲ୍ଳା ବାହାରରେ ଲୁଟ୍‌ କରୁଥିବା ଏକ ଲୁଟେରା ଗ୍ୟାଙ୍ଗ୍‌ର 9 ଜଣ ଅଭିଯୁକ୍ତଙ୍କୁ କାବୁ କରିପାରିଛି ଗଞ୍ଜାମ ପୋଲିସ । ଗିରଫ ହୋଇଥିବା ଲୁଟେରା ମାନେ ହେଲେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଅର୍ଜୁନପଲ୍ଲୀ ଗାଁର ଯୋଗୀ…

ଗଞ୍ଜାମ: ଦିିଗପହଣ୍ଡି ଥାନା ବି.ତୁରୁବୁଡ଼ି ଗାଁରେ ଅଭାବନୀୟ ଘଟଣା, ଗୋଟିଏ ପରିବାରର ତିନି ଭଉଣୀଙ୍କ ମୃତ୍ୟୁ

ଗଞ୍ଜାମ(କେନ୍ୟୁଜ୍):ଗଞ୍ଜାମ ଜିଲ୍ଲା ଦିିଗପହଣ୍ଡି ଥାନା ବି.ତୁରୁବୁଡ଼ି ଗାଁରେ ଅଭାବନୀୟ ଘଟଣା । ଗୋଟିଏ ପରିବାରର ତିନି ଭଉଣୀଙ୍କ ମୃତ୍ୟୁ । ମୃତ ୩ ଭଉଣୀ ହେଲେ ଟିକିନା, ସୋମା ଓ ବର୍ଷା ରେଡ୍ଡୀ । ଘଟଣାଟି ଗତ ୨୫ ତାରିଖରେ ଘଟିଥିଲା । ତେବେ ଗତ କାଲି ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣଙ୍କର…

ଦୁଃଖଦ ଶନିବାର, ଗଞ୍ଜାମରେ ଗୋଟିଏ ଦିନ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ

ଗଞ୍ଜାମ(କେନ୍ୟୁଜ୍): ଗୋଟିଏ ଦିନରେ ତିନି ଗୋଟି ଅଘଟଣରେ ତିନି ଜଣ ମୃତ୍ୟୁ।  କେ.ନୁଆଗାଁ ଥାନା ଦାଉଣୀ ଛକରେ ଘରୋଇ ବସ୍ ଚକାତଳେ ଚାପି ହୋଇ ବାଳକ ର ମୃତ୍ୟୁ ଘଟିଛି। ଗୋପୀନାଥ ପୁର ଗାଁ ର ଜିତେନ୍ଦ୍ର ସାହୁ ଭ୍ରମରପୁର ଯାଉଥିବା ଏକ ବସ୍ ରେ ପରିବାର ସହିତ ଯାଉଥିବା ବେଳେ ଦାଉଣୀ ଛକରେ ଓହ୍ଲାଇବା…

ନିଜେ ଚାଲିଗଲେ ଅଫେରା ରାଇଜକୁ, ବଞ୍ଚାଇ ଦେଲେ ୬ ଜୀବନ

ଭଞ୍ଜନଗର(କେନ୍ୟୁଜ୍):   ଦଇବ ଯେ କେତେବେଳେ କାହାକୁ ନେଇ କେଉଁ ମୋଡରେ ଠିଆ କରିଦେବ ତାହା କେହି ବି କହିପାରିବେ ନାହିଁ । ଯେଉଁଠି ସୃଷ୍ଟି ନିୟନ୍ତା ଦଇବ ହାତରେ ବନ୍ଧା ସେଠି ଛାର ମଣିଷ ଏଥିରୁ କିପର ବର୍ତ୍ତିବ ? ସେଥିପାଇଁ ତ ଓଡିଆରେ ଗୋଟିଏ କଥା ଅଛି ‘ଦଇବ ଦଉଡି ମଣିଷ ଗାଈ ଯେଣିକି ଟାଣଇ…

ଗଞ୍ଜାମ: ସଚେତନତା ପାଇଁ ଜିଲ୍ଲାପାଳଙ୍କ ବଡ ଘୋଷଣା, ଭୂତପ୍ରେତର ସନ୍ଧାନ ଦେଲେ ମିଳିବ ୫୦,୦୦୦ ଟଙ୍କା ପୁରସ୍କାର

ଗଞ୍ଜାମ(କେନ୍ୟୁଜ୍): ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ ଭୂତ , ପ୍ରେତ, ଗୁଣିଗାରେଡ଼ି ଓ ଅନ୍ଧବିଶ୍ୱାସକୁ ନେଇ ଜନ ସାଧାରଣଙ୍କ ମନରେ ଅନେକ ଆବେଗ ବଢୁଛି। ଯାହା ଫଳରେ ରୋଗ ବ୍ୟାଧି ପାଇଁ ଲୋକେ ଡାକ୍ତାରଖାନା ନଯାଇ ଗୁଣି ଗାରେଡ଼ି ପ୍ରତି ଆଗ୍ରହ ଦେଖାଉଛନ୍ତି  । ଏହା ସହ କାହାର ପାରିବାରିକ…