Below header
Browsing Tag

ganjam

ଆଜିଠାରୁ ଫେବ୍ରୁୟାରୀ ୧ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ଗୁଡିକ ଆଜିଠାରୁ ବନ୍ଦ। ଫେବ୍ରୁୟାରୀ ୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଧର୍ମାନୁଷ୍ଠାନ। ଜିଲ୍ଲାରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରସାଶନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ସ୍ଥିତି ଉପରେ…

ମାଆଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ , ତାଡିଲେ ଆଖି ନାକ ମଥାର ଅଳଙ୍କାର

ଗଞ୍ଜାମ: ଆଜିକାଲି ଚୋରି ଯେମିତି ଏକ ସାଧାରଣ କଥା ହେଇଗଲାଣି । ପ୍ରତିଦିନ ଚୋରି ହେବାର ଖବର ସାମନାକୁ ଆସେ କିନ୍ତୁ ଚୋରମାନଙ୍କ ପାଦୁର୍ଭାବ ଏବେ ଏଭଳି ହେଲାଣି ଯେ ମାଆଙ୍କୁ ମଧ୍ୟ ଛାଡୁନାହାନ୍ତି ଏହି ଭଳି ଅସାମାଜିକ ଯୁବକ । ନା କୌଣସି ଡର ନାଁ କୌଣସି ଭୟ । ରାତି ଅଧରେ ପଶି ଲୁଟ କରିବାର ଅଜବ…

ସ୍ବଚ୍ଛ ପରିବେଶ ପାଇଁ ସମ୍ମାନ: ସାରାଭାରତରେ ଶ୍ରେଷ୍ଠ ଥାନା ଭାବେ ଗୌରବ ଆଣିଥିବା ଗଞ୍ଜାମ ଗାଙ୍ଗପୁର ଥାନାକୁ ମିଳିଲା…

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶା ପାଇଁ ଗୌରବ ଆଣିଲା ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା । ସର୍ବାଭାରତୀୟ ସ୍ତରରେ ଓଡ଼ିଶାର ଏକମାତ୍ର ଶ୍ରେଷ୍ଠ ଥାନା ଭାବେ ଗୌରବ ଅର୍ଜନ କରିଛି । ଲକ୍ଷ୍ନୌ ସ୍ଥିତ ପୋଲିସ୍‌ ମୁଖ୍ୟାଳୟ ଠାରେ ଆୟୋଜିତ ଡିଜି ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର…

ଗଞ୍ଜାମ: ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକର ମୃତ୍ୟୁ, ପ୍ରତିବାଦରେ ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

କେନ୍ୟୁଜ୍(ବ୍ୟୁରୋ):ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକର ମୃତ୍ୟୁ ପ୍ରତିବାଦରେ ରାସ୍ତାରୋକ। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଆମ୍ବଡୋଳି ଗାଁ ନିକଟ ରାସ୍ତା କଡ଼ରେ ଛିଣ୍ଡିପଡିଥିଲା ୧୧ କେଭି ବିଦ୍ୟୁତ ତାର। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକର ମୃତ୍ୟୁ ହୋଇଥିଲା। ମୃତ ନାବାଳକ…

ବାତ୍ଯା ‘ଗୁଲାବ’ ବେଳେ ଜନ୍ମନେଲା ନବଜାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଉଦ୍ୟମକୁ ପ୍ରଂଶସା କଲେ ସଭିଁଏ

ଭଞ୍ଜନଗର(କେନ୍ଯୁଜ୍): ବାତ୍ଯା ଗୁଲାବର ମୁକାବିଲା ନିମନ୍ତେ ଗଂଜାମ ଜିଲ୍ଲା ପ୍ରଶାସନ ଗ୍ରହଣ କରିଥିଲା ସମସ୍ତ ପ୍ରକାର ପଦକ୍ଷେପ । ବିଶେଷ କରି ଗର୍ଭବତୀ ମହିଳା ମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ଏହି ଭଳି ସମୟରେ  ଧରାକୋଟ…

ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଗଞ୍ଜାମ(କେନ୍ଯୁଜ୍): ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଗସ୍ତ ବେଳେ ତାରାତାରିଣୀ ମନ୍ଦିର ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମନ୍ଦିର ସୌନ୍ଦର୍ଯ୍ୟକରଣ ସହ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର…

ଗଞ୍ଜାମ: ଗାଧୋଇବା ବେଳେ ନଦୀରେ ଭାସିଗଲେ ମହିଳା, ଲଟାରେ ଲଟକି ଯାଇ ୨ ଦିନ ପରେ ଜୀବିତ ଅବସ୍ଥାରେ ହେଲେ ଉଦ୍ଧାର

