Browsing Tag

gujarat

ଗୁଜରାଟର ଜାମନଗରରୁ ନିର୍ବାଚନ ଲଢିବେ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା, ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ହେଲେ ନଣନ୍ଦ…

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍ ବାଜିସାରିଛି । ବିଜେପି ପକ୍ଷରୁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇଛି । ଗତ ୬ଥର ପାଇଁ ଏଠାରେ କ୍ଷମତାରେ ରହିଆସୁଛି ବିଜେପି । ଏହା ମଧ୍ୟରେ ଗୁଜରାଟର ଜାମନଗର ନିର୍ବାଚନ ସିଟ୍‌କୁ ନେଇ ବେଶ୍‌ ଚର୍ଚ୍ଚା ଲାଗିରହିଛି। ଆଉ ଏହି ସିଟରୁ…

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍, ଡିସେମ୍ବରରେ ୧ ଏବଂ ୫ରେ ହେବ ମତଦାନ

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ଏହି ନିର୍ବାଚନରେ ୨ଟି ପର୍ଯ୍ୟାୟରେ ହେବ ମତଦାନ । ଡିସେମ୍ବର ୧ରେ ପ୍ରଥମ ପର୍ଯ୍ୟାୟ ଓ ୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ଡିସେମ୍ବର ୮ ତାରିଖରେ ଗଣତି ପରେ ବାହାରିବ ରେଜଲ୍ଟ । ତାରିଖ ଘୋଷଣା ସହ ଆଜିଠୁ ଗୁଜରାଟରେ…

ମୋରବୀ ବ୍ରିଜ୍‌ ଟ୍ରାଜେଡି ; ବିଜେପି ସାଂସଦଙ୍କ ୧୨ ଜଣ ସଂପର୍କୀୟ ମୃତ, ବ୍ରିଜର ନଥିଲା ଫିଟନେସ ସାର୍ଟିଫିକେଟ୍

ଗୁଜରାଟ ମୋରବୀ ମଚ୍ଛୁ ନଦୀରେ ହୋଇଥିବା ଝୁଲା ପୋଲ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୪୧ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ମଚ୍ଛୁ ନଦୀରେ ହୋଇଥିବା ଏହି ହୃଦୟବିଦାରକ ଦୁର୍ଘଟଣାରେ ବିଜେପି ସାଂସଦଙ୍କ ୧୨ ଜଣ…

ଚାରିଆଡେ ଭାସୁଥିଲା ଶବ, ଶୁଭୁଥିଲା ବିକଳ ଚିତ୍କାର, ନିଜ ଲୋକଙ୍କୁ ଖୋଜୁଥିଲା ଆଖି; ସାମ୍ନାକୁ ଆସିଲା ଛାତିଥରା ଭିଡିଓ

ଗୁଜରାଟ ମୋରବୀରେ ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୪୧ରେ ପହଞ୍ଚିଛି। ଘଟଣାରେ ଅନେକ ଛୋଟ ପିଲାଙ୍କ ଜୀବନ ଚାଲିଯାଇଛି। ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିବାରେ ବୋଲି ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟରେ ପ୍ରଶାସନ…

ଗୁଜରାଟର ମୋରବିରେ ବଡ ଦୁର୍ଘଟଣା: ଭୁଶୁଡ଼ିଲା ଝୁଲା ପୋଲ, ନଦୀରେ ଭାସିଗଲେ ଶତାଧିକ ଲୋକ, ୬୦ ମୃତ

ନୂଆଦିଲ୍ଲୀ : ଗୁଜରାଟର ମୋରବିରେ ରବିବାର ସନ୍ଧ୍ୟାରେ ବଡ ଅଘଟଣ ଘଟିଛି। ମଚ୍ଛୁ ନଦୀରେ ନିର୍ମିତ କେବଲ ବ୍ରିଜ ଅଚାନକ ଭାଙ୍ଗି ଯିବାରୁ ଶତାଧିକ  ଲୋକ ନଦୀକୁ ଖସି ପଡିଛନ୍ତି। ନଦୀକୁ ଖସିଯାଇଥିବା ଲୋକଙ୍କ ଉଦ୍ଧାର କାମ ଜାରି ରହିଛି । ହେଲେ ଏଯାଏଁ ଜଣାପଡିନି କେତେ ଲୋକ ନଦୀକୁ ଖସିପଡିଛନ୍ତି ।…

