Browsing Tag

husband

ପୂରା ବେପାରୀ ପତ୍ନୀ, ଦେଢ଼ କୋଟି ଟଙ୍କାରେ ସ୍ୱାମୀକୁ ପ୍ରେମିକା ହାତରେ ବିକିଲା ସ୍ତ୍ରୀ

ସିନେମା ପ୍ରେମୀମାନେ ଅନୀଲ କପୁର, ଶ୍ରୀଦେବୀ ଓ ଊର୍ମିଳା ମାତୋଣ୍ଡକରଙ୍କ ଫିଲ୍ମ ’ଜୁଦାଇ’ ଦେଖିଥିବେ ନିଶ୍ଚୟ । ଏଥିରେ ଜଣେ ଅର୍ଥଲୋଭୀ ମହିଳା କିଭଳି ଟଙ୍କା ପାଇଁ ନିଜ ସ୍ୱାମୀକୁ ଅନ୍ୟ ଯୁବତୀ ପାଖରେ ବିକ୍ରି କରି ଦେଉଛି, ସେହି କାହାଣୀ ରହିଥିଲା । ହେଲେ ଏବେ ଏଇ ରିଲ୍‌ ଲାଇଫ୍‌ ଘଟଣା ରିୟଲ…

କରଓ୍ଵାଚୌଥରେ ମ୍ୟାଚିଙ୍ଗ ଶାଢୀ, ଚୁଡି ଏବଂ ବିନ୍ଦି ଦେଲେନି ସ୍ୱାମୀ, ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହେଲେ ମହିଳା

ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ମହିଳାଙ୍କ ସୁରକ୍ଷା ଏବଂ ସେମାନଙ୍କର ଅଧିକାରକୁ ନେଇ ଅତ୍ୟନ୍ତ ଗମ୍ଭୀର। ସୂଚନା ମୁତାବକ ରାଜ୍ୟ ସରକାର ମହିଳା ଉତ୍ପୀଡନ ସମ୍ବନ୍ଧିତ ମାମଲାର ଶୀଘ୍‌ର ଶୁଣାଣି ଏବଂ ସମାଧାନ ପାଇଁ ସମସ୍ତ ଥାନାରେ ମହିଳା ହେଲ୍ପ ଡେସ୍କ ସ୍ଥାପିତ କରିଛନ୍ତି। ମହିଳା ଡେସ୍କ…

ପରପୁରୁଷ ସହ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ସ୍ୱାମୀ, ଉପାୟ ନପାଇ ସ୍ତ୍ରୀ କଲା ଏମିତି କାର୍ଯ୍ୟ

ସ୍ୱାମୀଙ୍କ ଉପରେ ବିରକ୍ତ ହୋଇ ଜଣେ ମହିଳା ପୁଅ ସହ ଏକ ପାଣି ଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି। ରାଜସ୍ଥାନର ଝୁୁନ୍‌ଝୁନ୍‌ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ସମେତ ପୁଅକୁ ଉଦ୍ଧାର କରିଛି।…

ରାସ୍ତା ମଝିରେ ସ୍ତ୍ରୀର ନାରକୀୟ କାଣ୍ଡ! ଶାଢ଼ିରେ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀଙ୍କୁ, ବାପା ଛଟପଟ ହେଉଥିବା ଦେଖି…

ଉତ୍ତର ପ୍ରଦେଶ ବୁନ୍ଦେଲଖଣ୍ଡର ଲଳିତପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଅଣ୍ଡେଲା ଗାଁରେ ଜଣେ ମହିଳା ମଝି ରାସ୍ତାରେ ନିଜ ସ୍ୱାମୀଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି। ପୋଲିସ ମହିଳାଙ୍କୁ ଗିରଫ କରିନେଇଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ପୋଲିସ ଘଟଣା ବାବଦରେ ମହିଳାଙ୍କୁ…

ସ୍ବାମୀ ସାଜିଲା ସୈତାନ, ସ୍ତ୍ରୀର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କଲା ଭାଇରାଲ୍‌

ନୟାଗଡ଼ : ସ୍ୱାମୀ-ସ୍ତ୍ରୀ କଳିର କରୁଣ ପରିଣତି । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍‌ କଲା ସ୍ୱାମୀ । ନୟାଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ତିନି ବର୍ଷର ବୈବାହିକ ଜୀବନରେ ଅନେକ ଥର ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଛି । ଯୌତୁକ ବାବଦରେ ବିଭନ୍ନ ଜିନିଷ…

ମାତାଲ ସ୍ବାମୀର ଉନ୍ମତ୍ତ କାଣ୍ଡ, ଟାଙ୍ଗିଆ ଚୋଟରେ ନେଲା ସ୍ତ୍ରୀର ଜୀବନ

ଧର୍ମଗଡ:  ମାତାଲ ସ୍ବାମୀର ଟଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟଣା ଘଟିଛି ଜୟପାଟଣା ଥାନା କୋରିଗୁମା ଗାଁରେ। ମୃତ ମହିଳା ଜଣକ ନାମ ବେଲ ମାଝୀ । ଦୁଇବର୍ଷ ହେବ ବେଲ ମାଝୀ  ସ୍ବାମୀଙ୍କ ଠାରୁ ଅଲଗା ରହୁଥିଲେ। ତେବେ ଆଜି ସକାଳୁ ବେଲଙ୍କ ସ୍ବାମୀ ଅଗସ୍ତୀ ମାଝୀ ହଠାତ ବେଲ…

