Browsing Tag

govt scheme

ପିଏମ୍‌ ଇଣ୍ଟର୍ନସିପ୍‌ ଯୋଜନା : ପ୍ରତିମାସରେ ୫୦୦୦ ଟଙ୍କା ପାଇବେ ଯୁବକ, ଜାଣନ୍ତୁ କିପରି କରିବେ ରେଜିଷ୍ଟ୍ରେସନ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବପିଢିଙ୍କୁ ରୋଜଗାର ଦେବାକୁ ଆରମ୍ଭ କରିଛନ୍ତି ପିଏମ୍‌ ଇଣ୍ଟର୍ନସିପ୍‌ ଯୋଜନା । ଚଳିତ ବର୍ଷ କେନ୍ଦ୍ର ବଜେଟ ୨୦୨୪-୨୫ ଉପସ୍ଥାପନ କରୁଥିବାବେଳେ ଇଣ୍ଟର୍ନସିପ୍‌ ଯୋଜନା ବିଷୟରେ ଘୋଷଣା କରିଥିଲେ ମୋଦି ।  ପିଏମ୍‌ ଇଣ୍ଟର୍ନସିପ୍‌ ଯୋଜନା କ’ଣ ଏବଂ ଏହି…

ସ୍ୱାଧିନତାର ଏତେ ବର୍ଷ ପରେ ବି ଏ ଗାଁକୁ ପହଂଚି ପାରିନାହିଁ ସରକାରୀ ଯୋଜନା

ସୁବର୍ଣ୍ଣପୁର (କେନ୍ୟୁଜ) : ବଦଳିଛି ଯୁଗ ଆଉ ବଦଳିଛି ସମୟ । ହେଲେ ସ୍ୱାଧିନତାର ଏତେ ବର୍ଷ ପରେ ବି ଗାଁକୁ ପହଂଚି ପାରିନାହିଁ ସରକାରୀ ଯୋଜନା । ମୈାଳିକ ସୁବିଧାରୁ ବଂଚିତ ହେଉଛନ୍ତି ଗ୍ରାମବାସୀ । ନିଘଂଚ ଜଙ୍ଗଲ ଭିତରେ ଏକ ପାହାଡ ତଳେ ରହିଥିବା ଏହି ଗାଁକୁ ନାହିଁ ରାସ୍ତା,ଗାଁ ଚାରିପାଖରେ…

ଏକାମ୍ର ଯୋଜନା ପାଇଁ ୬୫୬ କୋଟି, ସମଲେଇ ଯୋଜନା ଅବଧି ବୃଦ୍ଧି

ଭୁବନେଶ୍ୱର (କେନ୍ୟୁଜ୍‌) : ଏକାମ୍ର କ୍ଷେତ୍ର ସୁବିଧା ଓ ସ୍ମାରକୀ ପୁନରୁଦ୍ଧାର କାର୍ଯ୍ୟ ଯୋଜନାରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । ଏଥିରେ ଖର୍ଚ୍ଚ ହେବ ୬୫୬ କୋଟି ୭୩ ଲକ୍ଷ ଟଙ୍କା । ଏହି ଯୋଜନାର କାର୍ଯ୍ୟକାରିତ ୨୦୨୦-୨୧ରୁ ୨୦୨୪-୨୫ ଯାଏ ରହିବ । ଏହି ଯୋଜନାରେ ପ୍ରଭୁ ଲିଙ୍ଗରାଜଙ୍କ…

ଏହି ସରକାରୀ ଯୋଜନାରେ ମାତ୍ର ୭ ଟଙ୍କା ନିବେଶ କରି ମାସକୁ ପାଆନ୍ତୁ ୫ ହଜାର ଟଙ୍କା ପେନସନ

ଆଜିର ମହଙ୍ଗା ଦୁନିଆରେ ସମସ୍ତେ ନିଜର ଭବିଷ୍ୟତକୁ ନେଇ ଚିନ୍ତାରେ ରହୁଛନ୍ତି। ଯେ ଏବେଠୁ ଏତେ ଦରଦାମ୍‌ ବଢ଼ିଲାଣି ତ ଆଗକୁ କଣ ହେବ। ଆଗାମୀ ଭବିଷ୍ୟତ କେମିତି ଚାଲିବ? ତେଣୁ ଯଦି ଆପଣଙ୍କୁ ମଧ୍ୟ ନିଜ ବୃଦ୍ଧାବସ୍ଥାକୁ ସିକ୍ୟୁର କରିବାର ଅଛି ତାହେଲେ ଏହି ଖବର ନିଶ୍ଚୟ ପଢ଼ନ୍ତୁ। ଆପଣଙ୍କୁ ଆଜି…