ଗୁଜରାଟରେ କେଜ୍ରିଓ୍ଵାଲଙ୍କ ପଞ୍ଜାବ ଫର୍ମୂଲା, ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ଆରମ୍ଭ କଲେ କ୍ୟାମ୍ପେନ୍

ନୂଆଦିଲ୍ଲୀ : ଗୁଜରାଟରେ କେଜ୍ରିଓ୍ଵାଲ ଆରମ୍ଭ କରିଛନ୍ତି ପଞ୍ଜାବ ଫର୍ମୂଲା । ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ଆରମ୍ଭ କରିଛନ୍ତି କ୍ୟାମ୍ପେନ୍ । ମୋଦିଙ୍କ ହୋମ୍ ଷ୍ଟେଟ୍ ଗୁଜରାଟରେ ଆକ୍ରମଣାତ୍ମକ ଢଙ୍ଗରେ ପ୍ରଚାର ଚଳାଇଛନ୍ତି ଆମ୍ ଆଦମୀ ପାର୍ଟି ବସ୍ ଅରବିନ୍ଦ କେଜ୍ରିଓ୍ଵାଲ । ତୁହାକୁ ତୁହା…

ଗୁଜରାଟରେ ଚାଲିଥିବା ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଫାଇନାଲରେ ଓଡ଼ିଶା ମହିଳା ଫୁଟବଲ ଟିମ୍‌

(କେନ୍ୟୁଜ): ଗୁଜରାଟରେ ଚାଲିଥିବା ୩୬ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଫାଇନାଲରେ ଓଡ଼ିଶା ମହିଳା ଫୁଟବଲ ଟିମ୍‌ । ଆଜି ସେମିଫାଇନାଲରେ ତାମିଲନାଡୁକୁ ୫-୨ ଗୋଲ୍‌ରେ ହରାଇଥିଲା । ଫାଇନାଲ୍‌ରେ ମଣିପୁରକୁ ଭେଟିବ ଓଡ଼ିଶା ମହିଳା ଫୁଟବଲ୍‌ ଟିମ୍‌ । ସେହିପରି ଓଡ଼ିଶା ମହିଳା ବିଚ୍‌ ଭଲିବଲ ଟିମ୍‌…

ସ୍ତ୍ରୀ ଓ ୩ ବର୍ଷର କୁନି ଝିଅକୁ ଧରି ୧୨ ମହଲାରୁ ଡେଇଁ ଆତ୍ମହତ୍ୟା କଲେ କନଷ୍ଟେବଳ; କାରଣ ଖୋଜୁଛି ପୋଲିସ…

ଗୁଜରାଟର ଅହମ୍ମଦାବାଦରେ ଜଣେ ପୋଲିସ କନଷ୍ଟେବଳ ନିଜ ସ୍ତ୍ରୀ ଓ ୩ ବର୍ଷର କୁନି ଝିଅ ସହିତ ବିଲ୍ଡିଂର ୧୨ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମାମଲା ବସ୍ତ୍ରାପୁର ଅଞ୍ଚଳର ବୋଲି କୁହାଯାଉଛି। ମିଳିଥିବା ସୂଚନା ମୁତାବକ, କୁଲଦୀପ ସିଂ ଯାଦବ ନାମକ ବ୍ୟକ୍ତି ଏଠାରେ ଏକ ଥାନାରେ କନଷ୍ଟେବଳ ରୂପେ…

