Browsing Tag

husband

ଛିଃ ଏତେ ନୃଶଂସ! ସ୍ତ୍ରୀ ଆଉ ଝିଅକୁ ହାଣିବା ପରେ କଟା ମୁଣ୍ଡ ଧରି ଶ୍ୱଶ୍ୱର ଘରେ ପହଞ୍ଚିଲା ଜ୍ୱାଇଁ

ବିହାରର ମଧେପୁରାରୁ ଏକ ଛାତି ଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ନିର୍ଦ୍ଦୟ ସ୍ୱାମୀ ପାଶବିକତାର ସବୁ ସୀମା ଟପିଯାଇଛି। ଏହି ରାକ୍ଷସ ନିଜ ସ୍ତ୍ରୀ ଓ ଦେଢ଼ ବର୍ଷର ଝିଅର ମୁଣ୍ଡ ଗଣ୍ଡି ଅଲଗା କରି ଦେଇଛି। ପତ୍ନୀର ମୁଣ୍ଡ କାଟି ସେ ଶ୍ୱଶୁର ଘରେ ରଖିଆସିଥିବା ବେଳେ ଝିଅର କଟା ମୁଣ୍ଡକୁ ଘର…

ସରକାରୀ ଚାକିରି ମିଳିବା ମାତ୍ରେ ସ୍ୱାମୀକୁ ଭୁଲିଗଲା ସ୍ତ୍ରୀ, ଏବେ ନ୍ୟାୟ ପାଇବା ପାଇଁ ଅଭିଯୋଗ କରୁଛନ୍ତି ସ୍ୱାମୀ

ବାହାଘର ହେଉଛି ସମସ୍ତଙ୍କ ଜୀବନ ର ଏକ ବିଶେଷ ଅଂଶ। ଉଭୟ ପୁଅ ଓ ଝିଅ ପରସ୍ପର ଏକ ବନ୍ଧନରେ ଆବଦ୍ଧ ହୋଇଥାନ୍ତି। ବାହାଘର ପରେ ସ୍ବାମୀ ସ୍ତ୍ରୀଙ୍କ ସଂପର୍କ ଏକ ଏମିତି ସମ୍ପର୍କ ହୋଇଯାଏ ଯେ ଏହି ସମ୍ପର୍କ ସବୁ ସମ୍ପର୍କ ଠାରୁ ଶ୍ରେଷ୍ଠ ହୋଇଯାଇ ଥାଏ। ଉଭୟ ପରସ୍ପରର ସୁଖ ଦୁଃଖରେ ସାହାର…

ପରକୀୟା ପ୍ରେମ ପାଇଁ ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା, ଏବେ ଥାନାରେ ଅଟକ ସ୍ଵାମୀ ଓ ପ୍ରେମିକା

ସୁନ୍ଦରଗଡ (କେନ୍ୟୁଜ): ପ୍ରେମ ପାଇଁ ହତ୍ୟାକାରୀ ସାଜିଲା ସ୍ଵାମୀ । ପରକ୍ରିୟା ପ୍ରେମ ପାଇଁ ସ୍ତ୍ରୀକୁ ଅତି ନୃଶଂସ ଭାବେ ହତ୍ୟା କରି ଏକ ବିଲରେ ଫୋପାଡିଦେବା ୪ ଦିନ ପରେ ମୃତ ଦେହ ଉଦ୍ଧାର ହେବା ସମସ୍ତ ଘଟଣା ସାମ୍ନାକୁ ଆସିଛି। କିଂଜିରକେଲା ଥାନା ବି.କରୁଅ।ବାହାଲ ଗ୍ରାମରେ ଘଟିଛି ଏଭଳି…

ମଦ୍ୟପ ସ୍ୱାମୀଙ୍କୁ ଥାନାରୁ ଉଦ୍ଧାର କରିବା ପାଇଁ ନିଜକୁ ମା’ ଦୁର୍ଗା ବୋଲି କହି ଏପରି କଲେ ମହିଳା …

ବିହାରର ଜାମୁଇ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ମଦ୍ୟପ ସ୍ୱାମୀକୁ ଉଦ୍ଧାର କରିବା ପାଇଁ ପୋଲିସ ଷ୍ଟେସନରେ ମହିଳା ପହଞ୍ଚି ନିଜକୁ ଦୁର୍ଗା ବୋଲି କହିବା ଆରମ୍ଭ କରିଥିଲେ। ଏହାକୁ ନେଇ ପୋଲିସ ଷ୍ଟେସନରେ ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା ଦେଖା ଯାଇଥିଲା ପୋଲିସ…

