Browsing Tag

gupchup

ଗୁପଚୁପ୍ ପ୍ରଥମେ ଭାରତକୁ କିପରି ଆସିଲା, କେଉଁ ରାଜ୍ୟରେ ଏହା ପ୍ରଥମେ ପରିଚିତ ହୋଇଥିଲା?

ଗୁପଚୁପ୍ ନାଁ ଶୁଣିଲେ ହିଁ ମୁହଁରେ ପାଣି ଆସିଯାଏ । ସେ ଛୋଟ ହୁଅନ୍ତୁ ଅବା ବଡ଼ । ଗୁପଚୁପ୍ ଏକ ଏଭଳି ଖାଦ୍ୟ ଯାହା ସମସ୍ତଙ୍କ ପସନ୍ଦ । ଗୁପଚୁପ୍, ଗୋଲଗପ୍ପା, ପାନି ପୁରୀ କିମ୍ବା ପୁଚକା... ନାମଗୁଡିକ ଅଲଗା ଅଲଗା କିନ୍ତୁ ଯେତେବେଳେ ଏହି ସବୁର ନାମ ନିଆଯାଏ ଏକ ଚଟପଟା ସ୍ୱାଦିଷ୍ଟ ଖାଦ୍ୟ…

ଗୁପଚୁପ୍‌ ବିକ୍ରି ପାଇଁ ଭିନ୍ନ ପନ୍ଥା ଆପଣାଇଲେ ବ୍ୟବସାୟୀ, ଦାସ କାଠିଆ ବଜାଇ ଗାଉଛନ୍ତି ଗୀତ

ଗୁପଚୁପ୍‌ ବିକ୍ରି ପାଇଁ ନୂଆ ପନ୍ଥା ଆପଣାଇଛନ୍ତି ଜଣେ ଗୁପଚୁପ୍‌ ବ୍ୟବସାୟୀ । ଗୀତ ଗାଇ ଗାଇ ବିକ୍ରି କରୁଛନ୍ତି ଗୁପଚୁପ୍‌ । ଖଟାପାଣି ସାଙ୍ଗକୁ ସୁଆଦିଆ ଗୁପଚୁପ୍‌ ଧରି ବାହାରି ପଡ଼ିଛନ୍ତି ଗୁପଚୁପ୍‌ ବିକିବା ପାଇଁ । ଖାଲି ଗୁପୁଚୁପ୍‌ ବିକିଲେ କେହି ଆସୁନାହାନ୍ତି ତେଣୁ ଏକ ଭିନ୍ନ ଗୀତ ଗାଇ…

ଚାଲୁଥିବା ଟ୍ରେନରେ ଗୁପଚୁପ ବିକ୍ରି, ଖାଇବା ପାଇଁ ଲାଗିଲା ଯାତ୍ରୀଙ୍କ ଭିଡ଼

ଭାରତୀୟ ଲୋକମାନେ ଷ୍ଟ୍ରିଟ ଫୁଡ ଖାଇବା ପାଇଁ ଅଧିକ ପସନ୍ଦ କରିଥାନ୍ତି । କିଛି ଲୋକଙ୍କ ଡାଏଟ ଏହି ଷ୍ଟ୍ରିଟ ଫୁଡ ପାଇଁ ଭାଙ୍ଗି ଯାଏ । ଖାଦ୍ୟ ମଧ୍ୟରୁ ଷ୍ଟ୍ରିଟ ଫୁଡର ଚାହିଦା ଅଧିକ ରହିଛି । କିନ୍ତୁ ଏହି ଷ୍ଟ୍ରିଟ ଫୁଡ ମଧ୍ୟରୁ ଗୁପଚୁପ ଅନ୍ୟତମ । ଗୁପଚୁପ ଏମିତି ଏକ ଖାଦ୍ୟ ଯାହାକୁ ଖାଇବା…

