Browsing Tag

ganjam

ଗଞ୍ଜାମ: ରକ୍ତ ସର୍ମ୍ପକ ସହ ୪୦ ବର୍ଷ ପରେ ସାକ୍ଷାତ, ନିଖୋଜ ପରେ ଯାଜବର ହୋଇ ମଧ୍ୟପ୍ରଦେଶରେ ବୁଲୁଥିଲେ ସୀମାଞ୍ଚଳ

ଗଞ୍ଜାମ(କେନ୍ୟୁଜ୍):  ଚାଳିଶି ବର୍ଷ ପରେ ଗାଁ କୁ ଫେରିଛନ୍ତି ଗଞ୍ଜାମ ଜ଼ିଲ୍ଲା ଦିଗପହଣ୍ଡି ବ୍ଲକ ସହଦେଵ ଟିକରପଡା ଗାଁ ର ସୀମାଞ୍ଚଳ ରଣା।  ବୟସ ହେବ କାରଣରୁ ମଳିନ ପଡିଯାଇଛି ଶରୀର। ସୀମାଞ୍ଚଳ ଘରୁ ଚାଲିଯିବା ପଛରେ ଏକ କାହାଣୀ ରହିଛି। ଘରୁ ଚାଲିଯିବାରେ ସେ  ମଧ୍ୟ ପ୍ରଦେଶର ଏକ ବୃଦ୍ଧା…

ମାସ୍କ ନଥିବା କାରଣରୁ ତହସିଲଦାର ଦେଲେ ଦଣ୍ଡ, ପେଟ୍ରୋଲ ପମ୍ପରେ କର୍ମଚାରୀ ହେଲେ ଉଠ-ବସ୍‌

କରୋନା କାଳରେ ସରକାର ସମସ୍ତଙ୍କୁ ସଚେତନ ରହିବା ସହ ମାସ୍କ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ କିଛି ଲୋକ ଏଥିପାଇଁ ଅବହେଳା ପ୍ରଦର୍ଶନ କରୁଛନ୍ତି । ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଏହାକୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଗଞ୍ଜାମ ଜିଲ୍ଲାର ତହସିଲଦାର ପେଟ୍ରୋଲ ପମ୍ପରେ…

ଡାକିଲେ ଓ କରନ୍ତି ମା’, ଏମିତି ମହିମା ଗଞ୍ଜାମ ଜିଲ୍ଲା ସିଙ୍ଗିପୁର ଗାଁର ଇଷ୍ଟ ଧାତ୍ରୀ ବ୍ରହ୍ମଦେବୀଙ୍କର

ପୂଜାରୀଙ୍କ ମନ୍ତ୍ର ଉଚ୍ଚାରଣରେ ଝଙ୍କୃତ ହେଉଛି ଦେବୀଙ୍କ ଆସ୍ଥାନ ଓ ଦୀପର ଶିଖାରେ ଝଲସୁଛି ମା'ଙ୍କ ମୁଖ ମଣ୍ଡଳ। ଏମିତି ଦୃଶ୍ୟ ଦେଖିବାକୁ ମିଳେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ସିଙ୍ଗିପୁର ଗାଁ ଗ୍ରାମ ଦେବତୀଙ୍କ ମନ୍ଦିରରେ। ରାତି ପାହିଲେ ଗ୍ରାମର ଦେବୀଙ୍କୁ ସୁମରଣା କରନ୍ତି ଗାଁ…

ଗଞ୍ଜାମ: ଗଞ୍ଜେଇ ବେପାରୀକୁ ବିଶ୍ବସ୍ତ ସହଯୋଗକାରୀ,ଘରେ ବସ୍ତା ବସ୍ତା ଗଞ୍ଜେଇ ରଖିବାକୁ ନେଉଥିଲା ୩୦ ହଜାର ଟଙ୍କା

ଗଞ୍ଜାମ(କେନ୍ୟୁଜ୍): ଘରେ ଗଂଜେଇ ରଖିବା ପାଇଁ ଭଡା ତିରିଶି ହଜାର ଟଙ୍କା। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । କାରଣ ଖୋଦ୍ ପୋଲିସ ଏହି ସୁଚନା ଦେଇଛି l ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖପରା ଗଣ୍ଡା ଗାଁର ସନ୍ତୋଷ ମଲିକଙ୍କ ଘରେ ବିପୁଳ ପରିମାଣରେ ଗଂଜେଇ ଥିବା…