ଗଞ୍ଜାମ (କେନ୍ୟୁଜ୍):  ୪୮ ଘଣ୍ଟା ପରେ ନଦୀରେ ଭାସି ଯାଇଥିବା ମହିଳା ଜୀବିତ ଅବସ୍ଥାରେ ଘରକୁ ଫେରିବା ଘଟଣା ଅବିଶ୍ୱାସ ଲାଗୁଥିଲେ ବି ସତ। ଏପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜ଼ିଲ୍ଲା ଦିଗପହଣ୍ଡି ଥାନା ମୌଲାଭଣଞ୍ଜା ଗାଁରେ। ସୂଚନା ପ୍ରକାରେ, ସାନଖେମୁଣ୍ଡି ବ୍ଲକ ମୌଲାଭଣଞ୍ଜାର ରୀତା…

ଗଞ୍ଜାମ: ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା ସନ୍ଦେହ, ବନ୍ଦ ଘରୁ ଉଦ୍ଧାର ହେଲା ଦମ୍ପତିଙ୍କ ମୃତଦେହ

ଗଞ୍ଜାମ(କେନ୍ୟୁଜ୍): ବନ୍ଦ ଘରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର। ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା ସନ୍ଦେହ । ଗଞ୍ଜାମ ଜିଲ୍ଲା ପୋଲସରା ସୋଡ଼କ ଗାଁରେ ଘଟିଛି ଅଭାବନୀୟ ଘଟଣା। ମୃତକ ହେଲେ ଲିଲି ଗୌଡ ଓ ବିପିନ ଗୌଡ । ଲିଲି ଗୌଡଙ୍କ ବେକରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ଧାରୁଆ ଅସ୍ତ୍ରରେ…

ବ୍ରହ୍ମପୁରରେ ଲୁଟେରାଙ୍କ ଆତଙ୍କରାଜ୍, ମାଡ଼ ମାରି ଯୁବକଙ୍କଠାରୁ ଲୁଟିଲେ ସୁନା ଚେନ,ମୋବାଇଲ ଓ ଟଙ୍କା 

ବ୍ରହ୍ମପୁର(କେନ୍ୟୁଜ୍): ଯୁବକଙ୍କୁ ଆକ୍ରମଣ କରି ଲୁଟିନେଲେ ଲୁଟେରା। ଘଟଣା ଘଟିଛି ବ୍ରହ୍ମପୁର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ଲୋଡାପଡ଼ାସ୍ଥିତ ପାଣି ମହାପୁରୁ ନିକଟରେ।  ଗତ କାଲି ରାତିରେ ଏହି ଘଟଣା ଘଟିଛି।   ଲୁଟେରାଙ୍କ ଶୀକାର  ହୋଇଥିବା ଯୁବକଙ୍କ ନାମ  ବି. ସୁନିଲ କୁମାର ପାତ୍ର  । ଗତ…

ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ଶହେ ବିଧାୟକ: ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଦେଖିବା ସହ ବିଦ୍ୟାଳୟରେ ଥିବା ସ୍ମାର୍ଟ…

ଗଞ୍ଜାମ(କେନ୍ଯୁଜ୍): ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ଶହେ ବିଧାୟକ। ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ସରିଛି। ତାରିଖ ଧାର୍ଯ୍ୟ ହେଇନଥିଲେ ମଧ୍ୟ ଅଗଷ୍ଟ ୧୫ ତାରିଖ ପରେ ଏହି ଗସ୍ତ କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି। ପର୍ଯ୍ୟାୟକ୍ରମେ ୫ଦିନିଆ କାର୍ଯ୍ୟକ୍ରମରେ ସମସ୍ତ ମନ୍ତ୍ରୀ ଓ ଶହେ…

ଗଞ୍ଜାମ: ରକ୍ତ ସର୍ମ୍ପକ ସହ ୪୦ ବର୍ଷ ପରେ ସାକ୍ଷାତ, ନିଖୋଜ ପରେ ଯାଜବର ହୋଇ ମଧ୍ୟପ୍ରଦେଶରେ ବୁଲୁଥିଲେ ସୀମାଞ୍ଚଳ

ଗଞ୍ଜାମ(କେନ୍ୟୁଜ୍):  ଚାଳିଶି ବର୍ଷ ପରେ ଗାଁ କୁ ଫେରିଛନ୍ତି ଗଞ୍ଜାମ ଜ଼ିଲ୍ଲା ଦିଗପହଣ୍ଡି ବ୍ଲକ ସହଦେଵ ଟିକରପଡା ଗାଁ ର ସୀମାଞ୍ଚଳ ରଣା।  ବୟସ ହେବ କାରଣରୁ ମଳିନ ପଡିଯାଇଛି ଶରୀର। ସୀମାଞ୍ଚଳ ଘରୁ ଚାଲିଯିବା ପଛରେ ଏକ କାହାଣୀ ରହିଛି। ଘରୁ ଚାଲିଯିବାରେ ସେ  ମଧ୍ୟ ପ୍ରଦେଶର ଏକ ବୃଦ୍ଧା…