Browsing Tag

heat wave in odisha

୫ଦିନ ଯାଏଁ ତାତିରୁ ନାହିଁ ନିସ୍ତାର :ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଓ ଘଡ଼ଘଡ଼ି, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମପ୍ରବାହ। ପ୍ରବଳ ଖରା ଓ ତାତିରେ ଆଉଟୁପାଉଟୁ ଲୋକେ। ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଆଗାମୀ ୫ଦିନ ଯାଏ ତାତିରୁ ମିଳିବନି ଆଶ୍ୱସ୍ତି। ୨୬ ତାରିଖରେ ପାଗରେ ବିଶେଷ ପରିବର୍ତ୍ତନ ହେବାର…

୩ ଦିନ ଡହଡହ ଖରାରେ ସିଝିବ ଅଧା ଓଡ଼ିଶା: ଉପକୂଳରେ ଅସହ୍ୟ ହେବ ଗୁଳୁଗୁଳି

ଭୁବନେଶ୍ୱର (କେନ୍ୟୁଜ): ତାତିରୁ ମିଳୁନି ନିସ୍ତାର। ଆହୁରି ୩ ଦିନ ଡହଡହ ଖରାରେ ସିଝିବ ଅଧା ଓଡ଼ିଶା। ୨୧ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିପାରେ। ପଶ୍ଚିମ ଓଡ଼ିଶାରେ ପାରଦ ୪୫ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା କରାଯାଉଛି। ଉପକୂଳ ଓଡ଼ିଶାରେ ଖରା ସହିତ ହନ୍ତସନ୍ତ…

ମେ’ ରେ ଅନୁଭୂତ ହେବ ଭୀଷଣ ତାତି: ସ୍ୱାଭାବିକ ଠାରୁ ଅଧିକ ରହିବ ପାରଦ

ଭୁବନେଶ୍ୱର (କେନ୍ୟୁଜ): ମେ' ମାସରେ ଭୀଷଣ ତାତି ଅନୁଭୂତ ହେବ । ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାକୁ ଅଧିକ ରହିବ ପାରଦ । ଭାରତୀୟ ପାଣିପାଗ ବିଭାଗ ଏମିତି ପୂର୍ବାନୁମାନ କରିଛି । ଓଡ଼ିଶାରେ ମେ ମାସରେ ସ୍ୱାଭାବିକଠାରୁ ଅଧିକ ରହିପାରେ ତାପମାତ୍ରା । ଅଧିକ ହେବ ଗରମ । ସ୍ୱାଭାବିକଠାରୁ ଅଧିକ…

ଅସହ୍ୟ ତାତି ! ସକାଳୁ ସକାଳୁ ଏତେ ଖରା ଯେ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

ଭୁବନେଶ୍ୱର (କେନ୍ୟୁଜ): ଡହଡହ ତାତି । ମୁଣ୍ଡଫଟା ଖରା । ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ପଶ୍ଚିମ । ଆକାଶରୁ ନିଆଁ ବର୍ଷୁଛି । ତତଲା ତାଓ୍ଵା ପାଲଟିଛି ସାରା ଓଡ଼ିଶା । ଗତକାଲି ରାଜ୍ୟରେ ୨୫ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା । ୪୩.୫ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା…

ଆହୁରି କଲବଲ କରିବ ତାତି; ବଢ଼ିବ ୨-୩ ଡିଗ୍ରୀ ଯାଏ ଦିନର ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ଆଗକୁ ରାଜ୍ୟରେ ପ୍ରବଳ ଖରା । ବଢ଼ିବ ପାରଦ । ସିଝିବ ଓଡ଼ିଶା । ଆହୁରି କଲବଲ କରିବ ତାତି । ଆଗାମୀ ୩-୪ ଦିନ ପରେ ରାଜ୍ୟରେ ତାପମାତ୍ରା ୨-୩ ଡିଗ୍ରୀ ଯାଏ ବଢ଼ିବ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ । ୩-୪ ଦିନ ଯାଏ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ…

ରାଜଧାନୀରେ ଅସହ୍ୟ ହେଲାଣି ତାତି : ଦିନ ସାଢ଼େ ୧୧ଟା ସୁଦ୍ଧା ୩୬.୬ ଡିଗ୍ରୀ ସେଲସିୟସ୍‌ ଛୁଇଁଛି ପାରଦ

ଭୁବନେଶ୍ୱର (କେନ୍ୟୁଜ): ଡେଉଁଛି ପାରଦ । ରାଜ୍ୟରେ ବଢୁଛି ତାତି । ରାଜଧାନୀରେ ଅସହ୍ୟ ହେଲାଣି ତାତି । ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ୩୬.୬ ଡିଗ୍ରୀ ସେଲସିୟସ୍‌ ଛୁଇଁଛି ପାରଦ । ଆଗକୁ ଅଧିକ ହୋଇପାରେ ତାପମାତ୍ରା । ମାର୍ଚ୍ଚରେ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍‌ ଛୁଇଁବା ନେଇ…