ଗଞ୍ଜାମ ରାମୟାପାଟଣା ଗାଁରେ ପୁଣି ଥରେ କୂଳ ଲଂଘୁଛି ସମୁଦ୍ର, କିଛି ଘର ଭାଙ୍ଗିଛି ଆଉ କିଛି ବିପଦ ସଂକୁଳ ଅବସ୍ଥାରେ

ବ୍ରହ୍ମପୁର(କେନ୍ଯୁଜ୍): ପୁଣି ଥରେ କୂଳ ଲଂଘୁଛି ସମୁଦ୍ର। ଗଞ୍ଜାମ ଜିଲ୍ଲା ଚିକିିଟି ବ୍ଲକ ଅନ୍ତର୍ଗତ କୁତୁରୁ ଗ୍ରାମ ପଞ୍ଚାୟତର ରାମୟାପାଟଣା ଗାଁରେ ପୁଣି ଥରେ ସମୁଦ୍ର କୂଳ ଲଂଘୁଛି। ସମୁଦ୍ରର ଆଁ ଭିତରକୁ ଚାଲିଯାଉଛି ଗାଁ। କିଛି ଘର ଭାଙ୍ଗିଯାଇଥିବାବେଳେ ଆଉ କିଛି ବିପଦ ସଂକୁଳ ଅବସ୍ଥାରେ…

ଗଞ୍ଜାମ: ଦେହରେ କିରୋସିନି ପଡ଼ି ନିଆଁ ଲାଗି ମହିଳା ଗୁରୁତର

ଗଞ୍ଜାମ(କେନ୍ୟୁଜ୍):  ଦେହରେ ନିଆଁ ଲାଗି ମହିଳା ଗୁରୁତର । ବୁଗୁଡ଼ା ଥାନା ଅନ୍ତର୍ଗତ ସୋଲଣ୍ଡି ଗାଁରେ ଶନିବାର ରାତିରେ ଘଟିଛି ଏଭଳି ଘଟଣା । ଆହତ ମହିଳା ଜଣକ ହେଲେ ସେହି ଗାଁର ଲକ୍ଷ୍ମୀ ନାୟକ । ଦେହରେ କିରୋସିନି ପଡ଼ିଥିବା ଅବସ୍ଥାରେ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା।  ଅର୍ଦ୍ଧ ଦଗ୍ଧ…

ବନ୍ୟା ପ୍ରପୀଡିତଙ୍କୁ ସହାୟତା ପାଇଁ ଆଗେଇ ଆସିଲା ଗଞ୍ଜାମ, ୟସ ପ୍ରଭାବିତ ଜିଲ୍ଲା ପାଇଁ ପଠାଇଲା ରିଲିଫ ସାମଗ୍ରୀ

କେନ୍ୟୁଜ୍(ବ୍ୟୁରୋ):  ବନ୍ୟା ପ୍ରପୀଡିତଙ୍କୁ ସହାୟତା ପାଇଁ ଆଗେଇ ଆସିଲା ଗଞ୍ଜାମ। ପୂର୍ବରୁ ଅନେକ ବାତ୍ୟାକୁ ସାମନା କରିଥିବା ଏବଂ ବନ୍ୟା ପ୍ରପୀଡିତଙ୍କୁ ରିଲିଫ ବାଣ୍ଟିବାର ଅଭିଜ୍ଞତା ଗଞ୍ଜାମ ପାଖରେ ରହିଛି। ୟସ ପ୍ରଭାବିତ ଜିଲ୍ଲା ପାଇଁ ରିଲିଫ ସାମଗ୍ରୀ ସଂଗ୍ରହ କରି ଜିଲ୍ଲା ପ୍ରଶାସନ…

କିଏ କହୁଛି ସତ?  ଗଞ୍ଜାମ ଜିଲ୍ଲା ପ୍ରଶାସନ ନା ସୋନୁ ସୁଦ୍ ? ଟ୍ବିଟରରେ ଟ୍ରୋଲ

କେନ୍ୟୁଜ୍(ବ୍ୟୁରୋ):  ସୋସିଆଲ୍‌ ମିଡିଆରେ ଟ୍ରୋଲ ହେଲେ ବଲିଉଡ ଅଭିନେତା ସୋନୁ ସୁଦ । ଜଣେ ରୋଗୀଙ୍କ ପାଇଁ ବ୍ରହ୍ମପୁର ସିଟି ହସ୍ପିଟାଲରେ ବେଡ୍‌ ବ୍ୟବସ୍ଥା କରାଇଥିବା ଟ୍ଵିଟ୍‌କୁ ନେଇ ସମାଲୋଚିତ ହୋଇଛନ୍ତି । ଜଣେ ବ୍ୟକ୍ତି ବେଡ୍‌ ପାଇଁ ସୋସିଆଲ୍‌ ମିଡିଆରେ ସୋନୁ ସୁଦଙ୍କ ସହାୟତା…