ନେପାଳରେ ଗୁପ୍‌ଚୁପ୍‌ ବିକିବା ମନା, ବ୍ୟାନ୍‌ କରିଛନ୍ତି ସରକାର

କେନ୍ୟୁଜ୍‌ : ନେପାଳରେ ଗୁପ୍‌ଚୁପ୍‌ ବିକିବା ଏବଂ ଖାଇବା ଉପାର ପ୍ରତିବନ୍ଧକ ଲଗାଇଛନ୍ତି ସରକାର । ଏହି କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ, ଭାବୁଥିବେ ଏ କେମିତି କଥା । ହଁ ଆଜ୍ଞା ଏହି କଥା ସମ୍ପୂର୍ଣ୍ଣ ସତ । ଏମିତି ଏକ ନିଷ୍ପତ୍ତି ନେଇଛନ୍ତି ଆମର ପଡ଼ୋଶୀ ଦେଶ ନେପାଳର ସରକାର । ସାଧାରଣତଃ…

କ’ଣ ଆପଣ ଜାଣନ୍ତି ଗୁପଚୁପ୍ ଖାଇବାର ଲାଭ ?

ଗୁପଚୁପ୍ ନାଁ ଶୁଣିଲେ ହିଁ ମୁହଁରେ ପାଣି ଚାଲିଆସେ । ଛୋଟ ହୁଅନ୍ତୁ ଅବା ବଡ଼ । ଗୁପଚୁପ୍ ଏକ ଏଭଳି ଖାଦ୍ୟ ଯାହା ସମସ୍ତଙ୍କ ପସନ୍ଦ । କିନ୍ତୁ ଅନେକ ସମୟରେ ଆମେ ଶୁଣିଛେ ଗୁପଚୁପ୍ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ । ଯେମିତିକି ଏହାକୁ ଖାଇବା ଦ୍ବାରା ବ୍ରଣ ହୋଇଥାଏ ଏବଂ ଖାଦ୍ୟ ହଜମ ହୋଇନଥାଏ…

କନ୍ୟା ମୁଣ୍ଡରେ ଗୁପ୍‌ଚୁପ ମୁକୁଟ! ବେକରେ ଗୁପ୍‌ଚୁପ ମାଳା, ଆଉ ଥାଳିରେ ବି ସଜା ହୋଇଛି ଗୁପ୍‌ଚୁପ, ଦେଖନ୍ତୁ ଭାଇରାଲ…

ସମସ୍ତେ ଜାଣନ୍ତି, ଗୁପ୍‌ଚୁପ ଖାଇବା ପ୍ରତି ଝିଅମାନଙ୍କର ବହୁତ ଦୁର୍ବଳତା ରହିଥାଏ। କୌଣସି ପାର୍ଟି, ଫଙ୍କସନରେ ଝିଅମାନେ ପ୍ରଥମେ ଗୁପ୍‌ଚୁପ ଷ୍ଟଲ ଆଡ଼କୁ ହିଁ ଆଗଭର ହୋଇ ଚାଲିଯାଆନ୍ତି। କିନ୍ତୁ କ’ଣ କେବେ ଦେଖିଛନ୍ତି କି, କେହି ନିଜ ବିବାହରେ ଗୁପ୍‌ଚୁପ ମୁକୁଟ ପିନ୍ଧି ବସିଥିବାର? ଏ କଥା…

‘ଗୁପଚୁପ’ର ବି ଏତେ ନାଁ ! ଜାଣନ୍ତୁ କେଉଁ ରାଜ୍ୟରେ କ’ଣ କୁହନ୍ତି

କ'ଣ ଆପଣ ଜାଣିଛନ୍ତି କି, ଆମେ ଖାଉଥିବା ଚଟପଟା ଖାଦ୍ୟ 'ଗୁପଚୁପ'ର ବି ରହିଛି ଅନେକ ନାଁ। ଏହାକୁ ଭାରତର ଅଲଗା ଅଲଗା ରାଜ୍ୟରେ ଅଲଗା ଅଲଗା ନାଁରେ ଜଣାଯାଇଥାଏ। ଆଜି ଆମେ ଆପଣଙ୍କୁ କହିବୁ, କେଉଁ ରାଜ୍ୟରେ କେଉଁ ନାଁରେ 'ଗୁପଚୁପ' ଜଣାଶୁଣା। ୧. ୟୁପିର ଅଲିଗଡ଼ରେ ଗୁପଚୁପକୁ 'ପଡାକା' ନାଁରେ…

