Browsing Tag

hostel

ହଷ୍ଟେଲ ଭିତରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ, ସିସିଟିଭିରେ ଚୋରିର ଭିଜୁଆଲ କଏଦ

ଭୁବନେଶ୍ୱର : ହଷ୍ଟେଲରୁ ଚୋରି ।  କଳାକନା ବୁଲାଇଲେ ଚୋର ।  ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ଘରୋଇ ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ଚୋରି ହୋଇଛି ।  ଛାତ୍ରଛାତ୍ରୀଙ୍କ ଲାପଟପ୍, କ୍ୟାମେରା, ମୋବାଇଲ ଆଦି ଚୋରି କରିନେଇଛନ୍ତି ଦୁର୍ବୃତ୍ତ ।  ଚୋରି ହୋଇଥିବା ସାମଗ୍ରୀର ମୂଲ୍ୟ…

ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ବିଳମ୍ବିତ ରାତି ହଷ୍ଟେଲ ଛାଡିଲେ ୩୦ ଅନ୍ତେବାସୀ

ଉଦଳା : ଉଦଳା ଅନ୍ଵେଷା ହଷ୍ଟେଲରେ ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣା ପରେ ବିଳମ୍ବିତ ରାତିରେ ହଷ୍ଟେଲ ଛାଡ଼ିଲେ ୩୦ ଅନ୍ତେବାସୀ । ଗତକାଲି  ନବମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଅନ୍ଵେଷା ହଷ୍ଟେଲରୁ ଉଦ୍ଧାର ହୋଇଥିଲା । ଏହି ଘଟଣାରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…

ସ୍କୁଲ ସାମ୍ନାରେ ବୁଲୁଛନ୍ତି ମାଳମାଳ କୁକୁର, ଅବ୍ୟବସ୍ଥା ଘେରରେ ରହିଛନ୍ତି ଛାତ୍ରଛାତ୍ରୀ

ସ୍କୁଲ ପରିସରରେ ମାଳ ମାଳ କୁକୁର । କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକର ଦୁର୍ଗମ ଅଞ୍ଚଳ ଗିସ୍ତିଖୋଲ ଗାଁରେ ୧୯୫୦ ମସିହାରେ ସ୍ଥାପିତ ହୋଇଥିବା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ହାଇସ୍କୁଲରେ ଦେଖିବାକୁ ମିଳିଛି ଏଭଳି ପରିସ୍ଥିତି । ଏଠାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୨୫…

ଝୁଲନ୍ତା ଅବସ୍ଥାରେ ମିଳିଲା ଫୁଡ ବ୍ଲଗର ସୋନାଲିଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ବର : ଝୁଲିପଡିଲେ ଫୁଡ୍ ବ୍ଲଗର ।   ଭୁବନେଶ୍ବର ଆଦର୍ଶବିହାରରେ ଥିବା ଏକ ଘରୋଇ ହଷ୍ଟେଲରୁ ମୃତଦେହ ଜବତ କଲା ପୋଲିସ ।  ମୃତ ଯୁବତୀଙ୍କ ନାଁ ସୋନାଲି ସଙ୍ଘ ମିତ୍ରା ପରିଡା ।  ୪ ବର୍ଷ ହେବ ସେ ହଷ୍ଟେଲରେ ରହୁଥିଲେ।  ତାଙ୍କ ଘର କେନ୍ଦ୍ରାପଡ଼ା ମାର୍ଶାଘାଇରେ ।  ସେ ଦୀର୍ଘ ବର୍ଷ ହେବ ଏକ…

ହଷ୍ଟେଲ ଛାଡି ୮ କିମି ଚାଲି ପଳାଇଲେ ୫ ଛାତ୍ର, ଛାତ୍ରାବାସରେ ପିଅନଙ୍କ ନିର୍ଯାତନା ଅଭିଯୋଗ

ନବରଙ୍ଗପୁର : ଛାତ୍ରାବାସରେ ପିଅନଙ୍କ ନିର୍ଯାତନା ଅଭିଯୋଗ ।  ହଷ୍ଟେଲ ଛାଡି ୮ କିଲୋମିଟର ଚାଲି ଚାଲି ପଳାଇଲେ ୫ ଛାତ୍ର ।  ନବରଙ୍ଗପୁର ବ୍ଲକ ତାରାଗାଁ ନୋଡାଲ ସରକାରି ଉଚ୍ଚ ବିଦ୍ୟାଳୟ ହଷ୍ଟେଲରୁ ଏଭଳି ଅଭିଯୋଗ ହୋଇଛି ।  ହଷ୍ଟେଲରେ ପିଅନଙ୍କ ଗାଳିଗୁଲଜ ଓ ଦୁର୍ବ୍ୟବହାରରେ ଅତିଷ୍ଠ…

