Browsing Tag

honour killing

ନୟାଗଡ଼ରେ ଅନର କିଲିଂ ଅଭିଯୋଗର ତନାଘନା ତଦନ୍ତ, ୩ ଅଭିଯୁକ୍ତ ଅଟକ

ନୟାଗଡ଼ରେ ଅନର କିଲିଂ ଅଭିଯୋଗର ତନାଘନା ତଦନ୍ତ । ନାବାଳିକା ଝିଅକୁ ହତ୍ୟା ପରେ ପୋତି ଦେଇଥିଲେ ମୃତଦେହ । ପ୍ରେମ ସମ୍ପର୍କକୁ ନେଇ ଝିଅକୁ ପରିବାର ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ନୟାଗଡ଼ରେ ମର୍ଡର ପରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଜଙ୍ଗଲରେ ମୃତଦେହ ପୋତି ଦେଇଥିଲେ । ଏହି ଘଟଣାରେ…

ଅନର କିଲିଂ: ପରିବାର ବିରୋଧରେ ବାହା ହେବାରୁ ଝିଅକୁ ମାରିଦେଲେ ମା’ ଓ ଭାଇ, ତଣ୍ଟି କାଟି କଟା ମୁଣ୍ଡ ସହ ନେଲେ ସେଲ୍‌ଫି

ଅନର କିଲିଂ ପାଇଁ ନିଜ ଝିଅକୁ ହତ୍ୟା କଲା ମା’। ମା’ ଓ ଭାଇ ମିଶି ଝିଅର ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଦେଲେ। ମହାରାଷ୍ଟ୍ରର ଔରଙ୍ଗାବାଦରେ ଅନର କିଲିଂର ଏଭଳି ଏକ ଛାତି ଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୯ ବର୍ଷୀୟା ଯୁବତୀ ପରିବାର ଲୋକଙ୍କ ବିନା ଅନୁମତିରେ ବିବାହ କରିଥିଲେ। ଏହି…

ଆଉ ଏକ ଅନର କିଲିଂ: ଅନ୍ୟ ଧର୍ମର ପୁଅକୁ ଭଲ ପାଇବାରୁ ଝିଅକୁ ଜିଅଁନ୍ତା ଜାଳିଦେଲେ ପରିବାର ଲୋକେ

ଉତ୍ତର ପ୍ରଦେଶରେ ଅନର କିଲିଂର ଆଉ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ପରିବାର ଲୋକ ହିଁ ଟଙ୍କା ଦେଇ ନିଜ ଝିଅକୁ ଜିଅଁନ୍ତା ଜଳାଇ ଦେଇଛନ୍ତି। ଘଟଣା ଘଟିଛି ସନ୍ଥ କବୀର ନଗରରେ। ଯୁବତୀ ଜଣେ ଅନ୍ୟ ଧର୍ମର ବ୍ୟକ୍ତିଙ୍କୁ ଭଲ ପାଉଥିବାରୁ ପରିବାର ଲୋକ ନିଜ ଝିଅକୁ ହିଁ…

ପରିବାର ଇଚ୍ଛା ବିରୋଧରେ କରିଥିଲେ ବିବାହ: ଭଉଣୀ ଓ ଭିଣୋଇକୁ ମାରିଦେଲା ଶଳା, ୩ ଗିରଫ

ହରିୟାଣାର ରୋହତକ ଜିଲ୍ଲାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପରିବାର ବିରୋଧରେ ବିବାହ କରିବା ଏକ ଦମ୍ପତିକୁ ବେଶ୍ ମହାଙ୍ଗା ପଡିଛି । ପରିବାର ବିରୋଧରେ ବିବାହ କରିବା ଯୋଗୁଁ ଦମ୍ପତିଙ୍କ ହତ୍ୟା ହୋଇଥିବାର ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ପୋଲିସ୍ ତିନି ଜଣଙ୍କୁ ଗିରଫ…

ଗର୍ଭବତୀ ପତ୍ନୀ ଆଗରେ ସ୍ବାମୀକୁ ହତ୍ୟା, ଝିଅର ଅଭିଯୋଗ ମୋ ବାପା ଓ ଦାଦା ମାରିଛନ୍ତି

ଗର୍ଭବତୀ ପତ୍ନୀ ଆଗରେ ସ୍ବାମୀକୁ ହତ୍ୟା, ଝିଅର ଅଭିଯୋଗ ମୋ ବାପା ଓ ଦାଦା ମାରିଛନ୍ତି ହାଇଦ୍ରାବାଦ୍: ପ୍ରେମ ଅନ୍ଧ,ଶାଶ୍ବତ ଓ ପବିତ୍ର । ପ୍ରେମରେ ନଥାଏ ଜାତି, ଧର୍ମ ଓ ବର୍ଣ୍ଣର ବିଚାର । ପ୍ରେମରେ ମଣିଷ ସବୁକିଛି ଭୁଲି କେବଳ ନିଜ ସାଥୀକୁ ଟିକେ ଖୁସି ଦେବା ପାଇଁ ଚାହିଁଥାଏ । ଏମିତି ଏକ…