ଆଶ୍ଚର୍ଯ୍ୟ! ସ୍ତ୍ରୀକୁ କାମୁଡ଼ିବାରୁ ବୋତଲରେ ସାପକୁ ଧରି ହସ୍ପିଟାଲରେ ପହଞ୍ଚିଗଲେ ଯୁବକ, ନିଃଶ୍ୱାସ ନେବାକୁ କରିଥିଲେ…

ଉତ୍ତର ପ୍ରଦେଶ: ସ୍ତ୍ରୀକୁ ସାପ କାମୁଡ଼ିବାରୁ ସ୍ତ୍ରୀ ସହ ସାପକୁ ଧରି ହସ୍ପିଟାଲରେ ପହଞ୍ଚିଗଲେ ଯୁବକ। ଯୁବକ ଜଣକ ଏକ ବୋତଲରେ ସାପକୁ ଭର୍ତ୍ତି କରି ଡାକ୍ତରଙ୍କ ପାଖକୁ ନେଇଥିଲେ। ବ୍ୟକ୍ତି ହାତରେ ସାପ ଧରିଥିବା ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି…

ଗର୍ଭବତୀ ପତ୍ନୀଙ୍କୁ ଶ୍ୱଶୁର ଘରେ ଛାଡ଼ି ୨ୟ ବିବାହ କଲା ସ୍ୱାମୀ: ଧରାପକାଇ ଦେଲା ଫେସ୍‌ବୁକ୍‌, ଏବେ ନ୍ୟାୟ ମାଗୁଛନ୍ତି…

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳା ନିଜର ସ୍ୱାମୀଙ୍କ ବିରୋଧରେ ଧୋଖା ଦେଇ ୨ୟ ବିବାହ କରିଥିବା ନେଇ ଅଭିଯୋଗ ଆଣିଛନ୍ତି । ମହିଳା ଜଣକ ପତିଙ୍କ ବିରୋଧରେ ଥାନାରେ ଦେଇଥିବା ଏତଲାରେ କହିଛନ୍ତି ଯେ, ଅଭିଯୁକ୍ତ ୩ ମାସ ପୂର୍ବରୁ ଡେଲିଭରି ପାଇଁ ମୋର ମା’ ଘରେ ଛାଡ଼ିଦେଇଥିଲେ ।…

ସ୍ତ୍ରୀ ଆଣିଲା ସ୍ବାମୀ ନାଁରେ ସାଂଘାତିକ ଅଭିଯୋଗ, କହିଲା ସ୍ୱାମୀଙ୍କର ଅନ୍ୟ ଝିଅଙ୍କ ସହ ରହିଛି ସମ୍ପର୍କ

ଭୁବନେଶ୍ୱର (କେନ୍ୟୁଜ): ସ୍ୱାମୀ ନାଁରେ ସ୍ତ୍ରୀ ଆଣିଛନ୍ତି ସାଂଘାତିକ ଅଭିଯୋଗ। ସ୍ତ୍ରୀର ଅଶ୍ଲୀଳ ଭିଡିଓ ସ୍ୱାମୀ ଭାଇରାଲ କରିଥିବା ଅଭିଯୋଗ ଆଣିଛନ୍ତି ସ୍ତ୍ରୀ। ତାଙ୍କ ସ୍ୱାମୀ ଅନ୍ୟ ଝିଅଙ୍କ ସହ ସଂପର୍କ ରଖିଥିବା ମଧ୍ୟ କହିଛନ୍ତି। ଏନେଇ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କରିଛନ୍ତି…

ବର୍ବରତାର ଭୟଙ୍କର କାହାଣୀ: ସ୍ତ୍ରୀ ସରକାରୀ ଚାକିରି ପାଇବା ପରେ ହାତ ହାଣିଦେଲା ସ୍ୱାମୀ

ନୂଆଦିଲ୍ଲୀ: ସ୍ତ୍ରୀ ଚାକିରି ପାଇଲେ କେଉଁ ସ୍ୱାମୀ ବା ଖୁସି ନହେବ। ଯଦି ସରକାରୀ ଚାକିରି ହୋଇଥିବ, ତା’ହେଲେ ଭାଗ୍ୟ ଖୋଲିଗଲା ବୋଲି କୁହାଯିବ। ତବେ ପଶ୍ଚିମବଙ୍ଗରେ ଏକ ଯନ୍ତ୍ରଣାଦାୟକ ଘଟଣା ସାମ୍ନାକୁ ଆସିଛି। ଏଠାରେ ପୂର୍ବ ବର୍ଡୱାନ୍ ଜିଲ୍ଲାରେ ଜଣେ ସ୍ୱାମୀ ନିଜ ପତ୍ନୀଙ୍କ କାମ ଆରମ୍ଭ…