ଟ୍ରେନ ରାସ୍ତାରେ ପୋତି ହେବ ଲକ୍ଷାଧିକ ଟଙ୍କାରେ ନିର୍ମାଣ ହୋଇଥିବା କୋଠା, ନୂଆ ହଷ୍ଟେଲ ନିର୍ମାଣ ପାଇଁ ଦାବି

ନିର୍ମାଣର ୯ ବର୍ଷ ପରେ ବି ହେଲାନି କାର୍ଯ୍ୟକ୍ଷମ । ଶେଷରେ ତାଉପର ଦେଇ ଚାଲିବ ଟ୍ରେନ ଅର୍ଥାତ ଟ୍ରେନ ରାସ୍ତାରେ ପୋତି ହେବ ଲକ୍ଷାଧିକ ଟଙ୍କାରେ ନିର୍ମାଣ ହୋଇଥିବା ହଷ୍ଟେଲ । କ୍ଷତି ପୁରଣ ବାବଦକୁ ୧ କୋଟି ୧୩ ଲକ୍ଷ ଟଙ୍କା ମିଳିଛି । ହଷ୍ଟେଲ ବାବଦକୁ ମିଳିଥିବା ଟଙ୍କାରେ ନୂଆ ହଷ୍ଟେଲ…

ହଷ୍ଟେଲ ଛାଡିଲେ ଅନ୍ତେବାସୀ, ଥାନାରେ ଅଭିଯୋଗ କଲେ ପ୍ରଧାନ ଶିକ୍ଷକ

ଗଞ୍ଜାମ: ପ୍ରଧାନ ଶିକ୍ଷକ ତାଗିଦ୍‌ କରିବାରୁ ହଷ୍ଟେଲ ଛାଡିଲେ ଅନ୍ତେବାସୀ । ଏଭଳି ଘଟଣା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହରର ସର୍ବ ପୁରାତନ ସଂସ୍କୃତ ଟୋଲ କବିସୂର୍ଯ୍ୟନଗର ବିଦ୍ୟାପୀଠରେ ଦେଖିବାକୁ ମିଳିଛି । ବିଦ୍ୟାପୀଠ ହଷ୍ଟେଲରେ ରହି ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ମୋଟ ୪୪…

ଇଂଜିନିୟରିଂ କଲେଜ ହଷ୍ଟେଲରେ ଜଣ୍ଡିସ ଆତଙ୍କ, ୨୮ ଛାତ୍ର ଆକ୍ରାନ୍ତ

କେନ୍ଦୁଝର (କେନ୍ୟୁଜ) : କେନ୍ଦୁଝର ଡିଗ୍ରୀ ଇଂଜିନିୟରିଂ କଲେଜ ହଷ୍ଟେଲରେ ଜଣ୍ଡିସ ଆତଙ୍କ । ଜଣ୍ଡିସରେ ହଷ୍ଟେଲର ୨୮ ଜଣ ଛାତ୍ର ଆକ୍ରାନ୍ତ ଥିବା ଜଣାପଡ଼ିଛି । ହଷ୍ଟେଲରେ ପହଞ୍ଚି ୧୨ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କଲା ମେଡିକାଲ ଟିମ୍ । ପାନୀୟ ଜଳର ନମୁନା ସଂଗ୍ରହ କରି ପରିସ୍ଥିତି ଉପରେ ନଜର…