ଧୋକାର ମିଳିଲା ଦଣ୍ଡ : ନୁଡୁଲ୍ସ ସହ ସ୍ବାମୀଙ୍କ ଗୁପ୍ତାଙ୍ଗ ମିଶାଇ ସ୍ତ୍ରୀ କଲେ ରୋଷେଇ

ଲସଏଞ୍ଜଲର୍ସ : ଜଣେ ମହିଳା ତାଙ୍କ ସ୍ବାମୀଙ୍କ ବିଶ୍ବାସଘାତକତାର ଏପରି ଦଣ୍ଡ ଦେଇଛନ୍ତି ଯାହା ଶୁଣି ଆଶ୍ଚର‌୍ୟ୍ୟ ହେବେ ଲୋକ। ଆଜ୍ଞା ହଁ, ସ୍ବାମୀଙ୍କ ବିଶ୍ବାସଘାତକତା ସହି ନପାରି କ୍ରେଧିତ ମହିଳା ତାଙ୍କ ଗୁପ୍ତାଙ୍ଗ କାଟିବା ସହ ତାହାକୁ ନୁଡୁଲ୍ସ ସହ ମିଶାଇ ରୋଷେଇ କରିଦେଇଛନ୍ତି।…

ପରକୀୟା ପ୍ରୀତି ଥିବା ସନ୍ଦେହ କରି ସ୍ୱାମୀର ଗୁପ୍ତାଙ୍ଗ କାଟିଲା ସ୍ତ୍ରୀ

ନବରଙ୍ଗପୁର (କେନ୍ୟୁଜ୍) : ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଳକ ଉଦୟପୁର ଗାଁରେ ଅଭାବନୀୟ ଘଟଣା । ପରକୀୟା ପ୍ରୀତି ଥିବା ସନ୍ଦେହ କରି ସ୍ୱାମୀର ଗୁପ୍ତାଙ୍ଗ କାଟିଲା ସ୍ତ୍ରୀ । ଅଭିଯୁକ୍ତ ସ୍ତ୍ରୀକୁ ତେନ୍ତୁଳିଖୁଣ୍ଟି ପୋଲିସ ଅଟକ ରଖିଥିବା ବେଳେ ଗୁରୁତର ସ୍ୱାମୀକୁ ନବରଙ୍ଗପୁର ମୁଖ୍ୟ…

କଳିଯୁଗ ସ୍ତ୍ରୀ : ଅଫିସ୍ ସାମ୍ନାରେ ସ୍ବାମୀଙ୍କୁ ଗୋଡେଇ ଗୋଡେଇ ପିଟିଲେ

ଗଜପତି : ଅଫିସ୍ ସାମ୍ନାରେ ସ୍ବାମୀଙ୍କୁ ମାରିଲେ ସ୍ତ୍ରୀ । କାଠ ଫାଳିଆରେ ଗୋଡେଇ ଗୋଡେଇ ପିଟିଲେ ଶାଶୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଅଂଚଳର । ଖ୍ରୀଷ୍ଟିୟାନ୍ ଧର୍ମ ଗ୍ରହଣ ନକରିବାରୁ ସ୍ବାମୀଙ୍କୁ ତାଙ୍କ ସ୍ତ୍ରୀ ଏବଂ ଶାଶୁ ପିଟିଥିବା ଅଭିଯୋଗ ହୋଇଛି । ସୂଚନା…

ଏମିତି ସ୍ବାମୀ ପଣିଆକୁ ଛି !

ଭୁବନେଶ୍ବର(କେନ୍ଯୁଜ୍) : ବର୍ତ୍ତମାନ ଯୁଗରେ ସଂପର୍କ  ଆଉ ସଂପର୍କ ହୋଇ ରହିନାହିଁ । ଏହା ପଲଟିଯାଇଛି ପିଲା ମାନଙ୍କ ବୋହୁଚୋରୀ ଖେଳ। ନିକଟରେ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ । ସକଳା ୯ଟାରୁ ସନ୍ଧ୍ଯା ୪ଟା ପର୍ଯ୍ଯନ୍ତ ଶାଶୂ ଘରର ଗେଟ୍ ବାହାରେ ବସି ରହିଲେ ବୋହୁ…

ରାଗରେ ବିମାନ ଚୋରାଇ ଘରେ କଲେ କ୍ରାସ୍ : ପତ୍ନୀଙ୍କ ଅଭିଯୋଗରେ ସ୍ବାମୀଙ୍କୁ ହୋଇଥିଲା ଜେଲ

ୱାଶିଂଟନ୍ : ଆମେରିକାର ଔଟାରେ ରହୁଥିବା ହୁଏନ୍ ୟୁଡ଼୍ ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ମାରିବାକୁ ଯାଇ ଘରେ କରିଛନ୍ତି ବିମାନକୁ କ୍ରସ୍ । ଘଟଣାରେ ବିମାନ ଚଲାଉଥିବା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଘରେ ଥିବା ତାଙ୍କ ପତ୍ନୀ ଏବଂ ପୁଅର କୌଣସି କ୍ଷତି ହୋଇନହିଁ। ପୁଲିସ ସୂଚନା…