ଗଞ୍ଜାମ: ଶବକୁ ଶ୍ମଶାନକୁ ନେବା ପାଇଁ ଆଗେଇ ଆସିଲେ ନାହିଁ ଆତ୍ମୀୟସ୍ଵଜନ, ଦାହ କରିବାକୁ ନେଲେ ସରକାରୀ ବାବୁ

ବ୍ରହ୍ମପୁର(କେନ୍ୟୁଜ୍): କରୋନାର ଦ୍ୱିତୀୟ ଲହରର ଅଜଣା ଭୟ ଏବେ ଅନେକ ଙ୍କୁ ଥରାଇ ଦେଉଛି ।କାରଣ ଅନେକ ଅବିଶ୍ବାସନୀୟ ମୃତ୍ୟୁ ଦେଖିବାକୁ ମିଳୁଛି ।  ଏହି ପରି ସ୍ଥଳେ ଲୋକଙ୍କ ମଧ୍ୟରେ ଧେର୍ଯ୍ୟ ରଖିବା ସହିତ ମନରେ ସାହାସ ଜୁଟାଇବାର ଆବଶ୍ୟକତା ରହିଛି । ସରକାର ମଧ୍ୟ କରୋନାର ମୁକାବିଲା କରିବା…

ସାନଖେମୁଣ୍ଡି ଅଞ୍ଚଳରେ ତିନିଜଣଙ୍କର ଆକସ୍ମିକ ମୃତ୍ୟୁକୁ ନେଇ ଶୋକାକୁଳ ପରିବେଶ

ବ୍ରହ୍ମପୁର (କେ ନ୍ୟୁଜ୍‌) : ଏ କରୋନା କାଳରେ ଘଟୁଛି କଣ କିଛି ବୁଝି ହେଉନାହିଁ । କିଏ କେତେବେଳେ କେଉଁ ଅବସ୍ଥାରେ ଆମକୁ ଛାଡ଼ି ଚାଲି ଯାଉଛି କଳ୍ପନା କରିବା ମୁସ୍କିଲ ହୋଇପଡୁଛି । ଏମିତିରେ ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ତିନିଟି ଗାଁରେ ତିନି ଜଣଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଏବେ ଜୋର…

ବ୍ଯବସାୟୀ ସଂଘର ବଡ଼ ନିଷ୍ପତ୍ତି, ଅପରାହ୍ନ ୨ ଟାରୁ ସକାଳ ୫ ଟା ଯାଏଁ ବନ୍ଦ ରହିବ ସବୁ ଦୋକାନ ବଜାର

ବ୍ରହ୍ମପୁର ବଡ଼ ବଜାର ଦେଶୀ ବେହେରା ସାହି ବ୍ଯବସାୟୀ ସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସହରରେ କରୋନା ସଂକ୍ରମଣକୁ ଦେଖି ଆଗାମୀ ୧୭ ଦିନ ପାଇଁ ଦୋକାନ ବଜାର ଖୋଲିବା ସମୟକୁ କମାଇବା ପାଇଁ ନିଷ୍ପତ୍ତି ନେଇଛି ସଂଘ। ଆଗାମୀ ୧୭ ଦିନ ଯାଏଁ ବଡବଜାର ଅପରାହ୍ନ ୨…

ଗଞ୍ଜାମ: ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧ ଦମ୍ପତିଙ୍କ ମର ଶରୀର ଉଦ୍ଧାର, ହତ୍ୟା କରାଯାଇଥିବା ଅଭିଯୋଗ

ଭଞ୍ଜନଗର(କେନ୍ୟୁଜ୍):  କାଜୁ ଜଙ୍ଗଲରେ ଡବଲ୍‌ ମଡର୍ର । ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଶିଶୁଣ୍ଡା ଗାଁ ନିକଟ କାଜୁ ଜଙ୍ଗଲରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକମାନେ ହେଲେ ୭୦ ବର୍ଷ ବୟସ୍କ ଭୀମ ପ୍ରଧାନ ଓ ତାଙ୍କ ସ୍ତ୍ରୀ…