Browsing Tag

Garlic

ଗର୍ଭାବସ୍ଥା ସମୟରେ ଭୁଲରେ ବି କରନ୍ତୁ ନାହିଁ ଅଧିକ ରସୁଣ ସେବନ, ହୋଇପାରେ ଏହି ସବୁ ଅସୁବିଧା

ଭାରତୀୟ ରୋଷେଇ ଘରେ ରସୁଣ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଖାଦ୍ୟର ସ୍ୱାଦ ବଢାଇବା ପାଇଁ ପ୍ରତ୍ୟେକ ଭାରତୀୟ ପରିବାରରେ ରସୁଣ ବ୍ୟବହାର କରାଯାଏ । ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ଚିକିତ୍ସା ପାଇଁ ଏହା ଏକ ଔଷଧ ଭାବରେ ମଧ୍ୟ ବ୍ୟବହୃତ ହୁଏ । ଏହାର ଗୁରୁତ୍ୱ କେବଳ ମଧ୍ୟ ଭାରତୀୟ ରୋଷେଇ ଘରେ ଦେଖା…

ରସୁଣ କେବଳ ଖାଦ୍ଯର ସ୍ବାଦ ନୁହେଁ ବରଂ ମୁହଁର ସୌନ୍ଦର୍ଯ୍ଯ ବଢାଇଥାଏ, ଜାଣନ୍ତୁ କେମିତି କରିବେ ବ୍ଯବହାର

ପ୍ରତ୍ଯେକ ରୋଷେଇ ଘରେ କିଛି ଥାଉ କି ନଥାଉ ରସୁଣ ନିଶ୍ଚିତ ଥିବ। ଏହା କେବଳ ଖାଦ୍ୟର ସ୍ବାଦ ବଢ଼ାଇନଥାଏ ବରଂ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଏହା ଆପଣଙ୍କ ମୁହଁର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ମଧ୍ୟ କାମରେ ଆସିଥାଏ। ଆସନ୍ତୁ ଜାଣିବା କିପରି.. ଯଦି…

ଖାଲି ପେଟରେ ଖାଆନ୍ତୁ ଏହି ଗୋଟିଏ ଜିନିଷ, ଡାଇବେଟିସ୍‌ ହେବ ନିୟନ୍ତ୍ରିତ ଏବଂ କ୍ୟାନ୍‌ସର ରହିବ ଦୂରରେ

ରସୁଣ ଏପରି ଏକ ଜିନିଷ ଯେଉଁଥିରେ କ୍ୟାଲ୍‌ସିୟମ୍‌, ଆଇରନ୍‌, ଏଣ୍ଟି ଅକ୍ସିଡାଣ୍ଟ ଓ ଏଣ୍ଟି ବ୍ୟାକ୍ଟେରିଆ ଭଳି ଗୁଣ ରହିଥାଏ । ଏହାକୁ ତରକାରୀ ଓ ଡାଲିରେ ବ୍ୟବହାର କରିବା ସହ କଞ୍ଚା ମଧ୍ୟ ଖାଇପାରିବେ । ଯଦି ସକାଳେ ଖାଲି ପେଟରେ ଖିଆଯାଏ ତେବେ ହଜମ ଶକ୍ତି ବୃଦ୍ଧି ପାଇବା ସହ ମାନସିକ ଚାପ…

ଏସବୁ ସମସ୍ୟା ଥିଲେ ଆଦୌ ରସୁଣ ସେବନ କରନ୍ତୁ ନାହିଁ, ବଢ଼ିପାରେ ବିପଦ

ରସୁଣ ଏକ ଏଭଳି ପରିବା ଯାହା ସବୁ ରୋଷେଇ ଘରେ ଦେଖିବାକୁ ମିଳେ। ଏହା କେବଳ ଖାଦ୍ୟର ସ୍ୱାଦ ବଢ଼ାଏନି ବରଂ ଶରୀର ପାଇଁ ବି ଉତ୍ତମ ହୋଇଥାଏ। କଞ୍ଚା ରସୁଣ ଖାଇବା ଦ୍ୱାରା ଥଣ୍ଡା ସମେତ ଅନ୍ୟ ଦୁରାରୋଗ୍ୟରୁ ବି ମୁକ୍ତି ମିଳେ। ଆୟୁର୍ବେଦ ଅନୁସାରେ ରସୁଣ ଖାଇବା ଦ୍ୱାରା ବ୍ଲଡ୍‌ପ୍ରେସର କମ୍‌ ହେବା…

କମ୍‌ ବୟସରୁ ଚୁଟି ପାଚୁଥିଲେ, ରସୁଣ ସହ ମିଶାଇ ଲଗାନ୍ତୁ ଏହି ୩ଟି ଜିନିଷ

ଖରାପ ଖାଦ୍ୟପେୟ, ପ୍ରଦୂଷଣ ଓ ବର୍ତ୍ତମାନର ଜୀବନଶୈଳୀ ଯୋଗୁ ଶରୀରରେ ଭିଟାମିନ୍‌ର ଅଭାବ ପରିଲକ୍ଷିତ ହୋଇଥାଏ। ଏହି କାରଣରୁ କେଶ ମଧ୍ୟ ଧଳା ହେବା ଭଳି ସସମ୍ୟା ଦେଖାଯାଏ। ଯଦି କମ୍‌ ବୟସରେ ଚୁଟି ଧଳା ହୋଇଗଲା ତେବେ ତ କଥା ସରିଲା। ଚୁଟି ଧଳା ହୋଇଗଲେ ବର୍ତ୍ତମାନର ପିଲାମାନେ ବଜାରର ବିଭିନ୍ନ…