ନ୍ୟୁଜିଲାଣ୍ଡରେ ହଷ୍ଟେଲରେ ଅଗ୍ନିକାଣ୍ଡ: ୧୦ ଅନ୍ତେବାସୀଙ୍କ ମୃତ୍ୟୁ, ୨୦ ଜଣଙ୍କ ମିଳୁନି ପତ୍ତା

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡରେ ହଷ୍ଟେଲରେ ଅଗ୍ନିକାଣ୍ଡ, ୧୦ ମୃତ । ନ୍ୟୁଜିଲ୍ୟାଣ୍ଡର ରାଜଧାନୀ ୱେଲିଂଟନସ୍ଥିତ ଏକ ଚାରି ମହଲା ହଷ୍ଟେଲରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଆଗକୁ ବଢିବାରେ ମୃତ୍ୟୁସଂଖ୍ୟା । ୱେଲିଂଟନସ୍ଥିତ ୪ ମହଲା ହଷ୍ଟେଲରେ ପ୍ରାୟ…

ଓଡ଼ିଶାକୁ ପୁଣି ଫେରିଲା କି କରୋନା ? ଚିନ୍ତା ବଢ଼ାଇଲା ଶିଶୁ ଓ କିଶୋରଙ୍କୁ ସଂକ୍ରମଣ, ଗୋଟିଏ ଦିନରେ ୬୪ ଜଣ ପଜିଟିଭ…

ରାୟଗଡା (କେନ୍ୟୁଜ): ରାୟଗଡାର ସଦର ବ୍ଲକରେ କୋଟଲାଗୁଡା ସ୍ଥିତ ଅନ୍ୱେଷା ହଷ୍ଟେଲର ୪୪ ଜଣ ଅନ୍ତେବାସୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଖବର ପ୍ରଚାର ପରେ ରାଜ୍ଯ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଏକ ଦଳ କୋଟଲାଗୁଡ଼ା ଠାରେ ପହଞ୍ଚି ଛନ୍ତି । ତେବେ ଛାତ୍ରୀ ଙ୍କ ଠାରେ କରୋନା ଲକ୍ଷଣ ଦେଖା ଯାଇ…

ରାଜଧାନୀରେ ହଷ୍ଟେଲ ମାଳ ମାଳ: କେଉଁଠି ସୁବିଧା ତ ଆଉ କେଉଁଠି ଅସୁବିଧା

ରାଜଧାନୀ ଭୁବନେଶ୍ୱର ଏବେ ସ୍ମାର୍ଟ ହୋଇଯାଇଛି। ଫଳରେ ଏବେ ସମସ୍ତେ ସ୍ମାର୍ଟ ସିଟି ବୋଲି କହୁଛନ୍ତି। ଭୁବନେଶ୍ୱର ସ୍ମାର୍ଟ ହେବା ସହ ଏଠାରେ ଶିକ୍ଷା ବ୍ୟବସ୍ଥା ବି ଧୀରେ ଧୀରେ ଉନ୍ନତି କରୁଛି। ବିଭିନ୍ନ କୋଚିଂ ସେଣ୍ଟର, ଇନ୍‌ଷ୍ଟିଚ୍ୟୁଟ୍‌, ଅଫିସ୍‌, ମଲ୍‌ ସଂଖ୍ୟା ବି ଧୀରେ ଧୀରେ ବଢ଼ୁଛି।…

ସରକାରଙ୍କ ନୂଆ ନିୟମ! ଛାତ୍ରାବାସରେ ମାଆ ସହିତ ରହିବେ ପିଲା, ନିର୍ଦ୍ଧାରିତ ସମୟ ଶେଷ ହେଲେ ହଷ୍ଟେଲ କର୍ତ୍ତୃପକ୍ଷ…

ତ୍ରିପୁରା ସରକାର ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି, ଯେଉଁଥିରେ ରାଜ୍ୟର ସରକାରୀ ଛାତ୍ରାବାସ ଏବଂ ବୋର୍ଡିଙ୍ଗ୍‌ ସ୍କୁଲଗୁଡ଼ିକରେ ରହୁଥିବା ପିଲାଙ୍କ ସହିତ ସେମାନଙ୍କ ମାଆମାନଙ୍କୁ ମଧ୍ୟ ରହିବା ପାଇଁ ଅନୁମତି ଦିଆଯାଇଛି। ତ୍ରିପୁରା ଶିକ୍ଷା ମନ୍ତ୍ରୀ ରତନ ଲାଲ ନାଥ କହିଛନ୍ତି, ଏହି ଯୋଜନା…