‘ମୋତେ ଡାଇବେଟିସ୍, ତଥାପି ଆଳୁ ଖାଇବାକୁ ଦେଉଛନ୍ତି…’, ବନ୍ଧୁକ ଉଠାଇଲେ ବାପା, ଆହତ ହେଲା ପୁଅ
ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଅବସରପ୍ରାପ୍ତ ସୈନିକ ନିଜ ଖାଦ୍ୟରେ ସବୁଜ ପରିବା ନ ପାଇବାରୁ ପୁଅ ଉପରକୁ ବନ୍ଧୁକ ଉଠାଇଥିଲେ । ହେଲେ ବନ୍ଧୁକ ଉଠାଇବା ବେଳେ ଭୁଲ୍ ବଶତଃ ଟ୍ରିଗର୍ ଚାପି ହୋଇଯିବାରୁ ବନ୍ଧୁକରୁ ଗୁଳି ବାହାରି ଯାଇଥିଲା,…