୨ କୋଟି ମହିଳାଙ୍କୁ ଲକ୍ଷପତି କରିବେ ସରକାର, ପ୍ରସ୍ତୁତ କରାଯାଉଛି ଖାସ ଯୋଜନା

୨ କୋଟି ମହିଳାଙ୍କୁ ଲକ୍ଷପତି କରିବେ ସରକାର । ହଁ ଆଜ୍ଞା ସରକାର ଲକ୍ଷପତି ଦିନି ଯୋଜନା ଅଧିନରେ ଦୁଇକୋଟି ମହିଳାଙ୍କୁ ସଶକ୍ତିକରଣ ଏବଂ ସ୍ୱାବଲମ୍ବୀ କରାଇବେ । ୭୭ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ଦେଶବାସୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ…

ମଧୁବାବୁ ପେନସନ୍‌ ଯୋଜନାରେ ନୂଆ ବ୍ୟବସ୍ଥା ! ଏଣିକି ଆଉ ଦୌଡିବାକୁ ପଡିବନି, ଘରେ ମିଳିବ ନଗଦ ଭତ୍ତା ଟଙ୍କା

ଭୁବନେଶ୍ୱର (କେନ୍ୟୁଜ) : ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ଖୁସି ଖବର । ଏଣିକି ନଗଦ ମିଳିବ ଭତ୍ତା ଟଙ୍କା । ମଧୁବାବୁ ପେନସନ୍ ଯୋଜନାରେ ନୂଆ ବ୍ୟବସ୍ଥା । ଆସନ୍ତା ମାସରୁ ନଗଦ ଆକାରରେ ମିଳିବ ପେନସନ୍‌ ଟଙ୍କା । ମଧୁବାବଚ ପେନସନ୍‌ ଯୋଜନା ମାଧ୍ୟମରେ ବୟସ୍କ ଓ ଭିନ୍ନକ୍ଷମ ହିତାଧିକାରୀଙ୍କ ପାଇଁ…

ଆଧାର-ପାନ୍‌ ଲିଙ୍କ୍‌ ହେଉ ଅବା ବାର୍ଥ ସାଟିର୍ଫିକେଟ ବନାଇବା ହେଉ, ଏହି ୱେବସାଇଟରେ ଫଟାଫଟ କରନ୍ତୁ ଏହି କାମ

ସରକାର ଭାରତୀୟ ନାଗରିକଙ୍କ ପାଇଁ ଅନେକ ବଢ଼ିଆ ବଢ଼ିଆ ଯୋଜନା ଆଣୁଛନ୍ତି । ଏହାସହିତ ସରକାରୀ କାମକୁ ସହଜ ବନାଇବା ପାଇଁ ଲଗାତର ପ୍ରୟାସ ମଧ୍ୟ କରନ୍ତି । ଯେଉଁଥିରେ ବହୁତ କମ୍‌ ସମୟରେ ସମସ୍ତ କାମ ସହଜରେ ହୋଇଯିବ । ଯଦିଓ ଦୂର ଦୂରାନ୍ତର ଅଞ୍ଚଳରେ ରହୁଥିବା ଲୋକମାନେ ଅନେକ ଥର ସରକାରୀ ଅଫିସର…

ମହିଳାଙ୍କ ପାଇଁ ଆରମ୍ଭ ହେଲା ନୂଆ ଯୋଜନା, ଏବେ ଚୁଟକିରେ ମିଳିବ ୫୦ ଲକ୍ଷ ପର୍ଯ୍ୟନ୍ତ ଲୋନ୍

ସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ନୂଆ ନୂଆ ପଦକ୍ଷେପ ନେଉଛନ୍ତି। କିପରି ମହିଳା ମାନେ ଟଙ୍କା ରୋଜଗାର କରିବା ସହିତ ନିଜ ଗୋଡ଼ରେ ନିଜେ ଛିଡା ହେବେ ତାହା ପାଇଁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି । ତେଣୁ ସରକାର ଏବେ ମହିଳା ମାନକୁ ନିଜ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଲୋନ…