ଏଥର ତାତିରୁ ନିସ୍ତାର ନାହିଁ : ୫ ଦିନ ପରେ ବଢିବ ୪ ଡିଗ୍ରୀ ପାରଦ

ଭୁବନେଶ୍ୱର (କେନ୍ୟୁଜ): ଆହୁରି ବଢ଼ିବ ତାତି । ଆଗାମୀ ୫ ଦିନ ରାଜ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ ବଢ଼ିବାର ସମ୍ଭାବନା ରହିଛି । ତେବେ ରାତି ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । ଆସନ୍ତା ୫ ଦିନ ପାଗ ପ୍ରାୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ…

ଦୁର୍ବଳ ମୌସୁମୀ ପ୍ରଭାବରେ ବଢୁଛି ଦିନ ତାପମାତ୍ରା, ରାଜ୍ୟର ୧୧ଟି ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଦୁର୍ବଳ ମୌସୁମୀ ପ୍ରଭାବରେ ବଢୁଛି ଦିନ ତାପମାତ୍ରା। ରାଜ୍ୟର ୧୧ଟି ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ୩୭.୨ ଡିଗ୍ରୀ ସହ ଚାନ୍ଦବାଲି ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସମ୍ବଲପୁର ୩୬.୫ଂ ଏବଂ ଅନୁଗୁଳରେ ୩୬.୧ଂ ଦିନ ତାପମାତ୍ରା ରେକର୍ଡ…

ଦୁର୍ବଳ ହେଲା ମୌସୁମୀ, ବଢିଲା ଦିନ ତାତି: ୭ ସହରର ଦିନ ତାପମାତ୍ରା ୩୬ ଡିଗ୍ରୀ ଉପରେ ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଦୁର୍ବଳ ହେଲା ମୌସୁମୀ। ବଢିଲା ଦିନ ତାପମାତ୍ରା। ୭ ସହରର ଦିନ ତାପମାତ୍ରା ୩୬ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ୩୬ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ମାଲକାନଗିରି। ଉଚ୍ଚ ତାପମାତ୍ରା ଏବଂ ଆଦ୍ରତା ପ୍ରଭାବରେ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଅନୁଭୂତ ହେଉଛି।…

ଅସହ୍ୟ ହେଉଛି ତାତି ସାଙ୍ଗକୁ ଗୁଳୁଗୁଳି, ଦୁଇ ଦିନ ଯାଏ ରହିବ ଏମିତି ପାଗ

ଭୁବନେଶ୍ବର(କେନ୍ୟୁଜ୍): ଶ୍ରାବଣରେ ଧୁ ଧୁ ଖରା । ଅସହ୍ୟ ହେଉଛି ତାତି ସାଙ୍ଗକୁ ଗୁଳୁଗୁଳି । ଖରାଦିନ ଭଳି ଲାଗୁଛି । ରାଜ୍ୟରେ ମୌସୁମୀ ଦୁର୍ବଳ ଯୋଗୁ ବର୍ଷା ପରିମାଣ କମିବା ସହ ଦିନର ତାପମାତ୍ରା ବଢୁଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତା ୨୪ ଘଣ୍ଟା ଯାଏ ରାଜ୍ୟର ଅନେକ…

ରାଜ୍ଯରେ ଗତ ୨୪ ଘଣ୍ଟାରେ ୧୫ ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରେକର୍ଡ, ଅନୁଗୁଳରେ ସର୍ବାଧିକ

ଭୁବନେଶ୍ୱର(କେନ୍ୟୁଜ୍): ଆହୁରି ୩ରୁ ୪ ଦିନ ତାତି। ଶ୍ରାବଣରେ ଧୁ ଧୁ ଖରା। ଅସହ୍ୟ ହେଉଛି ତାତି ସାଙ୍ଗକୁ ଗୁଳୁଗୁଳି। ଖରାଦିନ ଭଳି ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ରାଜ୍ୟରେ ମୌସୁମୀ ଦୁର୍ବଳ ହେଉଥିବାରୁ ତାପମାତ୍ରା ବଢୁଛି। ଦିନ ଓ ରାତି ସ୍ୱାଭାବିକଠାରୁ ଅଧିକ ରହୁଛି। ଗତ ୨୪…

କୁଆଡେ ଗଲା ବର୍ଷା, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ

କେନ୍ୟୁଜ୍(ବ୍ୟୁରୋ):  ଶ୍ରାବଣରେ ଧୁ ଧୁ ଖରା। ରାଜ୍ୟର ଅଧିକାଂଶ ସ୍ଥାନରେ ଗୁଳୁଗୁଳି । ଦିନର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ । ଆଗାମୀ ୨ରୁ ୩ ଦିନ ଯାଏ ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠୁ ୩ରୁ ୪ ଡିଗ୍ରି ସେଲସିୟସ ଅଧିକ ରହିବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାରେ ଉଚ୍ଚ…