ଆପଣ ବି ଚୀନ୍‌ରୁ ଆସୁଥିବା ବିଷାକ୍ତ ରସୁଣ ଖାଉଛନ୍ତି କି? ଜାଣନ୍ତୁ ଏହାକୁ ଚିହ୍ନିବା ଉପାୟ

କରୋନା ଯୋଗୁ ଚୀନରୁ ଆମଦାନୀ ହେଉଥିବା ସମସ୍ତ ଜିନିଷକୁ ବ୍ୟାନ୍‌ କରିଛନ୍ତି ସରକାର। ଚୀନ୍‌ରେ ତିଆରି ହେଉଥିବା ସମସ୍ତ ଖାଦ୍ୟଦ୍ରବ୍ୟ ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ ଜିନିଷ ଉପରେ ସରକାରଙ୍କ କଡ଼ା ନଜର ରହିଛି। କରୋନା ବିଷାଣୁ ନିର୍ଜୀବ ବସ୍ତୁ ମାଧ୍ୟମରେ ମଧ୍ୟ ବ୍ୟାପୁଥିବାରୁ ଏସବୁର…

ମାତ୍ର ଗୋଟିଏ ସପ୍ତାହରେ ବଢ଼ାନ୍ତୁ ନଖ, ବାସ୍ ଆପଣାନ୍ତୁ ଏହି ଘରୋଇ ଉପଚାର

ହାତର ସୁନ୍ଦରତା ନଖ ଉପରେ ନିର୍ଭରଶୀଳ ରହିଥାଏ। ଖାଲି ତାହା ନୁହଁ, ଲମ୍ବା ଏବଂ ଚମକଦାର ନଖ ଯେକୌଣସି ମହିଳାଙ୍କର ବ୍ୟକ୍ତିତ୍ବକୁ ଦମଦାର ଏବଂ ଆର୍କଷିତ କରିଥାଏ। କିନ୍ତୁ କିଛି ମହିଳାଙ୍କର ନଖ ଖୁବ ଶୀଘ୍ର ଭାଙ୍ଗି ଯାଇଥାଏ । ଏପରିକି ସଠିକ୍ ଭାବେ ବଢ଼ି ମଧ୍ୟ ନଥାଏ। ତେବେ ମହିଳାଙ୍କ…

ଜାଣିଛନ୍ତି କି, ଭଜା ରସୁଣ ଖାଇବାର ଚମତ୍କାରୀ ଫାଇଦା

ରସୁଣ ସ୍ବାସ୍ଥ୍ୟ ପାଇଁ ଖୁବ ଭଲ ତାହା ଆମେ ସବୁ ଜାଣିଛୁ। କିନ୍ତୁ ଆପଣ ଜାରିଛନ୍ତି କି, ରାତିରେ ଶୋଇବା ପୂର୍ବରୁ ଭଜା ରସୁଣ ଖାଇବା ଦ୍ବାରା ମିଳିଥାଏ ଅନେକ ସ୍ବାସ୍ଥ୍ୟଗତ ଫାଇଦା। ଏହା ଆପଣଙ୍କ ହୃଦୟକୁ ସୁସ୍ଥ ରଖିବା ସହ ଶରୀରରେ କୋଲେଷ୍ଟ୍ରରର ସ୍ତରକୁ ବଢାଇଥାଏ । ଆସନ୍ତୁ ଜାଣିବା ଭଜା…

ଚେହେରାରୁ ଜିଦି ଦାଗ ବାହାର କରିଦେବ ରସୁଣ , ଜାଣନ୍ତୁ ସଠିକ୍ ବ୍ୟବହାର

ଖାଦ୍ୟର ସ୍ବାଦ ବଢାଇବା ସହ ଅନେକ କାମରେ ଆସିଥାଏ ରସୁଣ । ଉଭୟ ସ୍ବାସ୍ଥ୍ୟ ଏବଂ ସୌନ୍ଦର୍ଯ୍ଯ ଏହାକୁ କରିପାରିବେ ବ୍ୟବହାର । ତେବେ ଆଜି ଆମେ ସୌନ୍ଦର୍ଯ୍ଯ ପାଇଁ ରସୁଣକୁ କେମିତି ବ୍ୟବହାର କରିବେ ତାହା ଜଣାଇବୁ । ସଠିକ୍ ଭାବରେ ବ୍ୟବହାର କଲେ ଚେହେରାରୁ ଦାଗ, କୁଞ୍ଚନ, ବ୍ରଣ ଏବଂ କେଶ ଝଡାରୁ…