Browsing Tag

health news

ତ୍ୱଚାକୁ କୋମଳ କରିବ ପୁଦିନା ପତ୍ର, ଜାଣନ୍ତୁ ବ୍ୟବହାର କରିବାର ୫ ଉପାୟ

ପୁଦିନା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହା ଦ୍ୱାରା ଶୀତଳତା ମିଳଥାଏ । ଏହା ଖାଦ୍ୟରେ ମଧ୍ୟ ବ୍ୟବହାର କରାଯାଏ । ପୁଦିନା ପତ୍ରରେ ସାଲିସିଲିକ ଏସିଡ ମିଳିଥାଏ । ତ୍ୱଚାକୁ ସୁସ୍ଥ ଏବଂ ସୁନ୍ଦର କରିବା ପାଇଁ ଏହା ସାହାଯ୍ୟ କରେ । ବ୍ରଣ ସମସ୍ୟା ଯୋଗୁଁ ଅନେକ ଲୋକ ସମସ୍ୟାରେ ପଡ଼ନ୍ତି,…

ପାଳଙ୍ଗ ଜୁସ୍‌ ପିଉଥିଲେ ହୋଇଯାଆନ୍ତୁ ସାବଧାନ, ଜାଣନ୍ତୁ କଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ

ପାଳଙ୍ଗ ଜୁସ୍‌ ପୋଷକ ତତ୍ୱରେ ଭରପୁର ଥାଏ । ଏହାର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟକୁ ଅନେକ ପ୍ରକାର ଲାଭ ମିଳିଥାଏ । କିନ୍ତୁ ଅନେକ ଲୋକ ଜାଣି ନାହାନ୍ତି ପାଳଙ୍ଗ ଶାଗ କଞ୍ଚା ଖାଇବା ଦ୍ୱାରା ଏହା କ୍ଷତିକାରକ ହୋଇପାରେ । ପାଳଙ୍ଗ ଶାଗ କଞ୍ଚା ଖାଇଲେ କିଡନୀ ଷ୍ଟୋନ ହେବାର ସମ୍ଭାବନା ଥାଏ ।…

ଏହି ସୁସ୍ଥ ଖାଦ୍ୟରେ ନଥାଏ ଫାଇବର, ହଜମ ଶକ୍ତି ଖରାପ ଥିଲେ ଏହି ଖାଦ୍ୟରୁ ଦୂରେଇ ରୁହନ୍ତୁ

ପାଚନ ଶକ୍ତିକୁ ଠିକ ରଖିବାରେ ଫାଇବରର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଏହା ଅନ୍ତ ସ୍ୱାସ୍ଥ୍ୟକୁ ଠିକ ରଖିଥାଏ ଏବଂ ରକ୍ତ ଶର୍କରାକୁ ସାମାନ୍ୟ କରିବାରେ ସାହାଯ୍ୟ କରିଥାଏ । ସୁସ୍ଥ ରହିବା ପାଇଁ ଫାଇବରରେ ଭରପୁର ଥିବା ଖାଦ୍ୟକୁ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ । ଶରୀରରେ ଫାଇବର ଅଭାବ…

ହୃଦୟକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଖାଆନ୍ତୁ ଏହି ୪ଟି ଜିନିଷ

ବର୍ତ୍ତମାନର ଖରାପ ଡାଏଟ ଏବଂ ଲାଇଫଷ୍ଟାଇଲ ଆମ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଉଛି । ଷ୍ଟ୍ରୋକ ଏବଂ ହାର୍ଟଆଟାକ ଭଳି ହୃଦୟ ସମ୍ବନ୍ଧୀୟ ରୋଗର ବିପଦ ବୟସ୍କ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଯୁବପିଢି ପର୍ଯ୍ୟନ୍ତ ପହଞ୍ଚିଯାଇଛି । ହୃଦୟକୁ ସୁସ୍ଥ ରଖିବା ପାଇଁ ଓ୍ଵାର୍କଆଉଟ ସହିତ ଡାଏଟର ଭୂମିକା…

