Browsing Tag

health benefit

ଓଜନ ହ୍ରାସ ପାଇଁ ପ୍ରତିଦିନ ପିଅନ୍ତୁ ଏହି ପାଞ୍ଚଟି ସୁପ୍ , ମାସକ ମଧ୍ୟରେ ଜଣା ପଡିବ ପାର୍ଥକ୍ୟ

ଶୀତ ଋତୁରେ ପ୍ରଚୁର ପରିମାଣରେ ସବୁଜ ପନିପରିବା ଉପଲବ୍ଧ । ଏପରି ପରିସ୍ଥିତିରେ, ଏହି ଋତୁରେ କେବଳ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ନୁହେଁ ବରଂ ଓଜନ ହ୍ରାସ ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଆଜି, ଆମେ ଆପଣଙ୍କୁ ଏପରି ସବୁଜ ସୁପ୍ ରସିପି କହୁଛୁ, ଯାହା ସ୍ୱାଦିଷ୍ଟ ହେବା ସହ…

ଚର୍ମରେ ଚମକ ଆଣିବା ସହିତ ଓଜନ କମାଇବାରେ ସାହାଯ୍ୟ କରେ କରମଙ୍ଗା

କରମଙ୍ଗା ଏପରି ଏକ ଫଳ ଯାହାକୁ ଖାଇବା ଦ୍ୱାରା ଖଟା, ମିଠା ଏବଂ ସ୍ୱାଦିଷ୍ଟ ଲାଗିଥାଏ । ଏହା ଷ୍ଟାର୍ ଫ୍ରୁଟ୍ ଭାବରେ ମଧ୍ୟ ଜଣାଶୁଣା ।କରମଙ୍ଗା ଔଷଧୀୟ ଗୁଣରେ ଭରପୂର ଅଟେ । ଏହା ଭିଟାମିନ୍ ସି ର ସର୍ବୋତ୍ତମ ଉତ୍ସ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଏହା ଫାଇବରରେ ଭରପୂର ଅଟେ ଯାହା…

କିଡ୍‌ନୀରେ ଷ୍ଟୋନ ହୋଇଥିଲେ ପିଅନ୍ତୁ ଉଷୁମ ପାଣି, ପେଟ ଫୁଲିବାକୁ ଦେଇ ନ ଥାଏ; ରହିଛି ଆହୁରି ଅନେକ ଫାଇଦା

କିଡ୍‌ନୀ ଷ୍ଟୋନ ସମସ୍ୟା ଥିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅଧିକରୁ ଅଧିକ ଗରମ ପାଣି ପିଇବାକୁ ପରାମର୍ଶ ଦେଇ ଥାଆନ୍ତି। ଗରମ ପାଣିର ସେବନ କିଡ୍‌ନୀ ଷ୍ଟୋନ ସମସ୍ୟାକୁ ଦୂର କରିବାରେ ଲାଭଦାୟକ ବୋଲି କୁହାଯାଇଥାଏ। ବିଶେଷଜ୍ଞଙ୍କ ମୁତାବକ, କିଡ୍‌ନୀ ସମସ୍ୟା ଥିବା ରୋଗୀ ପୂରା ଦିନରେ ୩ରୁ ୪ ଲିଟର…

କୋଭିଡ୍‌ ସମୟ: ଭରପୂର ମାତ୍ରାରେ ଖାଆନ୍ତୁ ମୂଳା, ମିଳିବ ରୋଗ ପ୍ରତିରୋଧକ ଶକ୍ତି; ହୃଦ୍‌ ସମ୍ବନ୍ଧୀୟ ରୋଗ ଆଶଙ୍କା ମଧ୍ୟ…

ଏବେ ଚାଲିଛି ଶୀତ ଋତୁ। ଏହି ଋତୁରେ ଆପଣଙ୍କୁ ବଜାରରେ ଅନେକ ପ୍ରକାରର ପରିବା ମିଳିଯିବ। ଲୋକେ ବି ଶୀତ ଋତୁରେ ବିଭିନ୍ନ ପ୍ରକାର ସବୁଜ ପନିପରିବା ଖାଇବାକୁ ପସନ୍ଦ କରି ଥାଆନ୍ତି। କିନ୍ତୁ କହି ରଖୁଛୁ କି, ଏହି ଦିନେ ମିଳୁଥିବା ପନିପରିବା ଭିତରୁ ମୂଳା ଏମିତି ଏକ ପରିବା, ଯାହାର ଫାଇଦା ବିଷୟରେ…