ଗୁଜରାଟରେ ବିଷାକ୍ତ ମଦ ପିଇବା ଘଟଣାରେ ମୃତକଙ୍କ ସଂଖ୍ୟା ୩୭ରେ ପହଞ୍ଚିଥିଲା, ୧୪ ଜଣକୁ ଅଟକ ରଖିଛି ପୋଲିସ

ଗୁଜରାଟର ବୋଟାଦ ଜିଲ୍ଲାରେ ରୋଜିଦ ଗାଁରେ ବିଷାକ୍ତ ମଦ ପିଇବା ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ମୃତକଙ୍କ ସଂଖ୍ୟା ୩୭ରେ ପହଞ୍ଚିଥିବା ବେଳେ ୭୦ରୁ ଅଧିକ ବ୍ୟକ୍ତି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ତେଣୁ ମୃତକଙ୍କ ସଂଖ୍ୟା ବଢିପାରେ। ଗତକାଲି…

ବିଷାକ୍ତ ମଦ ପିଇ ୧୯ ମୃତ, ୪୦ରୁ ଅଧିକ ଗୁରୁତର

ଗୁଜୁରାଟର ବୋଟାଦ ଜିଲ୍ଲାରେ ରୋଜିଦ ଗାଁରେ ବିଷାକ୍ତ ମଦ ପିଇ ଏବେସୁଦ୍ଧା ୧୯ ଜଣଙ୍କ ମୃତ୍ୟୁ ହୋଇଛି। ୪୦ରୁ ଅଧିକ ବ୍ୟକ୍ତି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ତେଣୁ ମୃତକଙ୍କ ସଂଖ୍ୟା ବଢିପାରେ। ଘଟଣା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଗ୍ରାଇଣ୍ଡରରେ ପୁଅର ମୃତ ଶରୀର ପେସି ଦେଲା ବାପା! ପୁଣି ଖଣ୍ଡ ବିଖଣ୍ଡିତ ଅଙ୍ଗକୁ ସହରର ଭିନ୍ନ ଭିନ୍ନ ଜାଗାରେ ଫିଙ୍ଗି…

ଗୁଜରାଟର ଭାସ୍‌ଣା ଅଞ୍ଚଳରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି। ଏଠାରେ ଜଣେ ବାପା ନିଜ ପୁଅକୁ ଅତି ବିଭତ୍ସ ଭାବେ ହତ୍ୟା କରିଛି। ହତ୍ୟା କରିବା ପରେ ମୃତଦେହକୁ ଗ୍ରାଇଣ୍ଡରରେ ପେସି ଖଣ୍ଡ ବିଖଣ୍ଡିତ କରି ଦେଇଥିଲା। ପୁଣି ଅଙ୍ଗ ପ୍ରତ୍ୟେଙ୍ଗଗୁଡ଼ିକୁ କଳା ପଲିଥିନ ଜରିରେ ପୂରାଇ ସହରର ଭିନ୍ନ…

୨୪ ଘଣ୍ଟାରେ ତୃତୀୟ ଘଟଣା! ଗୁଜରାଟରେ ପୋଲିସ କନେଷ୍ଟବଳଙ୍କୁ ଟ୍ରକ୍‌ ଚଢ଼ାଇ ହତ୍ୟା, ଚାଳକ ଫେରାର

ଗୁଜରାଟର ଆଣନ୍ଦରେ ଜଣେ ପୋଲିସ କନେଷ୍ଟବଳଙ୍କୁ ଟ୍ରକ୍‌ ଚଢ଼ାଇ ହତ୍ୟା କରାଯାଇଛି। ଗତ ୨୪ ଘଣ୍ଟା ଭିତରେ ଏହା ହେଉଛି ତୃତୀୟ ଘଟଣା, ଯେଉଁଥିରେ ପୋଲିସକର୍ମୀ କ୍ରୋଧର ଶିକାର ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ନାଇଟ୍‌ ଡ୍ୟୁଟି ସମୟରେ ଟ୍ରାଫିକ୍‌ ପୋଲିସ କନେଷ୍ଟବଳ ରାଜକିରଣଙ୍କ ସହିତ ଏହି…