ଦୁଃଖ ଓ ଅନାଟନ ଭିତରେ ମେଧାବୀ ଛାତ୍ର ରାସ୍ତା କଡରେ ବିକୁଛି ଗୁପଚୁପ୍, ସ୍ବପ୍ନକୁ ପୂରଣ କରିବା ପାଇଁ ସହାୟତାକୁ…

ଆନନ୍ଦପୁର : ସତରେ ଦଇବ ଦଉଡି ମଣିଷ ଗାଈ।  ଦୁଃଖ ଓ ଅନାଟନ ଭିତରେ ସୁନା ପୁଅ ଆଜି ରାସ୍ତା କଡରେ। ଭାଗ୍ଯର ବିଡମ୍ବନା ଆଗରେ ମୁଣ୍ଡ ନୁଆଇବାକୁ ପଡିଛି । ଦକ୍ଷତା ଥାଇଛି ସାଥ୍ ଦେଲାନି ପରିସ୍ଥିତି । ଶେଷରେ ପରିବାରର ଆର୍ଥିକ ବୋଝ ଆଗରେ ବଳି ପଡିଛି ମେଧାବୀ ଛାତ୍ରଙ୍କ ଭବିଷ୍ଯତ। ଏକ ସୁନ୍ଦର…

କରୋନା କାଳରେ ଗୁପଚୁପ ବିକାଳିଙ୍କ ଅଜବ ଯୋଗାଡ଼ ! ଆପଣଙ୍କୁ ବି ଆସିବ ପସନ୍ଦ, ଦେଖନ୍ତୁ Video

କରୋନା କାଳରେ ଲୋକେ ଏବେ ଷ୍ଟ୍ରୀଟ ଫୁଡକୁ ମିସ କରୁଛନ୍ତି। ଏଭଳି ସ୍ଥିତିରେ ଜଣେ ବ୍ୟକ୍ତି ଗୁପଚୁପ ବିକିବାରେ ଏକ ଅଜବ ଉପାୟ ବାହାର କରିଛନ୍ତି। ଛତିଶଗଡ଼ର ଏହି ଗୁପଚୁପ ବିକାଳି ଦୋକାନରେ ଅଟୋମେଟିକ ମେସିନ ଲଗାଇଛନ୍ତି, ଯଦ୍ଦ୍ୱାରା ଗ୍ରାହକ ବିନା କୌଣସି ଟଚରେ ଗୁପଚୁପ ଖାଇପାରିବେ। ଏହି…

କରୋନାରେ ଷ୍ଟ୍ରିଟଫୁଡ ମିସ କରୁଛନ୍ତି କି ? ତାହେଲେ ଆସିଗଲା ଗୁପ୍ଚୁପ ATM..ଦେଖନ୍ତୁ ଭିଡିଓ

କରୋନା ଲୋକଙ୍କ ଜୀବନଶୈଳୀକୁ ସମ୍ପୂର୍ଣ ଭାବେ ବଦଳାଇ ଦେଇଛି । ଏଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଛି ଯେ ଲୋକଙ୍କ ଯିବା ଆସିବା ଉପରେ ରୋକ ଲାଗିଯାଇଛି । ଏଭଳି ପରିସ୍ଥିତିରେ ଲୋକମାନେ ଷ୍ଟ୍ରିଟଫୁଡ ବା ରାସ୍ତାରେ ବିକ୍ରି ହେଉଥିବା ଚାଟ , ଗୁପ୍ଚୁପ ଇତ୍ୟାଦି ଖାଦ୍ୟକୁ ବହୁତ ମିସ କରୁଛନ୍ତି ।…