ସ୍ୱାସ୍ଥ୍ୟ ପାଇଁ ହିତକର ଅଞ୍ଜିର: ରକ୍ତଚାପ ନିୟନ୍ତ୍ରିତ କରିବା ସହ ହାଡ ମଜବୁତ ରଖେ

ଅଞ୍ଜିର ବା ଫିଗ ଏକ ହାଇଫ୍ରୁଟ। ଯାହା ହାଲକା ହଳଦିଆ ଓ ଗାଢ଼ ସୁନେଲି ରଙ୍ଗର । ଏହି ଫଳ ଫୋଷକ ତତ୍ୱରେ ଭରା । ଏହା ଖାଇବାକୁ ବେଶ କୁରକୁରା ଲାଗିଥାଏ । ଏହା ବହୁତ ରୋଗର ଉପଚାର ମଧ୍ୟ କରିଥାଏ । ଅଞ୍ଜିରରେ ଜିଙ୍କ, ମାଙ୍ଗାନିଜ, ମ୍ୟାଗ୍ନେସିୟମ, ଆଇରନ୍ ପରି ପୋଷକ ତତ୍ୱ ରହିଥାଏ । ଏଥିରେ…

ପଣସ ମଞ୍ଜିରେ ରହିଥାଏ ଅନେକ ପୋଷକତତ୍ତ୍ୱ, ଏହାକୁ ଖାଆନ୍ତୁ ଓ ସୁସ୍ଥ ରୁହନ୍ତୁ

ପଣସ ତରକାରୀ ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଥାଏ। ଏହାର ସ୍ୱାଦ କିଛି ଲୋକଙ୍କୁ ଖୁବ ପସନ୍ଦ ଆସିଥାଏ। କିନ୍ତୁ କିଛି ଲୋକ ପଣସର ମଞ୍ଜି ବିଷୟରେ ଜାଣିନଥାନ୍ତି । ତେବେ ପଣସ ଭଳି ଏହାର ମଞ୍ଜି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ । ଏଥିରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି। ଯାହା…

ଖାଲି ପାଦରେ ଚାଲନ୍ତୁ, ଦୂର ହେବ ଡାଇବେଟିସ୍‌-ବ୍ଲଡ ପ୍ରେସର ଆଦି ସାଂଘାତିକ ରୋଗ

ଏବେ ଲୋକମାନେ ଫିଟ୍‌ ରହିବାକୁ ବିଭିନ୍ନ ପନ୍ଥା ଆପଣାଉଛନ୍ତି। କିଏ ଏକ୍ସରସାଇଜ୍‌ କରୁଛି ତ ଆଉ କିଏ ଡାଏଟିଂ। ତେବେ ଫିଟ୍‌ ରହିବାର ଆଉ ଏକ ଉପାୟ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ତାହା ହେଉଛି ଖାଲିପାଦରେ ଚାଲିବା। ବଡ଼ ବଡ଼ ସେଲିବ୍ରେଟି ମଧ୍ୟ ଫିଟ୍‌ ରହିବାକୁ ଏହି ଉପାୟ ଆପଣାଉଛନ୍ତି।…

ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ କଳମ ଶାଗ, ଜାଣନ୍ତୁ କିପରି

କଳମ ଶାଗର ବ୍ୟବହାର ସାଧାରଣତଃ ଇଣ୍ଡୋନେସିଆ ଓ ଭାରତରେ ବହୁଳ ମାତ୍ରା କରାଯାଇଥାଏ । ଏହା ବିଶେଷ କରି ଦକ୍ଷିଣ ଭାରତ,ପୂର୍ବ ଭାରତର ଓଡିଶା ଓ କଲକାତାରେ ମଧ୍ୟ ଏହାକୁ ଅଧିକ ମାତ୍ରାରେ ବ୍ୟବହାର କରିଥାନ୍ତି । ତେବେ ଏଥିରେ ସାଧାରଣତଃ ଅଧିକ ପରିମାଣରେ ଭିଟାମିନ ମିଶିକରି ରହିଥାଏ । ପ୍ରତି ୧୦୦…