ମହିଳା ସମ୍ମାନ ସେଭିଗିଂ ସାର୍ଟିଫିକେଟ୍ ଯୋଜନା କଣ, କେତେ ମିଳିବ ସୁଧ, ଜାଣନ୍ତୁ ଏସବୁ ପ୍ରଶ୍ନର ଉତ୍ତର

ନୂତନ ଆର୍ଥିକ ବର୍ଷ ୨୦୨୩-୨୪ ଆରମ୍ଭ ହୋଇସାରିଛି । ନୂଆ ଆର୍ଥିକ ବର୍ଷ ସାଙ୍ଗରେ ନୂଆ ନିୟମ ମଧ୍ୟ ଲାଗୁ ହୋଇଯାଇଛି । ସାଧାରଣ ଲୋକଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆଣିଛି ଏହି ନୂଆ ପରିବର୍ତ୍ତନ । ଏହି ପରିବର୍ତ୍ତନଗୁଡିକ ମଧ୍ୟରେ ଏକ ଭଲ ଖବର ଆସିଛି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଥର…

ଇ-ଶ୍ରମ କାର୍ଡରୁ ମିଳିଥାଏ ଢ଼େର ଲାଭ

ଅଳ୍ପ କାମ କରି ଅଧିକ ଫାଇଦା ପାଇବାକୁ ଚାହୁଁଥିଲେ ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ। କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ଦମଦାର ଯୋଜନା ବାହାର କରାଯାଇଛି। ଏହା ଅନ୍ତର୍ଗତ ସବୁ ବର୍ଗର ଲୋକ ଜବରଦସ୍ତ ଫାଇଦା ଉଠାଇପାରିବେ। ତେବେ ଏହି ଯୋଜନା କଣ ଆଉ କିପରି ଏଥିରୁ ଫାଇଦା ଉଠାଇବେ ଜାଣନ୍ତୁ ..…

ପୋଷ୍ଟ ଅଫିସର ଏହି ଯୋଜନାରେ ମାତ୍ର ୫୦ ଟଙ୍କା ଜମା କରନ୍ତୁ, ଶେଷରେ ମିଳିବ ୩୫ ଲକ୍ଷ ଟଙ୍କାର ଫାଇଦା

ଭାରତୀୟ ପୋଷ୍ଟ ଅଫିସର ଅନେକ ସ୍କିମ ରହିଛି। କୋଟି କୋଟି ଲୋକ ଏହି ପୋଷ୍ଟ ୍ରଅଫିସ ସ୍କିମରେ ନିବେଶ କରି ଭଲ ରିଟର୍ଣ୍ଣ ମଧ୍ୟ ପାଇଥାନ୍ତି। ପୋଷ୍ଟ ଅଫିସ କେନ୍ଦ୍ର ସରକାରଙ୍କ ଅନ୍ତର୍ଗତ ଏକ ବିଭାଗ ହୋଇଥିବାରୁ ଏହାକୁ ଲୋକମାନେ ଭରସା କରିଥାନ୍ତି। ପୋଷ୍ଟ ଅଫିସରେ ଟଙ୍କା ରଖିବା ରିସ୍କ ଫ୍ରି…

ଚଳିତ ଜାନୁଆରୀ ସୁଦ୍ଧା ଜାରି ହୋଇପାରେ PM Kissan Yojanaର ୧୩ ତମ କିସ୍ତି, ଜାଣନ୍ତୁ ପୁରା ଅପଡେଟ

ଚାଷୀଭାଇଙ୍କ ପାଇଁଁ ଖୁସି ଖବର। ସରକାର ଦେଲେ ଖୁସି କରିଦେବା ଭଳି ଖବର। କେନ୍ଦ୍ର ସରକାର ଚାଷୀଙ୍କ ଆର୍ଥିକ ଲାଭ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବା ପିଏମ କିଷାନ ଅଧୀନରେ ସରକାର କୃଷକଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କାର ୩ଟି କିସ୍ତି…