Browsing Tag

highcourt

ରାଜ୍ୟରେ ହାତୀ ମୃତ୍ୟୁ ସମ୍ପର୍କିତ ମାମଲା: ଜଏଣ୍ଟ ଟାସ୍କ ଫୋର୍ସ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ

କଟକ(କେନ୍ୟୁଜ୍):ରାଜ୍ୟରେ ହାତୀ ମୃତ୍ୟୁ ସମ୍ପର୍କିତ ମାମଲାରେ ଜଏଣ୍ଟ ଟାସ୍କ ଫୋର୍ସ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ । ଆସନ୍ତା ୧୫ ତାରିଖରେ ମାମଲାର ହେବ ପରବର୍ତ୍ତୀ ଶୁଣାଣି ହେବ । ଜଏଣ୍ଟ ଟାସ୍କ ଫୋର୍ସର ସମସ୍ତ ସଦସ୍ୟ ପରବର୍ତ୍ତୀ ଶୁଣାଣିରେ ଭିଡ଼ିଓ କନଫରେନ୍ସରେ ଉପସ୍ଥିତ ରହିବେ ବୋଲି…

ମିଳିଲାନି ଉପଯୁକ୍ତ ପ୍ରମାଣ: ଆଜୀବନ କାରାଦଣ୍ଡରେ ଦଣ୍ଡିତ ୨୮ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ହାଇକୋର୍ଟ

କଟକ(କେନ୍ୟୁଜ୍): ନିମ୍ନ ଅଦାଲତରେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ୨୮ଜଣ ଅଭିଯୁକ୍ତଙ୍କୁ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଖୋର୍ଦ୍ଧା…

ହାଇକୋର୍ଟରେ ଅଲିଭ ରିଡଲେ କଇଁଛ ସୁରକ୍ଷା ମାମଲା: ଟ୍ରାନ୍ସପୋଣ୍ଡର ଲଗାଇବା ନିମନ୍ତେ ବ୍ୟାଣ୍ଡଉଇଥ ପାଇଁ ଅନୁମତି

କଟକ(କେନ୍ୟୁଜ୍):ହାଇକୋର୍ଟରେ ଅଲିଭ ରିଡଲେ କଇଁଛ ସୁରକ୍ଷା ମାମଲାରେ ମାଛଧରା ଟ୍ରଲରରେ ଟ୍ରାନ୍ସପୋଣ୍ଡର ଲଗାଇବା ନିମନ୍ତେ ବ୍ୟାଣ୍ଡଉଇଥ ପାଇଁ ଇସ୍ରୋ ପକ୍ଷରୁ ଅନୁମତି ମିଳିଛି । ତେଣୁ ମାଛଧରା ଟ୍ରଲରରେ ଟ୍ରାନ୍ସପୋଣ୍ଡର ଲଗାଯିବା ନେଇ ପଦକ୍ଷେପ ଗ୍ରହଣ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ…

ନିଜ ୩୫ ସପ୍ତାହର ଗର୍ଭ ନଷ୍ଟ କରିବାକୁ ମହିଳାଙ୍କୁ ମିଳିଲା ଅନୁମତି; ଏହି ଆଧାରରେ ହାଇକୋର୍ଟ ନେଲେ ଗୁରୁତ୍ୱପୂର୍ଣ୍ଣ…

ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ କୋଲକାତା ହାଇକୋର୍ଟ ଜଣେ ମହିଳାକୁ ଗର୍ଭପାତ ପାଇଁ ଅନୁମତି ଦେଇଛନ୍ତି। ମେଡିକାଲ ରିପୋର୍ଟ ଅନୁସାରେ ଗର୍ଭସ୍ଥ ଶିଶୁଟିର ଶରୀର ଗଠନରେ ବିକୃତି ଜଣା ପଡିଥିଲା, ଯାହା ଆଧାରରେ ହାଇକୋର୍ଟ ତାଙ୍କୁ ଗର୍ଭପାତ ପାଇଁ ଅନୁମତି ପ୍ରଦାନ କରିଥିଲେ। ଗତ ଗୁରୁବାର…

ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ବାଟ ଫିଟିଲା, ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟର ସମସ୍ତ ସମବାୟ ସମିତି ନିର୍ବାଚନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ନିର୍ବାଚନ ସାରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । କୋଅପ୍‌ରେଟିଭ ନିର୍ବାଚନ କମିଶନ ଏକ ମାସ ମଧ୍ୟରେ ନିର୍ବାଚନ ତାରିଖ ଧାର୍ଯ୍ୟ କରିବେ ।…

ସୁପ୍ରିମକୋର୍ଟର ଇସିକୁ ଝଟକା, ମିଡିଆ ଉପରେ ରୋକ ନଲାଗିବା ସହ ହାଇକୋର୍ଟର ଟିପ୍ପଣୀକୁ ରଦ୍ଧ କରାଯିବ ନାହିଁ

