ଦେଶ ପାଇଁ ୪ର୍ଥ ସ୍ବର୍ଣ୍ଣ ଆଣିଲେ ହିମା, ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ
ବିଶ୍ବକପ୍ କ୍ରିକେଟରେ ଭାରତକୁ ସଫଳତା ମିଳିନଥିଲା ବୋଲି ସମଗ୍ର ଭାରତବାସୀଙ୍କ ମନରେ ଦୁଃଖ ରହିଥିଲା। କିନ୍ତୁ ଏବେ ଭାରତବାସୀଙ୍କ ମନରେ ଖୁସି ଆଣିଦେଇଛନ୍ତି ଭାରତୀୟ ଧାବିକା ହିମା ଦାସ । ହିମା ଲଗାତାର ଭାବେ ଭାରତ ପାଇଁ ୪ର୍ଥ ସ୍ବର୍ଣ୍ଣ ଜିତିଛନ୍ତି । ଚେକ ରିପ୍ଲବିକର ଟାବର ଆଥଲେଟିକ୍ସ…