ସକାଳୁ ଉଷୁମ ପାଣି ସହିତ ରସୁଣ ଖାଇବା ଦ୍ୱାରା ମିଳିଥାଏ ଏହି ସବୁ ଚମତ୍କାରୀ ଲାଭ

ଘରେ ପ୍ରତ୍ୟେକ ଦିନ ବ୍ୟବହାର ହେଉଥିବା ରସୁଣ ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ l ସମସ୍ତେ ପ୍ରାୟ ଜାଣିଛନ୍ତି ରସୁଣକୁ ରୋଷେଇ କରାଯାଇ ଖିଆ ଯାଇଥାଏ l କିନ୍ତୁ କଞ୍ଚା ରସୁଣ ଓ ଗରମ ପାଣି ଯଦି ଆପଣ ସକାଳୁ ସେବନ କରନ୍ତି ତେବେ ଏଥିରୁ ମିଳୁଥିବା ଲାଭ ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ l…

ଥଣ୍ଡା ଦିନେ ପିଅନ୍ତୁ ଗରମା ଗରମ ଟମାଟୋ ସୁପ୍ , ଜାଣନ୍ତୁ ଏହାର ଉପକାରିତା ବିଷୟରେ

ଥଣ୍ଡା ଦିନ ଆସିବା ମାତ୍ରେ ହିଁ ଟମାଟୋ ସୁପ୍ ର ଚାହିଦା ବଢିଯାଏ । ଏହା ମଧ୍ୟ ଅତି ସହଜରେ ବଜାରରେ ମିଳିଯାଇଥାଏ । ଟମାଟୋ ସୁପ୍ ରେ ପ୍ରଚୁର ପରିମାଣର ଭିଟାମିନ୍ ଓ କ୍ୟାଲସିୟମ୍ ଥିବାରୁ ଏହା ଆମ ସ୍ୱାସ୍ଥ୍ୟ ପକ୍ଷେ ବହୁତ ଲାଭଦାୟକ ହୋଇଥାଏ । ଏହି ସୁପ୍‌ କୁ ସବୁ ବର୍ଗର ଲୋକ ପସନ୍ଦ କରିଥାନ୍ତି…

ଡାଇବେଟିସ୍‌ରୁ ଉପଶମ ଚାହୁଁଛନ୍ତି କି ? ତେବେ ପିଅନ୍ତୁ ଏହି କ୍ଷୀର

ଅନେକ ଲୋକ ଅଛନ୍ତି ଯେଉଁମାନେ କ୍ଷୀର ପିଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ବିଶେଷଜ୍ଞ ମାନେ ବିଶ୍ୱାସ କରନ୍ତି ଯେ ଭଲ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ଅତି କମରେ ଏକ ଗ୍ଲାସ୍ କ୍ଷୀର ପିଇବା ଆବଶ୍ୟକ । ଯଦି କ୍ଷୀର ସହିତ ହଳଦୀ ମିଶ୍ରିତ କରାଯାଇ ଏହାକୁ ପିଇଲେ ଏହା ଅଧିକ ଲାଭଦାୟକ ହୋଇଥାଏ।…

କେବେ ଜାମୁରୋଳ ଖାଇଛନ୍ତି କି, ଜାଣନ୍ତୁ ଏହାଦ୍ୱାରା ଶରୀରକୁ ମିଳୁଥିବା ଲାଭ ବିଷୟରେ

ପ୍ରତ୍ୟେକ ଫଳରେ କିଛି ନା କିଛି ଔଷଧୀୟ ଗୁଣ ରହିଛି, ଯାହା ଶରୀର ପାଇଁ ବେଶ୍ ଲାଭକାରୀ ହୋଇଥାଏ। ସେହିଭଳି ଏକ ଫଳ ହେଉଛି ଜାମୁରୋଳ। ପ୍ରାୟତଃ ଗ୍ରାମାଞ୍ଚଳରେ ଏହି ଫଳ ଦେଖିବାକୁ ମିଳେ। ଜାମୁରୋଳକୁ ଇମ୍ୟୁନିଟି ବୁଷ୍ଟର ମଧ୍ୟ କୁହାଯାଏ। ଏହି ଫଳରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ରହିଛି।…