ଗଣ୍ଠି ଯନ୍ତ୍ରଣାକୁ ବଢ଼ାଇଥାଏ ୟୁରିକ ଏସିଡ, ସମସ୍ୟାରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନର ଜୀବନଶୈଳୀ ପାଇଁ ଆମ ସ୍ୱାସ୍ଥ୍ୟ ସର୍ବଦା ଖରାପ ହେଉଛି ଏବଂ ଆମେ ଅନେକ ରୋଗର ସମ୍ମୁଖୀନ ହେଉଛୁ । ଏପରି ଅନେକ ସମସ୍ୟା ମଧ୍ୟରୁ ୟୁରିକ୍ ଏସିଡ୍ ସମସ୍ୟା ଅନ୍ୟତମ । ଯଦି ଏହି ସମସ୍ୟା ବଢ଼େ, ତେବେ ଗଣ୍ଠି ଯନ୍ତ୍ରଣା ଏବଂ ଆଙ୍ଗୁଠିରେ କ୍ରିଷ୍ଟାଲ ସୃଷ୍ଟି ହେବା ଆରମ୍ଭ କରେ । ଏପରି…

ଶରୀରରେ କାହିଁକି ସୃଷ୍ଟି ହୁଏ ନୀଳ ଚିହ୍ନ, ହୋଇପାରେ ଗମ୍ଭୀର ସମସ୍ୟା

ପ୍ରାୟତଃ ଚାଲିବା ସମୟରେ, ଆମେ ଅନେକ ସମୟରେ କୌଣସି ନା କୌଣସି ଜିନିଷରେ ଝୁଣ୍ଟି ପଡ଼ୁ ଏବଂ ଆମେ ଆଘାତ ପାଇଥାଉ । ସେହି ସମୟରେ କିଛି ଜଣା ପଡ଼ିନଥାଏ କିନ୍ତୁ କିଛି ଘଣ୍ଟା ପରେ ଶରୀରରେ ଏକ ନୀଳ ଚିହ୍ନ ଦେଖାଯାଏ । ଯେତେବେଳେ ଶରୀରର କୌଣସି ସ୍ଥାନରେ ଆଘାତ ହୁଏ ଏବଂ ସେହି ସ୍ଥାନରୁ ରକ୍ତ…

କେତେ ସମୟ ପର୍ଯ୍ୟନ୍ତ ପେଟରେ ରହିଥାଏ ଖାଦ୍ୟ, ଜାଣନ୍ତୁ ଏହା କିପରି ପ୍ରଭାବ ପକାଇଥାଏ

ବର୍ତ୍ତମାନ ଆଧୁନିକ ଜୀବନଶୈଳୀରେ ଲୋକଙ୍କ ପାଖରେ ସମୟ ନାହିଁ । ଲୋକମାନେ ସବୁବେଳେ ଚେଷ୍ଟା କରୁଛନ୍ତି କିପରି ଶୀଘ୍ର କାମ ସାରି ଅଫିସରେ ପହଞ୍ଚିବେ । କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଖାଦ୍ୟ ରାନ୍ଧିବାରେ ନିଜର ସମୟ ନଷ୍ଟ କରିବାକୁ ପସନ୍ଦ କରନ୍ତି ନାହିଁ ଏବଂ ବାହାର ଖାଦ୍ୟ ଖାଇ ସମୟ…

ଭୋଜନ ପରେ ୧୫ ମିନିଟ ପାଇଁ କରନ୍ତୁ ଯୋଗାସନ, ଖୁବଶୀଘ୍ର କମ ହେବ ଓଜନ

ବର୍ତ୍ତମାନ ସମୟରେ ଓଜନ ବଢିବା ଏକ ବଡ଼ ସମସ୍ୟା ଭାବେ ଲୋକଙ୍କ ଚିନ୍ତାର ବିଷୟ ପାଲଟିଛି । ଏହି ସମସ୍ୟାରେ ଯୁବପିଢ଼ି ଠାରୁ ଆରମ୍ଭ କରି ବୟସ୍କମାନେ ଶିକାର ହେଉଛନ୍ତି । ମୋଟାପଣ ଏକ ରୋଗ ହୋଇନଥିଲେ ମଧ୍ୟ ଏହା ଅନେକ ରୋଗର କାରଣ ହୋଇଥାଏ । ଖରାପ କୋଲେଷ୍ଟ୍ରଲ, ଉଚ୍ଚ ରକ୍ତ ଚାପ, ଡାଇବେଟିଜ୍‌,…