ଅଦ୍ଭୁତ ମାନସିକତା: ଝିଅ ଜନ୍ମ ହେବାରୁ ମହିଳାଙ୍କୁ ସର୍ବସମ୍ମୁଖରେ ନିର୍ଦ୍ଦୟ ଭାବରେ ମାଡ଼ମାରିଲେ ଶାଶୁ ଓ ସ୍ୱାମୀ

ନୂଆଦିଲ୍ଲୀ : 'କନ୍ୟା ରତନ, କର ଯତନ’ କଥା ଆପଣ ଶୁଣିଥିବେ। ସମାଜରେ ଆମେ ଯେତେ କହିଥାଉ ନା କାହିଁକି ପୁଅ ଏବଂ ଝିଅ ସବୁ ସମାନ । ସେମାନଙ୍କ ମଧ୍ୟରେ କ କୌଣସି ପାର୍ଥକ୍ୟ ନାହିଁ । କିନ୍ତୁ ଆଜି ବି ଏହିପରି ଅନେକ ଉଦାହରଣ ଏହି ଶିକ୍ଷିତ ସମାଜରେ ଦେଖିବାକୁ ମିଳେ ଯେଉଁଠାରେ ଝିଅଟିକୁ ଖରାପ…

ସାବିତ୍ରୀ ପାଇଁ ବିଦେଶରୁ ଆସିଥିଲେ ସ୍ୱାମୀ, ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି କଲେ ଆତ୍ମହତ୍ୟା

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସରଖିଆ ଗ୍ରାମରେ ଅଘଟଣ। ସ୍ତ୍ରୀର ପ୍ରେମ ସମ୍ପର୍କ ସହିନପାରି ସ୍ୱାମୀର ଆତ୍ମହତ୍ୟା। ତେବେ ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ ସରଖିଆ ଗ୍ରାମର କାମଦେବ ଷେଣ୍ଢ ସେ ଦୀର୍ଘ ଦେଢ଼ ବର୍ଷ ହେଲା ଦୁବାଇରେ କାମକରୁଥିଲେ। ତାର…

ସଇତାନ୍ ସ୍ୱାମୀ; ସାବିତ୍ରୀରେ ସ୍ତ୍ରୀ କୁ ପିଟିପିଟି କଲା ହତ୍ୟା

କରଞ୍ଜିଆ (କେନ୍ୟୁଜ): ଆଜି ପବିତ୍ର ସାବିତ୍ରୀ ବ୍ରତ। ଆମ ଦେଶରେ ଯୁଗ ଯୁଗରୁ ଏହି ସାବିତ୍ରୀ ବ୍ରତ ପାଳନ ହେଇ ଆସୁଛି । ବିଶ୍ୱାସ ରହିଛି ଯେ ଆଜିର ଦିନରେ ଦେବୀ ସାବିତ୍ରୀ ସ୍ୱାମୀ ସତ୍ୟବାନ୍ଙ୍କ ଜୀବନ ବଞ୍ଚାଇବାକୁ ଯମରାଜଙ୍କ ସହ ଲଢ଼ି ଯାଇଥିଲେ। ସେ ନିଷ୍ଠା ଓ ଭକ୍ତି ବଳରେ ଯମରାଜଙ୍କ ଠାରୁ…

କାଉନସିଲର ସ୍ୱାମୀଙ୍କ ହତ୍ୟା ଘଟଣା : ପୋଲିସ ହାତରେ ଧରା ପଡିଲା ମୁଖ୍ୟ ଅଭିଯୁକ୍ତ

ସୁବର୍ଣ୍ଣପୁର (କେନ୍ୟୁଜ): ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସି କାଉନସିଲରଙ୍କ ସ୍ୱାମୀଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ହେଲେ ଶ୍ରୀତମ ଭୁଷଣ ଗୁରୁ । ଗତ ୭ ତାରିଖ ରାତିରେ ତରଭା ଏନଏସି ୧୦ ନମ୍ବର ୱାର୍ଡର କାଉନସିଲର ନଳିନୀ ନାଏକଙ୍କ ସ୍ବାମୀ ସଂଜୀବ କୁମାର…