Browsing Tag

glenn maxwell

ସୋଏବଙ୍କ ପରେ ପୁଣି ଏହି ଷ୍ଟାର ଖେଳାଳି ସାଜିବେ ଭାରତୀୟ ଜ୍ବାଇଁ, ଧରିବେ ବିନୀ ରମନଙ୍କ ହାତ

ଖୁବଶୀଘ୍ର ଭାରତର ଜ୍ବାଇଁ ହେବାକୁ ଯାଉଛନ୍ତି ଅଷ୍ଟ୍ରେଲିଆ ଟିମ୍‌ ଷ୍ଟାର ଖେଳାଳି ଗ୍ଲେନ୍‌ ମାକ୍ସଓ୍ବେଲ। ପୂର୍ବରୁ ପାକିସ୍ତାନ ଖେଳାଳି ସୋଏବ ମଲ୍ଲିକ ଟେନିସ ଷ୍ଟାର ସାନିଆ ମିର୍ଜାଙ୍କୁ ବିବାହ କରି ଭାରତୀୟ ଜ୍ବାଇଁ ହୋଇଥିବା ବେଳେ ଏବେ ମାକ୍ସୱେଲ ଭାରତୀୟ ଜ୍ବାଇଁ ହେବାକୁ ଯାଉଛନ୍ତି।…

ମ୍ଯାକ୍ସୱେଲଙ୍କ ବିସ୍ଫୋରକ ସର୍ଟ ଉପରେ ଲାଗିପାରେ ପ୍ରତିବନ୍ଧକ, ICC କୁ ଦାବି କଲେ ଅଷ୍ଟ୍ରେଲିଆ ପୂର୍ବ ଅଧିନାୟକ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜ ଅଷ୍ଟ୍ରେଲିଆ ହାତକୁ ଚାଲିଯାଇଛି। ୩ଟି ମ୍ଯାଚ୍ ଏହି ସିରିଜକୁ ଅଷ୍ଟ୍ରେଲିଆ ୨-୦ରେ ବାଜି ନେଇଛି। ଦୁଇଟି ଯାକ ମ୍ଯାଚରେ ଟିମ୍ ଇଣ୍ଡିଆକୁ ବଡ ସ୍କୋର ଦେଇଥିଲା। ଏହି ଦୁଇଟି ଯାକ ମ୍ଯାଚରେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ…

ଭାରତୀୟ ରୀତିନୀତିରେ ନିର୍ବନ୍ଧ କଲେ ଅଷ୍ଟ୍ରେଲିଆର ଏହି ଷ୍ଟାର କ୍ରିକେଟର, ଭାଇରାଲ ହେଉଛି ଫଟୋ

ଅଷ୍ଟ୍ରେଲିଆର ଲୋକପ୍ରିୟ ବୋଲର ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ ନିକଟରେ ନିର୍ବନ୍ଧ କରିଛନ୍ତି। ସେ ବିନି ରମନଙ୍କ ହାତ ଧରିଛନ୍ତି। ବିନି ରମନ ମୂଳରୂପେ ଜଣେ ଭାରତୀୟ ଅଧିବାସୀ। ତାଙ୍କ ଜନ୍ମ ଅଷ୍ଟ୍ରେଲିଆରେ ହୋଇଛି। ରବିବାର ବିନି ରମନ ସୋସିଆଲ ମିଡିଆରେ ଫଟୋ ସେୟାର କରି ସେ ମ୍ୟାକ୍ସେଓ୍ଵଲଙ୍କ ସହ…

ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଲେ ଅଷ୍ଟ୍ରେଲିଆର ଏହି କ୍ରିକେଟର, ଖୁବ୍ ଶୀଘ୍ର କରିବେ ବିବାହ

ଭାରତୀୟ ଯୁବତୀଙ୍କୁ ନିଜ ମନ ଦେଇଥିବା ଏହି ଅଷ୍ଟ୍ରେଲିଆ କ୍ରିକେଟର ଜଣଙ୍କ ହେଉଛନ୍ତି ଅଲରାଉଣ୍ଡର ଗ୍ଳେନ୍ ମାକ୍ସୱେଲ୍ । ଗ୍ଳେନ୍ ଗତ ଦୁଇ ବର୍ଷ ହେବ ଜଣେ ଭାରତୀୟ ଯୁବତୀଙ୍କୁ ଡେଟ୍ କରୁଛନ୍ତି । ଏହି ଭାରତୀୟ ଯୁବତୀ ଜଣଙ୍କ ହେଉଛନ୍ତି ବିନି ରମନ୍ । ଯାହାଙ୍କୁ ଖୁବ୍ ଶୀଘ୍ର ମାକ୍ସୱେଲ୍ ବିବାହ…