ସ୍ୱିଟକର୍ଣ୍ଣ ଖାଉଥିଲେ ହୋଇଯାଆନ୍ତୁ ସାବଧାନ, ସ୍ୱାସ୍ଥ୍ୟପାଇଁ ହୋଇପାରେ ହାନିକାରକ

ସ୍ୱିଟକର୍ଣ୍ଣ ଏପରି ଏକ ଖାଦ୍ୟ ଯାହାକୁ ଖାଇବା ପାଇଁ ସସସ୍ତେ ଅଧିକ ପସନ୍ଦ କରିଥାନ୍ତି । ସ୍ନାକ୍ସ ହେଉ କିମ୍ବା ପିଜ୍ଜା, ଏପରିକି ବିଭିନ୍ନ ଖାଦ୍ୟରେ ଏହି ସ୍ୱିଟକର୍ଣ୍ଣ କୁ ବ୍ୟବହାର କରାଯାଏ । ନ୍ୟୁଟ୍ରିସନରେ ଭରାଥାଏ ସ୍ୱିଟକର୍ଣ୍ଣ । ଏଥିପାଇଁ ପିଲାମାନଙ୍କୁ ସ୍ୱିଟକର୍ଣ୍ଣ ଖାଇବା ପାଇଁ…

କେତେ ପ୍ରକାରର ହୋଇଥାଏ ଡାର୍କ ସର୍କଲ୍ସ, ଜାଣନ୍ତୁ କିପରି ଦୂର କରିବେ ଏହି ସମସ୍ୟା

ଡାର୍କ ସର୍କଲ୍ସ ଅର୍ଥାତ ଆଖିତଳେ କଳା ଦାଗ, ଯାହା ଆପଣଙ୍କ ଲୁକ ଖରାପ କରିବା କାମ କରିଥାଏ । ଏହାକୁ ରିମୋଭ କରିବା ସହଜ ନୁହେଁ । ସେହିପରି ଏହାକୁ ଲୁଚାଇବା ପାଇଁ ମହିଳାମାନେ ମେକଅପର ସାହାଯ୍ୟ ନେଇଥାନ୍ତି । ଡାର୍କ ସର୍କଲ୍ସ ଏକ ସାଧାରଣ ସମସ୍ୟା କାରଣ ଏହା ମହିଳା ଏବଂ ପୁରୁଷ ଉଭୟଙ୍କୁ…

ଶରୀର ପାଇଁ ଆଦୌ ଭଲ ନୁହଁ ବର୍ଷା ପାଣି

ଅସହ୍ୟ ଗରମରୁ ତ୍ରାହି ପାଇବା ପାଇଁ ଲୋକମାନେ ବର୍ଷାକୁ ଅପେକ୍ଷା କରିଥାନ୍ତି । ବର୍ଷା ହେବା ମାତ୍ରେ ପରିବେଶରେ ନୂଆ ଚମକ ଆସିଥାଏ । ଜୀବଯନ୍ତୁଙ୍କ ଠାରୁ ଆରମ୍ଭ କରି ଗଛଲତା ସବୁଥିରେ ନୂତନ ଜୀବନ ଆସେ । ବର୍ଷା ପାଣି ପରିବେଶକୁ ସନ୍ତୁଳିତ କରି ରଖିଥାଏ । ବର୍ଷା ହେବା ମାତ୍ରେ ନଦୀ ପୋଖରୀ ସବୁ…

କୋକୋ ପାଉଡର ଫାଇଦା, କଣ୍ଟ୍ରୋଲରେ ରହିବ ବ୍ଲଡ ପ୍ରେସର ଏବଂ ଖରାପ କୋଲେଷ୍ଟ୍ରଲ

ବର୍ତ୍ତମାନ ସମୟରେ ମଣିଷ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାରେ ପିଡ଼ିତ । ଭିନ୍ନ ଭିନ୍ନ ରୋଗକୁ ଠିକ କରିବା ପାଇଁ ଲୋକମାନେ କେମିକାଲରେ ପ୍ରସ୍ତୁତ ଔଷଧ ଖାଇଥାନ୍ତି । କିନ୍ତୁ ପ୍ରାକୃତିକ ଉପାୟରେ ମଧ୍ୟ କିଛି ରୋଗକୁ କମ କରାଯାଇ ପାରିବ । ଖୁବ କମ ଲୋକ ହିଁ ଘରୋଇ ଉପଚାରରେ ଠିକ ହେବାକୁ ପ୍ରସ୍ତୁତ…