Jamun Benifits: ବଡ଼ ବଡ଼ ସମସ୍ୟାକୁ ଦୂର କରେ ଜାମୁକୋଳି, ଡାଇବେଟିସ୍ ରୋଗୀଙ୍କ ପାଇଁ ହୋଇଥାଏ ବରଦାନ
ଫଳରେ ଥାଏ ବହୁ ରୋଗର ନିରାକରଣର ବାଟ । ଆଜିକଲି ଆଧୁନିକ ଯୁଗରେ ପିଜା, ବରଗର ଖାଉଥିବାବେଳେ ଆମେ ଆମ ଦେହକୁ ହିତଥିବା ଫଳକୁ ଅଣଦେଖା କରିଦେଉଛେ । ସେହିପରି ଜାମୁକୋଳି ଏମିତି ଫଳ, ଏହାକୁ ଖାଇବା ଦ୍ବାରା ବହୁ ରେଗରୁ ମିଳିଥାଏ ମୁକ୍ତି ।
ଏଥି ସହ ଜାଣିରଖନ୍ତୁ ଯେ, ଜାମୁକୋଳି ଏକ ପୁଷ୍ଟିକର…