ଦେଶରେ କୋଭିଡ ମହାମାରୀର ସଂକ୍ରମଣ ବୃଦ୍ଧି ପାଇଁ ଉଚ୍ଚତମ ନ୍ୟାୟାଳୟ ନିର୍ବାଚନ ଅୟୋଗକୁ ଦୋଷ ଦେଉଥିବା ମାଡ୍ରାସ ଉଚ୍ଚ ନ୍ୟାୟାଳୟର ଟିପ୍ପଣୀକୁ ରଦ୍ଧ କରିବା ପାଇଁ ଗୁରୁବାର ମନା କରାଯାଇଛି। ଏହାସହ ମିଡିଆକୁ ନ୍ୟାୟିକ କାର୍ଯ୍ୟକ୍ରମ ସମୟରେ କୌଣସି ପ୍ରକାର ରିପୋର୍ଟିଙ୍ଗ କରିବାକୁ ମଧ୍ୟ ମନା…

ଏଥର ହେବନି ଖରାଛୁଟି, ହାଇକୋର୍ଟ ସମେତ ଜିଲ୍ଲା ଓ ଅନ୍ୟ କୋର୍ଟରେ ମଧ୍ୟ ହେବନି ଗ୍ରୀଷ୍ମକାଳୀନ ଅବକାଶ

କଟକ (କେନ୍ୟୁଜ୍‌) : ଏଥର ହାଇକୋର୍ଟରେ ହେବନି ଖରାଛୁଟି। କରୋନା ପରିସ୍ଥିତି ଯୋଗୁଁ ଅନେକ ଦିନ କୋର୍ଟ କାର୍ଯ୍ୟ ବନ୍ଦ ରହିଛି। ତେଣୁ ଏଥର ହାଇକୋର୍ଟରେ ଗ୍ରୀଷ୍ମକାଳୀନ ଅବକାଶ ହେବ ନାହିଁ। ଆଗାମୀ ମେ ମାସ ୩ ତାରିଖ ପରେ ହାଇକୋର୍ଟ ସମେତ ଜିଲ୍ଲା ଓ ଅନ୍ୟ କୋର୍ଟରେ ମଧ୍ୟ ହେବନି ଗ୍ରୀଷ୍ମକାଳୀନ…

ପୁଣି ଜୋର ଧରିଲା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି, ଦୁଇ ଦିନିଆ ବନ୍ଦ ଡାକରା ଦେଲା ବଲାଙ୍ଗିର…

ବଲାଙ୍ଗିର(କେନ୍ୟୁଜ୍): ଦୁଇ ଦିନିଆ ବଲାଙ୍ଗୀର ବନ୍ଦ । ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା, ଲୋୟର ସୁକତେଲ ପ୍ରକଳ୍ପ କାମ ତ୍ୱରାନ୍ଵିତ ଏବଂ ବାଇପାସ୍‌ ରାସ୍ତା ତିଆରି ଦାବିରେ ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ଡାକରା ଦେଇଛି ବଲାଙ୍ଗିର କ୍ରିୟାନଷ୍ଠାନ କମିଟି । ସହରରେ ଥିବା ସମସ୍ତ ସରକାରୀ…

ଛତ୍ରପୁର, ଆସ୍କା ଓ ଭଞ୍ଜନଗର ଏନଏସିକୁ ପୌର ପରିଷଦ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ

ଛତ୍ରପୁର, ଆସ୍କା ଓ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ହେବ ପୌର ପରିଷଦ। ଏନେଇ ଓଡିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ହାଇକୋର୍ଟରେ ରୁଜୁ ଜନସ୍ୱାର୍ଥ ମାମଲାକୁ ଗ୍ରହଣ କରି କୋର୍ଟ ଗତ ଜୁନ ମାସ ୧୧ ତାରିଖରେ ରାଜ୍ୟ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି…

୧୭ରେ ହାଇକୋର୍ଟ ବାର୍ ଆସୋସିଏସନର କାର୍ଯ୍ୟ ବର୍ଜନ

୧୭ରେ ହାଇକୋର୍ଟ ବାର୍ ଆସୋସିଏସନର କାର୍ଯ୍ୟ ବର୍ଜନ । ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦରେ ନିଯୁକ୍ତି ଦାବିରେ ବାର୍ ଆସୋସିଏସନ ଏହି ନିଷ୍ପତ୍ତି ନେଇଛି । ହାଇକୋର୍ଟରେ ୨୭ ଜଣ ବିଚାରପତି ରହିବା କଥା । ଏବେ ଅଛନ୍ତି ମାତ୍ର ୧୩ ଜଣ ବିଚାରପତି । ସେହିପରି ଏକ ଲକ୍ଷ ୭୦ ହଜାର କେସ୍…

ସାବଧାନ ! ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଲେ ହେବେ ବଳାତ୍କାରୀ

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ସୋମବାର ଦିନ ଏକ ଗରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଯଦି କୌଣସି ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପୁରୁଷ ବନ୍ଧୁ ଶାରୀରିକ ସମ୍ବନ୍ଧ ରଖନ୍ତି ଏବଂ ପରେ ନିଜ ପ୍ରତିଶ୍ରୁତିରୁ ଓହରି ଯାନ୍ତି ତେବେ ତାଙ୍କୁ ବଳାତ୍କାରୀ ବୋଲି ଦର୍ଶାଯିବ । କାରଣ ଏହା ଜଣେ…